ଓଡ଼ିଆ ଜାତିର ଶବ୍ଦ ସାଧନା ଗାନୀପଦ୍ମl ଶବ୍ଦଗଙ୍ଗା(31)
3 ଶବ୍ଦ ଗୀତି: ଶ, ଷ, ସ
ତାଙ୍କର ଔରସ, ଖେରସ(ଗଛ ନାମ, ଗାଁ ନାମ), ଅମୃତ ଗୋରସ(ଗାଇକ୍ଷୀର), ପ୍ରୀତିର ପରଶ, ନୂଆ ବରଷ, ବଦନ ବିରସ(ଦୁଃଖ), ଆନନ୍ଦ ସରସ, ସୁଷମା ସାରସ(ପଦ୍ମ, ଚନ୍ଦ୍ର, ପକ୍ଷୀ ନାମ), ଅପୂର୍ବ ହରଷ
ରାଜାଙ୍କ ଆଦେଶ, ନୂତନ ନିଦେଶ, କଠୋର ନିର୍ଦ୍ଦେଶ, ଉତ୍କଳ ପ୍ରଦେଶ, ଦେଶ ବିଦେଶ, ବିଦେଶ ସ୍ଵଦେଶ, ଭାବ ବିଦ୍ୱେଷ(ଇର୍ଷା),
କଲ୍ୟାଣ ଅଶେଷ, ନିବିଡ ଆଶ୍ଳେଷ(ଆଲିଙ୍ଗନ), ସୂଚନା ବିଶେଷ,
ପ୍ରଭୁ ଦେବେଶ(ଶିବ, ବିଷ୍ଣୁ ), ବିଦେଶୀ ନିବେଶ,
ଗୃହ ପ୍ରବେଶ, ସୁନ୍ଦର ସୁବେଶ,
ବାତ, ପିତ, କଫ ତ୍ରିଦୋଷ,
ଥିଲେ ନିର୍ଦ୍ଦୋଷ, ସନ୍ଧ୍ୟା ପ୍ରଦୋଷ,
ଲାଗିଲା ଉଶ୍ୱାସ, ଖର ନିଶ୍ଵାସ, ନିଶ୍ଵାସ ପ୍ରଶ୍ୱାସ, ଦୃଢ଼ ବିଶ୍ବାସ,
ଅନନ୍ତ ଆକାଶ, ହିସାବ ନିକାଶ(ଶେଷ), ଅପୂର୍ବ ପ୍ରକାଶ, ଆର୍ଥିକ ବିକାଶ,
ଅଚଳ ଅବଶ, ସବୁଜ ଜବସ(ଦୁବଘାସ), ଉତ୍କଳ ଦିବସ,
ସହରୀ ଆବାସ, ଗ୍ରୀଷ୍ମ ନିବାସ, ଦୁଃଖ ପ୍ରବାସ, ସୁଷମା ସୁବାସ, ତୁମକୁ ସାବାସ,
ଭାରି ଖବିଶ(ଦୃଷ୍ଟ), କାର୍ତ୍ତିକ ହବିଷ,
କଳିଙ୍ଗ ନରେଶ(ରାଜା), ପ୍ରଭୁ ସୁରେଶ (ଇନ୍ଦ୍ର, ବିଷ୍ଣୁ )
ବାଲି କଇଁଚ,
ମାଳୀ କାଇଁଚ, ଛାଡ ଅଳସ, ଅମୃତ କଳସ,
ଝଡ ବତାସ, ହୋଇଲେ ହତାଶ, ହା ହୁତାଶ(ଅଗ୍ନି),
ପ୍ରଭୁ ଉମେଶ(ଶିବ), ଆନନ୍ଦ ଉନ୍ମେଷ,
ଭାରି ଆୟାସ(କଷ୍ଟ, କ୍ଳାନ୍ତି), କଠୋର ପ୍ରୟାସ, ସୁନ୍ଦର ପ୍ରୟାସ ପ୍ରଥମ ପ୍ରୟାସ, ଅନ୍ତିମ ପ୍ରୟାସ, ଅନାୟାସ(ସହଜ),
ରାବଇ ବlୟସ(କାଉ), ସ୍ୱାଦିଷ୍ଟ ପାୟସ, ତରୁଣ ବୟସ,
କୁସୁମ ଶିରୀଷ(ସୋରିଷ), ଗିରିଜl ଗିରିଶ(ଶିବ ପାର୍ବତୀ),
ନିଆଁ ପାଉଁଶ, କାଠ ବାଉଁଶ, ହରିଣ ମାଉଁସ, ରାବଣ ବଅଁଶ,
କଳିଙ୍ଗ ଅଧୀଶ(ରାଜା), ସ୍ଵର୍ଗରେ ନିଧୀଶ(କୁବେର),
ଗ୍ରାମ ପାରୁଶ(ପାଖ), ନାରୀ ପୁରୁଷ, ପୁରୁଷ ପୌରୁଷ,
ହୋଇଲେ ନିରାଶ, ଦରଜ ପରାସ
ଉମା ମହେଶ(ଶିବ), କଳିଙ୍ଗ ମହୀଶ(ରାଜା)
ସୁଷମା କୈଳାସ, ବୈକୁଣ୍ଠ ବିଳାସ,
ପ୍ରଭୁ ଗଣେଶ, ପ୍ରିୟ ପ୍ରାଣେଶ(ସ୍ଵାମୀ),
ପାଚିଲା ପଣସ, ସଭ୍ଯ ମଣିଷ,
ଗ୍ରହରାଜ ବାଗୀଶ(ବୃହସ୍ପତି, ଉତ୍ତମବକ୍ତା), ଯଶସ୍ୱୀ ବାଗୀଶ, ଦେବ ବିଘ୍ନେଶ(ଗଣେଶ), ବିଦ୍ଵାନ ବିଦୁଷ(ଜ୍ଞାନୀ), ଦ୍ଵେଷ ବିଦ୍ୱେଷ(ଇର୍ଷା),
କାଳିମା କଳୁଷ, ମନରେ କଳ୍ମଷ(ପାପ, ଦୋଷ),
ଗଣ ପଚାଶ, ରାକ୍ଷସ ପିଶାଚ,
ସୁଷମା ପୀୟୂଷ,
ପ୍ରଦୋଷ ପ୍ରତ୍ୟୁଷ,
ପ୍ରହାର କୁଳିଶ(ବଜ୍ର), ଅଜ୍ଞାନ ବlଳିସ(ମୂର୍ଖ, ଶିଶୁ),
ଯୁଦ୍ଧ ଅଭ୍ୟାସ, ସୂଚନା ଆଭାସ, ତୀର୍ଥ ପ୍ରଭାସ(ତୀର୍ଥ)
ପ୍ରଭୁ ଦିନେଶ(ସୂର୍ଯ୍ୟ, ଦିନମଣି), ମହା ବିନାଶ,
ଭୋଜନ ଆମିଷ, ସଂସାର ନିମିଷ, ଅଶେଷ ଆଶିଷ,
ପୂର୍ଣିମା ରାହାସ, ଅପୂର୍ବ ସାହସ, ଗଛ ଗଇଶ, ଚିକିତ୍ସା ଗଣ୍ଡୁସ, ପ୍ରମାଣ ଚାକ୍ଷୁଷ, କେମିତି ଚାହିଁଚ, ଆନନ୍ଦ ଉଚ୍ଛ୍ଵାସ, ଆନନ୍ଦ ଉଲ୍ଲାସ, ଲାଗୁଛି ଉଦାସ, ଅସରପା ଓଡ଼ଶ,
ବିଜୟ ଅକ୍ଲେଶ, ନାହିଁଟି ଅଙ୍କୁଶ,
ସାଧନା ଅହିଁସ, କ୍ରୋଧ ଆକ୍ରୋଶ, ବହୁ ଆୟୁଷ,
ନୀଶିଥ ତାମସ(ଅନ୍ଧାର), ତପସ୍ବୀ ତାପସ(ମୁନି), ———————
ଝିଙ୍ଗାସ(ଗାଳି), ମଶା ଡାଆଂଶ,
ଅମର ତ୍ରିଦଶ(ଦେବତା, ବହ୍ନିମୁଖ, ସୁର), ଶୁଭ ସନ୍ଦେଶ ଅତି ନୃଶଂସ, ବିଷୟ ନିର୍ଯ୍ୟାସ, ବଜ୍ର ନିର୍ଘୋଷ, ଏମାନେ ଶିକ୍ଷାନବୀଶ, ଥିଲେ ନିବଂଶ(ନିଃସନ୍ତାନ), ଅଙ୍କ ଭଗ୍ନାଂଶ, ପ୍ରିୟ ମାନସ(କାମନା), ଆନତ ରଭସ(ମିଳନ), ନାମ ରମେଶ, ଶରୀର ଲୋମଶ, କଠୋର କର୍କଶ, ତ୍ରାସ(ଭୟ) , ଆତଙ୍କ ସନ୍ତ୍ରାସ, ବିଖ୍ୟାତ କ୍ଷିତିଶ(ରାଜା), —————- ଦେବ ପୁଷ୍ପେଷୁ(କନ୍ଦର୍ପ), ଚିତ୍ରୋତ୍ପଳା କୂଳକଷା(ନଦୀ), ବହୁଛି ଯମସ୍ଵସା(ଯମଙ୍କ ଭଉଣୀ ଯମୁନା, ଶମନସ୍ଵସା), ସୁଷମା ରୋଦସୀ(ପୃଥିବୀ ଓ ଆକାଶ), ପ୍ରଭୁ ଖଣ୍ଡପରଶୁ(ଶିବ, ବିଷ୍ଣୁ ),
ଅଧୀଶ(ରାଜା), ଉମେଶ(ଶିବ), ଗିରିଶ(ଶିବ), ଦେବେଶ(ଶିବ, ବିଷ୍ଣୁ ), ଦିନେଶ(ସୂର୍ଯ୍ୟ, ଦିନମଣି), ନରେଶ(ରାଜା), ନିଧୀଶ(କୁବେର), ପ୍ରାଣେଶ(ସ୍ଵାମୀ) ବାଗୀଶ(ବୃହସ୍ପତି, ଉତ୍ତମବକ୍ତା), ବିଘ୍ନେଶ(ଗଣେଶ), ମହେଶ(ଶିବ), ମହିଷ/ମହୀଶ(ରାଜା) ସୁରେଶ(ଇନ୍ଦ୍ର, ବିଷ୍ଣୁ )
ଓଡ଼ିଆ ଜାତିର ଶବ୍ଦ ସାଧନା ଗାନୀଭଦ୍ରl ଶବ୍ଦଗଙ୍ଗା(32)
4 ଶବ୍ଦରେ : ବ
ଅନୁଭବ, ଅଭିନବ, ଅବୟବ, ଅବାସ୍ତବ, ଅସମ୍ଭବ, ଅଧିଦୈବ(ଇଶ୍ବରୀୟ), ଅପାର୍ଥିବ, ଅକୈତବ(ସରଳ, ନିଷ୍କପଟ), ଅପସବ୍ୟ(ଦକ୍ଷୀଣ ଦିଗ, ଅବାଚୀ), ଆବିର୍ଭାବ, ଅସୂୟାଭାବ,
ଇର୍ଷାଭାବ,
ଉପଦ୍ରବ, ଉଦଗ୍ରୀବ(ଆଗ୍ରହ), ଉଗ୍ରଭାବ,
କଳରବ, କେକୀରବ, କଣ୍ଠୀରବ(ସିଂହ, ପଶୁରାଜ), କାମଦେବ(କନ୍ଦର୍ପ),
କୁହୁରବ,
ଜନରବ, ଜଳାର୍ଣ୍ଣବ, ଜଳଜୀବ,
ଦଶଗ୍ରୀବ(ଦଶାନନ, ରାବଣ), ଦେବଦେବ,
ଦୟାଭାବ,
ଧର୍ମଦେବ(ଯମ, ସୂର୍ଯ୍ୟ) ପରାଭବ, ପରିଭବ(ତିରସ୍କାର), ପଦ୍ମଭବ(ବ୍ରହ୍ମା), ପକ୍ଷୀରବ, ପୁଷ୍ପସବ(ମଧୁ), ପ୍ରାଦୁର୍ଭାବ, ପ୍ରୀତିଭାବ, ପ୍ରେମଭାବ,
ବୁଦ୍ଧଦେବ, ବାମଦେବ(ଶିବ), ବାସୁଦେବ, ବସୁଦେବ(ଶ୍ରୀକୃଷ୍ଣ) ବନ୍ଧୁଭାବ, ବୈରାଗ୍ୟଭାବ,
ଭେଦଭାବ, ଭାବନlବ, ଭକ୍ତିଭାବ, ମନୋଭାବ, ମନେଥିବ, ମହାଦେବ, ମହୋତ୍ସବ, ମଉଛବ,
ରକ୍ତସ୍ରାବ,
ସଦାଶିବ(ମହାଦେବ), ସ୍ନେହଭାବ, ସ୍ବୟଂଭୂବ(ବ୍ରହ୍ମା, ତାଙ୍କ ପୁତ୍ର), ସୂକ୍ଷ୍ମଜୀବ, ହୟଗ୍ରୀବ(ବିଷ୍ଣୁଙ୍କ ଅବତାର) ———– ଅଧରପଲ୍ଲବ(ରକ୍ତିମ ଅଧର), ପାଦପଲ୍ଲବ(କୋମଳ ପାଦ), କରପଲ୍ଲବ(ଆରକ୍ତ ହାତ), ଗର୍ବଗୌରବ, ହୃତ୍ ଗୌରବ, ମହାନୁଭବ, ନରପୁଙ୍ଗଵ(ରାଜା), ନୀଳମାଧବ(ବିଷ୍ଣୁ, ଜଗନ୍ନାଥ) —————–
ଓଡ଼ିଆ ଜାତିର ଶବ୍ଦ ସାଧନା ଗାନୀଶୁଭ୍ରା ଶବ୍ଦଗଙ୍ଗା(33)
4 ଶବ୍ଦରେ : ବ
ରବ: କଳରବ, କେକୀରବ, କଣ୍ଠୀରବ(ସିଂହ, ପଶୁରାଜ), କୁହୁରବ, ଜନରବ, ପକ୍ଷୀରବ, ଗର୍ବଗୌରବ, ହୃତ୍ ଗୌରବ,
ଦେବ: କାମଦେବ(କନ୍ଦର୍ପ),
ଦେବଦେବ,
ଧର୍ମଦେବ(ଯମ, ସୂର୍ଯ୍ୟ) ବୁଦ୍ଧଦେବ, ବାମଦେବ(ଶିବ), ବାସୁଦେବ(ଶ୍ରୀକୃଷ୍ଣ),
ବସୁଦେବ(ଶ୍ରୀକୃଷ୍ଣ ଙ୍କ ପିତା), ମହାଦେବ,
ଭବ : ଅନୁଭବ, ପରାଭବ, ପରିଭବ(ତିରସ୍କାର), ପଦ୍ମଭବ(ବ୍ରହ୍ମା), ମହାନୁଭବ, ସ୍ବୟଂଭୂବ(ବ୍ରହ୍ମା, ତାଙ୍କ ପୁତ୍ର),
ଭାବ: ଆବିର୍ଭାବ, ଅସୂୟାଭାବ, ଇର୍ଷାଭାବ,ଉଗ୍ରଭାବ, ଦୟାଭାବ, ହାବଭାବ ପ୍ରାଦୁର୍ଭାବ, ପ୍ରୀତିଭାବ, ପ୍ରେମଭାବ,
ବନ୍ଧୁଭାବ, ବୈରାଗ୍ୟଭାବ,
ଭେଦଭାବ, ଭକ୍ତିଭାବ, ମନୋଭାବ, ସ୍ନେହଭାବ,
ଅପାର୍ଥିବ, ମନେଥିବ,
ମହୋତ୍ସବ, ପୁଷ୍ପସବ(ମଧୁ), ଅପସବ୍ୟ(ଦକ୍ଷୀଣ ଦିଗ, ଅବାଚୀ), ରକ୍ତସ୍ରାବ, ସଦାଶିବ(ମହାଦେବ),
ଜଳଜୀବ, ସୂକ୍ଷ୍ମଜୀବ,
ଦଶଗ୍ରୀବ(ଦଶାନନ, ରାବଣ), ହୟଗ୍ରୀବ(ବିଷ୍ଣୁଙ୍କ ଅବତାର)
ଅଧରପଲ୍ଲବ(ରକ୍ତିମ ଅଧର), ପାଦପଲ୍ଲବ(କୋମଳ ପାଦ), କରପଲ୍ଲବ(ଆରକ୍ତ ହାତ), ——————–
ଅଭିନବ, ଅବୟବ, ଅବାସ୍ତବ, ଅସମ୍ଭବ, ଅଧିଦୈବ(ଇଶ୍ବରୀୟ),
ଅକୈତବ(ସରଳ, ନିଷ୍କପଟ), ଉପଦ୍ରବ, ଉଦଗ୍ରୀବ(ଆଗ୍ରହ),
ମଉଛବ, ଭାବନlବ, ଜଳାର୍ଣ୍ଣବ,
ନରପୁଙ୍ଗଵ(ରାଜା), ନୀଳମାଧବ(ବିଷ୍ଣୁ, ଜଗନ୍ନାଥ)
—‐——————
ଓଡ଼ିଆ ଜାତିର ଶବ୍ଦ ସାଧନା ଗାନୀରାଣୀ ଶବ୍ଦଗଙ୍ଗା(34)
4 ଶବ୍ଦରେ ଶବ୍ଦ ଗୀତି : ବ
କଳରବ, କେକୀରବ, କଣ୍ଠୀରବ(ସିଂହ, ପଶୁରାଜ), କାକଳି କୁହୁରବ, ମଧୁର କୁହୁରବ, କୁହୁତାନ କୁହୁରବ, କୋକିଳ କୁହୁରବ, କଳଘୋଷ କୁହୁରବ, କଳକଣ୍ଠ କୁହୁରବ,
ଶୁଭୁଛି ଜନରବ, ଆନନ୍ଦ ପକ୍ଷୀରବ, ଓଡ଼ିଆ ଜାତିର ଗର୍ବଗୌରବ, କଳିଙ୍ଗ ହୃତ୍ ଗୌରବ,
ପୀଡା କାମଦେବ(କନ୍ଦର୍ପ),
କୃପା ଦେବଦେବ(ଶିବ),
ପ୍ରଭୁ ଧର୍ମଦେବ(ଯମ, ସୂର୍ଯ୍ୟ) ମହାତ୍ମା ବୁଦ୍ଧଦେବ, ପ୍ରଭୁ ବାମଦେବ(ଶିବ), ସାରଥୀ ବାସୁଦେବ(ଶ୍ରୀକୃଷ୍ଣ),
ଦେବକୀ ବସୁଦେବ(ଶ୍ରୀକୃଷ୍ଣଙ୍କ ପିତା), ପାର୍ବତୀ ମହାଦେବ,
ଆନନ୍ଦ ଅନୁଭବ, ଦିବ୍ୟ ଅନୁଭବ, ଅଲୌକିକ ଅନୁଭବ, ସତ୍ୟ ଅନୁଭବ, ଯନ୍ତ୍ରଣା ଅନୁଭବ, ଅପୂର୍ବ ଅନୁଭବ
ଯୁଦ୍ଧରେ ପରାଭବ(ପୀଡା, ଯନ୍ତ୍ରଣା), ଜୀବନରେ ପରାଭବ, ପରାଜୟର ପରାଭବ,
ପରାଭବ ପରିଭବ(ତିରସ୍କାର), ନିନ୍ଦା ପରିଭବ, କେତେ ପରିଭବ, ପ୍ରଭୁ ପଦ୍ମଭବ(ବ୍ରହ୍ମା), କୀର୍ତ୍ତି ମହାନୁଭବ, ସ୍ରଷ୍ଟା ସ୍ବୟଂଭୂବ(ବ୍ରହ୍ମା, ତାଙ୍କ ପୁତ୍ର),
ଦିବସ ଆବିର୍ଭାବ, ତିଥି ଆବିର୍ଭାବ, ହେଲେ ଆବିର୍ଭାବ, ତିରୋଧାନ(ମୃତ୍ଯ) ଆବିର୍ଭାବ(ଜନ୍ମ) ଇର୍ଷା ଅସୂୟାଭାବ, ଲୋଭ ଇର୍ଷାଭାବ, ହିଁସ୍ର ଉଗ୍ରଭାବ, ମନରେ ଦୟାଭାବ,
ତାର ହାବଭାବ ରୋଗପୋକ ପ୍ରାଦୁର୍ଭାବ, ବନ୍ଧୁ ପ୍ରୀତିଭାବ, କୃଷ୍ଣ ପ୍ରେମଭାବ, ଦିବ୍ୟ ପ୍ରେମଭାବ ସ୍ନେହ ପ୍ରେମଭାବ, ପ୍ରୀତି ବନ୍ଧୁଭାବ, ଯୋଗୀର ବୈରାଗ୍ୟଭାବ,
ଭୁଲି ଭେଦଭାବ, ଥିଲା ଭକ୍ତିଭାବ, ବିହ୍ଵଳ ଭକ୍ତିଭାବ,
ଦୃଢ଼ ମନୋଭାବ, ତାର ସ୍ନେହଭାବ, ଅଭୁଲା ସ୍ନେହଭାବ,
ଆନନ୍ଦ ଅପାର୍ଥିବ(ସ୍ଵର୍ଗୀୟ), ଅନୁଭବ ଅପାର୍ଥିବ ନିଶ୍ଚୟ ମନେଥିବ,
ଆନନ୍ଦ ମହୋତ୍ସବ, କୁମ୍ଭ ମହୋତ୍ସବ, ରଥଯାତ୍ରା ମହୋତ୍ସବ, ପୁଷ୍ପ ପୁଷ୍ପସବ(ମଧୁ), ପ୍ରିୟ ପୁଷ୍ପସବ ଦିଗ ଅପସବ୍ୟ(ଦକ୍ଷୀଣ ଦିଗ, ଅବାଚୀ), ପ୍ରଚୁର ରକ୍ତସ୍ରାବ, ପ୍ରଭୁ ସଦାଶିବ(ମହାଦେବ),
ମାଛ ଜଳଜୀବ, ଜୀବାଣୁ ସୂକ୍ଷ୍ମଜୀବ,
ରାଜା ଦଶଗ୍ରୀବ(ଦଶାନନ, ରାବଣ), ପ୍ରଭୁ ହୟଗ୍ରୀବ(ବିଷ୍ଣୁଙ୍କ ଅବତାର)
ଲାଲିମା ଅଧରପଲ୍ଲବ(ରକ୍ତିମ ଅଧର), ସୁଷମା ପାଦପଲ୍ଲବ(କୋମଳ ପାଦ), ଆରକ୍ତ କରପଲ୍ଲବ(ଆରକ୍ତ ହାତ), ——————–
ଉପାୟ ଅଭିନବ, ଦୃଶ୍ୟ ଅଭିନବ, ନୃତ୍ୟ ଅଭିନବ, ସୌନ୍ଦର୍ଯ୍ୟ ଅଭିନବ,
ହାତୀର ଅବୟବ(ଶାରୀର), କଥା ଅବାସ୍ତବ, କଳ୍ପନା ଅବାସ୍ତବ, ଚିନ୍ତା ଅବାସ୍ତବ, ଅସମ୍ଭବ ଅବାସ୍ତବ କାର୍ଯ୍ୟ ଅସମ୍ଭବ, ଦଣ୍ଡ ଅଧିଦୈବ(ଐଶ୍ବରୀୟ), ଅନୁଭବ ଅଧିଦୈବ,
ହୃଦୟ ଅକୈତବ(ସରଳ, ନିଷ୍କପଟ), ଚୋର ଉପଦ୍ରବ, ବ୍ୟାକୁଳ ଉଦଗ୍ରୀବ(ଆଗ୍ରହ),
ମେଳା ମଉଛବ, କେତେ ଭାବନlବ, ଚାରିଆଡେ ଜଳାର୍ଣ୍ଣବ, ଗ୍ରାମ ଜଳାର୍ଣ୍ଣବ,
କଳିଙ୍ଗ ନରପୁଙ୍ଗଵ(ରାଜା), ପ୍ରଭୁ ନୀଳମାଧବ(ବିଷ୍ଣୁ, ଜଗନ୍ନାଥ) ————————
ଓଡ଼ିଆ ଜାତିର ଶବ୍ଦ ସାଧନା ଗାନୀତପଃ ଶବ୍ଦଗଙ୍ଗା(35)
3 ଶବ୍ଦରେ : ବ ଅତୀବ, ଅଶିବ(ଅଶୁଭ), ଅର୍ଣ୍ଣବ(ସମୁଦ୍ର), ଅଭାବ, ଅଦୈବ, ଆରବ(ଦେଶ), ଆରlବ(ଧ୍ୱନି), ଆସବ(ମଦ୍ୟ), ଅlର୍ଜବ(ସରଳତା), ଆହାବ(ଅଗ୍ନି, ସାହସ, ଯୁଦ୍ଧ),
ଉତ୍ସବ, ଉଚ୍ଛବ, ଉଦ୍ଧବ, ଉଦ୍ଭବ,
କେଶବ(ଶ୍ରୀକୃଷ୍ଣ), କୈରବ(କଇଁ, ଜ୍ୟୋତ୍ସ୍ନା),କୌରବ, କୈତବ(କପଟ, ମିଥ୍ୟା), କିତବ(ଶଠ, ପ୍ରତାରକ), କିତାବ(ବହି),
ଗୌରବ, ଗlଣ୍ଡିବ(ଅର୍ଜୁନଙ୍କ ଧନୁ), ଗାଇବ, ଗହବ(ନିବିଡ, lଘଞ୍ଚ)
ଝରିବ, ଝୁଲିବ, ଟଳିବ, ଟାଳିବ,
ତାଣ୍ଡବ, ତ୍ରିଦେବ, ତ୍ରିଦିବ(ଆକାଶ, ସ୍ଵର୍ଗପୁର),
ନୀରବ, ନିର୍ଜୀବ,
ପରବ, ପ୍ରସବ, ପlଶବ, ପାଟବ(ପଟୁତା, କୃତିତ୍ଵ), ପଞ୍ଜାବ, ପାଣ୍ଡବ, ପ୍ରଣବ, ପୁଙ୍ଗଵ, ପ୍ରଭାବ, ପଲ୍ଲବ, ପ୍ରସ୍ତାବ, ଫଳିବ, ବିଭବ, ବୈଭବ, ବଳିବ, ବାଡ଼ବ(ବଡବାଗ୍ନି, ସମୁଦ୍ରରେ ଅଗ୍ନି), ବାନ୍ଧବ, ବାସବ(ଇନ୍ଦ୍ର), ବର୍ଷିବ,
ଭାର୍ଗବ(ଶୁକ୍ରାଚାର୍ଯ୍ୟ, ପର୍ଶୁରାମ), ଭୈରବ(ଶିବ), ମlର୍ଦ୍ଦବ, ମାନବ, ମାଧବ(ଶ୍ରୀକୃଷ୍ଣ),
ରାଜୀବ(ପଦ୍ମ, ସାରସ ପକ୍ଷୀ), ରାଘବ(ରାମ),
ଲେଖିବ, ସ୍ଵଭାବ, ସଜୀବ, ସଦୈବ, ସୁଗ୍ରୀବ,
ହସିବ,
ଅପୂର୍ବା, ସଧବା, ମଘବା(ଇନ୍ଦ୍ର), ପୃଥିବୀ, ମାଧବୀ(ଫୁଲ), ଯାଦବୀ(ଦୁର୍ଗା), ଭୈରବୀ(ଦୁର୍ଗା), ଜାହ୍ନବୀ, ମୁରବୀ, ସାଧବୀ(ସଧବା)
‘ଗାନୀଗାନୀଗାନୀ’ ଗାନୀ ମନ୍ତ୍ରଧ୍ୱନି ଶବ୍ଦ ସିଦ୍ଧି ଶବ୍ଦଗତି l କବି ଧର୍ମାନନ୍ଦ ମହାତ୍ମା ମହିମା ସବିତା ଗାନିଭାରତୀ ll ————————
ଓଡ଼ିଆ ଜାତିର ଶବ୍ଦ ସାଧନା ଗାନୀପ୍ରଭା ଶବ୍ଦଗଙ୍ଗା(36)
3 ଶବ୍ଦରେ ଶବ୍ଦ ଗୀତି: ବ
ସୁନ୍ଦର ଅତୀବ, ଅତୀବ ସୁନ୍ଦର ଶିବ ଅଶିବ(ଶୁଭ ଅଶୁଭ), କର୍ମ ଅଶିବ, କାଳ ଅଶିବ(ଅଶୁଭ), ଅତଳ ଅର୍ଣ୍ଣବ(ସମୁଦ୍ର), ସୁନୀଳ ଅର୍ଣ୍ଣବ, ଅସୀମ ଅର୍ଣ୍ଣବ, ଜଳ+ଅର୍ଣ୍ଣବ ଜଳାର୍ଣ୍ଣବ, ଅର୍ଥର ଅଭାବ, ଦେବତାଙ୍କୁ କଣ ଅଦୈବ, ସାମ୍ରାଜ୍ୟ ଆରବ(ଦେଶ), ମଧୁର ଆରlବ(ଧ୍ୱନି), ବିଦେଶୀ ଆସବ(ମଦ୍ୟ), ସୁଗୁଣ ଅlର୍ଜବ(ସରଳତା), ଅନଳ ଆହାବ(ଅଗ୍ନି, ସାହସ, ଯୁଦ୍ଧ), ଅସୀମ ଆହାବ(ସାହସ), ଭୀଷଣ ଆହାବ(ଯୁଦ୍ଧ)
ଆନନ୍ଦ ଉତ୍ସବ, ପର୍ବ ଉତ୍ସବ, ରଜ ଉତ୍ସବ, ଦୋଳ ଉତ୍ସବ ଆନନ୍ଦ ଉଚ୍ଛବ, ମେଳା ଉଚ୍ଛବ, ଦୂତ ଉଦ୍ଧବ, ଜଳରୁ ଉଦ୍ଭବ,
କୃଷ୍ଣ କେଶବ(ଶ୍ରୀକୃଷ୍ଣ), ସୁଷମା କୈରବ(କଇଁ, ଜ୍ୟୋତ୍ସ୍ନା), ପାଣ୍ଡବ କୌରବ, ଅନ୍ୟାୟ କୈତବ(କପଟ, ମିଥ୍ୟା), କପଟୀ କିତବ(ଶଠ, ପ୍ରତାରକ), ଧାର୍ମିକ କିତାବ(ବହି),
ମେଘ ଗାଳିବ, ଗର୍ବ ଗୌରବ,
ଧନୁ ଗlଣ୍ଡିବ(ଅର୍ଜୁନଙ୍କ ଧନୁ), ଲତା ଗହବ(ନିବିଡ, ଘଞ୍ଚ), ସମ୍ପର୍କ ଗହବ,
ନିଆଁ ଜଳିବ, ଦୀପ ଜାଳିବ,
ଝରଣା ଝରିବ, ଦୋଳିରେ ଝୁଲିବ, ବିପଦ ଟଳିବ,
ନୃତ୍ୟ ତାଣ୍ଡବ, ହିଂସାର ତାଣ୍ଡବ, ବର୍ଷାର ତାଣ୍ଡବ, ସୁନୀଳ ତ୍ରିଦେବ, ସୁନୀଳ ତ୍ରିଦିବ(ଆକାଶ, ସ୍ଵର୍ଗପୁର),
ନିର୍ଜନ ନୀରବ, ମୃତ ନିର୍ଜୀବ,
ପୂଜା ପରବ, ବେଦନା ପ୍ରସବ, ନୃସଂଶ ପlଶବ(ପାଶବିକ ପୀଡା), ସୃଜନ ପାଟବ(ପଟୁତା, କୃତିତ୍ଵ), ପ୍ରଦେଶ ପଞ୍ଜାବ, କୌରବ ପାଣ୍ଡବ, ଓଁକାର ପ୍ରଣବ,
ବୀରପୁଙ୍ଗଵ(ଶ୍ରେଷ୍ଠ), ନରପୁଙ୍ଗଵ(ରାଜା), ବର୍ଷାର ପ୍ରଭାବ, କାଳର ପ୍ରଭାବ,
ପାଦ ପଲ୍ଲବ, କର ପଲ୍ଲବ, ଅଧର ପଲ୍ଲବ, ଭଲ ପ୍ରସ୍ତାବ, ସନ୍ଧି ପ୍ରସ୍ତାବ,
ଫସଲ ଫଳିବ, ବିଳାସ ବିଭବ, ରତ୍ନ ବିଭବ, ପ୍ରାଚୁର୍ଯ୍ୟ ବୈଭବ,
ଜ୍ୱଳନ୍ତ ବାଡ଼ବ(ବଡବାଗ୍ନି, ସମୁଦ୍ରରେ ଅଗ୍ନି), ବନ୍ଧୁ ବାନ୍ଧବ, ସ୍ଵର୍ଗରେ ବାସବ(ଇନ୍ଦ୍ର), ମେଘ ବର୍ଷିବ,
ଅସୁରଙ୍କ ଗୁରୁ ଭାର୍ଗବ(ଶୁକ୍ରାଚାର୍ଯ୍ୟ, ପର୍ଶୁରାମ), କାଳ ଭୈରବ(ଶିବ), ମlର୍ଦ୍ଦବ, ମାନବୀ ମାନବ(ନାରୀ ନର), ଶ୍ରୀରାଧା ମାଧବ(ଶ୍ରୀକୃଷ୍ଣ),
ସୁଷମା ରାଜୀବ(ପଦ୍ମ, ସାରସ ପକ୍ଷୀ), ରାଜା ରାଘବ(ରାମ),
କଠୋର ସ୍ଵଭାବ, ଉଦ୍ଭିଦ ସଜୀବ, ସବୁଜ ସଜୀବ, ସୁନ୍ଦର ସଜୀବ ସାଥୀରେ ସଦୈବ, ବlଳି ସୁଗ୍ରୀବ,
ସୁନ୍ଦରୀ ଅପୂର୍ବା, ନାରୀ ସଧବା, ଦେବେନ୍ଦ୍ର ମଘବା(ଇନ୍ଦ୍ର),
ସୁନ୍ଦର ପୃଥିବୀ, କୁସୁମ ମାଧବୀ(ଫୁଲ), ପାର୍ବତୀ ଯାଦବୀ(ଦୁର୍ଗା), ମୂର୍ତ୍ତି ଭୈରବୀ(ଦୁର୍ଗା), ପବିତ୍ର ଜାହ୍ନବୀ(ଗଙ୍ଗା), ଗ୍ରାମର ମୁରବୀ, ନାରୀ ସାଧବୀ(ସଧବା) —————-
ଭାବ: ଅଭାବ, ପ୍ରଭାବ, ସ୍ଵଭାବ,
ଭବ : ବିଭବ, ବୈଭବ,
ରବ: ଆରବ(ଦେଶ), କୈରବ(କଇଁ, ଜ୍ୟୋତ୍ସ୍ନା), କୌରବ, ଗୌରବ,
ନୀରବ, ପରବ, ଭୈରବ(ଶିବ), ଆରlବ(ଧ୍ୱନି),
ଶବ: ଆସବ(ମଦ୍ୟ), କେଶବ(ଶ୍ରୀକୃଷ୍ଣ), ପ୍ରସବ, ପlଶବ, ବାସବ(ଇନ୍ଦ୍ର),
ଶିବ: ଅଶିବ(ଅଶୁଭ), ହସିବ, ବସିବ, ନାଶିବ(ଧ୍ଵଂସ),
କୈତବ(କପଟ, ମିଥ୍ୟା), କିତବ(ଶଠ, ପ୍ରତାରକ), କିତାବ(ବହି), —————
ଓଡ଼ିଆ ଜାତିର ଶବ୍ଦ ସାଧନା ଗାନୀଶୁକ୍ଳl ଶବ୍ଦ ଗଙ୍ଗା(37)
4 ଶବ୍ଦରେ : ମ
ଅନୁପମ, ଅଭିରାମ,
ଅରୁଣିମ( ଇଷତ ଲାଲ), ଅପ୍ରତିମ(ଅତୁଳନୀୟ), ଅବିରାମ, ଅରିନ୍ଦମ(ଶତୃ ଦମନକାରୀ), ଅନ୍ୟତମ,
ଆପ୍ତକାମ(ସଫଳ ମନୋରଥ), ଉରଙ୍ଗମ(ସର୍ପ),
କୁଟିକମ, କୁରଙ୍ଗମ, ଗୁଣଗ୍ରାମ, ପରାକ୍ରମ, ପରିକ୍ରମ,ପରିଣାମ ପରିଶ୍ରମ, ପ୍ଲବଙ୍ଗମ(ବେଙ୍ଗ, ହରିଣ, ମାଙ୍କଡ଼), ପୁଷ୍ପଦାମ(ମାଳl), ପୁଷ୍ପାଗମ(ବସନ୍ତ, ପୁଷ୍ପରାଜ), ପ୍ରତିଲୋମ, ପ୍ରାଣାୟାମ, ପ୍ରିୟତମ,
ଦେବୋପମ, ଦରଦାମ, ଧରାଧାମ, ନାମଧାମ, ନିରୁପମ, ନିଶାଗମ(ସନ୍ଧ୍ୟା, ଦିନାନ୍ତ, ନିଶାମୁଖ), ନରାଧମ,
ସତ୍ୟକାମ, ସରଞ୍ଜାମ, ସାର୍ବଭୌମ,
3 ଶବ୍ଦରେ : ମ ଅଧମ, ଅକ୍ଷମ, ଅସୀମ, ଅଗ୍ରୀମ, ଅଫିମ, ଆଦିମ, ଆରାମ, ଆସାମ, ଉଷୁମ, ଉତ୍ତମ, ଉଦ୍ୟମ,
କୁଟୀମ(କୁଟୀର), କୁତ୍ରିମ, କରମ,
ଗରମ, ଚରମ, ଡିଣ୍ଡିମ,
ଦୁର୍ଗମ, ଦୁର୍ଦ୍ଦମ, ଦୁର୍ନlମ,
ନରମ, ନିୟମ, ନିର୍ଦ୍ଧୁମ, ନିର୍ମମ, ନିଲାମ, ନିଷ୍କାମ, ନୀଳିମ
ପରମ, ପଞ୍ଚମ, ପଶ୍ଚିମ, ପ୍ରଣାମ, ପ୍ରଥମ, ପକ୍ରମ(ଆରମ୍ଭ),
ବଙ୍କିମ, ବିକ୍ରମ, ବିଦ୍ରୁମ(କିଶଳୟ), ବିରାମ, ବିଶ୍ରାମ,
ରକ୍ତିମ,
ସୁନାମ, ସୁଗମ, ସୁଷମ, ସତ୍ତମ(ଉତ୍କୃଷ୍ଟ), ——————–
ଓଡ଼ିଆ ଜାତିର ଶବ୍ଦ ସାଧନା ସିଦ୍ଧଗାନୀ ଧ୍ୱନି ମନ୍ଦିର(38)
4 ଶବ୍ଦରେ : ମ
ଅନୁପମ, ଦେବୋପମ,
ଅଭିରାମ, ଅବିରାମ, ବଳରାମ, ପର୍ଶୁରାମ, ସୀତାରାମ,
ଆପ୍ତକାମ(ସଫଳ ମନୋରଥ), ସତ୍ୟକାମ(ସତ୍ୟଶୀଳ),
ଉରଙ୍ଗମ(ସର୍ପ), ଭୂଜଙ୍ଗମ(ସର୍ପ), ବିହଙ୍ଗମ(ପକ୍ଷୀ), କୁରଙ୍ଗମ(ହରିଣ), ପ୍ଲବଙ୍ଗମ(ବେଙ୍ଗ, ହରିଣ, ମାଙ୍କଡ଼), ତୁରଙ୍ଗମ(ଘୋଡା) ପାରଙ୍ଗମ(ଦକ୍ଷ),
ପୁଷ୍ପାଗମ(ବସନ୍ତ, ପୁଷ୍ପରାଜ), ନିଶାଗମ(ସନ୍ଧ୍ୟା, ଦିନାନ୍ତ, ନିଶାମୁଖ), ସମାଗମ, ଅର୍ଥlଗମ, ଧନlଗମ,
ଅନୁଲୋମ, ପ୍ରତିଲୋମ,
ଦେବୋପମ, ନିରୁପମ,
ଦିବ୍ୟଧାମ(ସ୍ଵର୍ଗ), ଧରାଧାମ(ପୃଥିବୀ), ନାମଧାମ, ସ୍ଵର୍ଗଧାମ, ମରଧାମ(ମର୍ତ୍ତ୍ୟ), ଚାରିଧାମ, ନରାଧମ(ହୀନ ବ୍ୟକ୍ତି),
ଅତିକ୍ରମ, ଅନୁକ୍ରମ, ଉପକ୍ରମ (ସୂଚନା, ଚେଷ୍ଟା),
ପରାକ୍ରମ, ପରିକ୍ରମ, ଅପକ୍ରମ(ପଳାୟନ), ବ୍ୟତିକ୍ରମ, ଉତ୍ କ୍ରମ(ମୃତ୍ୟୁ) କାର୍ଯ୍ୟକ୍ରମ, ପାଠ୍ଯକ୍ରମ,
ଅନ୍ୟତମ, ପ୍ରିୟତମ, ଉଚ୍ଚତମ, ନିମ୍ନତମ, ସର୍ବୋତ୍ତମ,
ଅପ୍ରତିମ(ଅତୁଳନୀୟ), ଅକୁତ୍ରିମ,
ପୁଷ୍ପଦାମ(ମାଳl), ଦରଦାମ, କାମଦାମ, ସର୍ବକାମ, ସର୍ବନାମ,
ଦେଶପ୍ରେମ, ବିଭୁପ୍ରେମ, ସ୍ନେହପ୍ରେମ, କୃଷ୍ଣପ୍ରେମ, ପୁତ୍ରପ୍ରେମ,
ମକଦ୍ଦମ, ନାକେଦମ୍, ଆଳୁଦମ୍, ଏକଦମ୍
ଗୁଣଗ୍ରାମ, ଶାଳଗ୍ରାମ, ଶୀଳ୍ପିଗ୍ରାମ,
ଅପଗମ(ପ୍ରସ୍ଥାନ)
ପରିଶ୍ରମ, ବର୍ଣ୍ଣlଶ୍ରମ, ବାଳାଶ୍ରମ, ବୃଦ୍ଧାଶ୍ରମ, କନ୍ଯାଶ୍ରମ, ପଥଶ୍ରମ , ଅଗ୍ନିଶମ,
ଘନଶ୍ୟାମ(ଶ୍ରୀକୃଷ୍ଣ), ରାଧାଶ୍ୟାମ,
ବୋଧିଦ୍ରୁମ(ଗଛ ନାମ), ନିରୁଦ୍ୟମ(ଅଳସ)
ସାର୍ବଭୌମ(ସର୍ବୋଚ୍ଚ, ସମ୍ରାଟ), ସସମ୍ଭ୍ରମ(ସସମ୍ମାନ)
ଅରୁଣିମ( ଇଷତ ଲାଲ), ଅରିନ୍ଦମ(ଶତୃ ଦମନକାରୀ), କୁଟିକମ, ପରିଣାମ, ପ୍ରାଣାୟାମ, ସରଞ୍ଜାମ, ଅକୃତ୍ରିମ,
ମନୋରମ, ମନସ୍କାମ(ମନୋବାଞ୍ଛା) ———- ହୃଦୟଙ୍ଗମ, ପୁରୁଷୋତ୍ତମ, ଚତୁରlଶ୍ରମ, ଅପରିସୀମ,
ପ୍ରାଣପ୍ରତିମ, ଚଳନକ୍ଷମ,
ମହାମହିମ, ଆକାଶକୁସୁମ, ନୟନାଭିରାମ, ପୁରୁଷାନୁକ୍ରମ, ବଂଶାନୁକ୍ରମ, ————-
ମଧୁରିମା(ମାଧୁର୍ଯ୍ୟ), ମନୋରମା, ରାଜଜେମା, ଶିରୋନାମା, ଖ୍ୟାତନାମା, ଧବଳିମା(ଶୁଭ୍ର) , ତିଳୋତ୍ତମା(ନିତମ୍ବିନୀ, ରାମା, ହେମା), ମକଦ୍ଦମା,
ଅନୁପମା ————- ଅସ୍ତଗାମୀ, ଅନ୍ତର୍ଯ୍ୟାମୀ,
ବେଗଗାମୀ, ଦ୍ରୁତଗାମୀ, ଦୂରଗାମୀ, ମାତୃଭୂମି, ମାଳଭୂମି, ଶ୍ରୀପଞ୍ଚମୀ, ———————- ବୋଉବାପା, କାଞ୍ଚନ ଦୁର୍ଯ୍ଯୋଧନ, ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଓଡ଼ିଆ ଜାତିର ଶବ୍ଦ ସାଧନା ଗାନୀଜ୍ୟୋତି ଧ୍ୱନି ମନ୍ଦିର(39)
4 ଶବ୍ଦରେ : ମ
ସୁଷମା ଅନୁପମ, ଦିବ୍ୟ ଦେବୋପମ,
ରୂପ ଅଭିରାମ, ଗତି ଅବିରାମ, କୃଷ୍ଣ ବଳରାମ, ଯୋଦ୍ଧା ପର୍ଶୁରାମ, ଜପ ସୀତାରାମ,
ଜୀବନେ ଆପ୍ତକାମ(ସଫଳ ମନୋରଥ), ସଦା ସତ୍ୟକାମ(ସତ୍ୟଶୀଳ),
ଉରଙ୍ଗ ଉରଙ୍ଗମ(ସର୍ପ), ଭୂଜଙ୍ଗ ଭୂଜଙ୍ଗମ(ସର୍ପ), ବିହଙ୍ଗ ବିହଙ୍ଗମ(ପକ୍ଷୀ), କୁରଙ୍ଗ କୁରଙ୍ଗମ(ହରିଣ), ବନରେ ପ୍ଲବଙ୍ଗମ(ବେଙ୍ଗ, ହରିଣ, ମାଙ୍କଡ଼), ହସ୍ତୀ ତୁରଙ୍ଗମ(ଘୋଡା) ଶୀଳ୍ପି ପାରଙ୍ଗମ(ଦକ୍ଷ),
ଶୋଭା ପୁଷ୍ପାଗମ(ବସନ୍ତ, ପୁଷ୍ପରାଜ), ଦୃଶ୍ୟ ନିଶାଗମ(ସନ୍ଧ୍ୟା, ଦିନାନ୍ତ, ନିଶାମୁଖ), ଜନ ସମାଗମ, ବହୁ ଅର୍ଥlଗମ, ହେଲା ଧନlଗମ,
ବିଲୋମ ଅନୁଲୋମ, ବିବାହ ପ୍ରତିଲୋମ,
ପୂଜା ଦେବୋପମ, ସୁଷମା ନିରୁପମ,
ଗଲେ ଦିବ୍ୟଧାମ(ସ୍ଵର୍ଗ), ମର୍ତ୍ତ୍ୟ ଧରାଧାମ(ପୃଥିବୀ), ତୁମ ନାମଧାମ, ଦେଖ ସ୍ଵର୍ଗଧାମ, ଏହି ମରଧାମ(ମର୍ତ୍ତ୍ୟ), ଦେଖ ଚାରିଧାମ, ଚଣ୍ଡାଳ ନରାଧମ(ହୀନ ବ୍ୟକ୍ତି),
କଲେ ଅତିକ୍ରମ, କ୍ରମ ଅନୁକ୍ରମ, ଦେଲେ ଉପକ୍ରମ (ସୂଚନା, ଚେଷ୍ଟା), ବହୁ ଉପକ୍ରମ
ପ୍ରବଳ ପରାକ୍ରମ, ପରିକ୍ରମା ପରିକ୍ରମ, ଶୀଘ୍ର ଅପକ୍ରମ(ପଳାୟନ), ସଭାରେ ବ୍ୟତିକ୍ରମ, ହୋଇଲା ଉତ୍ କ୍ରମ(ମୃତ୍ୟୁ) ସଭା କାର୍ଯ୍ୟକ୍ରମ, ସାହିତ୍ୟ ପାଠ୍ଯକ୍ରମ,
ଖେଳାଳି ଅନ୍ୟତମ, ପ୍ରାଣ ପ୍ରିୟତମ, ଶୃଙ୍ଗ ଉଚ୍ଚତମ, ଜଳ ନିମ୍ନତମ, କାର୍ଯ୍ୟ ସର୍ବୋତ୍ତମ,
ସୁଷମା ଅପ୍ରତିମ(ଅତୁଳନୀୟ), ସ୍ନେହ ଅକୁତ୍ରିମ,
ପଦ୍ମ ପୁଷ୍ପଦାମ(ଫୁଲ ମାଳl), ବଜାର ଦରଦାମ, କେତେ କାମଦାମ, ହେଲା ସର୍ବକାମ, ନାମ ସର୍ବନାମ,
ମୋର ଦେଶପ୍ରେମ, କବିଙ୍କ ବିଭୁପ୍ରେମ, ଅଭୁଲା ସ୍ନେହପ୍ରେମ, ଅସୀମ କୃଷ୍ଣପ୍ରେମ, ପ୍ରବଳ ପୁତ୍ରପ୍ରେମ,
ଥିଲେ ମକଦ୍ଦମ, ହେଲି ନାକେଦମ୍, ବରା ଆଳୁଦମ୍, ଖାଣ୍ଟି ଏକଦମ୍
ତାର ଗୁଣଗ୍ରାମ, ପୂଜ ଶାଳଗ୍ରାମ, ଦେଖ ଶୀଳ୍ପିଗ୍ରାମ,
କଲେ ଅପଗମ(ପ୍ରସ୍ଥାନ)
ବହୁ ପରିଶ୍ରମ, ପ୍ରାଚୀନ ବର୍ଣ୍ଣlଶ୍ରମ, କେତେ ବାଳାଶ୍ରମ, ଦେଖ ବୃଦ୍ଧାଶ୍ରମ, ଗଲେ କନ୍ଯାଶ୍ରମ, ଲଭି ପଥଶ୍ରମ , ବିଭାଗ ଅଗ୍ନିଶମ,
ରାଧା ଘନଶ୍ୟାମ(ଶ୍ରୀକୃଷ୍ଣ), ବୋଲ ରାଧାଶ୍ୟାମ,
ବୁଦ୍ଧ ବୋଧିଦ୍ରୁମ(ଗଛ ନାମ), ସଦା ନିରୁଦ୍ୟମ(ଅଳସ)
କ୍ଷମତା ସାର୍ବଭୌମ(ସର୍ବୋଚ୍ଚ, ସମ୍ରାଟ), ସ୍ଵାଗତ ସସମ୍ଭ୍ରମ(ସସମ୍ମାନ)
ପ୍ରାଚୀ ଅରୁଣିମ( ଇଷତ ଲାଲ), ବୀର ଅରିନ୍ଦମ(ଶତୃ ଦମନକାରୀ), କୁଟିକମ, ହିଂସା ପରିଣାମ, ଯୋଗ ପ୍ରାଣାୟାମ, ସlଜ ସରଞ୍ଜାମ, କୃତିମ ଅକୃତ୍ରିମ,
ଦୃଶ୍ୟ ମନୋରମ, ମୋର ମନସ୍କାମ(ମନୋବାଞ୍ଛା) ———- କଲେ ହୃଦୟଙ୍ଗମ, ପ୍ରଭୁ ପୁରୁଷୋତ୍ତମ(ରାମ), ପ୍ରାଚୀନ ଚତୁରlଶ୍ରମ, କ୍ଷମତା ଅପରିସୀମ,
ମୋର ପ୍ରାଣପ୍ରତିମ, ହେଲା ଚଳନକ୍ଷମ,
ରାଷ୍ଟ୍ରପତି ମହାମହିମ, କଳ୍ପନା ଆକାଶକୁସୁମ, ରୂପ ନୟନାଭିରାମ, ରାଜା ପୁରୁଷାନୁକ୍ରମ, ବୀର ବଂଶାନୁକ୍ରମ, ————-
ରୂପ ମଧୁରିମା(ମାଧୁର୍ଯ୍ୟ), ମୋର ମନୋରମା, ରୂପ ରାଜଜେମା, ସମ୍ବାଦ ଶିରୋନାମା, ପ୍ରସିଦ୍ଧ ଖ୍ୟାତନାମା, ଜ୍ୟୋତ୍ସ୍ନା ଧବଳିମା(ଶୁଭ୍ର) , ରୂପ ତିଳୋତ୍ତମା(ନିତମ୍ବିନୀ, ରାମା, ହେମା), ମାଲି ମକଦ୍ଦମା,
ପ୍ରୀତି ଅନୁପମା ————- ସୂର୍ଯ୍ୟ ଅସ୍ତଗାମୀ, ପ୍ରଭୁ ଅନ୍ତର୍ଯ୍ୟାମୀ,
ଯାନ ବେଗଗାମୀ, ବସ ଦ୍ରୁତଗାମୀ, ଯାତ୍ରା ଦୂରଗାମୀ, ଭାରତ ମାତୃଭୂମି, ଦେଖ ମାଳଭୂମି, ବସନ୍ତ ଶ୍ରୀପଞ୍ଚମୀ, ——————- ମା ଜେଜେ, ରଙ୍ଗ ବାହୁଡି, ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର —————– ଓଡ଼ିଆ ଜାତିର ଶବ୍ଦ ସାଧନା ଗାନୀଦେବୀ ଧ୍ୱନି ମନ୍ଦିର (40)
3 ଶବ୍ଦରେ : ମ
ଅଧମ, ଅକ୍ଷମ, ଅସୀମ, ଅସମ, ଅଗ୍ରୀମ, ଅଫିମ, ଅନ୍ତିମ, ଆଗମ(ବେଦ ଶାସ୍ତ୍ର, ନିଗମ)
ଆଦିମ, ଆରାମ, ଆସାମ, ଆଶ୍ରମ,
ଆଗମ(ନିଗମ, ବେଦଶାସ୍ତ୍ର),
ଇଲମ(ଜ୍ଞାନ, ବିଦ୍ୟା),
ଉଷୁମ, ଉତ୍ତମ, ଉଦ୍ୟମ, ଓଲମ(ଓହଳ ସୂତାନଟୁ),
କୁଟୀମ(କୁଟୀର), କୁତ୍ରିମ, କରମ, କଲମ, କୁସୁମ, କିସମ, କୁଙ୍କୁମ,
ଗରମ, ଗୋଦାମ, ଗୋଧୂମ(ଗହମ), ଗୋଲାମ,
ଜଙ୍ଗମ(ଅସ୍ଥାୟୀ, ଅସ୍ଥାବର),
ଚରମ, ଡିଣ୍ଡିମ,
ଦାଡିମ(ଡାଳିମ୍ବ), ଦୁର୍ଗମ, ଦୁର୍ଦ୍ଦମ, ଦୁର୍ନlମ,
ନରମ, ନିଗମ(ବେଦଶାସ୍ତ୍ର, ଆଗମ) ନିୟମ, ନିର୍ଦ୍ଧୁମ, ନିର୍ମମ, ନିଲାମ, ନିଷ୍କାମ, ନୀଳିମ ନିଝୁମ, ନିର୍ଦ୍ଧୂମ(ପ୍ରଚଣ୍ଡ)
ପରମ, ପଞ୍ଚମ, ପଶ୍ଚିମ, ପଲମ, ପଶମ, ରେଶମ, ପ୍ରଣାମ, ପ୍ରଥମ, ପକ୍ରମ(ଆରମ୍ଭ),
ବଙ୍କିମ, ବିକ୍ରମ, ବ୍ୟାୟାମ ବିଦ୍ରୁମ(କିଶଳୟ), ବିରାମ, ବିଲୋମ, ବୋତାମ, ବିଭ୍ରମ(ସନ୍ଦେହ,ଭ୍ରାନ୍ତି, ଭ୍ରମ), ବ୍ୟାମୋହ(ଭୟ, ଭ୍ରାନ୍ତି) ବିଶ୍ରାମ, ବିଷମ, ବନାମ(ଓରଫ),
ମରମ, ମାଧ୍ୟମ, ମଧ୍ଯମ, ମଲମ, ମହମ,
ରକ୍ତିମ, ଲାଲିମ,
ସସୀମ(ସୀମା ଅଛି), ସମ୍ଭ୍ରମ(ସମ୍ମାନ), ସରମ, ସଲାମ, ସୁଦାମ, ସୁନାମ, ସୁଠାମ, ସୁଗମ, ସୁଷମ, ସତ୍ତମ(ଉତ୍କୃଷ୍ଟ), ସଙ୍ଗମ, ସଂଜମ,
ହୁକୁମ,
ଅସୀମ, ସସୀମ ଆଗମ, ନିଗମ, ଆଶ୍ରମ, ବିଶ୍ରାମ, ଉଷୁମ, କୁସୁମ, ଉତ୍ତମ, ସତ୍ତମ(ଉତ୍କୃଷ୍ଟ), ଅସମ, ବିଷମ, କିସମ, ରେଶମ, ପଶମ, ସୁଷମ,
ଚରମ, ଗରମ, ନରମ, ପରମ ,ସରମ, ମରମ, କରମ, ଧରମ,
କଲମ, ପଲମ, ମଲମ, ନିଲାମ, ସଲାମ, ଗୋଲାମ, ମାଧ୍ୟମ, ମଧ୍ଯମ, ସସୀମ, ଅସୀମ ସୁନାମ, ଦୁର୍ନlମ ସୁଗମ, ଦୁର୍ଗମ ଜଙ୍ଗମ, ସଙ୍ଗମ, ————— ବଡମା ବଡଜେଜେ, ଗୁରୁବାରୀ ଧ୍ରୁବ, ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର