ଶବ୍ଦାଞ୍ଜଳି- 20
ଦୁର୍ଗାଙ୍କ ପ୍ରତିଶବ୍ଦ
2 ଅକ୍ଷରରେ : ଦୁର୍ଗା, ବ୍ରାହ୍ମୀ, ଶିବl, ସିଦ୍ଧି, ତାରା
3 ଅକ୍ଷରରେ: ନନ୍ଦିନୀ, ଶିବାନୀ, ଈଶ୍ଵରୀ, ଶଙ୍କରୀ, ବିଜୟl, ବାସନ୍ତୀ, ବାଳିକା, ଭବାନୀ, ଭୈରବୀ, ତାରିଣୀ, ଚଣ୍ଡିକା, ଯାଦବୀ,
4 ଅକ୍ଷରରେ:
ଶାକମ୍ବରୀ, ଶୁଭଙ୍କରୀ, ମାହେଶ୍ବରୀ ହରପ୍ରିୟl, ଯୋଗମାୟା, ଜଗନ୍ମlତା, ବେଦମାତା ଭଗବତୀ, ଜଗଦ୍ଧାତ୍ରୀ ଜଗଦମ୍ବା, ଯୋଗନିଦ୍ରା, କାତାୟନୀ, ଭଦ୍ରକାଳୀ ଦଶଭୁଜl, ମହାଦେବୀ, ——————- 5 ଅକ୍ଷରରେ
ସିଂହବାହିନୀ
9 ଅକ୍ଷରରେ ଶବ୍ଦଗୀତି
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଶବ୍ଦାଞ୍ଜଳି- 21
ଦୁର୍ଗାଙ୍କ ପ୍ରତିଶବ୍ଦ
2 ଅକ୍ଷରରେ : ଦୁର୍ଗା, ବ୍ରାହ୍ମୀ, ଶିବl, ସିଦ୍ଧି, ତାରା
3 ଅକ୍ଷରରେ: ନନ୍ଦିନୀ, ଶିବାନୀ, ଈଶ୍ଵରୀ, ଶଙ୍କରୀ, ବିଜୟl, ବାସନ୍ତୀ, ବାଳିକା, ଭବାନୀ, ଭୈରବୀ, ତାରିଣୀ, ଚଣ୍ଡିକା, ଯାଦବୀ,
4 ଅକ୍ଷରରେ:
ଶାକମ୍ବରୀ, ଶୁଭଙ୍କରୀ, ମାହେଶ୍ବରୀ ହରପ୍ରିୟl, ଯୋଗମାୟା, ଜଗନ୍ମlତା, ବେଦମାତା ଭଗବତୀ, ଜଗଦ୍ଧାତ୍ରୀ ଜଗଦମ୍ବା, ଯୋଗନିଦ୍ରା, କାତାୟନୀ, ଭଦ୍ରକାଳୀ ଦଶଭୁଜl, ମହାଦେବୀ, ——————- 5 ଅକ୍ଷରରେ
ସିଂହବାହିନୀ
9 ଅକ୍ଷରରେ ଶବ୍ଦଗୀତି
ଶିବା ଶଙ୍କରୀ ଶୁଭଙ୍କରୀ । ଶିବାନୀ ସିଦ୍ଧି ଶାକମ୍ବରୀ ।। 1
ଦୁର୍ଗା ନନ୍ଦିନୀ ମାହେଶ୍ବରୀ । ଈଶ୍ବରୀ ସିଦ୍ଧି ଶାକମ୍ବରୀ ।। 2
ଶାକମ୍ବରୀ ଯେ ମାହେଶ୍ବରୀ । ଶଙ୍କରୀ ଶିବା ଶୁଭଙ୍କରୀ ।।3
ଦୁର୍ଗା ପାର୍ବତୀ ଭଗବତୀ । ନନ୍ଦିନୀ ଭବାନୀ ପାର୍ବତୀ ll 4
ଦୁର୍ଗା ବିଜୟl ହରପ୍ରିୟା l ତାରା ଯାଦବୀ ଯୋଗମାୟା ll 5
ବାସନ୍ତୀ ବାଳିକା ବିଜୟl l ଯୋଗମାୟା ଯେ ହରପ୍ରିୟା ll 6
ଜଗଦମ୍ବା ଯେ ଜଗନ୍ମlତା l ଶିବାନୀ ଶିବା ବେଦମାତା ll 7
ବିଜୟl ବାସନ୍ତୀ ବାଳିକା l ନନ୍ଦିନୀ ଭବାନୀ ଚଣ୍ଡିକା ll 8
ସିଂହବାହିନୀ କାତାୟନୀ l ଯାଦବୀ ଭୈରବୀ ଭବାନୀ ll 9
ନନ୍ଦିନୀ ଭବାନୀ ଶିବାନୀ l ଶିବାନୀ ଭବାନୀ ନନ୍ଦିନୀ ll 10
ତାରା ତାରିଣୀ ଶାକମ୍ବରୀ l ମହାଦେବୀ ଯେ ମାହେଶ୍ବରୀ ll 11
ଯୋଗନିଦ୍ରା ଯେ ଯୋଗମାୟା l ବାଳିକା ବାସନ୍ତୀ ବିଜୟl ll 12
ବିଜୟl ବ୍ରାହ୍ମୀ ଭଗବତୀ l ଭୈରବୀ ଭବାନୀ ପାର୍ବତୀ ll 13
ଭଦ୍ରକାଳୀ ଯେ ଭଗବତୀ l ନନ୍ଦିନୀ ଈଶ୍ବରୀ ପାର୍ବତୀ ll 14
ଦଶଭୁଜl ଯେ ମହାଦେବୀ l ବିଜୟl ଭବାନୀ ଭୈରବୀ ll 15
ଜଗଦମ୍ବା ଯେ ଜଗଦ୍ଧାତ୍ରୀ l ତାରିଣୀ ବାସନ୍ତୀ ପାର୍ବତୀ ll 16
ଜଗଦମ୍ବା ଯେ ଯୋଗମାୟା l ବ୍ରାହ୍ମୀ ବିଜୟl ହରପ୍ରିୟା ll 17 ———————— ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଶବ୍ଦାଞ୍ଜଳି- 22
ଶିବଙ୍କ ପ୍ରତିଶବ୍ଦ
2 ଅକ୍ଷରରେ : ଶିବ, ଶମ୍ଭୁ, ଶୂଳି, ସୋମ, ସର୍ବ/ଶର୍ବ, ସ୍ଥାଣୁ, ରୁଦ୍ର, ଭୀମ ମୃଡ, ହର, ବିଭୁ , ଭବ,
3 ଅକ୍ଷରରେ: ଈଶ୍ଵର, ଶଙ୍କର, ଅଘୋର, ଗିରିଶ, ମହେଶ, ଉମେଶ, ଦେବେଶ, ଇଶାଣ, ଭୀଷଣ ଇଶାନ, ଈଶାନ କପାଳୀ, କାପାଳୀ, କୁଣ୍ଡଳୀ, ତ୍ରିଶୂଳୀ ଭୈରବ, ତ୍ରୈମ୍ବକ, ପୁରାରି, ସ୍ଵୟଂମ୍ଭୂ, ଶଙ୍କର, ଶ୍ରୀକଣ୍ଠ
4 ଅକ୍ଷରରେ:
ମହେଶ୍ବର, ସର୍ବେଶ୍ଵର, ସର୍ବେଶ୍ଵର, ନନ୍ଦୀଶ୍ଵର, ଦିଗମ୍ବର, ବାନାମ୍ବର, ଶୂଳଧର, ପୁରନ୍ଦର, ଶୂଳଧର, ଗଙ୍ଗାଧର ଗଙ୍ଗାଧର, ପକ୍ଷଧର ପକ୍ଷଧର, ପୁରନ୍ଦର,
ଅମ୍ବରୀଷ, ଆଶୁତୋଷ, ଆଶୁତୋଷ, ବ୍ୟୋମକେଶ, ବ୍ୟୋମକେଶ, କୃତିବାସ,
ନଟରାଜ, ବୃଷଧ୍ଵଜ, ପଞ୍ଚାନନ, ତ୍ରିଲୋଚନ
ଜଟାଧାରୀ, ଶୂଳଧାରୀ, ଦେବଦେବ, ବାମଦେବ ସଦାଶିବ, ମହାଦେବ
ପଶୁପତି, ଉମାପତି, ପଶୁପତି, ଭୂତପତି
ଲୋକନାଥ, ବିଶ୍ୱନାଥ, ବିଶ୍ୱନାଥ, ବୈଦ୍ୟନାଥ ଭୂତନାଥ, ଭୋଳାନାଥ,
ନୀଳକଣ୍ଠ, ବିଷକଣ୍ଠ, ବିଷକଣ୍ଠ, ଶିତିକଣ୍ଠ, ସିତିକଣ୍ଠ
ସଙ୍କର୍ଷଣ, ଶୂଳପାଣି ପୁରଞ୍ଜୟ, ମୃତ୍ୟୁଞ୍ଜୟ,
ପଞ୍ଚମୁଖ, ବିରୁପାକ୍ଷ
ଚନ୍ଦ୍ରମୌଳି, ଚନ୍ଦ୍ରଚୂଡ଼, ବୃଷାକପି, ଗଣାଧିପ ତ୍ରୟମ୍ବକ
5 ଅକ୍ଷରରେ ଚନ୍ଦ୍ରଶେଖର, ଶଶୀଶେଖର ପରଶୁଧର, ଖଣ୍ଡପରଶୁ ଶଶୀଶେଖର, ଶଶୀଭୂଷଣ, ଶଶୀଭୂଷଣ, ଫଣିଭୂଷଣ ବୃଷବାହାନ, ଋଷଭଧ୍ଵଜ , ପିନାକଧାରୀ ———————– 9 ଅକ୍ଷରରେ ଶବ୍ଦଗୀତି
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଶବ୍ଦାଞ୍ଜଳି- 24 ଗଣେଶ ଙ୍କ ପ୍ରତିଶବ୍ଦ
3 ଅକ୍ଷରରେ ଗଣେଶ, ବିଘ୍ନେଶ, ହେରମ୍ବ
4 ଅକ୍ଷରରେ ବିନାୟକ, ବିଘ୍ନରାଜ ବିଘ୍ନରାଜ, ବକ୍ରତୁଣ୍ଡ ଗଣପତି, ଗଣନାଥ, ଗଜାନନ, ଗଣlଧିପ ଏକଦନ୍ତ, ଲମ୍ବୋଦର ଶିବସୁତ, ଉମାସୁତ
5 ଅକ୍ଷରରେ
ବିଘ୍ନନାଶନ, ବିଘ୍ନନାଶକ
6 ଅକ୍ଷରରେ ଗିରିଜାନନ୍ଦନ ——————— ଗଣେଶ, ବିଘ୍ନେଶ ବିନାୟକ, ବିଘ୍ନନାଶକ
ଗଜାନନ, ବିଘ୍ନନାଶନ, ଗିରିଜାନନ୍ଦନ
9 ଅକ୍ଷରରେ ଶବ୍ଦଗୀତି
ଗଣେଶ ହେରମ୍ବ ବିଘ୍ନେଶ l ହେରମ୍ବ ବିଘ୍ନେଶ. ଗଣେଶ ll 1
ଗିରିଜାନନ୍ଦନ ଗଣେଶ l ବିଘ୍ନନାଶକ ଯେ ବିଘ୍ନେଶ ll 2
ବିଘ୍ନନାଶନ ଗଜାନନ l ଗଣେଶ ଗିରିଜାନନ୍ଦନ ll 3
ଗଣେଶ ନାମ ଗଜାନନ l ବିଘ୍ନେଶ ଗିରିଜାନନ୍ଦନ ll 4
ବିଘ୍ନେଶ ବିଘ୍ନରାଜ ନାମ l ହେରମ୍ବ ଗଣେଶ ସୁନାମ ll 5
ଏକଦନ୍ତ ଯେ ଗଜାନନ l ଧନ୍ଯ ସେ ଗିରିଜାନନ୍ଦନ ll 6
ଗଣନାଥ ଯେ ଗଜାନନ l ସୁନାମ ଯା ବିଘ୍ନନାଶନ ll 7
ବିଘ୍ନେଶ ବକ୍ରତୁଣ୍ଡ ସେହି l ବିଘ୍ନନାଶକ ନାମ ବହି ll 8
ମୂଷିକବାହାନ ଯାହାର l ଗଣପତି ସେ ଲମ୍ବୋଦର ll 9 —————————- ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଶବ୍ଦାଞ୍ଜଳି-25 ଦେବତା ଶବ୍ଦର ପ୍ରତିଶବ୍ଦ
2 ଅକ୍ଷରରେ: ଦେବ, ଦିଅଁ, ସୁର,
3 ଅକ୍ଷରରେ: ଦେବତା, ଦୈବତ, ଆଦିତ୍ୟ, ଅମୃତ, ସୁପର୍ବା, ସୁମନ, ବିବୁଧ, ତ୍ରିଦଶ, ଅମର, ନିର୍ଜର ଗୀର୍ବlଣ,
4 ଅକ୍ଷରରେ: ବିବସ୍ଵାନ୍, ବୃନ୍ଦାରକ, ଦାନବାରି, ହବିର୍ଭୁକ୍ ଅମୃତେଶ, ବହ୍ନିମୁଖ, ଅପହର୍ଯ୍ଯ, ତ୍ରିତିବେଶ
6 ଅକ୍ଷରରେ:
ଅଦିତିନନ୍ଦନ
ଶବ୍ଦଗୀତି :
ସୁର, ଅମର, ନିର୍ଜର ସୁମନ, ବିବସ୍ଵାନ୍, ଅଦିତିନନ୍ଦନ ଦୈବତ, ଅମୃତ ବୃନ୍ଦାରକ, ହବିର୍ଭୁକ୍, ଅମୃତେଶ, ତ୍ରିତିବେଶ —————— ଦେବତା ଶବ୍ଦର ଶବ୍ଦଗୀତି 9 ଅକ୍ଷରରେ:
ସୁର ସୁପର୍ବା ବିବସ୍ଵାନ୍ l ସୁପର୍ବା ଆଦିତ୍ୟ ସୁମନ ll 1
ଆଦିତ୍ୟ ଅମୃତ ସୁମନ l ବିବୁଧ ସୁର ବିବସ୍ଵାନ୍ ll 2
ଦେବତା ସୁପର୍ବା ସୁମନ l ବହ୍ନିମୁଖ ଯେ ବିବସ୍ଵାନ୍ ll 3
ଦେବ ଦେବତା ଦିଅଁ ସୁର l ଆଦିତ୍ୟ ସୁପର୍ବା ଅମର ll 4
ସୁମନ ସୁପର୍ବା ଆଦିତ୍ୟ l ଦେବତା ବିବୁଧ ଅମୃତ ll 5
ଗୀର୍ବlଣ ବୃନ୍ଦାରକ ସୁର l ଦେବତା ଦୈବତ ନିର୍ଜର ll 6
ନିର୍ଜର ଅମର ଅମୃତ l ସୁପର୍ବା ଦେବତା ଦୈବତ ll 7
ଦେବ ଅମୃତ ଅମୃତେଶ l ଅମର ନିର୍ଜର ତ୍ରିଦଶ ll 8
ତ୍ରିଦଶ ତ୍ରିତିବେଶ ସୁର l ଅମର ଅମୃତ ନିର୍ଜର ll 9
ଅମୃତ ଅପହର୍ଯ୍ଯ ସୁର l ଅଦିତିନନ୍ଦନ ଅମର ll 10
ଅମର ଅଦିତିନନ୍ଦନ l ଅମୃତ ସୁପର୍ବା ସୁମନ ll 11
ଦାନବାରି ଯେ ବୃନ୍ଦାରକ l ଦେବ ଆଦିତ୍ୟ ହବିର୍ଭୁକ୍ ll 12
ବହ୍ନିମୁଖ ଯେ ବୃନ୍ଦାରକ l ଗୀର୍ବlଣ ସୁର ହବିର୍ଭୁକ୍ ll 13
ଆଦିତ୍ୟ ବିବୁଧ ସୁମନ l ଗୀର୍ବlଣ ଅଦିତିନନ୍ଦନ ll 14
ସୁର ଆଦିତ୍ୟ ବୃନ୍ଦାରକ l ତ୍ରିଦଶ ଦେବ ହବିର୍ଭୁକ୍ ll 15
ସୃଜନ କରୁଣା ଅମୃତ(ଦେବତା) ଅଶୋକ l ଐଶ୍ୱର୍ଯ୍ୟ ବିତରେ ଶବ୍ଦ ସ୍ଵର୍ଗଲୋକ ll ପ୍ରଣାମ ପ୍ରଣାମ କବି ମହାତ୍ମା ‘ଗୁରୁ’ ଧର୍ମାନନ୍ଦ, ଚୌଦ୍ଵାର
ଶବ୍ଦାଞ୍ଜଳି-26
ଇନ୍ଦ୍ର ଶବ୍ଦର ପ୍ରତିଶବ୍ଦ
2 ଅକ୍ଷରରେ: ଇନ୍ଦ୍ର, ଅର୍କ, ଜିଷ୍ଣୁ ବଜ୍ରୀ, ବୃଷା,
3 ଅକ୍ଷରରେ:
ମଘବା, ମହେନ୍ଦ୍ର, ବାସବ, ସୁରେଶ(ଇନ୍ଦ୍ର, ବିଷ୍ଣୁ), ନଗାରି, ବୃତ୍ତାରି
4 ଅକ୍ଷରରେ:
ଦେବରାଜ, ଆଖଣ୍ଡଳ ବଜ୍ରପାଣି, ବୃଷାକପି, ବଳରିପୁ ପୁୁରୁହୂତ, ପୁରନ୍ଦର,
ଶତକ୍ରତୁ, ସହସ୍ରାକ୍ଷ, ମରୁତ୍ଵାନ୍ ସୁନାସୀର, ସୁରନାଥ
5 ଅକ୍ଷରରେ: ମେଘବାହାନ,
6 ଅକ୍ଷରରେ:
ଜୀମୂତବାହାନ
ଶବ୍ଦଗୀତି : ଇନ୍ଦ୍ର, ମହେନ୍ଦ୍ର ନଗାରି, ବୃତ୍ତାରି ମରୁତ୍ଵାନ୍, ମେଘବାହାନ, ଜୀମୂତବାହାନ ସୁନାସୀର, ପୁରନ୍ଦର ———————– 9 ଅକ୍ଷରରେ ଇନ୍ଦ୍ରର ଶବ୍ଦଗୀତି
ଇନ୍ଦ୍ର ଅର୍କ ଜିଷ୍ଣୁ ନଗାରି l ବଜ୍ରୀ ବୃଷା ଇନ୍ଦ୍ର ବୃତ୍ତାରି ll 1
ମଘବା ମହେନ୍ଦ୍ର ବାସବ l ଇନ୍ଦ୍ରଙ୍କ ନାମ ଏ ଜାଣିବ ll 2
ବୃତ୍ତାରି ମଘବା ମହେନ୍ଦ୍ର l ନଗାରି ଅର୍କ ଜିଷ୍ଣୁ ଇନ୍ଦ୍ର ll 3
ସୁରେଶ ବାସବ ବୃତ୍ତାରି l ମହେନ୍ଦ୍ର ମଘବା ନଗାରି ll 4
ମଘବା ମହେନ୍ଦ୍ର ସୁରେଶ l ଇନ୍ଦ୍ରଙ୍କ ନାମ ଜାଣି ଘୋଷ ll 5
ଇନ୍ଦ୍ର ମହେନ୍ଦ୍ର ମରୁତ୍ଵାନ୍ l ଜିଷ୍ଣୁ ଯେ ଜୀମୂତବାହାନ ll 6
ମେଘବାହାନ ଅର୍କ ଇନ୍ଦ୍ର l ସୁରେଶ ମଘବା ମହେନ୍ଦ୍ର ll 7
ସୁରନାଥ ଯେ ସୁନାସୀର l ଅର୍କ ମହେନ୍ଦ୍ର ପୁରନ୍ଦର ll 8
ପୁୁରୁହୂତ ଯେ ପୁରନ୍ଦର l ବୃଷା ସୁରେଶ ସୁନାସୀର ll 9
ମେଘବାହାନ ମରୁତ୍ଵାନ l ଜିଷ୍ଣୁ ଯେ ଜୀମୂତବାହାନ ll 10
ସୁରେଶ ସହସ୍ରାକ୍ଷ ଇନ୍ଦ୍ର l ମଘବା ସୁରେଶ ମହେନ୍ଦ୍ର ll 11
ଶତକ୍ରତୁ ଯେ ସହସ୍ରାକ୍ଷ l ଇନ୍ଦ୍ରଙ୍କ ନାମ ମନେରଖ ll 12
ସୁରନାଥ ଯେ ସୁନାସୀର l ପୁୁରୁହୂତ ଯେ ପୁରନ୍ଦର ll 13
ସୁରେଶ ସହସ୍ରାକ୍ଷ ନାମ l ଦେବରାଜ ଙ୍କ ଏ ସୁନାମ ll 14
ସୁରେଶ ସୁନାସୀର ଇନ୍ଦ୍ର l ନଗାରି ବୃତ୍ତାରି ମହେନ୍ଦ୍ର ll 15
ବାସବ ବଳରିପୁ ଇନ୍ଦ୍ର l ଅର୍କ ଆଖଣ୍ଡଳ ମହେନ୍ଦ୍ର ll 16
ଦେବରାଜ ଯେ ମରୁତ୍ଵାନ୍ l ବାସବ ଜୀମୂତବାହାନ ll 17
ବୃଷାକପି ଯେ ବଜ୍ରପାଣି l ଇନ୍ଦ୍ର ସୁରେଶ ନାମ ଜାଣି ll 18
ସୁରେଶ ମଘବା ମହେନ୍ଦ୍ର l ସୁରେଶ ସୁରନାଥ ଇନ୍ଦ୍ର ll 19
ସୁରେଶ ସୁନାସୀର ନାମ l ଜୀମୂତବାହାନ ସୁନାମ ll 20
ଦେବରାଜ ଯେ ବଜ୍ରପାଣି l ବୃଷା ବୃତ୍ତାରି ନାମ ଜାଣି ll 21
ବଜ୍ରୀ ବୃତ୍ତାରି ବଜ୍ରପାଣି l ସୁରେଶ ସୁନାସୀର ଜାଣି ll 22
ମେଘବାହାନ ମରୁତ୍ଵାନ୍ l ମଘବା ଜୀମୂତବାହାନ ll 23
ବୃଷା ବାସବ ବଜ୍ରପାଣି l ଦେବରାଜ ଙ୍କ ନାମ ଜାଣି ll 24
ଇନ୍ଦ୍ର ମହେନ୍ଦ୍ର ପୁରନ୍ଦର l ନାମ ସୁରେଶ ସୁନାସୀର ll 25 ———————————– ସୃଜନ କରୁଣା ଅମୃତ(ଦେବତା) ଅଶୋକ l ଐଶ୍ୱର୍ଯ୍ୟ ବିତରେ ଶବ୍ଦ ସ୍ଵର୍ଗଲୋକ ll ପ୍ରଣାମ ପ୍ରଣାମ । ଚୌଦ୍ଵାର କଲେଜରେ ମୋର ପ୍ରିୟ ଗୁରୁଦେବ ମହାନ୍ କବି, ଯଶସ୍ୱୀ ଅଧ୍ୟାପକ ଶ୍ରୀଯୁକ୍ତ ଅଶୋକ ମହାନ୍ତି (1982-84) ମତେ ସୃଜନର ବରଦାନ ଦେଇଥିବାରୁ ମୁଁ ତାଙ୍କ ପାଦ ପଦ୍ମରେ ଚିରକାଳ କୃତଜ୍ଞ ଓ ଧନ୍ଯ l ଅତ୍ୟନ୍ତ ଦୁରୂହ କାର୍ଯ୍ୟ, ଓଡ଼ିଆ ଅଭିଧାନର ଶବ୍ଦ ସବୁକୁ ବାଛି ଗୀତିମୟ ଛନ୍ଦରେ ଲେଖିବା ସହିତ, ପ୍ରତିଶବ୍ଦକୁ ନବାକ୍ଷରୀ ଛନ୍ଦରେ ଲେଖୁଥିବାର ଦେଖି, ମୋର ସୃଜନ କରିସ୍ମlରେ ବିସ୍ମିତ ଓ ବିହ୍ଵଳ ହୋଇ ସେ 5.9.2023 ଦିନ ପବିତ୍ର ଗୁରୁଦିବସରେ ମତେ ସାରସ୍ଵତ ସମ୍ମାନ ‘ଗୁରୁ’ ଉପାଧିରେ ଆଶିର୍ବାଦ ଦେଇଥିବାରୁ ମୁଁ ଆଶ୍ଚର୍ଯ୍ୟାନ୍ବିତ, ଅଭିଭୂତ, ଆନନ୍ଦ-ଅଶ୍ରୁ ଗଦ୍ ଗଦ୍ l ଜଣେ ମହାନ୍ ଗୁରୁ ଦେବତା ହିଁ ତାଙ୍କ ଜୀବଦ୍ଦଶାରେ କେବେକେବେ ପ୍ରିୟ ଛାତ୍ରର ଚିରନ୍ତନ ସୃଜନ କୃତିତ୍ଵରେ ତାଙ୍କ ଐଶୀ ଆଶିର୍ବାଦର ଆଲୋକଗଙ୍ଗାକୁ ଅବଲୋକନ କରି ଏମିତି ବିରଳ ବିଶ୍ବ ବନ୍ଦନୀୟ ‘ଗୁରୁ’ ସମ୍ମାନ ଦେଇ ଇଶ୍ୱରଙ୍କୁ ପ୍ରଣାମ ନିବେଦନ କରିଥାନ୍ତି l ତାଙ୍କ ଅନ୍ତରରୁ ଝରିଥିବା ଗୁରୁକୃପା କୃପାଞ୍ଜଳି ମହାଆନନ୍ଦ ଐଶ୍ୱର୍ଯ୍ୟ ଶବ୍ଦ ଏ, କୃପା କରୁଣାର କ୍ଷୀରାବ୍ଧି ଏ, ତାର ତୁଳନା ନାହିଁ l
“ଗୁରୁଦିବସର ଏହି ପବିତ୍ର ତିଥିରେ ଆପଣଙ୍କ ଭଳି ଜଣେ ମହାନ ଗୁରୁଙ୍କୁ ସ୍ମରଣ କରି ଆପଣଙ୍କ ପ୍ରତି କୃତଜ୍ଞତାର ପର୍ବ ପାଳୁଛି l ଆପଣଙ୍କୁ ଈଶ୍ୱର ଦେହ ମନରେ ଭଲ ରଖନ୍ତୁ ତାଙ୍କ ନିକଟରେ ଏତିକି ପ୍ରାର୍ଥନା l ଅଶୋକ ସାର”
ତାଙ୍କପରି ଶବ୍ଦସଙ୍ଗୀତର ଚିର ଉତ୍ସବମୁଖର ସୃଜନବନ୍ଦିତ କବି ମହାତ୍ମାଙ୍କୁ ମୁଁ ଗୁରୁ ଭାବରେ ପାଇ ଧନ୍ଯ ଓ ମୋର ଜୀବନ ସାର୍ଥକ ଧରାବତରଣ କରି, ମହାପୁଣ୍ୟ ଭୂମି ଭାରତରେ, ପବିତ୍ର ଉତ୍କଳରେ, ପୁରୀର ଜାହାଙ୍ଗୀର ପାଟଣା ଗ୍ରାମରେ l
ପ୍ରଣାମ ପ୍ରଣାମ କବି ମହାତ୍ମା ‘ଗୁରୁ’ ଧର୍ମାନନ୍ଦ, ଚୌଦ୍ଵାର