କାଞ୍ଚନ ଶବ୍ଦ କଲ୍ଲୋଳ (1)

ଆନନ୍ଦ କଲ୍ଲୋଳ, ଆଶାର ହିଲ୍ଲୋଳ, ପ୍ରୀତି କଲ୍ଲୋଳ, ଆନନ୍ଦ ହିଲ୍ଲୋଳ, ପ୍ରଣୟ ହିଲ୍ଲୋଳ, ଆନନ୍ଦ ବିହ୍ଵଳ, ବିଭୋର ବିହ୍ଵଳ, ତନୁଶ୍ରୀ ଭୂଗୋଳ, ସୁଷମା ଭୂଗୋଳ, ମାଟିର ଭୂଗୋଳ
ଆନନ୍ଦ କୁଶଳ, ବାର୍ତ୍ତା କୁଶଳ, କଳାକୌଶଳ, କଳ କୌଶଳ,

ଧନ୍ଯ ଧରାତଳ, ପୁଣ୍ୟ ଧରାକୋଳ, ସୁଖ ସାଙ୍ଗ ମେଳ, ଆନନ୍ଦ ଉଜ୍ଜ୍ବଳ, ଆନନ୍ଦ ଉଚ୍ଛଳ, ସ୍ଵପ୍ନ ଢଳଢଳ, ଦିବ୍ୟ ପୁଣ୍ୟକାଳ, ବିଭବ ବର୍ତୁଳ, ଉରଜ ଯୁଗଳ, କଦମ୍ବ ଯୁଗଳ, କମଳ ଯୁଗଳ, ସ୍ରୋତସ୍ଵିନୀ ଜଳ, ତାତି ଅସମ୍ଭାଳ, ବନ୍ଧ ଟଳମଳ, ମାଟି ବାଲି ଠୁଳ, ଡଙ୍ଗା ମାଳମାଳ, ସ୍ଥିତି ଟଳମଳ, ନାହିଁ ଥଳକୂଳ, ଆସେ କାଳ ବେଳ, କୀର୍ତ୍ତି କାଳକାଳ,

ଐଶ୍ୱର୍ଯ୍ୟ ସକାଳ, ନୀଳ ନଭ ନୀଳ, ନୀଳ କାନ୍ତି ନୀଳ, ନୀଳ ସ୍ଵର୍ଗ ନୀଳ, ନୀଳ ପ୍ରଭା ନୀଳ, ଗଗନ ସୁନୀଳ, ମେଘ ଢଳଢଳ, ଧ୍ୱନି କଳକଳ, ସ୍ନେହ ଛଳଛଳ, ଅଶ୍ରୁ ଛଳଛଳ, ଅତଳ ଅଥଳ, ଅକ୍ଷମ ଅଚଳ, ସ୍ଵଚ୍ଛ ପରିମଳ, ସଞ୍ଜ ସକାଳ, କେତେ କଲିଗୋଳ, କଳି ତକରାଳ, ମାଟିର ଭୂଗୋଳ, ମାଂସର ଭୂଗୋଳ, ଦୃପ୍ତ କରବାଳ, ଧରି ଭିକ୍ଷାଥାଳ, ଧୀରେ ପାଣି ଢ଼ାଳ, ଦୃଶ୍ୟ ଢଳଢଳ,

ଅଶ୍ରୁ ଛଳଛଳ, ଆନନ୍ଦ କୋଳାହଳ, କେତେ ଗଣ୍ଡଗୋଳ, କଟାଳ କନ୍ଦଳ, ଶୋଣିତ ପ୍ରବଳ, ବନ୍ୟା ପ୍ରବଳ, ପୁଣ୍ୟ ନୀଳାଚଳ, ଧରି କରବାଳ, ଶୀତ ସଞ୍ଜବେଳ, ପୁଷ୍ପ ମଧୁକାଳ, ସଞ୍ଜ ସକାଳ, ଐଶ୍ୱର୍ଯ୍ୟ ସକାଳ, ଅମୃତ ସକାଳ, ଆନନ୍ଦ ଉଜ୍ଜଳ, ଦିବ୍ୟ ଶୋଭା ନୀଳ,ଗୋବିନ୍ଦ ଗୋପାଳ, ଆନନ୍ଦ ଗୋପାଳ,ଆଣ୍ଠୁଆ ଗୋପାଳ,

ଧନ୍ଯ ତୋ କପାଳ, କପାଳ କପୋଳ, ଶୋଭା ନଦୀକୂଳ, ନାହିଁ ଭଲ ବେଳ, ଏତେ ଅସମ୍ଭାଳ, ବେଳ ଅନୁକୂଳ, ଟାଣ ଖରାବେଳ, କୀର୍ତ୍ତି ଖରାବେଳ, ସୈକତ ଶୈବାଳ, କଳିଙ୍ଗ ଉତ୍କଳ, କଳାର ଉତ୍କଳ, ଉତ୍କର୍ଷ ଉତ୍କଳ, ଶୋଭା ସାୟଂକାଳ, ଧରି ସୈନ୍ୟଦଳ,
ଧରି ଦଳବଳ, ଥିଲେ ପୁଣ୍ୟବଳ, ଥିଲେ ଧର୍ମବଳ, ମୁକୁତା ପ୍ରବାଳ, ରସ ନାରିକେଳ, ଗୁଆ ନାରିକେଳ, ହୋଇ ଭକ୍ତି ଭୋଳ,କି ଆନନ୍ଦ ରୋଳ,

ଶବ୍ଦ କଳକଳ, ଜାଣି ଫଳାଫଳ, ଭୋଗେ କର୍ମଫଳ, ଅଭିଶାପ ଫଳ, ଦୁଃଖ କର୍ମଫଳ, କର୍ମ ହେଲା କାଳ, ପ୍ରକାଣ୍ଡ ବିଶାଳ, ହୃଦୟ ବିଶାଳ, ଶିଳା ଏ ବିଶାଳ, ଶିଳା ରୂପ ଶୈଳ, ନୀଳ ରୂପ ଶୈଳ, ଶୈଳ କାନ୍ତି ନୀଳ, କଠିନ କୋମଳ, ମୃଦୁଳ କୋମଳ, କୋମଳ ମାଂସଳ, ଉଷୁମ କୋମଳ, ବିମଳ କୋମଳ, ନିର୍ମଳ ବିମଳ, ନିର୍ଜନ ନିର୍ମଳ,

କେତେ ଫୁଲ ଫଳ, ବନ ପୁଷ୍ପ ଫଳ, ଆନନ୍ଦ ରସାଳ, ଅପୂର୍ବ ରସାଳ, ପାଦପ ରସାଳ, ଶୈଳଶ୍ରୀ ଶ୍ୟାମଳ, ଶସ୍ୟ ଶ୍ୟାମଳ, ସୁଷମା ଶ୍ୟାମଳ, ଶୋଭା ଶ୍ୟାମଳ, ସ୍ଵର୍ଣ୍ଣିମ ଶ୍ୟାମଳ, ଲାବଣ୍ୟ ଶ୍ୟାମଳ, ପାନେ ହଳାହଳ, ବିଷ ହଳାହଳ, ବିଷାକ୍ତ ଗରଳ, ଗହଳ ଚହଳ, ଆନନ୍ଦ ଗହଳ, ପତର ଗହଳ, ଗହଳ ବହଳ, ହଳୀ(କୃଷକ)ଧରି ହଳ,ଶୋଭା ଶ୍ୟାମନୀଳ, ସ୍ଵର୍ଣ୍ଣ ଶ୍ରୀ ଶଇଳ, ଦିବ୍ୟ ପ୍ରଭା ନୀଳ, ସୁବର୍ଣ୍ଣ ସକାଳ,ଐଶ୍ୱର୍ଯ୍ୟ ସକାଳ, କୃଷ୍ଣ କୁନ୍ତଳ, ସୁଷମା କୁନ୍ତଳ, କୃଷ୍ଣାଭ କୁନ୍ତଳ, କାମିନୀ କୁନ୍ତଳ,
ବଣ ହେନ୍ତାଳ, ତୃଣରାଜ ତାଳ, କାଳର କରାଳ, ପ୍ରସାଦ ବହୁଳ, ପକ୍ଷୀ ଦଳଦଳ, କ୍ଷୁଧାରେ ବିକଳ,

ଫସଲ ପାକଳ, ଆକାଶ ପାତାଳ, ନାହିଁ ଥଳକୂଳ, ବିଭବ ଅତୁଳ, ସୌନ୍ଦର୍ଯ୍ୟ ଅତୁଳ, ସମ୍ପଦ୍ ଅତୁଳ, ତରୁ ଛାୟା କୋଳ, ଆନନ୍ଦ ସଲିଳ, ସମୀର ସଲିଳ, ସୈକତ ସଲିଳ, ସୁନୀଳ ସଲିଳ, ଦୃଶ୍ୟ ଅବିକଳ, ଧରି ପୁଣ୍ୟ ଜଳ, ତୃଷାର୍ତ୍ତ ବିକଳ, କ୍ଷୁଧିତ ବ୍ୟାକୁଳ, ଶୋଭାର ଉତ୍କଳ, ସୁଷମା ମରାଳ, ମୋହିନୀ ମରାଳ, ଆନନ୍ଦ ଉତ୍ତାଳ, ଲହରୀ ଉତ୍ତାଳ, ଉଠେ ମାଳମାଳ, କରି ଗଳାମାଳ,

ଗଳା ପୁଷ୍ପ ମାଳ, ବନ ପୁଷ୍ପମାଳ, ପିନ୍ଧି ରତ୍ନ୍ ମାଳ, ଦେଲା ପୁଷ୍ପ ମାଳ, ମଣି ରତ୍ନ୍ ମାଳ, ପଲ୍ଲବ ମୁକୁଳ, ସୁଷମା ମୁକୁଳ,ମାକନ୍ଦ(ଆମ୍ବ) ମୁକୁଳ, ଦୃଶ୍ୟ ନଦୀକୂଳ, ଜାତିଗୋତ୍ର କୁଳ,

ଏକୂଳ ସେକୂଳ, କଂସାଥାଳି ଢ଼ାଳ, ହେଲା ଟଳମଳ, ମେଘ ଢଳଢଳ, ସେ ଶୋଭା ବିରଳ, ସୁଷମା ବିରଳ, ସୌନ୍ଦର୍ଯ୍ୟ ବିରଳ, ବିଭବ ବିରଳ, ଦୃଶ୍ୟ ତାଳ ମାଳ, ଦେଖ ଜଳଜଳ, ତାର ବାଲ୍ଯକାଳ, ମୁଗ୍ଧ ବାଲ୍ୟକାଳ, ସୁଖ ଯୁବା କାଳ, ତାର ବଳ କଳ, ତାର ବୁଦ୍ଧି ବଳ, ଶୋଭା ଜଳସ୍ଥଳ, ଭେଦି ବକ୍ଷସ୍ଥଳ, ପବନ ହେମାଳ, କୋମଳ ହେମାଳ, ଶେଷ ସମ୍ବଳ, ହୃଦୟ ସମ୍ବଳ, ଏ ଥର ସମ୍ଭାଳ, ଏଣିକି ସମ୍ଭାଳ, ଏତେ ଅସମ୍ଭାଳ, ଏମିତି ବ୍ୟାକୁଳ, ଆଶ୍ରା ଗଛ ମୂଳ, ବଟ ବୃକ୍ଷ ମୂଳ, ଗଛ ଅଗ ମୂଳ, ଗଛ ପତ୍ର ଡାଳ,

ମନକୁ ବିହ୍ଵଳ, ହିରଣ୍ମୟ ଉଜ୍ଜଳ, ଲାବଣ୍ୟ ଉଜ୍ଜଳ, ଲାବଣ୍ୟ କଜ୍ଜଳ, ସ୍ନେହ କାଙ୍ଗାଳ, ପ୍ରାଣ ପ୍ରାଣଉଚ୍ଛଳ, ଆଲୋକିତ ଉଜ୍ଜ୍ବଳ, ଗାଁ ର ଭୂଗୋଳ, ତନ୍ଦ୍ରା ଶୀତଳ, ସଙ୍ଗୀତ ରସାଳ, ନଦୀଧାରେ ଜଳ, ଚନ୍ଦ୍ରମା କୋଳ, ଗିରିବନ କୋଳ,ବିୟତ(ଆକାଶ) ବିମଳ, ତନ୍ମୟ ଯା ନୀଳ, ବନ୍ଦାପନା ଜଳ, ଶୀତୁଆ ସକାଳ, ଶାଗୁଆ ସକାଳ, ସ୍ଵର୍ଣ୍ଣିମ ସକାଳ, ସୁବର୍ଣ୍ଣ ସକାଳ, ଅଗଣ୍ଡ ଜଳ, କାଳି ହେଲା କାଳ, ଅଧୈର୍ଯ୍ୟ ଆକୁଳ, ଆକୁଳ ବ୍ୟାକୁଳ,

ଚନ୍ଦନ ଶୀତଳ, ଜୋଛନା ଶୀତଳ, ତନ୍ମୟତା ନୀଳ, କାନ୍ତି ସମୁଜ୍ଜ୍ବଳ, ଯୌବନ ଉଚ୍ଛଳ, କଳ୍ପନା ସ୍ବପ୍ନିଳ, ନୀଳ ମାୟା ନୀଳ, ମାୟାଞ୍ଜନ ନୀଳ, ଶ୍ୟାମ ହେମ କୋଳ, ନୀଳମଣି ନୀଳ, ମାଟିର କଲ୍ଲୋଳ, କବିତା କଲ୍ଲୋଳ, ମେଘମାଳା ନୀଳ, କୃଷ୍ଣାଭ୍ର କୋମଳ , କଳିକା କୋମଳ, ବିଭୋର ବିହ୍ଵଳ, ନିର୍ମଳ କୋମଳ, ସରଳ ତରଳ, ଜ୍ୟୋତ୍ସ୍ନା ତରଳ, ରୂପ ରାଗ ନୀଳ, ଲାବଣ୍ୟ କୋମଳ, କରୁଣା ଉଚ୍ଛଳ, ମହିମା ଉତ୍କଳ, ପ୍ରଣୟ କଲ୍ଲୋଳ, ନୈସର୍ଗିକ ନୀଳ, ଶ୍ୟାମଳ ଛବିଳ, ଶୋଭା ଶ୍ୟାମ ଶୈଳ, ନୀଳ ଶ୍ୟାମ ଶୈଳ, ଲାବଣ୍ୟ ଉଜ୍ଜ୍ବଳ, ମୂରତୀ ମଙ୍ଗଳ,

ସୁଷମା ଛବିଳ, କୁମାରୀ ଙ୍କ ମେଳ, କ୍ଷଣେ ଅସମ୍ଭାଳ, କୁମାରୀ ସକଳ, କିଶୋର କଲ୍ଲୋଲ, କେତେ କୌତୁହଳ, ଡହଳ ବିକଳ, କାଟୁଥାଏ କାଳ, ଗ୍ରୀଷ୍ମ ସକାଳ, ହେମାଳ କୋମଳ, ଚେତନାରେ ନୀଳ, ସୁନ୍ଦର ସକାଳ, ସ୍ବପ୍ନିଳ ସକାଳ, ଆଶାର ସକାଳ, ସବୁଜ ସକାଳ, ସ୍ନିଗ୍ଧ କୋମଳ, ଅରୁଣ ଉଜ୍ଜ୍ବଳ, ଆଶା ଦୀପ୍ତ ନୀଳ, ପଲ୍ଲୀଶ୍ରୀ ଭୂଗୋଳ, ଶ୍ଵେତ ପୀତ ନୀଳ, ଦୃଶ୍ୟ ନଦୀ ହଳ, ଧ୍ୱନି କଳକଳ,

ଆନନ୍ଦ ପଖାଳ, ସ୍ମୃତିରେ ସଜଳ, କୀର୍ତ୍ତି ଶତଦଳ, ନୀଳ ବ୍ୟୋମ କୋଳ, କାବ୍ଯ କୋଳାହଳ, ନୟନ କଜ୍ଜଳ, ଜ୍ୟୋତି ବ୍ରହ୍ମନୀଳ, ଆଭା ପ୍ରଭା ନୀଳ, ନୀଳ ଇନ୍ଦୁ(ଶଶି) ନୀଳ, ନବଘନ ନୀଳ, ଯଶୋଧନ ନୀଳ, ମାଟି ମା କୋଳ, ବନବିଭା ନୀଳ, ବାନସ୍ପତି ନୀଳ

ନୀରବେଣୀ ନୀଳ, ନଦୀ ଧାର ନୀଳ, ନୀଳନଦୀ ନୀଳ, ଯମୁନାର ନୀଳ, ନକ୍ଷତ୍ର ମଣ୍ଡଳ, ସୁଷମା ମଣ୍ଡଳ, ସାଧୁ ସନ୍ଥ ମେଳ, ସାଙ୍ଗ ସାଥି ମେଳ, ସୁଷମା ବର୍ତୁଳ, ବର୍ତୁଳ ପୃଥୁଳ, ଫେନୀଳ ଉର୍ମିଳ,କୌମୁଦୀ(ଜ୍ୟୋତ୍ସ୍ନା) କୋମଳ,

ଆନନ୍ଦ ଉତ୍ତାଳ, ମେଘ ମାଟି ବଳ, ଅପୂର୍ବ କୋମଳ, ଅପୂର୍ବ ବିମଳ, ଦୁକୂଳ ମୁକୁଳ, ଛବିଳ ମଞ୍ଜୁଳ, ଜଳଦ ଉଜଳ, ଉଜଳ ଜଳଦ, ସୁନାର ସକାଳ, ବିମଳ କୋମଳ, ଅତୀନ୍ଦ୍ରୀୟ ନୀଳ,ଚେତନାରେ ନୀଳ, ପ୍ରସନ୍ନ ଉଜ୍ଜଳ, ସୌଗନ୍ଧିକ(ପଦ୍ମ) ନୀଳ,

ଭଙ୍ଗା ଗଢା ଖେଳ, ଅସୀମ ସହନଶୀଳ, ସରଳ ତରଳ, ମରୁଡି ଅକାଳ, ଶିଶିର ସକାଳ, ମନ ଢଳଢଳ, ମୁଢ଼ି ମାଂସ ଝୋଳ, ସ୍ଵାଦ ମାଂସ ଝୋଳ,

ଚଳଚଞ୍ଚଳ, ପ୍ରାଣ ଚଞ୍ଚଳ, ସୂର୍ଯ୍ୟୋଦୟ ବେଳ, ଆଶାରେ ଉଜ୍ଜଳ, ବନ ପକ୍ଷୀ ମେଳ, ଶୈଳ ଶ୍ରେଣୀ ନୀଳ, ସ୍ଵର୍ଗ ଧରା କୋଳ , ଏ ମlହେନ୍ଦ୍ର ବେଳ, ମହାନନ୍ଦେ ଢଳଢଳ, କନକ ଶ୍ୟାମଳ, କୋମଳ ହିଲ୍ଲୋଳ, ପରଶ କୋମଳ, ପ୍ରଣୟୀ ଯୁଗଳ, କେଉଁ କର୍ମଫଳ, ଐଶ୍ଵର୍ଯ୍ୟ କଲ୍ଲୋଳ, ସୁଷମା କଲ୍ଲୋଳ, ପଲ୍ଲୀଶ୍ରୀ କଲ୍ଲୋଳ, କାବ୍ଯ କଲ୍ଲୋଳ, ସତ୍ୟ ଧର୍ମ ବଳ, ଥିବ କାଳକାଳ, ନରମ କୋମଳ , ଜଟିଳ କୁଟିଳ, କବିତା କଲ୍ଲୋଳ, କୁସୁମ କଲ୍ଲୋଳ,

ଦିବ୍ୟ ଢଳଢଳ, ଅଚଳା(ଧରା) ଅତୁଳ, କଲ୍ଲୋଳିତ ନୀଳ, ଆର୍ଦ୍ର ଶୀତଳ, ଶୀତଳ କୋମଳ, କୋମଳ ବିମଳ, ଶ୍ୟାମଳ ବିମଳ, କାନ୍ତି କି ଶ୍ୟାମଳ, ସବୁଜ ସକାଳ, ମାଟି ଘର ଚାଳ, ଆନନ୍ଦ ବିହ୍ଵଳ, ପିଲାଦିନ ବେଳ, ଅଶ୍ରୁ ଅଥଳ, ଅଶ୍ରୁ ଅନଳ, ଉଜ୍ଜ୍ବଳ ଶ୍ୟାମଳ, ଶ୍ୟାମଳ ଉଚ୍ଛଳ, ଶରତ କଲ୍ଲୋଳ,ମୁକୁଟ ମଞ୍ଜୁଳ, ଲାଜ ପ୍ରେମ ନୀଳ, ନୀତି ସଞ୍ଜ ବେଳ, ଦୁବ ଆମ୍ବ ଡାଳ, ଦୁବ ଦୀପ୍ତ ନୀଳ, ମେଘ ମାଳମାଳ, ସୁଷମା ବର୍ଣ୍ଣିଳ, ଶ୍ରୀମୁଖ ମଣ୍ଡଳ, ବଦନ ମଣ୍ଡଳ, ସୁଷମା ମଣ୍ଡଳ, ମୁଖଶ୍ରୀ ମଣ୍ଡଳ, ସୁଖ୍ୟାତି ଖଣ୍ଡମଣ୍ଡଳ,

————‐- ଆହ୍ଲାଦିତ ପଲ୍ଲୀ କୋଳ, ଆନନ୍ଦ ବିଭୋର ଭୋଳ, ତାଳ ଗଛ ମାଳମାଳ, ରୂପ ଯଶ ଶୋଭା ନୀଳ, କଳରବ କୋଳାହଳ, ଦ୍ୱିପହର ସଞ୍ଜ ବେଳ, କଳକଳ ଛଳଛଳ, ନାହିଁ ତାର ଥଳକୂଳ, ବରଷେ ଅମୃତ ଜଳ, ସୁଷମା ମେଘ ମଣ୍ଡଳ, ମଲ୍ଲୀମୟ ମେଘ ମାଳ, ଦିଗ ଧାରେ ଢଳଢଳ, ପୀୟୂଷ ନିର୍ଝର ନୀଳ, ନୀଳକାନ୍ତ ମଣି ନୀଳ, ଶୁଲଗ୍ନ ସୁନ୍ଦର ବେଳ,

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

କାଞ୍ଚନ ଶବ୍ଦ କଲ୍ଲୋଳ (2)

ଆନନ୍ଦ କଲ୍ଲୋଳ, ଆନନ୍ଦ ବିହ୍ଵଳ, ଆନନ୍ଦ ହିଲ୍ଲୋଳ, ଆନନ୍ଦ କୁଶଳ, ଆନନ୍ଦ ଉଜ୍ଜ୍ବଳ, ଆନନ୍ଦ ଉଚ୍ଛଳ,
ଆନନ୍ଦ ରସାଳ(ଆମ୍ବ), ଆନନ୍ଦ ଗହଳ, ଆନନ୍ଦ ଉତ୍ତାଳ,ଆନନ୍ଦ ସଲିଳ, ଆନନ୍ଦ ଉଜ୍ଜଳ, ଆନନ୍ଦ କୋଳାହଳ, ଆନନ୍ଦ ପଖାଳ, ଆନନ୍ଦ ଗୋପାଳ, ଆସେ କାଳ ବେଳ, ଆଭା ପ୍ରଭା ନୀଳ, ଆକାଶ ପାତାଳ, ଆମ୍ବ ପାକଳ, ଆକୁଳ ବ୍ୟାକୁଳ, ଆଣ୍ଠୁଆ ଗୋପାଳ, ଆଶା ଦୀପ୍ତ ନୀଳ, ଆଶାର ସକାଳ, ଆଶାରେ ଉଜ୍ଜଳ, ଆଶାର ହିଲ୍ଲୋଳ, ଆଲୋକିତ ଉଜ୍ଜ୍ବଳ, ଆଶ୍ରା ଗଛ ମୂଳ, ଆନନ୍ଦ ଉତ୍ତାଳ, ଆର୍ଦ୍ର ଶୀତଳ, ଆର୍ଦ୍ର କୋମଳ, ଆଦ୍ର ତରଳ,

ପ୍ରଣୟ ହିଲ୍ଲୋଳ,ପ୍ରୀତି କଲ୍ଲୋଳ, ପୁଣ୍ୟ ଧରାକୋଳ, ପଲ୍ଲୀଶ୍ରୀ ଭୂଗୋଳ, ପଲ୍ଲବ ମୁକୁଳ, ପ୍ରlସାଦ ବହୁଳ, ପାଦପ ରସାଳ, ପ୍ରକାଣ୍ଡ ବିଶାଳ, ପ୍ରାଣ ପ୍ରାଣୋଚ୍ଛଳ, ପକ୍ଷୀ ଦଳଦଳ, ପିନ୍ଧି ରତ୍ନମାଳ, ଫେନୀଳ ଉର୍ମିଳ, ପ୍ରସନ୍ନ ଉଜ୍ବଳ, ପରଶ କୋମଳ, ପ୍ରଣୟୀ ଯୁଗଳ, ପିଲାଦିନ ବେଳ, ପଲ୍ଲୀଶ୍ରୀ କଲ୍ଲୋଳ, ପୁଣ୍ୟ ନୀଳାଚଳ, ପୁଷ୍ପ ମଧୁକାଳ, ପତର ଗହଳ, ପାନେ ହଳାହଳ, ପ୍ରଣୟ କଲ୍ଲୋଳ,ପବନ ହେମାଳ,
ପ୍ରାଣ କି ଚଞ୍ଚଳ,

ବନବିଭା ନୀଳ, ବନସ୍ପତି ନୀଳ, ବିଭୋର ବିହ୍ଵଳ, ବଣ ଏ ହେନ୍ତାଳ, ବର୍ତୁଳ ପୃଥୁଳ, ବନ ପକ୍ଷୀ ମେଳ, ବିୟତ(ଆକାଶ) ବିମଳ, ବନ୍ଦାପନା ଜଳ, ବିଭବ ବର୍ତୁଳ, ବନ୍ୟା ପ୍ରବଳ, ବନ୍ଧ ଟଳମଳ, ବେଳ ଅନୁକୂଳ, ବନ ପୁଷ୍ପମାଳ,
ବିଭୋର ବିହ୍ଵଳ, ବାର୍ତ୍ତା କୁଶଳ, ବିମଳ କୋମଳ, ବନ ପୁଷ୍ପ ଫଳ, ବିଷ ହଳାହଳ, ବିଷାକ୍ତ ଗରଳ, ବିଭବ ବିରଳ, ବିମଳ କୋମଳ, ବିଭବ ଅତୁଳ, ବଟ ବୃକ୍ଷ ମୂଳ,

କପାଳ କପୋଳ, କେତେ ଗଣ୍ଡଗୋଳ, କଟାଳ କନ୍ଦଳ, କଳିଙ୍ଗ ଉତ୍କଳ, କଳାର ଉତ୍କଳ, କୀର୍ତ୍ତି ଖରାବେଳ, କଠିନ କୋମଳ, କୋମଳ ମାଂସଳ, କୃଷ୍ଣାଭ୍ର କୋମଳ , କୋମଳ ହେମାଳ, କଳିକା କୋମଳ, କବିତା କଲ୍ଲୋଳ, କରୁଣା ଉଚ୍ଛଳ, କୀର୍ତ୍ତି କାଳକାଳ, କଦମ୍ବ ଯୁଗଳ, କମଳ ଯୁଗଳ, କାବ୍ଯ କଲ୍ଲୋଳ, କବିତା କଲ୍ଲୋଳ, କୁସୁମ କଲ୍ଲୋଳ, କାନ୍ତି କି ଶ୍ୟାମଳ, କୁମାରୀ ସକଳ, କୁମାରୀଙ୍କ ମେଳ, କିଶୋର କଲ୍ଲୋଳ , କାବ୍ଯ କୋଳାହଳ, କେତେ କୌତୁହଳ,କାଟୁଥାଏ କାଳ, ଡହଳ ବିକଳ, କଲ୍ଲୋଳିତ ନୀଳ, କୀର୍ତ୍ତି ଶତଦଳ, କେତେ କଲିଗୋଳ, କଳି ତକରାଳ, କଳାକୌଶଳ, କଳ କୌଶଳ, କେତେ ଫୁଲ ଫଳ, କୃଷ୍ଣ କୁନ୍ତଳ, କୃଷ୍ଣାଭ କୁନ୍ତଳ, କାମିନୀ କୁନ୍ତଳ, କାଳର କରାଳ, କଳ୍ପନା ସ୍ବପ୍ନିଳ, କୌମୁଦୀ(ଜ୍ୟୋତ୍ସ୍ନା) କୋମଳ, କୋମଳ ହିଲ୍ଲୋଳ, କେଉଁ କର୍ମଫଳ, କୋମଳ ବିମଳ, କାନ୍ତି ସମୁଜ୍ଜ୍ବଳ, କଳି ହେଲା କାଳ, କର୍ମ ହେଲା କାଳ, କଂସାଥାଳି ଢ଼ାଳ, କି ଆନନ୍ଦ ରୋଳ, କରି ଗଳାମାଳ,

ତନ୍ମୟ ଯା ନୀଳ, ତନ୍ଦ୍ରା ଶୀତଳ, ତନ୍ମୟତା ନୀଳ, ତୃଣରାଜ ତାଳ, ତରୁ ଛାୟା କୋଳ, ତୃଷାର୍ତ୍ତ ବିକଳ, ତୃଷାର୍ତ୍ତ ଆକୁଳ, ତାର ବଳ କଳ, ତାତି ଅସମ୍ଭାଳ, ତାର ବୁଦ୍ଧି ବଳ, ତନୁଶ୍ରୀ ଭୂଗୋଳ, ତାର ବାଲ୍ଯକାଳ,

ସୁଷମା ଭୂଗୋଳ, ସ୍ଵପ୍ନ ଢଳଢଳ, ସୁଖ ସାଙ୍ଗ ମେଳ, ସ୍ନେହ ଛଳଛଳ, ସ୍ରୋତସ୍ଵିନୀ ଜଳ, ସ୍ଥିତି ଟଳମଳ, ସ୍ଵଚ୍ଛ ପରିମଳ, ସଞ୍ଜ ସକାଳ, ଶୀତ ସଞ୍ଜବେଳ, ଶୋଭା ନଦୀକୂଳ,
ସଞ୍ଜ ସକାଳ, ଶୋଣିତ ପ୍ରବଳ, ସୈକତ ଶୈବାଳ, ଶିଳା ଏ ବିଶାଳ, ଶିଳା ରୂପ ଶୈଳ, ଶୈଳ କାନ୍ତି ନୀଳ, ଶୋଭା ଶ୍ୟାମନୀଳ, ସ୍ଵର୍ଣ୍ଣ ଶ୍ରୀ ଶଇଳ, ଦିବ୍ୟ ପ୍ରଭା ନୀଳ, ସୁବର୍ଣ୍ଣ ସକାଳ,ଐଶ୍ୱର୍ଯ୍ୟ ସକାଳ, ସୁଷମା କୁନ୍ତଳ, ଶୋଭାର ଉତ୍କଳ, ସୁଷମା ମୁକୁଳ, ସୁଷମା ମରାଳ, ସମୀର ସଲିଳ, ସୈକତ ସଲିଳ, ସୁନୀଳ ସଲିଳ, ସୌନ୍ଦର୍ଯ୍ୟ ଅତୁଳ, ସମ୍ପଦ୍ ଅତୁଳ, ଶୀତୁଆ ସକାଳ, ଶାଗୁଆ ସକାଳ, ସ୍ଵର୍ଣ୍ଣିମ ସକାଳ, ସୁବର୍ଣ୍ଣ ସକାଳ,
ସଙ୍ଗୀତ ରସାଳ, ସୁଖ ଯୁବା କାଳ, ସୁଷମା ବିରଳ, ସୌନ୍ଦର୍ଯ୍ୟ ବିରଳ, ଶୋଭା ଜଳସ୍ଥଳ, ଶେଷ ସମ୍ବଳ, ସ୍ନେହ କାଙ୍ଗାଳ, ସେ ଶୋଭା ବିରଳ,ସୁଷମା ଛବିଳ, ଶ୍ୟାମଳ ଛବିଳ, ଶ୍ୟାମ ହେମ କୋଳ, ଶୋଭା ଶ୍ୟାମ ଶୈଳ, ସାଧୁ ସନ୍ଥ ମେଳ, ସାଙ୍ଗ ସାଥି ମେଳ, ସୁନ୍ଦର ସକାଳ ସ୍ବପ୍ନିଳ ସକାଳ, ସବୁଜ ସକାଳ, ସ୍ନିଗ୍ଧ କୋମଳ, ଶ୍ଵେତ ପୀତ ନୀଳ, ସ୍ମୃତିରେ ସଜଳ, ସୁଷମା ବର୍ତୁଳ, ସୁଷମା କଲ୍ଲୋଳ, ଶୈଳ ଶ୍ରେଣୀ ନୀଳ, ସୂର୍ଯ୍ୟୋଦୟ ବେଳ, ସ୍ଵର୍ଗ ଧରା କୋଳ , ସତ୍ୟ ଧର୍ମ ବଳ, ଶୀତଳ କୋମଳ, ଶ୍ୟାମଳ ବିମଳ, ସବୁଜ ସକାଳ, ଶୈଳଶ୍ରୀ ଶ୍ୟାମଳ, ଶସ୍ୟ ଶ୍ୟାମଳ, ସୁଷମା ଶ୍ୟାମଳ, ଶୋଭା ଶ୍ୟାମଳ, ସ୍ଵର୍ଣ୍ଣିମ ଶ୍ୟାମଳ, ଶୋଭା ସାୟଂକାଳ, ଶବ୍ଦ କଳକଳ, ସୌଗନ୍ଧିକ(ପଦ୍ମ) ନୀଳ, ସୁନାର ସକାଳ, ସରଳ ତରଳ, ଶିଶିର ସକାଳ, ସ୍ଵାଦ ମାଂସ ଝୋଳ, ସୁଷମା ମଣ୍ଡଳ, ସରଳ ତରଳ, ସୁଷମା ବର୍ଣ୍ଣିଳ, ଶ୍ୟାମଳ ଉଚ୍ଛଳ, ଶ୍ରୀମୁଖ ମଣ୍ଡଳ, ବଦନ ମଣ୍ଡଳ, ସୁଷମା ମଣ୍ଡଳ, ମୁଖଶ୍ରୀ ମଣ୍ଡଳ, ସୁଖ୍ୟାତି ଖଣ୍ଡମଣ୍ଡଳ, ଶରତ କଲ୍ଲୋଳ,

ନୀଳ ଶ୍ୟାମ ଶୈଳ, ନଦୀଧାରେ ଜଳ, ନୀଳ ମାୟା ନୀଳ, ନୀଳମଣି ନୀଳ, ନିର୍ମଳ କୋମଳ, ନୈସର୍ଗିକ ନୀଳ, ନୀଳ ବ୍ୟୋମ କୋଳ, ନୟନ କଜ୍ଜଳ, ନବଘନ ନୀଳ, ନୀଳ ଇନ୍ଦୁ(ଶଶି) ନୀଳ, ନୀରବେଣୀ ନୀଳ, ନଦୀ ଧାର ନୀଳ, ନୀଳନଦୀ ନୀଳ, ନକ୍ଷତ୍ର ମଣ୍ଡଳ,ନରମ କୋମଳ , ନୀଳ ନଭ ନୀଳ, ନୀଳ କାନ୍ତି ନୀଳ, ନୀଳ ସ୍ଵର୍ଗ ନୀଳ, ନୀଳ ପ୍ରଭା ନୀଳ,ନିର୍ମଳ ବିମଳ, ନିର୍ଜନ ନିର୍ମଳ, ନାହିଁ ଭଲ ବେଳ, ନୀଳ ରୂପ ଶୈଳ, ନାହିଁ ଥଳକୂଳ, ନୀତି ସଞ୍ଜ ବେଳ, ନରମ କୋମଳ ,

ଅପୂର୍ବ କୋମଳ, ଅପୂର୍ବ ବିମଳ, ଅଧୈର୍ଯ୍ୟ ଆକୁଳ, ଅପୂର୍ବ ରସାଳ, ଅତୀନ୍ଦ୍ରୀୟ ନୀଳ, ଅଗଣ୍ଡ ଜଳ, ଅସୀମ ସହନଶୀଳ, ଅଚଳା(ଧରା) ଅତୁଳ, ଅଶ୍ରୁ ଅଥଳ, ଅଶ୍ରୁ ଅନଳ, ଅମୃତ ସକାଳ, ଅଶ୍ରୁ ଛଳଛଳ, ଅତଳ ଅଥଳ, ଅକ୍ଷମ ଅଚଳ, ଅଭିଶାପ ଫଳ, ଅରୁଣ ଉଜ୍ଜ୍ବଳ,

ଧ୍ୱନି କଳକଳ, ଧନ୍ଯ ଧରାତଳ, ଧରି ସୈନ୍ୟଦଳ, ଧରି ଦଳବଳ, ଧନ୍ଯ ତୋ କପାଳ, ଧରି କରବାଳ, ଧରି ପୁଣ୍ୟ ଜଳ,ଧୀରେ ପାଣି ଢ଼ାଳ, ଧରି ଭିକ୍ଷାଥାଳ, ଧ୍ୱନି କଳକଳ,

ମାୟାଞ୍ଜନ ନୀଳ, ମାଟିର କଲ୍ଲୋଳ, ମେଘମାଳା ନୀଳ, ମାଟିର ଭୂଗୋଳ, ମାଟି ବାଲି ଠୁଳ, ମେଘ ଢଳଢଳ, ମାଂସର ଭୂଗୋଳ, ମୁଗ୍ଧ ବାଲ୍ୟକାଳ, ମେଘ ଢଳଢଳ, ମାକନ୍ଦ(ଆମ୍ବ) ମୁକୁଳ, ମହିମା ଉତ୍କଳ, ମୂରତୀ ମଙ୍ଗଳ, ମାଟି ମା କୋଳ, ମେଘ ମାଟି ବଳ, ମରୁଡି ଅକାଳ, ମନ ଢଳଢଳ, ମହାନନ୍ଦେ ଢଳଢଳ, ମୁଢ଼ି ମାଂସ ଝୋଳ, ମାଟି ଘର ଚାଳ, ମେଘ ମାଳମାଳ, ମଣି ରତ୍ନ ମାଳ, ମୃଦୁଳ କୋମଳ, ମୋହିନୀ ମରାଳ, ମନକୁ ବିହ୍ଵଳ, ମୁକୁତା ପ୍ରବାଳ, ମୁକୁଟ ମଞ୍ଜୁଳ, ମନୋଜ୍ଞ ମଞ୍ଜୁଳ,

ଦିବ୍ୟ ପୁଣ୍ୟକାଳ, ଦିବ୍ୟ ଶୋଭା ନୀଳ, ଦୃଶ୍ୟ ନଦୀକୂଳ, ଦେଲା ପୁଷ୍ପ ମାଳ, ଦୃଶ୍ୟ ତାଳ ମାଳ, ଦେଖ ଜଳଜଳ, ଦୁକୂଳ ମୁକୁଳ, ଦୃଶ୍ୟ ନଦୀ ହଳ,
ଦୃଶ୍ୟ ଅବିକଳ, ଦିବ୍ୟ ଢଳଢଳ, ଦୁବ ଆମ୍ବ ଡାଳ, ଦୁବ ଦୀପ୍ତ ନୀଳ, ଦୃପ୍ତ କରବାଳ, ଦୃଶ୍ୟ ଢଳଢଳ, ଦୁଃଖ କର୍ମଫଳ,

ଗଗନ ସୁନୀଳ, ଗୋବିନ୍ଦ ଗୋପାଳ, ଗୁଆ ନାରିକେଳ, ଗହଳ ଚହଳ, ଗହଳ ବହଳ, ଗଛ ଅଗ ମୂଳ, ଗଛ ପତ୍ର ଡାଳ, ଗଳା ପୁଷ୍ପ ମାଳ, ଗିରିବନ କୋଳ, ଗାଁ ର ଭୂଗୋଳ, ଗ୍ରୀଷ୍ମ ସକାଳ,

ଐଶ୍ୱର୍ଯ୍ୟ ସକାଳ, ଏତେ ଅସମ୍ଭାଳ, ଏ ଥର ସମ୍ଭାଳ, ଏଣିକି ସମ୍ଭାଳ, ଏତେ ଅସମ୍ଭାଳ, ଏମିତି ବ୍ୟାକୁଳ, ଏକୂଳ ସେକୂଳ, ଏ ମlହେନ୍ଦ୍ର ବେଳ, ଐଶ୍ଵର୍ଯ୍ୟ କଲ୍ଲୋଳ,

ହୋଇ ଭକ୍ତି ଭୋଳ, ହୃଦୟ ବିଶାଳ,
ହୃଦୟ ସମ୍ବଳ, ହେଲା ଟଳମଳ, ହିରଣ୍ମୟ ଉଜ୍ଜଳ, ହେମାଳ କୋମଳ, ହଳୀ(କୃଷକ)ଧରି ହଳ,କନକ ଶ୍ୟାମଳ,

ଉର୍ମି ମାଳମାଳ, ଉତ୍କର୍ଷ ଉତ୍କଳ, ଉରଜ ଯୁଗଳ, ଉଷୁମ କୋମଳ, ଉଜ୍ଜ୍ବଳ ଶ୍ୟାମଳ,

ଲାବଣ୍ୟ ଶ୍ୟାମଳ, ଲହରୀ ଉତ୍ତାଳ, ଲାବଣ୍ୟ ଉଜ୍ଜ୍ବଳ, ଲାଜ ପ୍ରେମ ନୀଳ, ଲାବଣ୍ୟ ଉଜ୍ଜଳ, ଲାବଣ୍ୟ କଜ୍ଜଳ, ଲାବଣ୍ୟ କୋମଳ,

ଜୋଛନା ଶୀତଳ, ଜ୍ୟୋତ୍ସ୍ନା ତରଳ ଜଳଦ ଉଜଳ, ଉଜଳ ଜଳଦ, ଜଟିଳ କୁଟିଳ, ଜାତିଗୋତ୍ର କୁଳ, ଜ୍ୟୋତି ବ୍ରହ୍ମନୀଳ, ଜାଣି ଫଳାଫଳ,

ଚନ୍ଦ୍ରମା କୋଳ, ଚନ୍ଦନ ଶୀତଳ, ଚେତନାରେ ନୀଳ,ଚଳଚଞ୍ଚଳ,

ରସ ନାରିକେଳ, ରୂପ ରାଗ ନୀଳ,

ଯୌବନ ଉଚ୍ଛଳ, ଯଶୋଧନ ନୀଳ, ଯମୁନାର ନୀଳ,

କ୍ଷଣେ ଅସମ୍ଭାଳ,କ୍ଷୁଧାରେ ବିକଳ, କ୍ଷୁଧିତ ବ୍ୟାକୁଳ,

ଥିଲେ ପୁଣ୍ୟବଳ, ଥିଲେ ଧର୍ମବଳ, ଥିବ କାଳକାଳ,

ଭୋଗେ କର୍ମଫଳ, ଭେଦି ବକ୍ଷସ୍ଥଳ, ଭଙ୍ଗା ଗଢା ଖେଳ,

ଡଙ୍ଗା ମାଳମାଳ, ଟାଣ ଖରାବେଳ, ଛବିଳ ମଞ୍ଜୁଳ,

————‐- 8 ଶବ୍ଦରେ :

ଆହ୍ଲାଦିତ ପଲ୍ଲୀ କୋଳ, ଆନନ୍ଦ ବିଭୋର ଭୋଳ, ତାଳ ଗଛ ମାଳମାଳ, ରୂପ ଯଶ ଶୋଭା ନୀଳ, କଳରବ କୋଳାହଳ, ଦ୍ୱିପହର ସଞ୍ଜ ବେଳ, କଳକଳ ଛଳଛଳ, ନାହିଁ ତାର ଥଳକୂଳ, ବରଷେ ଅମୃତ ଜଳ, ସୁଷମା ମେଘ ମଣ୍ଡଳ, ମଲ୍ଲୀମୟ ମେଘ ମାଳ, ଦିଗ ଧାରେ ଢଳଢଳ, ପୀୟୂଷ ନିର୍ଝର ନୀଳ, ନୀଳକାନ୍ତ ମଣି ନୀଳ, ଶୁଲଗ୍ନ ସୁନ୍ଦର ବେଳ,

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

କାଞ୍ଚନ ଶବ୍ଦ କଲ୍ଲୋଳ (3)

ଆକୁଳ ବ୍ୟାକୁଳ, ଫେନୀଳ ଉର୍ମିଳ, ବେଳ ଅନୁକୂଳ, ବର୍ତୁଳ ପୃଥୁଳ, ବିମଳ କୋମଳ, କପାଳ କପୋଳ, କଟାଳ କନ୍ଦଳ,କୋମଳ ମାଂସଳ, କୋମଳ ହେମାଳ,କମଳ ଯୁଗଳ, ଡହଳ ବିକଳ, ଶୀତଳ କୋମଳ, ଶ୍ୟାମଳ ବିମଳ, ସ୍ବପ୍ନିଳ ସକାଳ, ସୁନୀଳ ସଲିଳ, ସରଳ ତରଳ, ଗହଳ ଚହଳ, ଗହଳ ବହଳ, ନିର୍ମଳ ବିମଳ, ଅତଳ ଅଥଳ, ମୃଦୁଳ କୋମଳ, ଜଟିଳ କୁଟିଳ,


ଆକୁଳ ବ୍ୟାକୁଳ, ବ୍ୟାକୁଳ ଆକୁଳ ଫେନୀଳ ଉର୍ମିଳ, ଉର୍ମିଳ ଫେନୀଳ ବେଳ ଅନୁକୂଳ, ଅନୁକୂଳ ବେଳ, ବର୍ତୁଳ ପୃଥୁଳ, ପୃଥୁଳ ବର୍ତୁଳ, ବିମଳ କୋମଳ, କୋମଳ ବିମଳ, କପାଳ କପୋଳ, କପୋଳ କପାଳ, କଟାଳ କନ୍ଦଳ, କନ୍ଦଳ କଟାଳ, କୋମଳ ମାଂସଳ, ମାଂସଳ କୋମଳ କୋମଳ ହେମାଳ, ହେମାଳ କୋମଳ,

ଡହଳ ବିକଳ, ବିକଳ ଡହଳ ଶୀତଳ କୋମଳ, କୋମଳ ଶୀତଳ, ଶ୍ୟାମଳ ବିମଳ, କୋମଳ ଶ୍ୟାମଳ ସ୍ବପ୍ନିଳ ସକାଳ, ସକାଳ ସ୍ବପ୍ନିଳ ସୁନୀଳ ସଲିଳ, ସଲିଳ ସୁନୀଳ, ନିର୍ମଳ ବିମଳ, ବିମଳ ନିର୍ମଳ, ଅତଳ ଅଥଳ, ଅଥଳ ଅତଳ, ମୃଦୁଳ କୋମଳ, କୋମଳ ମୃଦୁଳ ଜଟିଳ କୁଟିଳ, କୁଟିଳ ଜଟିଳ,


ଆନନ୍ଦ କୁଶଳ, କୁଶଳ ଆନନ୍ଦ ଆନନ୍ଦ ଉତ୍ତାଳ, ଉତ୍ତାଳ ଆନନ୍ଦ ଆଶାର ସକାଳ, ସକାଳ ଆଶାର ଆଶାରେ ଉଜ୍ଜଳ, ଉଜ୍ଜଳ ଆଶାରେ ଆଲୋକିତ ଉଜ୍ଜ୍ବଳ, ଉଜ୍ଜ୍ବଳ ଆଲୋକିତ ଆଶ୍ରା ଗଛମୂଳ, ଗଛମୂଳ ଆଶ୍ରା

ପକ୍ଷୀ ଦଳଦଳ, ଦଳଦଳ ପକ୍ଷୀ ପରଶ କୋମଳ, କୋମଳ ପରଶ ପ୍ରୀତି କଲ୍ଲୋଳ, କଲ୍ଲୋଳ ପ୍ରୀତି ପୁଣ୍ୟ ଧରାକୋଳ, ଧରାକୋଳ ପୁଣ୍ୟ ପ୍ରlସାଦ ବହୁଳ, ବହୁଳ ପ୍ରlସାଦ ପାଦପ ରସାଳ, (ଆମ୍ବ)ରସାଳ ପାଦପ ପ୍ରକାଣ୍ଡ ବିଶାଳ, ବିଶାଳ ପ୍ରକାଣ୍ଡ ପ୍ରାଣ ପ୍ରାଣୋଚ୍ଛଳ, ପ୍ରାଣୋଚ୍ଛଳ ପ୍ରାଣ ପ୍ରସନ୍ନ ଉଜ୍ଜ୍ବଳ, ଉଜ୍ଜ୍ବଳ ପ୍ରସନ୍ନ ପିଲାଦିନ ବେଳ, ବେଳ ପିଲାଦିନ ପୁଣ୍ୟ ନୀଳାଚଳ, ନୀଳାଚଳ ପୁଣ୍ୟ ପୁଷ୍ପ ମଧୁକାଳ, ମଧୁକାଳ(ବସନ୍ତ) ପୁଷ୍ପ ପତର ଗହଳ, ଗହଳ ପତର ପାନେ ହଳାହଳ, ହଳାହଳ(ବିଷ) ପାନେ ପବନ ହେମାଳ, ହେମାଳ ପବନ

ବନବିଭା ନୀଳ, ନୀଳ ବନବିଭା ବିଭୋର ବିହ୍ଵଳ, ବିହ୍ଵଳ ବିଭୋର ବଣ ଏ ହେନ୍ତାଳ, ହେନ୍ତାଳ ଏ ବଣ ବର୍ତୁଳ ପୃଥୁଳ, ପୃଥୁଳ ବର୍ତୁଳ ବିୟତ(ଆକାଶ) ବିମଳ, ବିମଳ ବିୟତ ବନ୍ଦାପନା ଜଳ, ଜଳ ବନ୍ଦାପନା ବିଭବ ବର୍ତୁଳ, ବର୍ତୁଳ ବିଭବ ବନ୍ୟା ପ୍ରବଳ, ପ୍ରବଳ ବନ୍ୟା ବନ୍ଧ ଟଳମଳ, ଟଳମଳ ବନ୍ଧ ବେଳ ଅନୁକୂଳ, ଅନୁକୂଳ ବେଳ ବାର୍ତ୍ତା କୁଶଳ, କୁଶଳ ବାର୍ତ୍ତା

ବନ ପୁଷ୍ପ ଫଳ, ଫଳପୁଷ୍ପ ବନ ବିଷ ହଳାହଳ, ହଳାହଳ ବିଷ ବିଷାକ୍ତ ଗରଳ, ଗରଳ ବିଷାକ୍ତ ବିଭବ ବିରଳ, ବିରଳ ବିଭବ ବିଭବ ଅତୁଳ, ଅତୁଳ ବିଭବ ବଟବୃକ୍ଷ ମୂଳ, ମୂଳ ବଟବୃକ୍ଷ

କଳିଙ୍ଗ ଉତ୍କଳ, ଉତ୍କଳ କଳିଙ୍ଗ କଳାର ଉତ୍କଳ, ଉତ୍କଳ କଳାର କୀର୍ତ୍ତି ଖାରବେଳ, ଖାରବେଳ କୀର୍ତ୍ତି କଠିନ କୋମଳ, କୋମଳ କଠିନ କଳିକା କୋମଳ, କୋମଳ କଳିକା କବିତା କଲ୍ଲୋଳ, କଲ୍ଲୋଳ କବିତା କୀର୍ତ୍ତି କାଳକାଳ, କାଳକାଳ କୀର୍ତ୍ତି କେତେ ଗଣ୍ଡଗୋଳ, ଗଣ୍ଡଗୋଳ କେତେ କାବ୍ଯ କଲ୍ଲୋଳ, କଲ୍ଲୋଳ କାବ୍ଯ କବିତା କଲ୍ଲୋଳ, କଲ୍ଲୋଳ କବିତା କୁସୁମ କଲ୍ଲୋଳ, କଲ୍ଲୋଳ କୁସୁମ କାନ୍ତି କି ଶ୍ୟାମଳ, ଶ୍ୟାମଳ ସୁକାନ୍ତି କଲ୍ଲୋଳିତ ନୀଳ, ନୀଳ କଲ୍ଲୋଳିତ କୀର୍ତ୍ତି ଶତଦଳ, ଶତଦଳ କୀର୍ତ୍ତି କେତେ ଫୁଲଫଳ, ଫୁଲଫଳ କେତେ କୃଷ୍ଣାଭ କୁନ୍ତଳ, କୁନ୍ତଳ କୃଷ୍ଣାଭ କାଳର କରାଳ, କରାଳ କାଳର କଳ୍ପନା ସ୍ବପ୍ନିଳ, ସ୍ବପ୍ନିଳ କଳ୍ପନା କୌମୁଦୀ(ଜୋଛନା)କୋମଳ, କୋମଳ କୌମୁଦୀ କାନ୍ତି ସମୁଜ୍ଜ୍ବଳ, ସମୁଜ୍ଜ୍ବଳ କାନ୍ତି କଳି ହେଲା କାଳ, କାଳ ହେଲା କଳି
କରି ଗଳାମାଳ, ଗଳାମାଳ କରି

ତନ୍ଦ୍ରା ଶୀତଳ, ଶୀତଳ ତନ୍ଦ୍ରା ତନ୍ମୟତା ନୀଳ, ନୀଳ ତନ୍ମୟତା ତୃଣରାଜ ତାଳ, ତାଳ ତୃଣରାଜ ତରୁ ଛାୟା କୋଳ , କୋଳ ତରୁ ଛାୟା ତୃଷାର୍ତ୍ତ ବିକଳ, ବିକଳ ତୃଷାର୍ତ୍ତ ତାତି ଅସମ୍ଭାଳ, ଅସମ୍ଭାଳ ତାତି ତାର ବୁଦ୍ଧି ବଳ, ବଳବୁଦ୍ଧି ତାର ତାର ବାଲ୍ଯକାଳ, ବାଲ୍ଯକାଳ ତାର

ନୀଳ ଶ୍ୟାମ ଶୈଳ, ଶୈଳ ଶ୍ୟାମ ନୀଳ ନୀଳମଣି ନୀଳ, ନୀଳ ନୀଳମଣି ନୈସର୍ଗିକ ନୀଳ, ନୀଳ ନୈସର୍ଗିକ ନୟନ କଜ୍ଜଳ, କଜ୍ଜଳ ନୟନ ନବଘନ ନୀଳ, ନୀଳ ନବଘନ ନୀରବେଣୀ ନୀଳ, ନୀଳ ନୀରବେଣୀ ନଦୀ ଧାର ନୀଳ, ନୀଳ ନଦୀଧାର ନରମ କୋମଳ , କୋମଳ ନରମ ନୀଳ ରୂପ ଶୈଳ, ଶୈଳ ରୂପ ନୀଳ ନରମ କୋମଳ , କୋମଳ ନରମ

ଅପୂର୍ବ କୋମଳ, କୋମଳ ଅପୂର୍ବ ଅପୂର୍ବ ବିମଳ, ବିମଳ ଅପୂର୍ବ ଅଧୈର୍ଯ୍ୟ ଆକୁଳ, ଆକୁଳ ଅଧୈର୍ଯ୍ୟ ଅପୂର୍ବ ରସାଳ, ରସାଳ ଅପୂର୍ବ ଅଶ୍ରୁ ଛଳଛଳ, ଛଳଛଳ ଅଶ୍ରୁ ଅକ୍ଷମ ଅଚଳ, ଅଚଳ ଅକ୍ଷମ ଅଭିଶାପ ଫଳ, ଫଳ ଅଭିଶାପ ଅରୁଣ ଉଜ୍ଜ୍ବଳ, ଉଜ୍ଜ୍ବଳ ଅରୁଣ

ଲାବଣ୍ୟ ଶ୍ୟାମଳ, ଶ୍ୟାମଳ ଲାବଣ୍ୟ ଲହରୀ ଉତ୍ତାଳ, ଉତ୍ତାଳ ଲହରୀ ଲାବଣ୍ୟ ଉଜ୍ଜ୍ବଳ, ଉଜ୍ଜ୍ବଳ ଲାବଣ୍ୟ ଲାବଣ୍ୟ କଜ୍ଜଳ, କଜ୍ଜଳ ଲାବଣ୍ୟ ଲାବଣ୍ୟ କୋମଳ, କୋମଳ ଲାବଣ୍ୟ

ଜୋଛନା ଶୀତଳ, ଶୀତଳ ଜୋଛନା ଜଳଦ ଉଜ୍ଜଳ, ଉଜ୍ଜଳ ଜଳଦ ଜ୍ୟୋତି ବ୍ରହ୍ମନୀଳ, ବ୍ରହ୍ମନୀଳ ଜ୍ୟୋତି

ଚନ୍ଦ୍ରମା କୋଳ, କୁଳ ଚନ୍ଦ୍ରମା ଚନ୍ଦନ ଶୀତଳ, ଶୀତଳ ଚନ୍ଦନ ଚେତନାରେ ନୀଳ, ନୀଳ ଚେତନାରେ

ଧ୍ୱନି କଳକଳ, କଳକଳ ଧ୍ୱନି ଧନ୍ଯ ଧରାତଳ, ଧରାତଳ ଧନ୍ଯ

ଦିବ୍ୟ ଶୋଭା ନୀଳ, ଶୋଭା ନୀଳ ଦିବ୍ୟ ଦୃଶ୍ୟ ନଦୀକୂଳ, ନଦୀକୂଳ ଦୃଶ୍ୟ ଦୃଶ୍ୟ ତାଳ ମାଳ, ତାଳ ମାଳ ଦୃଶ୍ୟ ଦୃଶ୍ୟ ଅବିକଳ, ଅବିକଳ ଦୃଶ୍ୟ ଦୁବ ଦୀପ୍ତ ନୀଳ, ଦୀପ୍ତ ନୀଳ ଦୁବ ଦୃଶ୍ୟ ଢଳଢଳ, ଢଳଢଳ ଦୃଶ୍ୟ ଦୁଃଖ କର୍ମଫଳ, କର୍ମଫଳ ଦୁଃଖ

ଗଗନ ସୁନୀଳ, ସୁନୀଳ ଗଗନ ଗୋବିନ୍ଦ ଗୋପାଳ, ଗୋପାଳ ଗୋବିନ୍ଦ ଗୁଆ ନାରିକେଳ, ନାରିକେଳ ଗୁଆ ଗଛ ପତ୍ର ଡାଳ, ଡାଳ ପତ୍ର ଗଛ

ଐଶ୍ୱର୍ଯ୍ୟ ସକାଳ, ସକାଳ ଐଶ୍ୱର୍ଯ୍ୟ ଏତେ ଅସମ୍ଭାଳ, ଅସମ୍ଭାଳ ଏତେ ଏ ଥର ସମ୍ଭାଳ, ସମ୍ଭାଳ ଏ ଥର ଏଣିକି ସମ୍ଭାଳ, ସମ୍ଭାଳ ଏଣିକି ଏମିତି ବ୍ୟାକୁଳ, ବ୍ୟାକୁଳ ଏମିତି ଏକୂଳ ସେକୂଳ, ସେକୂଳ ଏକୂଳ ଐଶ୍ଵର୍ଯ୍ୟ କଲ୍ଲୋଳ, କଲ୍ଲୋଳ ଐଶ୍ଵର୍ଯ୍ୟ

ହୃଦୟ ବିଶାଳ, ବିଶାଳ ହୃଦୟ ହିରଣ୍ମୟ ଉଜ୍ଜଳ, ଉଜ୍ଜଳ ହିରଣ୍ମୟ ହଳୀ(କୃଷକ)ଧରି ହଳ, ହଳଧରି ହଳୀ କନକ ଶ୍ୟାମଳ, ଶ୍ୟାମଳ କନକ

ଉର୍ମି ମାଳମାଳ, ମାଳମାଳ ଉର୍ମି ଉତ୍କର୍ଷ ଉତ୍କଳ, ଉତ୍କଳ ଉତ୍କର୍ଷ ଉଷୁମ କୋମଳ, କୋମଳ ଉଷୁମ ଉଜ୍ଜ୍ବଳ ଶ୍ୟାମଳ, ଶ୍ୟାମଳ ଉଜ୍ଜ୍ବଳ

ରସ ନାରିକେଳ, ନାରିକେଳ ରସ ରୂପ ରାଗ ନୀଳ, ନୀଳରୂପ ରାଗ

ଯୌବନ ଉଚ୍ଛଳ,ଉଚ୍ଛଳ ଯୌବନ ଯମୁନାର ନୀଳ, ନୀଳ ଯମୁନାର

କ୍ଷଣେ ଅସମ୍ଭାଳ, ଅସମ୍ଭାଳ କ୍ଷଣେ କ୍ଷୁଧାରେ ବିକଳ, ବିକଳ କ୍ଷୁଧାରେ କ୍ଷୁଧିତ ବ୍ୟାକୁଳ, ବ୍ୟାକୁଳ କ୍ଷୁଧିତ

ଥିଲେ ପୁଣ୍ୟବଳ, ପୁଣ୍ୟବଳ ଥିଲେ ଥିଲେ ଧର୍ମବଳ, ଧର୍ମବଳ ଥିଲେ ଥିବ କାଳକାଳ, କାଳକାଳ ଥିବ

ଭୋଗେ କର୍ମଫଳ, କର୍ମଫଳ ଭୋଗେ ଭେଦି ବକ୍ଷସ୍ଥଳ, ବକ୍ଷସ୍ଥଳ

ଡଙ୍ଗା ମାଳମାଳ, ମାଳମାଳ ଛବିଳ ମଞ୍ଜୁଳ, ମଞ୍ଜୁଳ ଛବିଳ ଛବିଳ ଉତ୍କଳ, ଉତ୍କଳ ଛବିଳ ଚିତ୍ରିତ ଛବିଳ, ଛବିଳ ଚିତ୍ରିତ ସୁଷମା ଛବିଳ, ଛବିଳ ସୁଷମା

ମାୟାଞ୍ଜନ ନୀଳ, ନୀଳ ମାୟାଞ୍ଜନ ମାଟିର କଲ୍ଲୋଳ, କଲ୍ଲୋଳ ମାଟିର ମେଘମାଳା ନୀଳ, ନୀଳ ମେଘମାଳା ମାଟିର ଭୂଗୋଳ, ଭୂଗୋଳ ମାଟିର ମାଟି ବାଲି ଠୁଳ, ଠୁଳ ବାଲିମାଟି ମେଘ ଢଳଢଳ, ଢଳଢଳ ମେଘ ମୁଗ୍ଧ ବାଲ୍ୟକାଳ,ବାଲ୍ୟକାଳ ମୁଗ୍ଧ ଅନୁଭବ ମେଘ ଢଳଢଳ, ଢଳଢଳ ମେଘ ମାକନ୍ଦ(ଆମ୍ବ) ମୁକୁଳ, ମୁକୁଳ ମାକନ୍ଦ ମହିମା ଉତ୍କଳ, ଉତ୍କଳ ମହିମା ମୂରତୀ ମଙ୍ଗଳ, ମଙ୍ଗଳ ମୂରତୀ ମେଘ ମାଟି ବଳ, ବଳ ମାଟି ମେଘ ମରୁଡି ଅକାଳ, ଅକାଳ ମରୁଡି ମନ ଢଳଢଳ, ଢଳଢଳ ମନ ମହାନନ୍ଦେ ଢଳଢଳ, ଢଳଢଳ ମହାନନ୍ଦେ ମେଘ ମାଳମାଳ, ମାଳମାଳ ମେଘ ମଣିରତ୍ନ ମାଳ,ମାଳ ମଣରତ୍ନ ମୁକୁଟ ମଞ୍ଜୁଳ, ମଞ୍ଜୁଳ ମୁକୁଟ ମନୋଜ୍ଞ ମଞ୍ଜୁଳ, ମଞ୍ଜୁଳ ମନୋଜ୍ଞ

ଲୁହ ଛଳଛଳ, ଛଳଛଳ ଲୁହ ସ୍ରୋତସ୍ଵିନୀ ଜଳ, ଜଳ ସ୍ରୋତସ୍ଵିନୀ ସ୍ଥିତି ଟଳମଳ, ଟଳମଳ ସ୍ଥିତି ସ୍ଵଚ୍ଛ ପରିମଳ, ପରିମଳ ସ୍ଵଚ୍ଛ ସଞ୍ଜ ସକାଳ, ସକାଳ ସଞ୍ଜ ଶୋଭା ନଦୀକୂଳ, ନଦୀକୂଳ ଶୋଭା ଶୋଣିତ ପ୍ରବଳ, ପ୍ରବଳ ଶୋଣିତ(ରକ୍ତ) ସୈକତ ଶୈବାଳ, ଶୈବାଳ ସୈକତ ଶିଳା ଏ ବିଶାଳ, ବିଶାଳ ଏ ଶିଳା ଶିଳା ରୂପ ଶୈଳ, ଶୈଳ ରୂପ ଶିଳା ଶୈଳକାନ୍ତି ନୀଳ, ନୀଳକାନ୍ତି ଶୈଳ ଶୋଭା ଶ୍ୟାମ ନୀଳ, ନୀଳ ଶ୍ୟାମ ଶୋଭା ସ୍ଵର୍ଣ୍ଣ ଶ୍ରୀ ଶଇଳ, ଶଇଳ ସ୍ଵର୍ଣ୍ଣ ଶ୍ରୀ ଦିବ୍ୟ ପ୍ରଭା ନୀଳ, ନୀଳପ୍ରଭା ଦିବ୍ୟ ସମୀର ସଲିଳ, ସଲିଳ ସମୀର ସୈକତ ସଲିଳ, ସଲିଳ ସୈକତ ସୌନ୍ଦର୍ଯ୍ୟ ଅତୁଳ, ଅତୁଳ ସୌନ୍ଦର୍ଯ୍ୟ ସମ୍ପଦ୍ ଅତୁଳ, ଅତୁଳ ସମ୍ପଦ୍ ସଙ୍ଗୀତ ରସାଳ, ରସାଳ ସଙ୍ଗୀତ ସୁଷମା ବିରଳ, ବିରଳ ସୁଷମା ସୌନ୍ଦର୍ଯ୍ୟ ବିରଳ, ବିରଳ ସୌନ୍ଦର୍ଯ୍ୟ ଶୋଭା ଜଳସ୍ଥଳ, ଜଳସ୍ଥଳ ଶୋଭା ସେ ଶୋଭା ବିରଳ, ବିରଳ ସେ ଶୋଭା ସୁଷମା ଛବିଳ, ଛବିଳ ସୁଷମା ଶ୍ୟାମଳ ଛବିଳ, ଛବିଳ ଶ୍ୟାମଳ ଶୋଭା ଶ୍ୟାମ ଶୈଳ, ଶୈଳଶ୍ୟାମ ଶୋଭା ସାଧୁ ସନ୍ଥ ମେଳ, ମେଳ ସାଧୁ ସନ୍ଥ ସାଙ୍ଗ ସାଥି ମେଳ, ମେଳ ସାଥି ସାଙ୍ଗ ସୁନ୍ଦର ସକାଳ, ସକାଳ ସୁନ୍ଦର ସ୍ବପ୍ନିଳ ସକାଳ, ସକାଳ ସ୍ବପ୍ନିଳ ସବୁଜ ସକାଳ, ସକାଳ ସବୁଜ ସ୍ନିଗ୍ଧ ସୁକୋମଳ, ସୁକୋମଳ ସ୍ନିଗ୍ଧ ଶ୍ଵେତ ପୀତ ନୀଳ, ନୀଳ ପୀତ ଶ୍ଵେତ ସ୍ମୃତିରେ ସଜଳ, ସଜଳ ସ୍ମୃତିରେ ସୁଷମା କଲ୍ଲୋଳ, କଲ୍ଲୋଳ ସୁଷମା ଶୈଳଶ୍ରେଣୀ ନୀଳ,ନୀଳ ଶୈଳଶ୍ରେଣୀ ସୂର୍ଯ୍ୟୋଦୟ ବେଳ, ବେଳ ସୂର୍ଯ୍ୟୋଦୟ ସ୍ଵର୍ଗ ଧରାକୋଳ , ଧରାକୋଳ ସ୍ଵର୍ଗ ସତ୍ୟ ଧର୍ମ ବଳ, ବଳ ସତ୍ୟ ଧର୍ମ ଶୈଳଶ୍ରୀ ଶ୍ୟାମଳ, ଶ୍ୟାମଳ ଶୈଳଶ୍ରୀ ଶସ୍ୟ ଶ୍ୟାମଳ, ଶ୍ୟାମଳ ଶସ୍ୟ ସୁଷମା ଶ୍ୟାମଳ, ଶ୍ୟାମଳ ସୁଷମା ଶୋଭା ଶ୍ୟାମଳ, ଶ୍ୟାମଳ ଶୋଭା ସ୍ଵର୍ଣ୍ଣିମ ଶ୍ୟାମଳ, ଶ୍ୟାମଳ ସ୍ଵର୍ଣ୍ଣିମ ଶୋଭା ସାୟଂକାଳ, ସାୟଂକାଳ ଶୋଭା ଶବ୍ଦ କଳକଳ, କଳକଳ ଶବ୍ଦ ସୌଗନ୍ଧିକ(ପଦ୍ମ) ନୀଳ, ନୀଳ ସୌଗନ୍ଧିକ ଶିଶିର ସକାଳ, ସକାଳ ଶିଶିର ଶରତ କଲ୍ଲୋଳ, କଲ୍ଲୋଳ ଶରତ

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

କାଞ୍ଚନ ଶବ୍ଦ କଲ୍ଲୋଳ (4)

ନୀଳ ନଦୀଧାର, କରାଳ କାଳର, ଉତ୍କଳ କଳାର, ଗହଳ ପତର ସକାଳ ଆଶାର, ବିହ୍ଵଳ ବିଭୋର, ଭୂଗୋଳ ମାଟିର, କଲ୍ଲୋଳ ମାଟିର, ନୀଳ ଯମୁନାର, ସକାଳ ସୁନ୍ଦର, ସଲିଳ ସମୀର, ସମ୍ଭାଳ ଏ ଥର

କଲ୍ଲୋଳ କୁସୁମ, କୋମଳ ନରମ କୋମଳ ଉଷୁମ, ଅଚଳ ଅକ୍ଷମ

ଢଳଢଳ ମନ, ନୀଳ ମାୟାଞ୍ଜନ, ଉଚ୍ଛଳ ଯୌବନ, ଶୀତଳ ଚନ୍ଦନ , ବେଳ ପିଲାଦିନ, ଉଜ୍ଜ୍ବଳ ପ୍ରସନ୍ନ ହେମାଳ ପବନ, ନୀଳ ନବଘନ, କଜ୍ଜଳ ନୟନ

ରସାଳ ପାଦପ ଫଳ ଅଭିଶାପ

ଆକୁଳ ଅଧୈର୍ଯ୍ୟ, , ଅତୁଳ ସୌନ୍ଦର୍ଯ୍ୟ, କଲ୍ଲୋଳ ଐଶ୍ଵର୍ଯ୍ୟ ,ସକାଳ ଐଶ୍ୱର୍ଯ୍ୟ, ବିରଳ ସୌନ୍ଦର୍ଯ୍ୟ

କୋମଳ ଅପୂର୍ବ, ବିମଳ ଅପୂର୍ବ,, ରସାଳ ଅପୂର୍ବ

ଉଜ୍ଜ୍ବଳ ଲାବଣ୍ୟ, କଜ୍ଜଳ ଲାବଣ୍ୟ କୋମଳ ଲାବଣ୍ୟ, ଶ୍ୟାମଳ ଲାବଣ୍ୟ

ଶ୍ୟାମଳ ଶସ୍ୟ, ନଦୀକୂଳ ଦୃଶ୍ୟ ତାଳ ମାଳ ଦୃଶ୍ୟ , ଅବିକଳ ଦୃଶ୍ୟ

ନୀଳ କଲ୍ଲୋଳିତ, ବିମଳ ବିୟତ, ଉଜ୍ଜ୍ବଳ ଆଲୋକିତ, ସଲିଳ ସୈକତ, ପ୍ରବଳ ଶୋଣିତ(ରକ୍ତ), ଶୈବାଳ ସୈକତ, ବ୍ୟାକୁଳ କ୍ଷୁଧିତ, ରସାଳ ସଙ୍ଗୀତ,
କଲ୍ଲୋଳ ଶରତ, ନୀଳ ପୀତ ଶ୍ଵେତ

ନଦୀକୂଳ ଶୋଭା, , ନୀଳ ବନବିଭା, ନୀଳ ଶ୍ୟାମ ଶୋଭା, ଜଳସ୍ଥଳ ଶୋଭା ବିରଳ ସେ ଶୋଭା, ଶ୍ୟାମ ହେମ ଶୋଭା ଶୈଳଶ୍ୟାମ ଶୋଭା, ସାୟଂକାଳ ଶୋଭା

ମାଳମାଳ ମେଘ, ଢଳଢଳ ମେଘ ବଳ ମାଟି ମେଘ,

ଫଳପୁଷ୍ପ ବନ, ହେନ୍ତାଳ ଏ ବନ, କୋମଳ କଠିନ, ସୁନୀଳ ଗଗନ,
ଜଳ ବନ୍ଦାପନା, ପ୍ରବଳ ବନ୍ୟା,
ସ୍ବପ୍ନିଳ କଳ୍ପନା, ଶୀତଳ ଜୋଛନା ସମୁଜ୍ଜ୍ବଳ କାନ୍ତି, ଶ୍ୟାମଳ ସୁକାନ୍ତି କଳକଳ ଧ୍ୱନି, ଛବିଳ ବନାନୀ, ଜଳ ସ୍ରୋତସ୍ଵିନୀ, ଧରାତଳ ଧନ୍ଯ , ମେଳ ସାଧୁ ସନ୍ଥ ମାଳ ମଣରତ୍ନ, ହଳାହଳ(ବିଷ) ପାନେ

ନୀଳ ନୀରବେଣୀ, ନୀଳ ନୀଳମଣି ନୀଳ ଶୈଳଶ୍ରେଣୀ, ସମ୍ଭାଳ କ୍ଷଣେ , ଉଜ୍ଜ୍ବଳ ଅରୁଣ

ଖାରବେଳ କୀର୍ତ୍ତି, କଲ୍ଲୋଳ ପ୍ରୀତି କାଳକାଳ କୀର୍ତ୍ତି, ଶତଦଳ କୀର୍ତ୍ତି ବ୍ରହ୍ମନୀଳ ଜ୍ୟୋତି, ମଙ୍ଗଳ ମୂରତୀ, ଅସମ୍ଭାଳ ତାତି, ଟଳମଳ ସ୍ଥିତି ନୀଳ ତନ୍ମୟତା, କଲ୍ଲୋଳ କବିତା ଅସମ୍ଭାଳ ଏତେ, ବ୍ୟାକୁଳ ଏମିତି, ଗଣ୍ଡଗୋଳ କେତେ, ଫୁଲଫଳ କେତେ ବିକଳ ତୃଷାର୍ତ୍ତ, ଛବିଳ ଚିତ୍ରିତ,

ଉତ୍କଳ ମହିମା, କୁଳ ଚନ୍ଦ୍ରମା, ବିରଳ ସୁଷମା, ଛବିଳ ସୁଷମା, ଶ୍ୟାମଳ ସୁଷମା, କଲ୍ଲୋଳ ସୁଷମା , ଶ୍ୟାମଳ ସ୍ଵର୍ଣ୍ଣିମ ବଳ ସତ୍ୟ ଧର୍ମ, ମାଳମାଳ ଉର୍ମି,

ଉତ୍ତାଳ ଲହରୀ, ଗଳାମାଳ କରି , ଉଜ୍ଜଳ ଆଶାରେ, ନୀଳ ଚେତନାରେ ସଜଳ ସ୍ମୃତିରେ, ବିକଳ କ୍ଷୁଧାରେ ବଳବୁଦ୍ଧି ତାର, ବାଲ୍ଯକାଳ ତାର ସକାଳ ଶିଶିର

ନୀଳାଚଳ ପୁଣ୍ୟ, ପ୍ରାଣୋଚ୍ଛଳ ପ୍ରାଣ, ଧରାକୋଳ ପୁଣ୍ୟ

ଶ୍ୟାମଳ କନକ , ନୀଳ ସୌଗନ୍ଧିକ, କୋମଳ କଳିକl, ନୀଳ ନୈସର୍ଗିକ ସମ୍ଭାଳ ଏଣିକି

ବକ୍ଷସ୍ଥଳ ଭେଦି ,ଉଜ୍ଜଳ ଜଳଦ ମୁକୁଳ ମାକନ୍ଦ ଢଳଢଳ ମହାନନ୍ଦେ, କୁଶଳ ଆନନ୍ଦ, ଉତ୍ତାଳ ଆନନ୍ଦ, ବହୁଳ ପ୍ରlସାଦ

ବିଶାଳ ହୃଦୟ ଉଜ୍ଜଳ ହିରଣ୍ମୟ, ବେଳ ସୂର୍ଯ୍ୟୋଦୟ

ମଞ୍ଜୁଳ ମନୋଜ୍ଞ, ସକାଳ ସଞ୍ଜ ଶଇଳ ସ୍ଵର୍ଣ୍ଣ ଶ୍ରୀ, ଶୋଭା ନୀଳ ଦିବ୍ୟ ସକାଳ ସବୁଜ, ସୁକୋମଳ ସ୍ନିଗ୍ଧ ଶ୍ୟାମଳ ଶୈଳଶ୍ରୀ, ଶୀତଳ ତନ୍ଦ୍ରା

ଦୀପ୍ତ ନୀଳ ଦୁବ ଢଳଢଳ ଦୃଶ୍ୟ, ଛଳଛଳ ଅଶ୍ରୁ କର୍ମଫଳ ଦୁଃଖ, ଗୋପାଳ ଗୋବିନ୍ଦ ନାରିକେଳ ଗୁଆ , ଡାଳ ପତ୍ର ଗଛ ଅକାଳ ମରୁଡି , ହଳଧରି ହଳୀ ମଞ୍ଜୁଳ ମୁକୁଟ, ଉତ୍କଳ ଉତ୍କର୍ଷ ନାରିକେଳ ରସ, ନୀଳରୂପ ରାଗ ପୁଣ୍ୟବଳ ଥିଲେ , ଧର୍ମବଳ ଥିଲେ କାଳକାଳ ଥିବ, କର୍ମଫଳ ଭୋଗେ

ନୀଳ ମେଘମାଳା, ଠୁଳ ବାଲିମାଟି ବାଲ୍ୟକାଳ ମୁଗ୍ଧ ଅନୁଭବ ଛଳଛଳ ଲୁହ, ପରିମଳ ସ୍ଵଚ୍ଛ ନୀଳପ୍ରଭା ଦିବ୍ୟ, ଅତୁଳ ସମ୍ପଦ୍ ମେଳ ସାଥି ସାଙ୍ଗ, ଧରାକୋଳ ସ୍ଵର୍ଗ କଳକଳ ଶବ୍ଦ, ଗଛମୂଳ ଆଶ୍ରା ଦଳଦଳ ପକ୍ଷୀ, କୋମଳ ପରଶ ବିଶାଳ ପ୍ରକାଣ୍ଡ, ମଧୁକାଳ(ବସନ୍ତ) ପୁଷ୍ପ ବର୍ତୁଳ ବିଭବ, ଟଳମଳ ବନ୍ଧ କୁଶଳ ବାର୍ତ୍ତା, ହଳାହଳ ବିଷ ଗରଳ ବିଷାକ୍ତ, ବିରଳ ବିଭବ ଅତୁଳ ବିଭବ , ମୂଳ ବଟବୃକ୍ଷ କଲ୍ଲୋଳ କାବ୍ଯ, ଉତ୍କଳ କଳିଙ୍ଗ କୁନ୍ତଳ କୃଷ୍ଣାଭ, କୌମୁଦୀ ସୁନ୍ଦର କାଳ ହେଲା କଳି, ତାଳ ତୃଣରାଜ କୋଳ ତରୁ ଛାୟା

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

କାଞ୍ଚନ ଶବ୍ଦ କଲ୍ଲୋଳ (5)

ପୁଣ୍ୟ ଉଷା କାଳ, ପୁଣ୍ୟ ନୀଳାଚଳ ପୁଣ୍ୟ ହୋମlନଳ, ପୁଣ୍ୟ ଧର୍ମବଳ, ପୁଣ୍ୟ କର୍ମଫଳ ପୁଣ୍ୟ ଗଙ୍ଗା ଜଳ, ପୁଣ୍ୟ ପ୍ରାଚୀ ଜଳ ପୁଣ୍ୟ ତୀର୍ଥ ଜଳ, ମେଘପୁଷ୍ପ(ବର୍ଷା) ଜଳ ପୁଣ୍ୟ ନୀଳlଞ୍ଚଳ

ପୁଷ୍ପ ନୀଳୋତ୍ପଳ, ପୁଷ୍ପ କୁରୁବଳ ପୁଷ୍ପ ଶତଦଳ, ମେଘପୁଷ୍ପ(ବର୍ଷା) ଜଳ ପୁଷ୍ପ ତମାଳ, କୃଷ୍ଣ ତମାଳ,

ଶୋଭା ଶତଦଳ, ଶୋଭା ନୀଳୋତ୍ପଳ ଶୋଭା ଶ୍ୟାମ ନୀଳ, ଶୋଭା ନଭ ନୀଳ ଶୋଭା ବନାଞ୍ଚଳ, ଶୋଭା ବନମାଳ ଶୋଭା ଭୂମଣ୍ଡଳ, ଶୋଭା ବନାଞ୍ଚଳ ଶୋଭା ଶିଖାବଳ(ମୟୂର), ଶୋଭା କେକlବଳ(ମୟୂର), ଶୋଭା ନୀଳ ଇନ୍ଦ୍ରନୀଳ, ଶୋଭା ଇନ୍ଦ୍ରକୀଳ(ପର୍ବତ) ଶୋଭା ଶ୍ୟାମ ଶୈଳ, ଶୋଭା ଦୁର୍ବାଦଳ ଶୋଭା ଚକ୍ରବାଳ, ଶୋଭା ଇନ୍ଦୁ(ଚନ୍ଦ୍ର) ନୀଳ ଶୋଭା ନୀଳାଚଳ, ଶୋଭା ନାରିକେଳ ଶୋଭା ସ୍ଵର୍ଣ୍ଣ ନୀଳ, ଶୋଭା ବସ୍ତ୍ରlଞ୍ଚଳ ଶୋଭା ଧରାତଳ, ଶୋଭା ରସାତଳ ଶୋଭା ମଧୁକାଳ, ଶୋଭା ପୁଷ୍ପକlଳ(ବସନ୍ତ) ଶୋଭା ହରିତାଳ( ପୀତ ବର୍ଣ୍ଣ), ଶୋଭା କଟୁଫଳ(ପୋଟଳ) ଶୋଭା ତାଳ ମାଳ, ଶୋଭା ମେଘମାଳ, ଶୋଭା ପୁଷ୍ପମାଳ, ଶୋଭା ଉଷା କାଳ ଶୋଭା ଘନକାଳ(ବର୍ଷାଦିନ) ଶୋଭା ପୁଷ୍ପ ଫଳ, ଶୋଭା ଚକ୍ରବାଳ

ନୃତ୍ୟ ଶିଖାବଳ(ମୟୂର), ନୃତ୍ୟ କେକlବଳ(ମୟୂର)

ନୀଳ ନୀଳୋତ୍ପଳ, ନୀଳ ଶତଦଳ ନୀଳ ସ୍ଵର୍ଣ୍ଣ ନୀଳ, ନୀଳ ନୀଳୋଜ୍ୱଳ ନୀଳ କାନ୍ତି ନୀଳ, ନୀଳ ନଭ ନୀଳ ନୀଳ ଶୈଳ ନୀଳ, ନୀଳ ଇନ୍ଦ୍ରକୀଳ(ପର୍ବତ) ନୀଳ ଇନ୍ଦୁ ନୀଳ, ନୀଳ ଇନ୍ଦ୍ରନୀଳ ନୀଳ ଭୂମଣ୍ଡଳ, ନୀଳ ବନାଞ୍ଚଳ ନୀଳ ଶ୍ୟାମ ଶୈଳ, ନୀଳ ଚକ୍ରବାଳ ନୀଳ ନାରିକେଳ, ନୀଳ ବସ୍ତ୍ରlଞ୍ଚଳ ନୀଳକୃଷ୍ଣ ନୀଳ, ନୀଳକଣ୍ଠ(ମୟୂର,ଶିବ) ନୀଳ ନୀଳ ସୁକୋମଳ, ନୀଳ ନଦୀ ଜଳ ନୀଳ ସ୍ଵର୍ଗ ନୀଳ, ବନସ୍ପତି ନୀଳ, ବନବିଥି ନୀଳ ବନ ଭୂମି ନୀଳ, ନଦୀ ଗିରି ନୀଳ ନିର୍ଝରିଣୀ ନୀଳ, ସ୍ରୋତସ୍ଵିନୀ ନୀଳ

ନୀଳ ରୂପ ନୀଳ, ନୀଳ ଶୋଭା ନୀଳ ନୀଳ ଜ୍ୟୋତି ନୀଳ, ନୀଳ ଧାରା କୋଳ ନୀଳ ଧରାତଳ, ନୀଳ ସ୍ଵପ୍ନ ନୀଳ ନୀଳ ଚନ୍ଦ୍ର ନୀଳ, ନୀଳ ପୁଷ୍ପ ନୀଳ

ଦୟା କ୍ଷମାଶୀଳ, ପ୍ରାଣ ପୁଣ୍ୟଶୀଳ(ଧର୍ମାତ୍ମା) ଭଦ୍ର ଚାରୁଶୀଳ,ଗୁଣ ଦାନଶୀଳ ଶ୍ରୀଳ(ସୁନ୍ଦର) ଗୁଣଶୀଳ, ଧନ୍ୟ କ୍ଷମାଶୀଳ, ରାଜା ପୁଣ୍ୟଶୀଳ ରାଜା ଦୟାଶୀଳ, ରାଜା ଦାନ ଶୀଳ ରାଜା ମହିପାଳ, ରାଜା କ୍ଷିତିପାଳ ଧନ୍ୟ କ୍ଷିତିପାଳ(ରାଜା), ହସ୍ତେ କରବାଳ(ଖଣ୍ଡା)

ସ୍ନେହ ବତ୍ସଳ ଝିଅ ଅଲିଅଳ, ଭାରି ଅଲିଅଳ ସର୍ବେ ଚିନ୍ତାକୁଳ, ଦୁଃଖେ ଚିନ୍ତାଶୀଳ ସର୍ବେ ଶୋକାକୁଳ, ମୃତ୍ୟୁରେ ଆକୁଳ କ୍ରନ୍ଦନ ରୋଳ, ବିରହ ବ୍ୟାକୁଳ, ମିଳନ ଆକୁଳ, ମିଳନ ବ୍ୟାକୁଳ

ଲୁହ ଘଡିଆଳ(କୁମ୍ଭୀର), ଅଶ୍ରୁ ଘଡିଆଳ ନଦୀ ଘଡିଆଳ, ହିଂସ୍ର ଘଡିଆଳ

ନଦୀ ଉପକୂଳ, ଦୃଶ୍ୟ ଉପକୂଳ, କୂଳ ଉପକୂଳ, ଭୂମି ସମତଳ

ଭୂମି କ୍ଷେତ୍ରଫଳ, ଭ୍ରମି ଭୂମଣ୍ଡଳ ଭୂମି ଆଢୁଆଳ, ପଥ କଙ୍କରିଳ ହେଲା ହିମକାଳ, ଦଳ ପଙ୍ଗପାଳ ସ୍ୱାସ୍ଥ୍ୟ ପରିମଳ, ହିଂସା ପ୍ରତିଫଳ, କ୍ରୋଧ ପ୍ରତିଫଳ, କ୍ରୋଧେ ଝାଳନାଳ ଶ୍ରମ ସ୍ଵେଦ ଜଳ, ଦେଖ ଶୀଳ୍ପିଶାଳ(କାରଖାନା) ଶାଳ ପିଆଶାଳ, ଆମ୍ବ ରସୁଆଳ ବୁଦା ଆଢୁଆଳ, ଶୁଷ୍କ ମରୁସ୍ଥଳ ସ୍ଵାଦ କଟୁଫଳ(ପୋଟଳ), ଧ୍ୟାନ ଲକ୍ଷ୍ୟ ସ୍ଥଳ, କେତେ କୌତୁହଳ, ଭାରି ଉଶୃଙ୍ଖଳ ଭାରି ଅଲିଅଳ, ଭୋଗେ କର୍ମଫଳ, ପୂର୍ବ କର୍ମଫଳ, ପୁଣ୍ୟ କର୍ମଫଳ,

କେତେ କଳିଗୋଳ, ଶୁଭେ କୋଳାହଳ ଲାଗେ ହଟ୍ଟଗୋଳ, ବହୁ ଗଣ୍ଡଗୋଳ କଳି ତକରlଳ, ହିଂସା ଗଣ୍ଡଗୋଳ ଶେଷ ଆୟୁଷ୍କାଳ, ବହେ ଅଶ୍ରୁ ଜଳ ସର୍ବେ ଶୋକାକୁଳ, ଶୋକ ଦାବାନଳ, ବହ୍ନି ଦାବାନଳ, କ୍ଲେଶ ବନ୍ଦୀଶାଳ ଧରି ଦଳବଳ , ଗର୍ବ ଧନ ବଳ ନାହିଁ ଲୋକ ବଳ, ତାର ଭାଗ୍ୟ ବଳ ରାଜ୍ଯ ମଙ୍ଗୁଆଳ, ସ୍ଵଚ୍ଛ କୂପ ଜଳ ନୀତି ପଞ୍ଚଶୀଳ, କାକ କପିଞ୍ଜଳ(ଚାତକପକ୍ଷୀ) କେକୀ କପିଞ୍ଜଳ, ଗିରି ନଦୀ କୋଳ ପ୍ରାଣ ପୁଣ୍ୟଶୀଳ , ଧ୍ୱନି କଳକଳ

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

ସର୍ବେ ସମାକୁଳ(ବ୍ୟାକୁଳ)

କାଞ୍ଚନ ଶବ୍ଦ କଲ୍ଲୋଳ(6)

ଳ : 8 ଶବ୍ଦରେ

ମନୋରମ ମଧୁକାଳ(ବସନ୍ତ) ମନ୍ତ୍ରମୁଗ୍ଧ ପୁଷ୍ପକାଳ(ବସନ୍ତ) ସୁକୋମଳ ସ୍ନିଗ୍ଧ ନୀଳ ସ୍ଵର୍ଗୀୟ ସୁଷମା ନୀଳ, ଲାବଣ୍ୟ ଉଚ୍ଛଳ ନୀଳ ଅମୃତ ବରଷା କାଳ, ଆନନ୍ଦ ବରଷା କାଳ ହିଆ(ଛାତି) ଆନନ୍ଦ ହିଲ୍ଲୋଳ ମେଘ ମାଟି ନୀଳ ନୀଳ ମେଘ ମାଟି ଢଳଢ, ପ୍ରବଳ ବରଷା ବେଳ

ନିଦାଘ(ଗ୍ରୀଷ୍ମ) ଅନଳ ଜାଳ ବରଷା ବତାସ କାଳ ଶରତ ଆକାଶ ନୀଳ,ଶୁଭ୍ର କାଶତଣ୍ଡୀ କୋଳ ଅଭ୍ରଖଣ୍ଡ (ମେଘ) ଢଳଢଳ

ରୋମାଞ୍ଚିତ ଉଷା କାଳ, ଅପୂର୍ବ ସୃଜନ ବେଳ ତେଜ ହିରଣ୍ୟ ସକାଳ,ସୁଷମା ଶୋଭା ଅତୁଳ କ଼ୁମାରୀ କାମିନୀ ଦଳ ଉଦ୍ଭାସିତ ଧରା କୋଳ ,ଉଦ୍ଭାସିତ ଉଷା କାଳ ମୁଖରିତ ନଦୀ କୂଳ, ମୁଖରିତ ଧରାତଳ

ପ୍ରମୋଦିତ ପୁଷ୍ପକାଳ ,ରାଜହଂସ ଦଳ ଦଳ ହେମମାଳି(ସୂର୍ଯ୍ୟ) ଢଳଢଳ ବଶୀଭୂତ ମହାକାଳ ହିମଶିଳା(କୁଆପଥର) କି ହେମାଳ ହରିତlୟମାନ ନୀଳ,ହିମଗିରି ହିମାଚଳ ତରଙ୍ଗିଣୀ ରୂପ ନୀଳ ,ପୟସ୍ଵିନୀ ପୁଣ୍ୟ ଜଳ ପୟୋସ୍ଵାନ(ମେଘ) ଶୋଭା ନୀଳ ହୀରା ପରି ସମୁଜ୍ଜ୍ବଳ ଶୁଭ୍ର ଶୁକ୍ଳ ସମୁଜ୍ଜ୍ବଳ ,ଆତ୍ମା ରୂପ ବ୍ରହ୍ମ ନୀଳ

ପୂର୍ବଜନ୍ମ କର୍ମଫଳ ,ଲୋଭ ମୋହ ପ୍ରତିଫଳ କାମ କ୍ରୋଧ ହିଂସା ଫଳ, ଭୋଗ ମୋହମାୟା ଫଳ ଭୋଗ ତାର ପ୍ରତିଫଳ, ହିଂସା କ୍ରୋଧ ପ୍ରତିଫଳ କରୁଣ ମରଣ ବେଳ ,କରୁଣ ବିଦାୟ ବେଳ

ରଣଭୂମି ବିକଟାଳ ହିଂସା ଦୃଶ୍ୟ ବିକରାଳ, ହିଂସାକାଣ୍ଡ ବିକରାଳ ଅବିରତ ଅଶ୍ରୁଜଳ, ଦୁଃଖେ ବହେ ଅଶ୍ରୁଜଳ ସୂଚନା ଏ ଅମଙ୍ଗଳ, ଅଲକ୍ଷଣୀ ଅମଙ୍ଗଳ କଳିଗୋଳ ହଟ୍ଟଗୋଳ, ଗଣ୍ଡଗୋଳ କୋଳାହଳ କଳିଗୋଳ ତକରାଳ ,ହିଂସାକାଣ୍ଡ ହଳାହଳ

ପୂଜା ଲାଗି ପୁଣ୍ୟସ୍ଥଳ,ଅରଣ୍ୟ କନ୍ତାର କୋଳ ନଦୀ ତୀର ଶୋଭାଶାଳ ଆନନ୍ଦ ଉତ୍ସବ ରୋଳ ଆନନ୍ଦ ବିଭୋର ଭୋଳ ,ମୁଗ୍ଧ ଆନନ୍ଦ ବିହ୍ଵଳ ମୁଗ୍ଧ ବିଭୋର ବିହ୍ଵଳ ,ପୁଣ୍ୟପ୍ରାଣ ପୁଣ୍ୟଶୀଳ ଦୟାଶୀଳ ମହିପାଳ(ରାଜା) କ୍ଷମାଶୀଳ କ୍ଷିତିପାଳ(ରାଜା) କ୍ଷମାଶୀଳ ଦୟାଶୀଳ ସ୍ନେହ ପ୍ରେମ ଅନାବିଳ ,ନିଷ୍କପଟ ଅନାବିଳ ସ୍ନେହ ଶ୍ରଦ୍ଧା ଅନାବିଳ ,ଅନ୍ତରଙ୍ଗ ଅନାବିଳ

ପୁଣ୍ୟଧାମ ନୀଳାଚଳ ,ପୁଣ୍ୟପ୍ରସୂ ସିନ୍ଧୁ ଜଳ ପୁଣ୍ୟମୟ ଗଙ୍ଗା ଜଳ, ପୁଣ୍ୟତୋୟା ଗଙ୍ଗା ଜଳ ପୁଣ୍ୟତୀର୍ଥ ପୁଣ୍ୟ ଜଳ, ଅଭିପ୍ସା ଶୁଭ ମଙ୍ଗଳ ଅମୃତ ମଙ୍ଗଳ କାଳ ,ମହାନନ୍ଦ ପକ୍ଷୀ କୁଳ

ଗୁଣମଣି ଗୁଣଶୀଳ ଗୁଣମଣି ଚାରୁଶୀଳ(ସଚ୍ଚରିତ୍ର) ଇହକାଳ ପରକାଳ ,ସ୍ନେହ ପ୍ରୀତି ଛଳଛଳ

ନଦୀବନ୍ଧ ଟଳମଳ ବନ୍ୟାଗ୍ରସ୍ତ ଗ୍ରାମାଞ୍ଚଳ, ହିଂସାଗ୍ରସ୍ତ ଗ୍ରାମାଞ୍ଚଳ କ୍ଷତିଗ୍ରସ୍ତ ଗ୍ରାମାଞ୍ଚଳ, କୋପନଳ ହିଂସାନଳ ହିଂସାକାଣ୍ଡ ଦାବାନଳ ,ଦୁଃଖ ଶୋକ ଅଶ୍ରୁଜଳ କଷ୍ଟ କ୍ଲେଶ ଅଶ୍ରୁଜଳ,ଘୃଣା ଇର୍ଷା ହେଲା କାଳ ଅଲକ୍ଷଣା ଅମଙ୍ଗଳ,ଅତି ଲୋଭ ହେଲା କାଳ

ନିୟମିତ ଅନ୍ତରାଳ, ବ୍ୟବଧାନ ଅନ୍ତରାଳ ଅବିରାମ ଅନର୍ଗଳ, ଝରଝର ଅବିରଳ, ପ୍ରଗତିରେ ଅନ୍ତରାଳ

ନୈସର୍ଗିକ ଶୋଭା ନୀଳ,ନୈସର୍ଗିକ ଚିରକାଳ ସ୍ମରଣୀୟ ଚିରକାଳ , ଯଶ ଖ୍ୟାତି ଚିରକାଳ ଯଶସ୍ୱlନ ଚିରକାଳ , ଲୋକରତ୍ନ ଚିରକାଳ ଯଶସ୍ଵିନୀ କାଳ କାଳ, କୀର୍ତ୍ତି ରାଜି କାଳକାଳ କାଳ କାଳ ମହାକାଳ , ସଂସାରର ହଳାହଳ

ବନେ ବିହଙ୍ଗମ କୁଳ, ବିହଙ୍ଗମ କୋଳାହଳ ବନେ ବିହାୟସ(ପକ୍ଷୀ) କୁଳ , ବିହାୟସ ଦଳ ଦଳ, ପକ୍ଷୀକୁଳ କୋଳାହଳ ମଧୁର କଣ୍ଠୀ କୋକିଳ , ଅରୁଣ ଆଭା କପୋଳ,ଅରୁଣ ରଙ୍ଗ କପୋଳ କୁସୁମିତ ଶତଦଳ କୁସୁମିତ କୁରୁବଳ(ପୁଷ୍ପ) କୁସୁମିତ ନୀଳୋତ୍ପଳ

ଦିଗଧାର ଚକ୍ରବାଳ ମେଚକ(ମେଘ) ମେଦିନୀ ନୀଳ ମହୀରୁହ(ବୃକ୍ଷ) ଇନ୍ଦ୍ରକୀଳ(ପର୍ବତ) ମହୀରୁହ ନୀଳ ଶୈଳ ମାଧୁରୀମା ନୀଳ ଶୈଳ , ଗଗନ ଭୁବନ ନୀଳ ସୁଷମା ସୁବର୍ଣ୍ଣ ଜଳ, ମଧୁର ମୃଦୁ କୋମଳ ମଧୁରିମl ମଧୁକାଳ(ବସନ୍ତ), ମଧୁମୟ ମଧୁକାଳ ଶୋଭା ମନୋଜ୍ଞ ମଞ୍ଜୁଳ, ଲାବଣ୍ୟ ଉଜ୍ଜ୍ଵଳ ନୀଳ ରୂପ ଶୋଭା ଇନ୍ଦ୍ରକୀଳ ,ଅପୂର୍ବ ସୁଷମା ନୀଳ ଆହ୍ଲାଦିତ ଘନକାଳ(ବର୍ଷା ଦିନ), ରୋମାଞ୍ଚିତ ହିମକାଳ ରୂପ ଛବି ହେମ(ସ୍ଵର୍ଣ୍ଣ) ନୀଳ, ସବୁଜ ଶ୍ୟାମଳ ନୀଳ ଆକାଶମଣ୍ଡଳ ନୀଳ, ଆନନ୍ଦ ହିଲ୍ଲୋଳ ନୀଳ ଐଶ୍ୱର୍ଯ୍ୟ ଆହ୍ଲାଦ ନୀଳ, ମନୋମୁଗ୍ଧକର ନୀଳ ହରିତ୍ ସୁଷମା ନୀଳ, ମହା ସୁଖ ମଧୁକାଳ ଅମୃତ ସକାଳ ବେଳ

ଦିନନାଥ ଦିବାକାଳ , କାଳ ରାତ୍ରି ମହାକାଳ ବଞ୍ଚିଗଲା ଦୈବ ବଳ ,ଥିଲା ତାର ଧର୍ମ ବଳ ଧର୍ମବଳ ପୁଣ୍ୟଫଳ ଅପରୂପ ଉଷା କାଳ ,ଆଲୋକିତ ଉଷା କାଳ ସୁକୋମଳ ପୁଷ୍ପ ଦଳ, ଆନନ୍ଦ ଉଚ୍ଛଳ ନୀଳ

କଳକଣ୍ଠ(ମୟୂର) କେକlବଳ(ମୟୂର) ନୀଳକଣ୍ଠ କେକlବଳ, ପରଭୃତ କେକlବଳ ବସନ୍ତଦୂତ(କୋଇଲି) କୋକିଳ କେକl କେକୀ କେକlବଳ କଳଘୋଷ କେକlବଳ

ନୀଳ ସ୍ଵର୍ଗ ଶୋଭା ନୀଳ, କୃଷ୍ଣ ପକ୍ଷ ଘନ କାଳ ରମ୍ୟ ନୀଳ ଶୈଳ କୋଳ ରୂପ ସ୍ଵର୍ଗ ରୂପ ନୀଳ ,ରୂପ କନକ ଉଜ୍ଜ୍ବଳ ଶୋଭା କୂଟଜ କୁଟ୍ମଳ ଶୋଭା କଲ୍ଲୋଳିନୀ(ନଦୀ) କୋଳ ଶୋଭା କୂଳଙ୍କଷା(ନଦୀ) କୋଳ କଳଘୋଷ କପିଞ୍ଜଳ(ଚାତକ ପକ୍ଷୀ) କେକlବଳ କପିଞ୍ଜଳ, କାକ, ପୀକ, କପିଞ୍ଜଳ କମନୀୟ କରବାଳ(ଖଡ୍ଗ), ରକ୍ତସ୍ନାତ କରବାଳ

ସବୁଜିମା ଶ୍ୟାମ ନୀଳ ପ୍ରସ୍ଫୁଟିତ ପୁଷ୍ପ ଦଳ ,ସୁଷମା କମଳଦଳ କଦମ୍ବକ(କଦମ୍ବ) ମାଳମାଳ କାଦମ୍ବିନୀ ଢଳଢଳ ,ମେଘମାଳl ଢଳଢଳ

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

କାଞ୍ଚନ ଶବ୍ଦ କଲ୍ଲୋଳ (6) A

ଳ : 8 ଅକ୍ଷର ଶବ୍ଦରେ

ମଧୁମୟ ନଦୀ କୂଳ, ମଧୁମୟ ଜଳ ସ୍ଥଳ, ମଧୁମୟ ବନାଞ୍ଚଳ, ମଧୁମୟ ମଧୁ କାଳ ମଧୁମୟ ପୁଷ୍ପ କାଳ, ମଧୁମୟ ଧରାକୋଳ ମଧୁମୟ ଭୂମଣ୍ଡଳ, ମଧୁମୟ ନୀଳ ଶୈଳ

ଦିବ୍ୟଦୃଶ୍ୟ ଉଷାକାଳ, ଦିବ୍ୟଦୃଶ୍ୟ ଗିରିମାଳ ଦିବ୍ୟ ଦୃଶ୍ୟ ନଦୀକୂଳ,ଦିବ୍ୟ ଦୃଶ୍ୟ ଘନକାଳ ଦିବ୍ୟ ଦୃଶ୍ୟ ଚକ୍ରବାଳ

ଶୋଭାଦୀପ୍ତ ବନ ଶୈଳ, ଶୋଭାଦୀପ୍ତ ନାରିକେଳ ଶୋଭାଦୀପ୍ତ ମଧୁକାଳ, ଶୋଭାଦୀପ୍ତ ସୁଶ୍ୟାମଳ ଶୋଭା ସୁଷମା ଶ୍ୟାମଳ ଶୋଭା ଦୀପ୍ତ ନୀଳ ଶୈଳ ଶୋଭା ଦୀପ୍ତ ଧରା କୋଳ ଶୋଭା ଦୀପ୍ତ ଶତଦଳ ଶୋଭା ଦୀପ୍ତ ଶିଖାବଳ(ମୟୂର) ଶୋଭା ଦୀପ୍ତ ସୁକୋମଳ ଶୋଭା ଦୀପ୍ତ ଇନ୍ଦ୍ରକୀଳ(ପର୍ବତ) ଶୋଭା ଦୀପ୍ତ ନୀଳୋତ୍ପଳ ଶୋଭା ଦୀପ୍ତ ଇନ୍ଦୁ ନୀଳ ଶୋଭା ଦୀପ୍ତ ଇନ୍ଦ୍ରନୀଳ

ଶାନ୍ତ ସ୍ନିଗ୍ଧ ନଦୀ କୂଳ,ଶାନ୍ତ ସ୍ନିଗ୍ଧ ଉଷା କାଳ ଶାନ୍ତ ସ୍ନିଗ୍ଧ ଉପକୂଳ,ଶାନ୍ତ ସ୍ନିଗ୍ଧ ବନାଞ୍ଚଳ ଶାନ୍ତ ସ୍ନିଗ୍ଧ ସୁକୋମଳ, ଶାନ୍ତ ସ୍ନିଗ୍ଧ ଶତଦଳ ଶାନ୍ତ ସ୍ନିଗ୍ଧ ଇନ୍ଦ୍ରକୀଳ, ଶାନ୍ତ ସ୍ନିଗ୍ଧ ନାରିକେଳ ଶାନ୍ତ ସ୍ନିଗ୍ଧ ରୂପ ନୀଳ,ଶାନ୍ତ ସ୍ନିଗ୍ଧ ଧରା କୋଳ

ଶ୍ୟାମ ଶୁକ୍ଳ ଶୋଭାଶାଳ, ନୀଳ ଶୁକ୍ଳ ନଭ କୋଳ ଶ୍ୟାମ ନୀଳ ଇନ୍ଦ୍ରକୀଳ ନୀଳୋଜ୍ଜ୍ଵଳ ସିନ୍ଧୁ ଜଳ ନୀଳୋଜ୍ଜ୍ଵଳ ଧରା କୋଳ ନୀଳୋଜ୍ଜ୍ଵଳ ନଭ ସ୍ଥଳ ନୀଳୋଜ୍ଜ୍ଵଳ ରୂପ ଜଳ ନୀଳୋଜ୍ଜ୍ଵଳ ନୀଳ ଶୈଳ ନୀଳୋଜ୍ଜ୍ଵଳ ଇନ୍ଦ୍ରନୀଳ ନୀଳୋଜ୍ଜ୍ଵଳ ନୀଳୋତ୍ପଳ

ବନ ବୀଥି ରୂପ ନୀଳ,ବନ ବିଭା ଶ୍ୟାମ ନୀଳ ନୀଳ କୃଷ୍ଣ ରୂପ ନୀଳ ନୀଳ ଜ୍ୟୋତ୍ସ୍ନା ରୂପ ନୀଳ ନୀଳ ଚନ୍ଦ୍ର ରୂପ ନୀଳ ନୀଳ ବ୍ୟୋମ ରୂପ ନୀଳ ନୀଳ ସ୍ଵପ୍ନ ନୀଳ ନୀଳ ଇନ୍ଦ୍ରନୀଳ ମଣି ନୀଳ,ଇନ୍ଦ୍ରକୀଳ ରୂପ ନୀଳ ରମ୍ୟ ନୀଳ ଶିଖାବଳ(ମୟୂର)

ରମଣୀୟ ମଧୁ କାଳ, ରମଣୀୟ ପୁଷ୍ପ କାଳ ରମଣୀୟ ଗିରି କୋଳ ରମଣୀୟ କେକlବଳ(ମୟୂର) ରମଣୀୟ ଶିଖାବଳ(ମୟୂର) ରମଣୀୟ ଶତଦଳ, ରମଣୀୟ ଇନ୍ଦ୍ରନୀଳ ରମଣୀୟ ଇନ୍ଦ୍ରକୀଳ(ପର୍ବତ) ରମଣୀୟ ନାରିକେଳ, ରମଣୀୟ ନଦୀ କୂଳ ରମଣୀୟ ଉପକୂଳ, ରମଣୀୟ ରଙ୍ଗ ସ୍ଥଳ ରମଣୀୟ ଉଷା କାଳ, ରମଣୀୟ ପୁଣ୍ୟ ସ୍ଥଳ ରମଣୀୟ ତୀର୍ଥ ସ୍ଥଳ

ପ୍ରୀତିକର ବନାଞ୍ଚଳ, ପ୍ରୀତିକର ଘନକାଳ ପ୍ରୀତିକର ମଧୁକାଳ, ପ୍ରୀତିକର ପୁଷ୍ପକାଳ ପ୍ରୀତିକର ନଦୀ କୂଳ, ପ୍ରୀତିକର ଶୋଭା ନୀଳ ଇନ୍ଦ୍ରନୀଳ ଇନ୍ଦ୍ରକୀଳ, ଇନ୍ଦ୍ରଧନୁ ଇନ୍ଦ୍ରକୀଳ ଇନ୍ଦ୍ରପୁରୀ ବନାଞ୍ଚଳ, ଇନ୍ଦ୍ରପୁର ଶୋଭାଶାଳ ଭୁବନମୋହିନୀ ନୀଳ, ଜନ ମନ ହରେ ନୀଳ ନୀଳ ଜ୍ୟୋତ୍ସ୍ନା ଇନ୍ଦୁ(ଚନ୍ଦ୍ର) ନୀଳ ନୀଳ ଚନ୍ଦ୍ର ଶୋଭା ନୀଳ ଶ୍ୟାମ ଶୁକ୍ଳ ହେମ ନୀଳ ଶ୍ୟାମ ଶୁକ୍ଳ ପୀତ ନୀଳ ଶ୍ୟାମ ଶୁକ୍ଳ ଶୋଭା ନୀଳ ତୃଣରାଜ ନାରିକେଳ, ତୃଣରାଜ ଗୁଆ ତାଳ

ଶୋଭା ଆକାଶ ମଣ୍ଡଳ,ଶୋଭା ନକ୍ଷତ୍ର ମଣ୍ଡଳ ସୁଷମା ନଭ ମଣ୍ଡଳ ସୁକୋମଳ ନଦୀ ଜଳ, ସୁକୋମଳ ଧରା କୋଳ,ସୁକୋମଳ ନଭ ସ୍ଥଳ

ପ୍ରସ୍ରବଣ କଳକଳ, କୁଳୁକୁଳୁ କଳକଳ କୁରଙ୍ଗ(ହରିଣ) କୁରଙ୍ଗୀ ଦଳ କେକl କେକୀ କେକlବଳ ନୃତ୍ୟରତ କେକlବଳ ନୃତ୍ୟରତ ଶିଖାବଳ(ମୟୂର) ନୀଳକଣ୍ଠ, ଶିଖାବଳ(ମୟୂର)

ଛବିଳ ସୁଷମା ନୀଳ, ନୀଳାମ୍ବର ସ୍ଵର୍ଗ ନୀଳ ନିର୍ମଳ କୋମଳ ନୀଳ,ନିଶି ଅନ୍ତେ ଦିବା କାଳ ନିଶି ଅନ୍ତେ ଉଷା କାଳ ନୈସର୍ଗିକ ଶୋଭା ନୀଳ ରୂପ ତୃଷ୍ଣା ରୂପ ନୀଳ,ରୂପ ସୁଧା ରୂପ ନୀଳ ବସୁନ୍ଧରା ରୂପ ନୀଳ, ନିଳାମ୍ବୁ ନୀଳିମା ନୀଳ ନିଳାମ୍ବୁ ଚିଲିକା କୋଳ, ନିଳାମ୍ବୁ ସୁଷମା ନୀଳ ନିଳାମ୍ବୁ ଲାବଣ୍ୟ ନୀଳ

ନିର୍ମଳ ନୀଳିମ ନୀଳ, ନକ୍ଷତ୍ର ଖଚିତ ନୀଳ ରସ ପ୍ରୀତି ସୁଧା ନୀଳ,ଲାବଣ୍ୟ ତମାଳ ନୀଳ ଲାବଣ୍ୟ କୁସୁମ ନୀଳ,ମନ୍ତ୍ରମୁଗ୍ଧ ଶୋଭା ନୀଳ

ମନ ମୋହେ ନଦୀକୂଳ, ମନ ମୋହେ ମଧୁକାଳ ମନ ମୋହେ ଗିରି କୋଳ ମନ ମୋହେ ନୀଳ ଶୈଳ ମନ ମୋହେ ଉଷା କାଳ ମନ ମୋହେ ଘନକାଳ ମନ ମୋହେ ବନାଞ୍ଚଳ, ମନ ମୋହେ ଶତଦଳ ମନ ମୋହେ ନୀଳୋତ୍ପଳ ମନ ମୋହେ କେକlବଳ ମନ ମୋହେ ପୁଷ୍ପକାଳ

ନବୋଦିତ ଉଷାକାଳ, ତଡାଗ ତଟିନୀ କୋଳ ସରସୀ ନିମ୍ନଗା(ନଦୀ) କୋଳ ନୀଳବର୍ଣ୍ଣ ନୀଳଶୈଳ ବିମୋହନ ବ୍ୟୋମ ନୀଳ, ନିଘଞ୍ଚ ନିକୁଞ୍ଜ ନୀଳ, ପ୍ରଫୁଲ୍ଲ ପ୍ରସନ୍ନ ନୀଳ ଆନନ୍ଦ ଐଶ୍ୱର୍ଯ୍ୟ ନୀଳ ବିମୋହନ ଶୋଭା ନୀଳ ସିନ୍ଦୂରିତ ଉଷା କାଳ ଦୃଶ୍ୟ ଦ୍ୟୁଲୋକ ଦୁକୂଳ(ଶୋଭା)

କାଦମ୍ବିନୀ ଇନ୍ଦ୍ରକୀଳ, କାଦମ୍ବିନୀ କୃଷ୍ଣ ନୀଳ କାଦମ୍ବିନୀ ରୂପ ନୀଳ, ମରାଳମାଳିନୀ ଜଳ ମଙ୍ଗଳ ମୋହନ ନୀଳ,ଶୋଭା ଆନନ୍ଦ ଉଜ୍ଜ୍ଵଳ ଶୋଭା ସ୍ଵର୍ଗ ମଧୁକାଳ,ଶୋଭା ଆନନ୍ଦ ଉଚ୍ଛଳ

ଶୋଭାସ୍ନିଗ୍ଧ ବର୍ଷl କାଳ ଶୋଭାସ୍ନିଗ୍ଧ ନୀଳ ଶୈଳ ଶୋଭାସ୍ନିଗ୍ଧ ଗିରି କୋଳ ଶୋଭାସ୍ନିଗ୍ଧ ପୁଷ୍ପ କାଳ

ପୁଷ୍ପ ମଧୁ ଭୃଙ୍ଗରୋଳ, ମଧୁ ପ୍ରୀତି ମଧୁକାଳ ମନୋମୁଗ୍ଧକର ନୀଳ, ମଧୁସ୍ରାବୀ ମଧୁ କାଳ

ମନଛୁଆଁ ନଦୀ କୂଳ, ମନଛୁଆଁ ଇନ୍ଦ୍ରକୀଳ ମନଛୁଆଁ ରୂପ ନୀଳ, ମନଛୁଆଁ ଶିଖାବଳ ଅତୀବ ରୁଚିର ନୀଳ, ଅତୀବ ରୁଚିର ଶୈଳ ହୃଦ ଆନନ୍ଦ ହିଲ୍ଲୋଳ, ହିମଗିରି ହିମାଚଳ ହିମଗିରି ହିମ କୋଳ, ତନୁ ଲତା ସୁକୋମଳ ପୁଷ୍ପ ଲତା ସୁକୋମଳ

କଳରବ କୋଳାହଳ, କୁଳୁକୁଳୁ କଳକଳ ମହାନନ୍ଦେ ଢଳଢଳ, ଅଶ୍ରୁ ଜଳ ଛଳଛଳ ଆନନ୍ଦ ଉଚ୍ଛଳ ଜଳ, ନୀଳବ୍ୟୋମ ମେଘମାଳ ମାଟିର କବିତା ନୀଳ, ହୁଡା ମାଟି ଆଢୁଆଳ ହିଡ ମାଟି ଆଢୁଆଳ, ବଣବୁଦା ଆଢୁଆଳ ଗଛଲତା ଆଢୁଆଳ, ଦୃଶ୍ୟ ଅମୃତ ସକାଳ ବନଗିରି ଶୋଭାଶାଳ, ଅରୁଣ ଉଜ୍ଜ୍ଵଳ ନୀଳ ସାରସ୍ଵତ ଶତଦଳ

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର

କାଞ୍ଚନ ଶବ୍ଦ କଲ୍ଲୋଳ(7)

ଳ : 10 ଶବ୍ଦରେ

ମଧୁଝରା ଅମୃତ ସକାଳ ମଧୁଝରା ଅଧର ଚଟୁଳ ମଧୁମଗ୍ନ ବନ ଗିରି ଶୈଳ ମଧୁମଗ୍ନ ମାଟିର ଭୂଗୋଳ ମଧୁମଗ୍ନ ଶ୍ୟାମ ହେମ ଶୈଳ ମଧୁମଗ୍ନ ଜ୍ୟୋତ୍ସ୍ନାସ୍ନାତ ଜଳ

ମଧୁ ମଗ୍ନ ନଦୀ ଗିରି କୋଳ ମଧୁମଗ୍ନ ଦୂର ଚକ୍ରବାଳ ତରୁକୁଞ୍ଜ ସୁଷମା ମଞ୍ଜୁଳ ବନଜ୍ୟୋତ୍ସ୍ନା ସୁଷମା ଅତୁଳ ଲାବଣ୍ୟ କୁସୁମ ନୀଳୋତ୍ପଳ ଲାବଣ୍ୟ ନୀଳିମା ନୀଳୋତ୍ପଳ ଲାବଣ୍ୟ ସୁଷମା ନୀଳୋତ୍ପଳ ଲାବଣ୍ୟ ଉଚ୍ଛଳ ନୀଳୋତ୍ପଳ ଲାବଣ୍ୟ ପୀୟୂଷ ନୀଳୋତ୍ପଳ

ନୀଳ ସ୍ଵପ୍ନ ରଚେ ବନସ୍ଥଳ ନୀଳ ସ୍ଵପ୍ନ ରଚେ ନଭ କୋଳ ନୀଳ ସ୍ଵପ୍ନ ଜ୍ୟୋତ୍ସ୍ନା ନୀଳ

ସବୁଜ ସୁଷମା ଧରାକୋଳ ମନୋରମ ପ୍ରୀତ ମଧୁକାଳ(ବସନ୍ତ) ମନ୍ତ୍ରମୁଗ୍ଧ ଶୋଭା ପୁଷ୍ପକାଳ(ବସନ୍ତ) ସୁକୋମଳ ସ୍ନିଗ୍ଧ ନଭ ନୀଳ ସ୍ଵର୍ଗୀୟ ସୁଷମା ଦିବ୍ୟ ନୀଳ, ଲାବଣ୍ୟ ଉଚ୍ଛଳ ନୀଳ ଜଳ ଅମୃତ ବରଷା ଘନକାଳ, ଆନନ୍ଦ ଝରା ଏ ବର୍ଷା କାଳ ହିଆ(ମନ,ହୃଦ) ପ୍ରୀତ ଆନନ୍ଦ ହିଲ୍ଲୋଳ ମେଘ ମାଟି ଗିରି ନୀଳନୀଳ ମେଘ ମାଟି ନଦୀ ଢଳଢଳ,

ନିଦାଘ(ଗ୍ରୀଷ୍ମ) କାଳ ଏ ଅନଳ ଜାଳ ବରଷା ବତାସ ଉପାସ କାଳ ଶରତ ଆକାଶ କୋମଳ ନୀଳ, ଶୁଭ୍ର କାଶତଣ୍ଡୀ କୁସୁମ କୋଳ ଅଭ୍ରଖଣ୍ଡ (ମେଘ) ଦୃଶ୍ୟ ଢଳଢଳ

ରୋମାଞ୍ଚିତ ଚିତ୍ତ ଉଷା କାଳ, ଅପୂର୍ବ ସୃଜନ ଶୁଭ ବେଳ ତେଜୋମୟୀ ହିରଣ୍ୟ ସକାଳ, ସୁଷମା ସ୍ଵର୍ଗ ରୂପ ଅତୁଳ କ଼ୁମାରୀ କାମିନୀ ଦଳ ଉଦ୍ଭାସିତ ଦିବ୍ୟ ଧରା କୋଳ , ଉଦ୍ଭାସିତ ପୁଣ୍ୟ ଉଷା କାଳ ମୁଖରିତ ମୁଗ୍ଧ ନଦୀ କୂଳ, ମୁଖରିତ ପ୍ରୀତ ଧରାତଳ

ପ୍ରମୋଦିତ ଲାସ୍ୟ ପୁଷ୍ପକାଳ , ରାଜହଂସ ଜଳେ ଦଳ ଦଳ ହେମମାଳି(ସୂର୍ଯ୍ୟ) ଶୁଭ୍ର ଢଳଢଳ ବଶୀଭୂତ କାଳ ମହାକାଳ ହିମଶିଳା(କୁଆପଥର) ସ୍ପର୍ଶ କି ହେମାଳ ହରିତlୟମାନ ରୂପ ନୀଳ, ହିମଗିରି ଧନ୍ଯ ହିମାଚଳ ତରଙ୍ଗିଣୀ ରୂପ ସୁଧା ନୀଳ , ପୟସ୍ଵିନୀ ପ୍ରୀତି ପୁଣ୍ୟ ଜଳ ପୟୋସ୍ଵାନ(ମେଘ) ରୂପ ଶୋଭା ନୀଳ ହୀରା ପରି ଶୁଭ୍ର ସମୁଜ୍ଜ୍ବଳ ଶୁଭ୍ର ଶୁକ୍ଳ ଶ୍ଵେତ ସମୁଜ୍ଜ୍ବଳ , ଆତ୍ମାସତ୍ତା ରୂପ ବ୍ରହ୍ମ ନୀଳ

ପୂର୍ବଜନ୍ମ କୃତ କର୍ମଫଳ , ଲୋଭ ମୋହ ମାୟା ପ୍ରତିଫଳ କାମ କ୍ରୋଧ ଇର୍ଷା ହିଂସା ଫଳ, ଭୋଗ ମୋହମାୟା କର୍ମ ଫଳ, ଭୋଗ ତାର ଫଳ ପ୍ରତିଫଳ, ହିଂସା କ୍ରୋଧ ହତ୍ୟା ପ୍ରତିଫଳ କରୁଣ ମରଣ ମୃତ୍ୟୁ ବେଳ , କରୁଣ ବିଦାୟ ଦୁଃଖ ବେଳ

ରଣଭୂମି ଦୃଶ୍ୟ ବିକଟାଳ ହିଂସା ଦୃଶ୍ୟ ବିକରାଳ, ହିଂସାକାଣ୍ଡ ରୂପ ବିକରାଳ ଅବିରତ ବହେ ଅଶ୍ରୁଜଳ, ଦୁଃଖେ ବହେ ସଦା ଅଶ୍ରୁଜଳ ସୂଚନା ଏ ଦେଖେ ଅମଙ୍ଗଳ, ଅଲକ୍ଷଣୀ କଥା ଅମଙ୍ଗଳ କଳିଗୋଳ କେତେ ହଟ୍ଟଗୋଳ, ଗଣ୍ଡଗୋଳ ହିଂସା କୋଳାହଳ କଳିଗୋଳ କେତେ ତକରାଳ , ହିଂସାକାଣ୍ଡ ଦୃଶ୍ୟ ହଳାହଳ

ପୂଜା ଲାଗି ଧନ୍ଯ ପୁଣ୍ୟସ୍ଥଳ, ଅରଣ୍ୟ କନ୍ତାର ଗିରି କୋଳ ନଦୀ ତୀର ଭୂମି ଶୋଭାଶାଳ ଆନନ୍ଦ ଉତ୍ସବ ରବ ରୋଳ ଆନନ୍ଦ ବିଭୋର ମୁଗ୍ଧ ଭୋଳ , ମନ୍ତ୍ରମୁଗ୍ଧ ଆନନ୍ଦ ବିହ୍ଵଳ ମନ୍ତ୍ରମୁଗ୍ଧ ବିଭୋର ବିହ୍ଵଳ , ପୁଣ୍ୟପ୍ରାଣ ତପ ପୁଣ୍ୟଶୀଳ ଦୟାଶୀଳ ହୃଦ୍ ମହିପାଳ(ରାଜା) କ୍ଷମାଶୀଳ ଧନ୍ଯ କ୍ଷିତିପାଳ(ରାଜା) କ୍ଷମାଶୀଳ ଧନ୍ଯ ଦୟାଶୀଳ ସ୍ନେହ ପ୍ରେମ ପ୍ରୀତି ଅନାବିଳ , ନିଷ୍କପଟ ହୃଦ୍ ଅନାବିଳ ସ୍ନେହ ଶ୍ରଦ୍ଧା ଭାବ ଅନାବିଳ , ଅନ୍ତରଙ୍ଗ ହୃଦ୍ ଅନାବିଳ

ପୁଣ୍ୟଧାମ ପୁରୀ ନୀଳାଚଳ , ପୁଣ୍ୟପ୍ରସୂ ନଦୀ ସିନ୍ଧୁ ଜଳ ପୁଣ୍ୟମୟ ପ୍ରାଚୀ, ଗଙ୍ଗା ଜଳ, ପୁଣ୍ୟତୋୟା ଚିର ଗଙ୍ଗା ଜଳ ପୁଣ୍ୟତୀର୍ଥ ପ୍ରାଚୀ ପୁଣ୍ୟ ଜଳ, ଅଭିପ୍ସା ଚିର ଶୁଭ ମଙ୍ଗଳ ଅମୃତ ମଙ୍ଗଳ ବେଳ କାଳ , ମହାନନ୍ଦମୟ ପକ୍ଷୀ କୁଳ

ଗୁଣମଣି ଧନ୍ଯ ଗୁଣଶୀଳ ଗୁଣମଣି ହୃଦ୍ ଚାରୁଶୀଳ(ସଚ୍ଚରିତ୍ର) ଇହକାଳ ଆଉ ପରକାଳ , ସ୍ନେହ ପ୍ରୀତି ଲୁହ ଛଳଛଳ

ନଦୀବନ୍ଧ ଦେଖ ଟଳମଳ ବନ୍ୟାଗ୍ରସ୍ତ ଦୃଶ୍ୟ ଗ୍ରାମାଞ୍ଚଳ, ହିଂସାଗ୍ରସ୍ତ ଆଜି ଗ୍ରାମାଞ୍ଚଳ ବନ୍ୟା କ୍ଷତିଗ୍ରସ୍ତ ଗ୍ରାମାଞ୍ଚଳ, କୋପlନଳ ହୃଦ ହିଂସାନଳ ହିଂସାକାଣ୍ଡ ହତ୍ୟା ଦାବାନଳ , ଦୁଃଖ ଶୋକ ପୀଡା ଅଶ୍ରୁଜଳ କଷ୍ଟ କ୍ଲେଶ ଦୁଃଖ ଅଶ୍ରୁଜଳ, ଘୃଣା ଇର୍ଷା ରାଗ ହେଲା କାଳ ଅଲକ୍ଷଣା କଥା ଅମଙ୍ଗଳ, ଅତି ଲୋଭ ତାର ହେଲା କାଳ

ନିୟମିତ କାଳ ଅନ୍ତରାଳ, ବ୍ୟବଧାନ ଜାଣ ଅନ୍ତରାଳ ଅବିରାମ ବହେ ଅନର୍ଗଳ, ଝରଝର ବହେ ଅବିରଳ, ପ୍ରଗତିରେ ହେଲା ଅନ୍ତରାଳ

ନୈସର୍ଗିକ ଶୋଭାସ୍ନିଗ୍ଧ ନୀଳ, ନୈସର୍ଗିକ ନୀଳ ଚିରକାଳ ସ୍ମରଣୀୟ ପ୍ରୀତି ଚିରକାଳ , ଯଶ ଖ୍ୟାତି ନାମ ଚିରକାଳ ଯଶସ୍ୱlନ କୀର୍ତ୍ତି ଚିରକାଳ , ଲୋକରତ୍ନ ଧନ୍ଯ ଚିରକାଳ ଯଶସ୍ଵିନୀ କୀର୍ତ୍ତି କାଳ କାଳ, କୀର୍ତ୍ତି ରାଜି ଧନ୍ଯ କାଳକାଳ କାଳକାଳ କୀର୍ତ୍ତି ମହାକାଳ , ସଂସାରର ମାୟା ହଳାହଳ

ବନ ତରୁ ବିହଙ୍ଗମ କୁଳ, ବିହଙ୍ଗମ ଦୃଶ୍ୟ କୋଳାହଳ ବନ ଭୂମି ବିହାୟସ(ପକ୍ଷୀ) କୁଳ , ବିହାୟସ ଦୃଶ୍ୟ ଦଳ ଦଳ, ପକ୍ଷୀକୁଳ ରବ କୋଳାହଳ ମଧୁର କଣ୍ଠୀ ରବ କୋକିଳ , ଅରୁଣ ରଙ୍ଗ ଆଭା କପୋଳ, ଅରୁଣ ରଙ୍ଗ ରୂପ କପୋଳ କୁସୁମିତ ନୀଳ ଶତଦଳ କୁସୁମିତ ପୁଷ୍ପ କୁରୁବଳ(ପୁଷ୍ପ) କୁସୁମିତ ରୂପ ନୀଳୋତ୍ପଳ

ଦିଗଧାର ଦୃଶ୍ୟ ଚକ୍ରବାଳ ମେଚକ(ମେଘ) ମେଦିନୀ ଗିରି ନୀଳ ମହୀରୁହ(ବୃକ୍ଷ) ନାମ ଇନ୍ଦ୍ରକୀଳ(ପର୍ବତ) ମହୀରୁହ ରୂପ ନୀଳ ଶୈଳ ମାଧୁରୀମା ରୂପ ନୀଳ ଶୈଳ , ଗଗନ ଭୁବନ ଶୋଭା ନୀଳ ସୁଷମା ସୁବର୍ଣ୍ଣ ରୂପ ଜଳ, ମଧୁର ପ୍ରୀତ ମୃଦୁ କୋମଳ ମଧୁରିମl ରୂପ ମଧୁକାଳ(ବସନ୍ତ), ମଧୁମୟ ଶୋଭା ମଧୁକାଳ ଶୋଭା ଦୃଶ୍ୟ ମନୋଜ୍ଞ ମଞ୍ଜୁଳ, ଲାବଣ୍ୟ ଉଜ୍ଜ୍ଵଳ ଦିବ୍ୟ ନୀଳ ରୂପ ଶୋଭା ନୀଳ ଇନ୍ଦ୍ରକୀଳ , ଅପୂର୍ବ ସୁଷମା ଶୋଭା ନୀଳ ଆହ୍ଲାଦିତ ପ୍ରୀତି ଘନକାଳ(ବର୍ଷା ଦିନ), ରୋମାଞ୍ଚିତ ସ୍ଵତଃ ହିମକାଳ ରୂପ ଛବି କାନ୍ତି ହେମ(ସ୍ଵର୍ଣ୍ଣ) ନୀଳ, ସବୁଜ ଶ୍ୟାମଳ ଶୋଭା ନୀଳ ଆକାଶମଣ୍ଡଳ ଦିବ୍ୟ ନୀଳ, ଆନନ୍ଦ ହିଲ୍ଲୋଳ ସ୍ପର୍ଶ ନୀଳ ଐଶ୍ୱର୍ଯ୍ୟ ଆହ୍ଲାଦ ଜଳ ନୀଳ, ମନୋମୁଗ୍ଧକର ନୀଳ ନୀଳ ହରିତ୍ ସୁଷମା ଶ୍ୟାମ ନୀଳ, ମହାସୁଖ ମଣେ ମଧୁକାଳ ଅମୃତ ସକାଳ ମଧୁ ବେଳ

ଦିନନାଥ ଧନ୍ଯ ଦିବାକାଳ , କାଳ ରାତ୍ରି ଦେଖ ମହାକାଳ ବଞ୍ଚିଗଲା ଧନ୍ଯ ଦୈବ ବଳ , ଥିଲା ତାର କର୍ମ ଧର୍ମ ବଳ ଧର୍ମବଳ ତାର ପୁଣ୍ୟଫଳ ଅପରୂପ ଦୃଶ୍ୟ ଉଷା କାଳ , ଆଲୋକିତ ହେମ ଉଷା କାଳ ସୁକୋମଳ ସ୍ନିଗ୍ଧ ପୁଷ୍ପ ଦଳ, ଆନନ୍ଦ ଉଚ୍ଛଳ ଧରା ନୀଳ

କଳକଣ୍ଠ(ମୟୂର) ନାମ କେକlବଳ(ମୟୂର) ନୀଳକଣ୍ଠ ନାମ କେକlବଳ, ପରଭୃତ ନାମ କେକlବଳ ବସନ୍ତଦୂତ(କୋଇଲି) ନାମ କୋକିଳ କେକl କେକୀ ନାମ କେକlବଳ କଳଘୋଷ ନାମ କେକlବଳ

ନୀଳ ସ୍ଵର୍ଗ ରୂପ ଶୋଭା ନୀଳ, କୃଷ୍ଣ ପକ୍ଷ ଘୋର ଘନ କାଳ ରମ୍ୟ ରୂପ ନୀଳ ଶୈଳ କୋଳ ରୂପ ଶୋଭା ସ୍ଵର୍ଗ ରୂପ ନୀଳ , ରୂପ କାନ୍ତି କନକ ଉଜ୍ଜ୍ବଳ ଶୋଭା ପୁଷ୍ପ କୂଟଜ କୁଟ୍ମଳ ଶୋଭା ସ୍ନିଗ୍ଧ କଲ୍ଲୋଳିନୀ(ନଦୀ) କୋଳ ଶୋଭା ରମ୍ୟ କୂଳଙ୍କଷା(ନଦୀ) କୋଳ କଳଘୋଷ ନାମ କପିଞ୍ଜଳ(ଚାତକ ପକ୍ଷୀ) କେକlବଳ ନାମ କପିଞ୍ଜଳ, କାକ, ପୀକ, ନାମ କପିଞ୍ଜଳ କମନୀୟ କlରୁ କରବାଳ(ଖଡ୍ଗ), ରକ୍ତସ୍ନାତ ରୂପ କରବାଳ

ସବୁଜିମା ଶ୍ୟାମ ବନ ନୀଳ ପ୍ରସ୍ଫୁଟିତ ପଦ୍ମ ପୁଷ୍ପ ଦଳ , ସୁଷମା ଶୋଭା କମଳଦଳ କଦମ୍ବକ(କଦମ୍ବ) ଫୁଟେ ମାଳମାଳ କାଦମ୍ବିନୀ ରୂପ ଢଳଢଳ , ମେଘମାଳl ଦୃଶ୍ୟ ଢଳଢଳ

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [5/28, 9:24 AM] Raj Kishore Sahoo: କାଞ୍ଚନ ଶବ୍ଦ କଲ୍ଲୋଳ (7) A

ଳ : 10 ଅକ୍ଷର ଶବ୍ଦରେ

ମଧୁମୟ ରମ୍ୟ ନଦୀ କୂଳ, ମଧୁମୟ ବ୍ୟୋମ ଜଳ ସ୍ଥଳ, ମଧୁମୟ ବନ ବନାଞ୍ଚଳ, ମଧୁମୟ ରୂପ ମଧୁ କାଳ ମଧୁମୟ ପ୍ରୀତ ପୁଷ୍ପ କାଳ, ମଧୁମୟ ନୀଳ ଧରାକୋଳ ମଧୁମୟ ବିଶ୍ଵ ଭୂମଣ୍ଡଳ, ମଧୁମୟ ଶୋଭା ନୀଳ ଶୈଳ

ଦିବ୍ୟଦୃଶ୍ୟ ପୁଣ୍ୟ ଉଷାକାଳ, ଦିବ୍ୟଦୃଶ୍ୟ ନୀଳ ଗିରିମାଳ ଦିବ୍ୟ ଦୃଶ୍ୟ ଛବି ନଦୀକୂଳ, ଦିବ୍ୟ ଦୃଶ୍ୟ ରାଜି ଘନକାଳ ଦିବ୍ୟ ଦୃଶ୍ୟ ଶୁକ୍ଳ ଚକ୍ରବାଳ

ଶୋଭାଦୀପ୍ତ ଗିରି ବନ ଶୈଳ, ଶୋଭାଦୀପ୍ତ ତରୁ ନାରିକେଳ ଶୋଭାଦୀପ୍ତ ସ୍ନିଗ୍ଧ ମଧୁକାଳ, ଶୋଭାଦୀପ୍ତ ନୀଳ ସୁଶ୍ୟାମଳ ଶୋଭା ସୁଷମା ରୂପ ଶ୍ୟାମଳ ଶୋଭା ଦୀପ୍ତ ରୂପ ନୀଳ ଶୈଳ ଶୋଭା ଦୀପ୍ତ ପ୍ରୀତ ଧରା କୋଳ ଶୋଭା ଦୀପ୍ତ ଶୁଭ୍ର ଶତଦଳ ଶୋଭା ଦୀପ୍ତ ନୀଳ ଶିଖାବଳ(ମୟୂର) ଶୋଭା ଦୀପ୍ତ ସ୍ପର୍ଶ ସୁକୋମଳ ଶୋଭା ଦୀପ୍ତ ନୀଳ ଇନ୍ଦ୍ରକୀଳ(ପର୍ବତ) ଶୋଭା ଦୀପ୍ତ ନୀଳ ନୀଳୋତ୍ପଳ ଶୋଭା ଦୀପ୍ତ ଜ୍ୟୋତ୍ସ୍ନା ଇନ୍ଦୁ ନୀଳ ଶୋଭା ଦୀପ୍ତ ରୂପ ଇନ୍ଦ୍ରନୀଳ

ଶାନ୍ତ ସ୍ନିଗ୍ଧ ପ୍ରୀତ ନଦୀ କୂଳ, ଶାନ୍ତ ସ୍ନିଗ୍ଧ ପୁଣ୍ୟ ଉଷା କାଳ ଶାନ୍ତ ସ୍ନିଗ୍ଧ ଶୋଭା ଉପକୂଳ, ଶାନ୍ତ ସ୍ନିଗ୍ଧ ରୂପ ବନାଞ୍ଚଳ ଶାନ୍ତ ସ୍ନିଗ୍ଧ ଦିବ୍ୟ ସୁକୋମଳ, ଶାନ୍ତ ସ୍ନିଗ୍ଧ ଶୋଭା ଶତଦଳ ଶାନ୍ତ ସ୍ନିଗ୍ଧ ରମ୍ୟ ଇନ୍ଦ୍ରକୀଳ, ଶାନ୍ତ ସ୍ନିଗ୍ଧ ଦୃଶ୍ୟ ନାରିକେଳ ଶାନ୍ତ ସ୍ନିଗ୍ଧ ରୂପ ଶୋଭା ନୀଳ, ଶାନ୍ତ ସ୍ନିଗ୍ଧ ହୃଦ୍ୟ ଧରା କୋଳ

ଶ୍ୟାମ ଶୁକ୍ଳ ନୀଳ ଶୋଭାଶାଳ, ନୀଳ ଶୁକ୍ଳ ଶୋଭା ନଭ କୋଳ ଶ୍ୟାମ ନୀଳ ହେମ ଇନ୍ଦ୍ରକୀଳ ନୀଳୋଜ୍ଜ୍ଵଳ ନୀଳ ସିନ୍ଧୁ ଜଳ ନୀଳୋଜ୍ଜ୍ଵଳ ଶ୍ୟାମ ଧରା କୋଳ ନୀଳୋଜ୍ଜ୍ଵଳ ବ୍ୟୋମ ଅଙ୍କ ସ୍ଥଳ ନୀଳୋଜ୍ଜ୍ଵଳ ରୂପ ନଦୀ ଜଳ ନୀଳୋଜ୍ଜ୍ଵଳ ନୀଳ ସ୍ଵର୍ଣ୍ଣ ଶୈଳ ନୀଳୋଜ୍ଜ୍ଵଳ ନୀଳ ଇନ୍ଦ୍ରନୀଳ ନୀଳୋଜ୍ଜ୍ଵଳ କାନ୍ତି ନୀଳୋତ୍ପଳ

ବନ ବୀଥି ରୂପ ଶୋଭା ନୀଳ, ବନ ବିଭା ଶ୍ୟାମ ସ୍ଵର୍ଣ୍ଣ ନୀଳ ନୀଳ କୃଷ୍ଣ ରୂପ ଛବି ନୀଳ ନୀଳ ଜ୍ୟୋତ୍ସ୍ନା ରୂପ ଇନ୍ଦୁ ନୀଳ ନୀଳ ଚନ୍ଦ୍ର ରୂପ ଜ୍ୟୋତ୍ସ୍ନା ନୀଳ ନୀଳ ବ୍ୟୋମ ରୂପ କାନ୍ତି ନୀଳ ନୀଳ ସ୍ଵପ୍ନ ନୀଳ ଚନ୍ଦ୍ର ନୀଳ ଇନ୍ଦ୍ରନୀଳ ମଣି ଜ୍ୟୋତି ନୀଳ, ଇନ୍ଦ୍ରକୀଳ ରୂପ ଶୋଭା ନୀଳ ରମ୍ୟ ନୀଳ ରୂପ ଶିଖାବଳ(ମୟୂର)

ରମଣୀୟ ଶୋଭା ମଧୁ କାଳ, ରମଣୀୟ ରମ୍ୟ ପୁଷ୍ପ କାଳ ରମଣୀୟ ଗିରି ନଦୀ କୋଳ ରମଣୀୟ ରଙ୍ଗ କେକlବଳ(ମୟୂର) ରମଣୀୟ ରୂପ ଶିଖାବଳ(ମୟୂର) ରମଣୀୟ ଶୁଭ୍ର ଶତଦଳ, ରମଣୀୟ ଦିବ୍ୟ ଇନ୍ଦ୍ରନୀଳ ରମଣୀୟ ରମ୍ୟ ଇନ୍ଦ୍ରକୀଳ(ପର୍ବତ) ରମଣୀୟ ତରୁ ନାରିକେଳ, ରମଣୀୟ ଶୋଭା ନଦୀକୂଳ ରମଣୀୟ ରୂପ ଉପକୂଳ, ରମଣୀୟ ରୂପ ରଙ୍ଗ ସ୍ଥଳ ରମଣୀୟ ପୁଣ୍ୟ ଉଷା କାଳ, ରମଣୀୟ ଧର୍ମପୁଣ୍ୟ ସ୍ଥଳ ରମଣୀୟ ପୁଣ୍ୟ ତୀର୍ଥ ସ୍ଥଳ

ପ୍ରୀତିକର ବନ ବନାଞ୍ଚଳ, ପ୍ରୀତିକର ଆଦ୍ର ଘନକାଳ ପ୍ରୀତିକର ସ୍ନିଗ୍ଧ ମଧୁକାଳ, ପ୍ରୀତିକର ରମ୍ୟ ପୁଷ୍ପକାଳ ପ୍ରୀତିକର ଶୋଭା ନଦୀ କୂଳ, ପ୍ରୀତିକର ଶୋଭା କାନ୍ତି ନୀଳ ଇନ୍ଦ୍ରନୀଳ କାନ୍ତି ଇନ୍ଦ୍ରକୀଳ, ଇନ୍ଦ୍ରଧନୁ ଶୋଭା ଇନ୍ଦ୍ରକୀଳ ଇନ୍ଦ୍ରପୁରୀ ପରି ବନାଞ୍ଚଳ, ଇନ୍ଦ୍ରପୁର ପରି ଶୋଭାଶାଳ ଭୁବନମୋହିନୀ ରୂପ ନୀଳ, ଜନମନ ହରେ ରୂପ ନୀଳ ନୀଳଜ୍ୟୋତ୍ସ୍ନା ଇନ୍ଦୁ(ଚନ୍ଦ୍ର) ଜ୍ୟୋତ୍ସ୍ନା ନୀଳ ନୀଳ ଚନ୍ଦ୍ର ଶୋଭାସ୍ନିଗ୍ଧ ନୀଳ ଶ୍ୟାମ ଶୁକ୍ଳ ହେମ ରୂପ ନୀଳ ଶ୍ୟାମ ଶୁକ୍ଳ ପୀତ ସ୍ଵର୍ଣ୍ଣ ନୀଳ ଶ୍ୟାମ ଶୁକ୍ଳ ସ୍ଵର୍ଣ୍ଣ ଶୋଭା ନୀଳ ତୃଣ ତୃଣରାଜ ନାରିକେଳ, ତୃଣରାଜ ଧନ୍ଯ ଗୁଆ, ତାଳ

ଶୋଭା ନୀଳ ଆକାଶ ମଣ୍ଡଳ, ଶୋଭା ଦୀପ୍ତ ନକ୍ଷତ୍ର ମଣ୍ଡଳ ସୁଷମା ସ୍ଵର୍ଗ ନଭ ମଣ୍ଡଳ ସୁକୋମଳ ସ୍ପର୍ଶ ନଦୀ ଜଳ, ସୁକୋମଳ ପ୍ରୀତ ଧରାକୋଳ, ସୁକୋମଳ ବ୍ୟୋମ ନଭ ସ୍ଥଳ

ପ୍ରସ୍ରବଣ ଧ୍ୱନି କଳକଳ, କୁଳୁକୁଳୁ ନାଦ କଳକଳ କୁରଙ୍ଗ(ହରିଣ) କୁରଙ୍ଗୀ ଦଳ ଦଳ କେକl, କେକୀ ନାମ କେକlବଳ ନୃତ୍ୟରତ ନୀଳ କେକlବଳ ନୃତ୍ୟରତ ରମ୍ୟ ଶିଖାବଳ(ମୟୂର) ନୀଳକଣ୍ଠ, ନାମ ଶିଖାବଳ(ମୟୂର)

ଛବିଳ ସୁଷମା ରୂପ ନୀଳ, ନୀଳାମ୍ବର ସ୍ଵର୍ଗ ଶୋଭା ନୀଳ ନିର୍ମଳ କୋମଳ କାନ୍ତି ନୀଳ, ନିଶି ଅନ୍ତେ ପୁଣ୍ୟ ଦିବା କାଳ ନିଶି ଅନ୍ତେ ଶୁକ୍ଳ ଉଷା କାଳ ନୈସର୍ଗିକ ଶୋଭାସ୍ନିଗ୍ଧ ନୀଳ ରୂପ ତୃଷ୍ଣା ରୂପ ସୁଧା ନୀଳ, ରୂପ ସୁଧା ରୂପ ରଙ୍ଗ ନୀଳ ବସୁନ୍ଧରା ରୂପ ଯଶ ନୀଳ, ନିଳାମ୍ବୁ ନୀଳିମା ରୂପ ନୀଳ ନିଳାମ୍ବୁ ଚିଲିକା ଶୋଭା କୋଳ, ନିଳାମ୍ବୁ ସୁଷମା ସ୍ଵର୍ଗ ନୀଳ ନିଳାମ୍ବୁ ଲାବଣ୍ୟ ନଭ ନୀଳ

ନିର୍ମଳ ନୀଳିମ ଜଳ ନୀଳ, ନକ୍ଷତ୍ର ଖଚିତ ବ୍ୟୋମ ନୀଳ ରସ ପ୍ରୀତି ସୁଧା ରସ ନୀଳ, ଲାବଣ୍ୟ ତମାଳ ଶୋଭା ନୀଳ ଲାବଣ୍ୟ କୁସୁମ କାନ୍ତି ନୀଳ, ମନ୍ତ୍ରମୁଗ୍ଧ ଶୋଭାସ୍ନିଗ୍ଧ ନୀଳ

ମନ ମୋହେ ଶୋଭା ନଦୀକୂଳ, ମନ ମୋହେ ପୁଷ୍ପ ମଧୁକାଳ ମନ ମୋହେ ନୀଳ ଗିରି କୋଳ ମନ ମୋହେ ରୂପ ନୀଳ ଶୈଳ ମନ ମୋହେ ପୁଣ୍ୟ ଉଷାକାଳ ମନ ମୋହେ ନୀଳ ଘନକାଳ ମନ ମୋହେ ରୂପ ବନାଞ୍ଚଳ, ମନ ମୋହେ ଶ୍ଵେତ ଶତଦଳ ମନ ମୋହେ ଶୋଭା ନୀଳୋତ୍ପଳ ମନ ମୋହେ ରମ୍ୟ କେକlବଳ ମନ ମୋହେ ରୂପ ପୁଷ୍ପକାଳ

ନବୋଦିତ ରବି ଉଷାକାଳ, ତଡାଗ, ତଟିନୀ, ଗିରି କୋଳ ସରସୀ, ନିମ୍ନଗା(ନଦୀ) ସ୍ନିଗ୍ଧ କୋଳ ନୀଳବର୍ଣ୍ଣ ରୂପ ନୀଳଶୈଳ ବିମୋହନ ଦୃଶ୍ୟ ବ୍ୟୋମ ନୀଳ, ନିଘଞ୍ଚ ନିକୁଞ୍ଜ ଶ୍ୟାମ ନୀଳ, ପ୍ରଫୁଲ୍ଲ ପ୍ରସନ୍ନ ନଦୀ ନୀଳ ଆନନ୍ଦ ଐଶ୍ୱର୍ଯ୍ୟ ଶୋଭା ନୀଳ ବିମୋହନ ରୂପ ଶୋଭା ନୀଳ ସିନ୍ଦୂରିତ ସ୍ଵର୍ଣ୍ଣ ଉଷାକାଳ ଦୃଶ୍ୟ ଦିବ୍ୟ ଦ୍ୟୁଲୋକ ଦୁକୂଳ(ଶୋଭା)

କାଦମ୍ବିନୀ ପ୍ରିୟ ଇନ୍ଦ୍ରକୀଳ, କାଦମ୍ବିନୀ ରୂପ କୃଷ୍ଣ, ନୀଳ କାଦମ୍ବିନୀ ରୂପ ସୁଧା ନୀଳ, ମରାଳମାଳିନୀ ନଦୀ ଜଳ ମଙ୍ଗଳ ମୋହନ ରୂପ ନୀଳ, ଶୋଭା ସ୍ଵର୍ଗ ଆନନ୍ଦ ଉଜ୍ଜ୍ଵଳ ଶୋଭା ସ୍ଵର୍ଗ ସ୍ନିଗ୍ଧ ମଧୁକାଳ, ଶୋଭାମୟ ଆନନ୍ଦ ଉଚ୍ଛଳ

ଶୋଭାସ୍ନିଗ୍ଧ ଦୃଶ୍ୟ ବର୍ଷl କାଳ ଶୋଭାସ୍ନିଗ୍ଧ ରୂପ ନୀଳ ଶୈଳ ଶୋଭାସ୍ନିଗ୍ଧ ନଦୀ ଗିରି କୋଳ ଶୋଭାସ୍ନିଗ୍ଧ ପ୍ରୀତ ପୁଷ୍ପ କାଳ

ପୁଷ୍ପମଧୁ ପ୍ରିୟ ଭୃଙ୍ଗରୋଳ, ମଧୁ ପ୍ରୀତି ସୁଖ ମଧୁକାଳ ମନୋମୁଗ୍ଧକର ରୂପ ନୀଳ, ମଧୁସ୍ରାବୀ ମୁଗ୍ଧ ମଧୁ କାଳ

ମନଛୁଆଁ ଶୋଭା ନଦୀ କୂଳ, ମନଛୁଆଁ ରୂପ ଇନ୍ଦ୍ରକୀଳ ମନଛୁଆଁ ରୂପ ଯଶ ନୀଳ, ମନଛୁଆଁ ରମ୍ୟ ଶିଖାବଳ ଅତୀବ ରୁଚିର ଦିବ୍ୟ ନୀଳ, ଅତୀବ ରୁଚିର ନୀଳ ଶୈଳ ହୃଦ ପ୍ରାଣ ଆନନ୍ଦ ହିଲ୍ଲୋଳ, ହିମଗିରି ନାମ ହିମାଚଳ ହିମଗିରି ସ୍ପର୍ଶ ହିମ କୋଳ, ତନୁ ଲତା ପୁଷ୍ପ ସୁକୋମଳ ପୁଷ୍ପ ଲତା ତନୁ ସୁକୋମଳ

କଳରବ ଧ୍ୱନି କୋଳାହଳ, କୁଳୁକୁଳୁ ଧ୍ୱନି କଳକଳ ମହାନନ୍ଦେ ଝରେ ଢଳଢଳ, ଅଶ୍ରୁ ଜଳ ନେତ୍ର ଛଳଛଳ ଆନନ୍ଦ ଉଚ୍ଛଳ ନଦୀ ଜଳ, ନୀଳବ୍ୟୋମ କୋଳେ ମେଘମାଳ ମାଟିର କବିତା ପ୍ରୀତି ନୀଳ, ହୁଡା ମାଟି ହିଡ ଆଢୁଆଳ ହିଡ ମାଟି ବୁଦା ଆଢୁଆଳ, ବଣବୁଦା ଗଛ ଆଢୁଆଳ ଗଛଲତା କାନ୍ଥ ଆଢୁଆଳ, ଦୃଶ୍ୟରାଜି ଅମୃତ ସକାଳ ବନଗିରି ରୂପ ଶୋଭାଶାଳ, ଅରୁଣ ଉଜ୍ଜ୍ଵଳ ସ୍ନିଗ୍ଧ ନୀଳ ସାରସ୍ଵତ ରୂପ ଶତଦଳ

ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର


This site uses Just the Docs, a documentation theme for Jekyll.