ଗାନୀପୁଷ୍ପl ଶବ୍ଦଗଙ୍ଗା ( 2)
3 ଶବ୍ଦରେ : ତ
ବଦନ ପଣତ, ଓଢ଼ଣା ପଣତ ଉତ୍ସବ ପଙ୍ଗତ, ପରବ ପଙ୍ଗତ(ଭୋଜିଭାତ) ବିଦ୍ଵାନ ପଣ୍ଡିତ, ପ୍ରସିଦ୍ଧ ପଣ୍ଡିତ ବିଖ୍ୟାତ ପଣ୍ଡିତ , କବି ଓ ପଣ୍ଡିତ ବିଜ୍ଞାନୀ ପଣ୍ଡିତ , ପାଣ୍ଡିତ୍ୟ ପଣ୍ଡିତ କବିତା ପଠିତ, ଗଳ୍ପ ପଠିତ ଉଦ୍ଧାର ପତିତ, ପାବନ ପତିତ ବୃକ୍ଷରୁ ପତିତ, ପଶୁ ପିଶିତ(ମାଂସ) ଜୀବନ ପୀଡିତ, କଷଣ ପୀଡିତ, ଯନ୍ତ୍ରଣା ପୀଡିତ, ଅନ୍ୟାୟ ପୀଡିତ ହିଂସା ପୀଡିତ, ବାତ୍ୟା ପୀଡିତ କୁସୁମ ପୁଷ୍ପିତ, କଳିକା ପୁଷ୍ପିତ, ସୁଷମା ପୁଷ୍ପିତ, ବଦନ ପୁଷ୍ପିତ, ଯୌବନ ପୁଷ୍ପିତ, ପ୍ରୀତି ପୁଷ୍ପିତ, ପ୍ରାଣ ପୁଷ୍ପିତ, ନୟନ ପୁଷ୍ପିତ, ଆନନ୍ଦ ପୁଷ୍ପିତ, ଲତା ପୁଷ୍ପିତ, ତନୁଶ୍ରୀ ପୁଷ୍ପିତ
ଆନନ୍ଦ ପୂରିତ, ସୁଷମା ପୂରିତ, ସମ୍ପଦ ପୂରିତ ବିଷାଦ ପୂରିତ, ପ୍ରାଣ ପୂରିତ ଅପୂର୍ବ ପ୍ରତୀତ(ଜ୍ଞାତ), ଆନନ୍ଦ ପ୍ରତୀତ, ସୁଷମା ପ୍ରତୀତ ଶୋଭାଶ୍ରୀ ପ୍ରତୀତ ସରସୀ ପୂର୍ଣ୍ଣତ, ସୁଷମା ପୂର୍ଣ୍ଣତ, କମଳ ପୂର୍ଣ୍ଣତ ଶିଶିର ପୃଷତ(ଜଳବିନ୍ଦୁ) ସୁଷମା ପୃଷତ, ଖେଳାଳି ପୋଖତ(ଅଭିଜ୍ଞ),
ଶିଳ୍ପୀ ପୋଖତ, କୁଶଳୀ ପୋଖତ ପଣ୍ଡିତ ପ୍ରଖ୍ୟାତ, ବିଖ୍ୟାତ ପ୍ରଖ୍ୟାତ, ଶିଳ୍ପୀ ପ୍ରଖ୍ୟାତ ବଦନ ପ୍ରଣତ(ନମ୍ର), କବିଙ୍କ ପ୍ରଣୀତ(ରଚିତ) ପଣ୍ଡିତ ପ୍ରଥିତ, କବି ପ୍ରଥିତ(ପ୍ରସିଦ୍ଧ) ଖେଳାଳି ପ୍ରଥିତ ଜଳପ୍ରପାତ, ଝରଣା ପ୍ରପାତ ଅରଣ୍ୟ ପ୍ରପାତ, ପର୍ବତ ପ୍ରପାତ ଘର୍ଘର ପ୍ରପାତ, ସୁଷମା ପ୍ରପାତ ନିନାଦ ପ୍ରପାତ,
ହୋଇଲା ପ୍ରଭାତ, ସୁଷମା ପ୍ରଭାତ ଆନନ୍ଦ ପ୍ରଭାତ, ସତ୍ୟ ପ୍ରମିତ(ପ୍ରମାଣିତ), ଶରୀର ପ୍ରୟାତ (ମୃତ), ଅରଣ୍ୟ ପ୍ରସୂତ, ସୁଷମା ପ୍ରସୂତ ଆନନ୍ଦ ପ୍ରସୂତ(ଜାତ) ପ୍ରକୃତି ପ୍ରାକୃତ (ନୀଚ) ଘୃଣ୍ୟ ଓ ପ୍ରାକୃତ ବନ୍ୟା ପ୍ଳାବିତ, ଅଶ୍ରୁ ପ୍ଳାବିତ ସୁଷମା ପ୍ଳାବିତ, ଆନନ୍ଦ ପ୍ଳାବିତ ହିଂସା ପ୍ରେରିତ, ଚିଠି ପ୍ରେରିତ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଗାନୀଶୁଭ୍ରା ଶବ୍ଦଗଙ୍ଗା ( 3)
3 ଶବ୍ଦରେ : ତ
ପ୍ରକୃତି ନନ୍ଦିତ(ଆନନ୍ଦିତ),
ବଦନ ନନ୍ଦିତ, ନାଦ ନାଦିତ, ଚିର ନିଦ୍ରିତ, ନୟନ ନିଦ୍ରିତ,
ନିଭୃତ(ଗୁପ୍ତ, ନିର୍ଜନ) ଗିରି କନ୍ଦର,
ନିଭୃତ କକ୍ଷ, ନିଭୃତ ସ୍ଥାନ, ଗୃହ, ବିଜୟ ନିଶ୍ଚିତ, ଯୁଦ୍ଧ ନିଶ୍ଚିତ, ମୃତ୍ଯ ନିଶ୍ଚିତ, ହାରିବା ନିଶ୍ଚିତ, କ୍ଷତି ନିଶ୍ଚିତ ଆନନ୍ଦ ନିୟତ (ସର୍ବଦା) ପ୍ରଶାନ୍ତ ନିୟତ, ସୁଷମା ନିୟତ,
ଜଳ ନିର୍ଗତ, ଭୂମିରୁ ନିର୍ଗତ ମାଡ ନିର୍ଘାତ,
ହିଂସାରୁ ନିରତ (ବିରତ) ଗରିବ ନିଶିତ(ଶୋଷିତ) ପ୍ରସ୍ତର ନିର୍ମିତ, ସ୍ଵର୍ଣ୍ଣ ନିର୍ମିତ ସୁଷମା ମଣ୍ଡିତ, କୁସୁମ ମଣ୍ଡିତ ମେଘ ମଣ୍ଡିତ, ମୁକୁଟ ମଣ୍ଡିତ,
ଆନନ୍ଦ ମଥିତ ଉଦ୍ୟମ ମିଳିତ, ମିଳିତ ଉଦ୍ୟମ, ହୋଇଲେ ମିଳିତ, ବନରେ ମୁଷିତ(ଅପହୃତ), ହୋଇଲେ ମୁଷିତ, ମାନ ମହତ, କଥା ଏ ମହତ, ଉଦ୍ଦେଶ୍ଯ ମହତ, ଜୀବନ ମହତ, କର୍ମ ମହତ, ଉଦ୍ୟମ ମହତ, ମଳୟ ମରୁତ (ବାୟୁ), ପ୍ରଚଣ୍ଡ ମରୁତ, ବହୁଛି ମରୁତ,
ମୃଦୁ ମାରୁତ(ପବନ), ଶୀତଳ ମାରୁତ, ବସନ୍ତ ମାରୁତ, ମଳୟ ମାରୁତ ଜୀବନ ପ୍ରୋଷିତ (ପ୍ରବାସୀ)
ବିଦ୍ୟୁତ୍ ତଡିତ୍, ତଡିତ୍ ଗତିରେ ଆସିଲେ ତୁରିତ(ଶୀଘ୍ର), ମାରିଲେ ତୁରିତ ପରାଣ ତୃଷିତ, କ୍ଷୁଧିତ ତୃଷିତ ଦୁଃଖରେ ଭାବିତ, ଚିନ୍ତିତ ଭାବିତ ହୋଇଲେ ଦୃଷିତ(ଆନନ୍ଦିତ) ହୃଷିତ ଦୃଷିତ, ସୁଷମା ହରିତ୍, ଶ୍ୟାମଳ ହରିତ୍ ସମୟ ଉଚିତ୍, ଉଚିତ୍ ଶିକ୍ଷା, କର୍ମ ଉତ୍ସବ ଉଷତ(ଆନନ୍ଦ), ହୃଦୟ ଉସତ(ଆନନ୍ଦ) କରିଲେ ଇଙ୍ଗିତ, ଇଙ୍ଗିତ ମାତ୍ରକେ ଲାଲିମା ଇଷତ(ଅଳ୍ପ) ପ୍ରସ୍ତାବ ଗୃହିତ, ହୋଇଲା ଗୃହିତ ବଦନ ଗୁଣ୍ଠିତ (ଆବୃତ) ସନ୍ତାପ ସନ୍ତତ (ସର୍ବଦା), ଦୁଃଖିତ ସନ୍ତତ ସଲିଳ ସୈକତ(ବାଲି), ବାଲୁକା ସୈକତ ସୁଷମା ସୈକତ ସ୍ଵାଗତ ଉତ୍ସବ, କରିଲେ ସ୍ଵାଗତ ସ୍ଵାଗତ ସମ୍ବର୍ଦ୍ଧନା, ସ୍ଵାଗତ ପର୍ବ ସ୍ଵାଗତ ସଙ୍ଗୀତ ଯଜ୍ଞ ସମ୍ଭୂତ, ସୁଷମା ସମ୍ଭୂତ ବଦନ ସସ୍ମିତ, ଅଧର ସସ୍ମିତ ଗର୍ଜନ ସ୍ତନିତ (ଘଡ଼ଘଡ଼ି), ନିନାଦ ସ୍ତନିତ, ବିଜୁଳି ସ୍ତନିତ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଗାନୀଶୁଭ୍ରା ଶବ୍ଦ ଗଙ୍ଗା (4)
ତ: ଶବ୍ଦରେ ଶବ୍ଦ
ଜିତ କୁଜିତ ପିତ କୁପିତ କୀର୍ତ୍ତି କୀର୍ତ୍ତିତ କଳ୍ପନା କଳ୍ପିତ କୁଣ୍ଠା କୁଣ୍ଠିତ ଘାତ ଆଘାତ ଦ୍ରୁତ ଆଦୃତ ନତ ଆନତ ପାତ ଆପାତ ହତ ଆହତ ରତ ଆରତ କ୍ଷତ ଅକ୍ଷତ ଖ୍ୟାତ ଅଖ୍ୟାତ ଚ୍ୟୁତ ଅଚ୍ୟୁତ ଭୂତ ଅଦ୍ଭୂତ ପୁଷ୍ପ ପୁଷ୍ପିତ ଖ୍ୟାତ ବିଖ୍ୟାତ ପ୍ରତି ପ୍ରତୀତ ପୁର ପୂରିତ ପୂର୍ଣ୍ଣ ପୂର୍ଣ୍ଣତ ସତ ପୃଷତ(ଜଳବିନ୍ଦୁ) ଖତ ପୋଖତ ଖ୍ୟାତ ପ୍ରଖ୍ୟାତ ପାତ ପ୍ରପାତ ଭାତ ପ୍ରଭାତ ମିତ ପ୍ରମିତ(ପ୍ରମାଣିତ) ସୂତ ପ୍ରସୂତ କୃତ ପ୍ରକୃତ କୃତ ପ୍ରlକୃତ(ନୀଚ) କଥା କଥିତ କମ୍ପ କମ୍ପିତ ବିତ ପ୍ଳାବିତ ପ୍ରେତ ପ୍ରେରିତ ନନ୍ଦ ନନ୍ଦିତ ନାଦ ନାଦିତ ନିଦ ନିଦ୍ରିତ ଭୂତ ନିଭୃତ ନିଶ୍ଚୟ ନିଶ୍ଚିତ ନିତ୍ୟ ନିୟତ ଗତ ନିର୍ଗତ ଘାତ ନିର୍ଘାତ ନୀର ନିରତ ନିଶି ନିଶିତ (ଶୋଷିବା) ନିର୍ମାଣ ନିର୍ମିତ , ମିତ ନିର୍ମିତ ମଣ୍ତନ ମଣ୍ଡିତ , ମଣ୍ଡ ମଣ୍ଡିତ ମଥା ମଥିତ, ମିଳନ ମିଳିତ ମହ ମହତ, ମରୁ ମରୁତ ମରୁ ମାରୁତ ବାଞ୍ଛା ବାଞ୍ଛିତ ବଞ୍ଚିବା ବଞ୍ଚିତ ଅଖ୍ୟାତ ବିଖ୍ୟାତ ଗତ ବିଗତ ଚ୍ୟୁତ ବିଚ୍ୟୁତ ଜ୍ଞାତ ବିଜ୍ଞାତ(ସୁବିଦିତ) ବିଧୁ ବିଧୂତ (କମ୍ପିତ) ନତ ବିନତ ବ୍ରତ ବିବ୍ରତ ବିତ୍ତ ବିୟତ(ଆକାଶ) ବିଭା ବିଭାତ(ପ୍ରଭାତ) ଭାତ ପ୍ରଭାତ ସ୍ମିତ ବିସ୍ମିତ କୃତ ବିକୃତ ବୀର ବିରତ ହିତ ଗୃହିତ ଗୁଣ୍ଠ ଗୁଣ୍ଠିତ ତୃଷା ତୃଷିତ ଭୂଷଣ ଭୂଷିତ ହରି ହରିତ ଗତ ସ୍ଵାଗତ ଗୀତ ସଙ୍ଗୀତ ଭୂତ ସମ୍ଭୂତ ସ୍ମିତ ବିସ୍ମିତ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଗାନୀସ୍ନିଗ୍ଧା ଶବ୍ଦ ଗଙ୍ଗା (5)
ତ : 3 ଶବ୍ଦରେ
ଅକ୍ଷତ, ଅଖ୍ୟାତ, ଅଙ୍କିତ, ଅଚ୍ୟୁତ, ଅଞ୍ଚିତ(ଭୂଷିତ), ଅଦ୍ଭୂତ , ଅନୃତ, ଅର୍ଜିତ, ଅର୍ପିତ, ଅମୃତ, ଅଶ୍ରୁତ, ଅତୀତ, ଅଶ୍ଵେତ, ଅହିତ, ଆଶାତ, ଆୟତ, ଆଘାତ, ଆଜିତ, ଆଶ୍ରିତ, ଆଗତ, ଆହାତ, ଆରତ (କାତର) ଆଦୃତ , ଆହୂତ ଆନତ , ଆପାତ(ତତ୍କାଳ), ଆପ୍ଳୁତ, ଆୟତ, ଆଶ୍ରିତ ଇଙ୍ଗିତ, ଇଷତ(ଅଳ୍ପ) ଉଚିତ୍, ଉଷତ(ଆନନ୍ଦ), ଉସତ(ଆନନ୍ଦ) କ୍ରୋଧିତ, କରତ କଥିତ, କମ୍ପିତ କିରାତ (ବ୍ୟାଧ), କୁଣ୍ଠିତ କୁତ୍ସିତ, କଳ୍ପିତ କୂଜିତ, କୋପିତ, କୁପିତ କୀର୍ତ୍ତିତ(ବିଖ୍ୟାତ),
କୁଞ୍ଚିତ, କୁଣ୍ଠିତ
ଖଚିତ, ଖୋଦିତ ଗର୍ବିତ, ଗ୍ରହିତ, ଗଣିତ ଗୃହିତ ଗର୍ବିତ, ଗୁପତ, ଗୁଣ୍ଠିତ (ଆବୃତ) ଘଟିତ,
ଚଇତ, ଚରିତ, ଚର୍ଚ୍ଚିତ ଜଗତ, ତଡିତ୍, ତୁରିତ(ଶୀଘ୍ର), ତୃଷିତ, ଦୌଲତ, ଦୁରିତ, ଦୁଃଖିତ, ଦୂଷିତ, ଦୃଷିତ(ଆନନ୍ଦିତ),
ନନ୍ଦିତ(ଆନନ୍ଦିତ),
ନାଦିତ, ନିଦ୍ରିତ,
ନିଭୃତ(ଗୁପ୍ତ, ନିର୍ଜନ), ନିଶ୍ଚିତ, ନିୟତ (ସର୍ବଦା) ନିର୍ଗତ, ନିର୍ଘାତ,
ନିରତ (ବିରତ) ନିଶିତ(ଶୋଷିତ) ନିର୍ମିତ , ନିପାତ ନିହତ, ପଣତ, ପଙ୍ଗତ(ଭୋଜିଭାତ) ପଣ୍ଡିତ , ପଠିତ ପତିତ, ପିଶିତ(ମାଂସ) ପୀଡିତ, ପୁଷ୍ପିତ ପୂରିତ, ପ୍ରତୀତ ପୂର୍ଣ୍ଣତ, ପୃଷତ(ଜଳବିନ୍ଦୁ) ପୋଖତ, ପ୍ରଖ୍ୟାତ ପ୍ରଣତ(ନମ୍ର), ପ୍ରଣୀତ(ରଚିତ) ପ୍ରଥିତ(ପ୍ରସିଦ୍ଧ) ,ପ୍ରପାତ,
ପ୍ରଭାତ, ପ୍ରମିତ(ପ୍ରମାଣିତ), ପ୍ରୟାତ (ମୃତ), ପ୍ରସୂତ(ଜାତ) ପ୍ରାକୃତ (ନୀଚ), ପ୍ଳାବିତ ପ୍ରେରିତ, ପ୍ରସ୍ତୁତ, ପ୍ରକୃତ, ପ୍ରୋଷିତ (ପ୍ରବାସୀ)
ବିରତ, ବହୁତ, ବିଖ୍ୟାତ, ବିଜ୍ଞାତ(ସୁବିଦିତ) ବଞ୍ଚିତ, ବାଞ୍ଛିତ, ବିଗତ, ବିଚ୍ୟୁତ ବିନତ, ବିନୀତ ବିଧୂତ(କମ୍ପିତ) ବିବ୍ରତ, ବର୍ଣ୍ଣିତ ବର୍ଜିତ, ଚର୍ଚ୍ଚିତ, ବିଜିତ, ବିସ୍ମିତ, ଭାବିତ, ଭାରତ, ଭଣିତ,
ଭୂଷିତ, ଭ୍ରମିତ
ମଣ୍ଡିତ, ମାର୍ଜିତ ମୋହିତ, ମୂର୍ଛିତ ମହତ, ମୁଦ୍ରିତ, ମୁଦିତ ମାର୍ଫତ, ମଥିତ, ମିଳିତ, ମୁଷିତ(ଅପହୃତ), ମହତ, ମରୁତ (ବାୟୁ), ମାରୁତ(ପବନ),
ରଜତ, ରକତ, ଲୋହିତ, ଲଜ୍ଜିତ, ଲଲିତ, ଲୋଳିତ ଲାଳିତ ପାଳିତ
ଶାଣୀତ, ଶୋଣିତ, ଶାଶ୍ୱତ, ଶରତ, ସଙ୍ଗୀତ, ସଙ୍ଗାତ, ସଙ୍ଗତ ସାବତ, ଶୋଭିତ, ସମ୍ମତ, ସମ୍ଭୂତ, ସଞ୍ଜତ, ସଞ୍ଚିତ ସ୍ୱୀକୃତ, ସୁକୃତ ସଜ୍ଜିତ , ସୃଜିତ ସମ୍ବିତ(ଚେତନା) ସନ୍ତତ (ସର୍ବଦା), ସୈକତ(ବାଲି),
ସ୍ଵାଗତ, ସମ୍ଭୂତ ସସ୍ମିତ, ସ୍ତନିତ (ଘଡ଼ଘଡ଼ି), ହୃଷିତ , ହରିତ୍
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଦିବ୍ୟାଗାନୀ ଶବ୍ଦଗଙ୍ଗା(7)
ତା: 3 ଶବ୍ଦରେ
ଅଳତା, ଅସ୍ମିତା, ଅର୍ପିତା, ଅଜ୍ଞତା, ଆଦ୍ରତା, ଉଷ୍ଣତା, ଏକତା, ରୁଜ୍ଜୁତା(ସରଳତା) କବିତା, କଟୁତା, କ୍ରୂରତା, ଖଣ୍ଡିତl, ଖୁଡୁତା, ଗୋମାତା, ଗ୍ରହୀତା, ଚଉତା, ଚଣ୍ଡତା(କ୍ରୋଧ, କଠୋରତା) ଜନତା, ଜାମାତା, ଜଡତା, ତୀବ୍ରତl, ଦୁହିତା, ଦୂରତା, ଦଇତା, ଦକ୍ଷତା ଧୀରତl, ଧୃଷ୍ଟତା, ନଳିତା, ନମ୍ରତା, ପଇତା, ପତିତl, ବନିତା, ବିମାତା, ବିଧାତା, ବିଜ୍ଞତା, ବୀରତା, ବିକ୍ରେତା, ବଳିତା, ବକ୍ରତା, ବକ୍ତୃତା,
ଭଦ୍ରତା, ଭୂଲତା(ଜିଆ), ଭ୍ରୂଲତା, ଭୂସୁତା(ସୀତା)
ମମତା, ମୂର୍ଖତା, ମାନ୍ଧାତା, ମୂର୍ଚ୍ଛିତା, ରକ୍ଷିତl, ରମ୍ୟତା,
ସଭ୍ଯତା, ସଂହିତା, ସ୍ଥିରତା, ସଳିତା, ସବିତା, ସାଇତା, ସମତା,
ଶାସିତl, ଶତ୍ରୁତା, ଶ୍ଳୀଳତା, ଶିକ୍ଷିତା, ଶୂରତl(ବୀରତ୍ୱ), ଶୂନ୍ୟତା, ହୃଦ୍ୟତା(ପ୍ରୀତି, ସଦ୍ଭାବ) କ୍ଷମତା,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ପ୍ରଭାଗାନୀ ଶବ୍ଦଗଙ୍ଗା(8)
ତା: 3 ଶବ୍ଦରେ
ରଙ୍ଗ ଅଳତା, ଓଡ଼ିଆ ଜାତିର ଅସ୍ମିତା,
ଦୁଃଖର କାରଣ ଅଜ୍ଞତା, ମାଟିର ଆଦ୍ରତା, ଆଦ୍ରତା ଉଷ୍ଣତା, ଐକ ଏକତା, ପ୍ରାଣରେ ରୁଜ୍ଜୁତା(ସରଳତା) କାବ୍ଯ କବିତା, କଥାରେ କଟୁତା, ଆଚରଣରେ କ୍ରୂରତା, ଖଣ୍ଡିତl ନାୟିକା, ଦାଦା ଖୁଡୁତା, ଗୋସେବା ଗୋମାତା, ରୁଣ ଗ୍ରହୀତା, ହୋଇଛି ଚଉତା, ଚଣ୍ଡାଳର ଚଣ୍ଡତା(କ୍ରୋଧ, କଠୋରତା) ଉତ୍ୟକ୍ତ ଜନତା, ଜ୍ୱାଇଁ ଜାମାତା, ଚେତନା ଜଡତା, ଭୂକମ୍ପ ତୀବ୍ରତl, ଗତିର ତୀବ୍ରତା କ଼ୁମାରୀ ଦୁହିତା, ସ୍ଥାନର ଦୂରତା, କାର୍ଯ୍ୟରେ ଦକ୍ଷତା କଥାରେ ଧୀରତl, ଆଚରଣରେ ଧୃଷ୍ଟତା(ଉଦ୍ଧତ) ସବୁଜ ନଳିତା, ବ୍ୟବହାରରେ ନମ୍ରତା, କାନ୍ଧରେ ପଇତା, ପତିତ ପତିତl, ଦୁହିତା ବନିତା, ନିଷ୍ଠୁର ବିମାତା, ଭାଗ୍ୟ ବିଧାତା, ବୁଝିଲେ ବିଜ୍ଞତା, ଦେଖି ତା ବୀରତା, କ୍ରେତା ବିକ୍ରେତା, ଘିଅ ବଳିତା, ଆଗ୍ନେୟ ବକ୍ତୃତା,
ଏ କି ଭଦ୍ରତା, ମାଟିର ଭୂଲତା(ଜିଆ), କୃଷ୍ଣ ଭ୍ରୂଲତା, ସୁଷମା ଭୂସୁତା(ସୀତା)
ମାଟିର ମମତା, ସ୍ନେହ ମମତା, ମାୟା ମମତା ଅଜ୍ଞତା ମୂର୍ଖତା, ମାନ୍ଧାତା(ପୁରୁଣା) କଥା, ହୋଇଲେ ମୂର୍ଚ୍ଛିତା, ସୁଷମା ରମ୍ୟତା, କୁସୁମ ରମ୍ୟତା
ସିନ୍ଧୁ ସଭ୍ଯତା, ସଂସ୍କୃତି ସଭ୍ଯତା ଧର୍ମ ସଂହିତା, ଭୃଗୁ ସଂହିତା କଥାରେ ସ୍ଥିରତା, ଜଳନ୍ତା ସଳିତା, ସୁଷମା ସବିତା(ସୂର୍ଯ୍ୟ), ହୋଇଛି ସାଇତା, ସମାନ ସମତା,
ରାଜ୍ୟଶାସିତl, କରିଲେ ଶତ୍ରୁତା, କଥାରେ ଶ୍ଳୀଳତା(ଭଦ୍ରତା), ଉଚ୍ଚ ଶିକ୍ଷିତା, ପ୍ରଚଣ୍ଡ ଶୂରତl(ବୀରତ୍ୱ), ପ୍ରାଣରେ ଶୂନ୍ୟତା, ଆନନ୍ଦ ହୃଦ୍ୟତା(ପ୍ରୀତି, ସଦ୍ଭାବ) ଅପାର କ୍ଷମତା, ଅସୀମ କ୍ଷମତା
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଗାନୀପଦ୍ମା ଶବ୍ଦଗଙ୍ଗା(6)
ତା : 4 ଶବ୍ଦରେ
ଅଧୀନତା, ଅଧୀରତା, ଅଜ୍ଞାନତା ଅଭିନେତା, ଅଶ୍ଳୀଳତା, ଅଖଣ୍ଡତା, ଅଭିଜ୍ଞତା, ଅସ୍ପୃଶ୍ୟତା, ଅପହୃତା, ଅନିନ୍ଦିତl, ଅଯୋଗ୍ୟତା, ଅସ୍ପୃଶ୍ଯତା, ଅକ୍ଷମତା ଅମାନବିକତା, ଅବିବେକୀତା, ଅଲୌକିକତା, ଅନଭିଜ୍ଞତା, ଅସହାୟତା, ଅପରାଜିତା, ଅପକାରିତl, ଅକପଟତା, ଅନିୟମିତା, ଅଦୂରଦର୍ଶିତା, ଅବିମୁଶ୍ୟକାରିତା, ଅପାରଗତା, ଅବିବାହିତା, ଅରାଜକତା, ଅବାସ୍ତବତା,
ଆନନ୍ଦିତl, ଆତ୍ମୀୟତା, ଆତ୍ମନିର୍ଭରତା, ଆତିଥେୟତା, ଆବଶ୍ୟକତା, ଇଶ୍ଵରପ୍ରାଣତା, ଇଶ୍ଵରଚେତା, ଉଜ୍ଜ୍ବଳତା, ଉତ୍କୃଷ୍ଟତା, ଉତ୍କର୍ଷତା, ଉଦାରତା, ଉତ୍ସୁକତା, ଉପକାରିତା, ଉର୍ଦ୍ଧ୍ବରେତl, ରୁଣଦାତା, ଏକକିତା, ଐକାନ୍ତିକତା, ଓଜସ୍ଵିତା, ତେଜସ୍ଵୀତା କଠିନତା, କଠୋରତା, କରଦାତା, କର୍କଶତା, କାତରତା, କୃତଜ୍ଞତା, କୃତଘ୍ନତା, କୃପଣତା, କପଟତା କୋମଳତା, କାପୁରୁଷତା, କାବ୍ଯକବିତା, କଳହାନ୍ତରିତl, କମନୀୟତା, କୃଷ୍ଣପ୍ରlଣତା, ପ୍ରlମାଣିକତା କ୍ରୀଡ଼ାପ୍ରିୟତା, କର୍ମପ୍ରବଣତା, କର୍ମବିମୁଖତା, ଗଭୀରତା, ଗମ୍ଭୀରତା, ଗ୍ରହଣୀୟତା, ଗୋପନୀୟତା, ଚପଳତା, ଚମତ୍କାରିତା, ଚାରୁଲତା, ଚିରବନ୍ଦିତା, ଚିରପୂଜିତା, ଚଉହତl, ଚିରବାଞ୍ଛିତl, ଚିତ୍ତସତ୍ତା,
ଜଗତଜିତା, ଜନପ୍ରିୟତା, ଜଗତପିତା, ଜୀବନଦାତା,
ଝୋଟିଚିତା, ତନ୍ମୟତା, ଦରିଦ୍ରତା, ଦେବମାତା(ଅଦିତି), ଦୁର୍ବଳତା, ଦାମ୍ଭିକତା, ଦୁଇକିତା, ଦେବୀଦେବତା, ଦୂରଦର୍ଶିତା,
ଧର୍ମପିତା, ଧର୍ମପ୍ରାଣତା, ଧର୍ମସଂହିତା,
ନମନୀୟତା, ନୀରବତା, ନିର୍ଜନତା, ନାସ୍ତିକତା, ନିର୍ଭରତା, ନିର୍ଭୟତା, ନିସ୍ତବ୍ଧତା, ନିଷ୍ଠୁରତା, ନିସଙ୍ଗତା, ନିର୍ଦୟତା, ନିରାପତ୍ତା, ନିଶ୍ଚିତତା, ନବନୀତା, ନମନୀୟତା, ନିର୍ଭରଶୀଳତା,
ପିତାମାତା, ପରମପିତା, ପାଳୟିତା, ପ୍ରସବିତା(ପିତା), ପ୍ରାଚୁର୍ଯ୍ୟତା, ପ୍ରାଚୀନତା, ପବିତ୍ରତା, ପତିବ୍ରତା, ପ୍ରାଣସତ୍ତା, ପୁଣ୍ୟସ୍ରୋତl, ପ୍ରବଣତା, ପ୍ରାଚୁର୍ଯ୍ୟତା, ପ୍ରସନ୍ନତା, ପ୍ରାଣମୟତା,
ପ୍ରଜ୍ଞାପାରମିତା, ପ୍ରତିଯୋଗୀତା, ପ୍ରୀତିପ୍ରାଣତା, ପୁସ୍ତକପ୍ରଣେତା
ବଂଶଲତା, ବିଦ୍ୟୁଲ୍ଲତା(ବିଜୁଳି ଝଲକ), ବାସ୍ତବତା, ବୁଦ୍ଧିମତ୍ତା, ବିଫଳତା, ବିଶାଳତା, ବିବିଧତା, ବରିଷ୍ଠତା, ବନଲତା, ବାଡବତା, ବର୍ବରତା, ବ୍ୟାକୁଳତା, ବିନମ୍ରତା, ବିବାହିତା, ବାଗଦତ୍ତା, ବହୁଶାସ୍ତ୍ରଦର୍ଶିତା,
ବିଶ୍ଵବିଧାତା, ବିଶ୍ଵପ୍ରାଣତା, ବାସ୍ତବିକତା, ବିଶ୍ଵବିଜେତା, ବିଶ୍ୱସନୀୟତା, ବିଶ୍ୱାସଘାତକତା, ବିଶ୍ଵବନ୍ଦିତା,
ଭାଗ୍ୟବିଧାତା, ଭକ୍ତିପ୍ରାଣତା
ମନୁଷ୍ୟତା, ମହୀଲତା(ଜିଆ) ମଧୁସ୍ମିତା, ମିତବ୍ୟୟିତା, ମାନବିକତା, ମହାନୁଭବତା, ମହନୀୟତା,
ରଚୟିତା, ରସଗ୍ରହିତା, ରୁଣଗ୍ରହୀତା, ରମଣୀୟତl, ରଙ୍ଗଲତା,
ଲୋକପ୍ରିୟତା, ଲବଙ୍ଗଲତା(ମଧୁମାଳତୀ)
ଶାବ୍ଦିକତା, ଶାଳୀନତା, ଶିଳାପତା ସତର୍କତା, ସଂଭ୍ରମତା, ସରସତା, ସଂକୀର୍ଣ୍ଣତା, ସଂଜମତା, ସହିଷ୍ଣୁତା, ସମ୍ପ୍ରଭୂତl, ସୁକ୍ଷ୍ମସତ୍ତା, ସୌଜନ୍ୟତା, ସାକ୍ଷରତା, ସକ୍ଷମତା, ସ୍ନେହମମତା,
ସଙ୍ଗୀତପ୍ରାଣତା, ସହଭାଗୀତା, ସହଯୋଗୀତା, ସମନ୍ଵୟତା ସହୃଦୟତା, ସମୟାନୁବର୍ତ୍ତିତା, ସ୍ୱାଭାବିକତା, ସାଗରଦୁହିତା, ସଞ୍ଜସଳିତା,
ହେମଲତା, ହୃଦ୍ବବନ୍ଦିତା, କ୍ଷମାଦାତା,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଗାନୀପଦ୍ମା ଶବ୍ଦଗଙ୍ଗା(9)
ତା : ଗୀତି ଶବ୍ଦରେ
ସ୍ୱୀକାର କଲେ ଅଧୀନତା , ଦେଖି ତା ଦୁଃଖ ଅଧୀରତା, ଏ ସବୁ ତାର ଅଜ୍ଞାନତା ଜନପ୍ରିୟ ଅଭିନେତା, ଅଶୋଭନୀୟ ଅଶ୍ଳୀଳତା, ଦେଶର ଏକତା, ଅଖଣ୍ଡତା, ଜୀବନେ ବହୁ ଅଭିଜ୍ଞତା, ଅପରାଧ ଅସ୍ପୃଶ୍ୟତା, ସୀତା ବନରେ ଅପହୃତା, ଅପୂର୍ବ ରୂପ ଅନିନ୍ଦିତl, ଜାଣି ତାର ଅଯୋଗ୍ୟତା, ଚାଲିବାରେ ଅକ୍ଷମତା ଏ ତାର ଅମାନବିକତା, ଆଚରଣରେ ଅବିବେକିତା, ଅଲୌକିକତା, ଶୀଳ୍ପିର ଅନଭିଜ୍ଞତା, ତାର ଅସହାୟତା, ପୁଷ୍ପ ଅପରାଜିତା, ଯୁଦ୍ଧର ଅପକାରିତl, ହୃଦୟରେ ଅକପଟତା, କାର୍ଯ୍ୟରେ ଅନିୟମିତା, ତାଙ୍କର ଅଦୂରଦର୍ଶିତା, ବ୍ୟବହାରରେ ଅବିମୁଶ୍ୟକାରିତା, କର୍ମଚାରୀଙ୍କ ଅପାରଗତା, କୁମାରୀ, ଅବିବାହିତା, ରାଜ୍ଯରେ ଅରାଜକତା, ଯୋଜନାରେ ଅବାସ୍ତବତା,
ଦେଖି ହେଲେ ଆନନ୍ଦିତl, ବନ୍ଧୁର ଆତ୍ମୀୟତା, ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରତା, ଲଭି ଆତିଥେୟତା, ଖାଦ୍ୟର ଆବଶ୍ୟକତା, କବିଙ୍କ ଇଶ୍ଵରପ୍ରାଣତା, ସେ ଥିଲେ ଇଶ୍ଵରଚେତା, ଆଲୋକର ଉଜ୍ଜ୍ବଳତା, କାରୁକାର୍ଯ୍ୟର ଉତ୍କୃଷ୍ଟତା, କଳାରେ ଉତ୍କର୍ଷତା, ହୃଦୟରେ ଉଦାରତା, ଜାଣିବାକୁ ଉତ୍ସୁକତା, ପିତା ଖାଇବାର ଉପକାରିତା, ତପସ୍ଵୀ ଉର୍ଦ୍ଧ୍ବରେତl(ବ୍ରହ୍ମଚାରୀ), ବ୍ୟାଙ୍କ ରୁଣଦାତା, ନକଲ ଏକକିତା, ଭକ୍ତିଭାବରେ ଐକାନ୍ତିକତା, ବଦନ ଓଜସ୍ଵିତା(ତେଜସ୍ଵୀତା) କଠିନତା, ହୃଦୟରେ କଠୋରତା, କରଦାତା, ବଚନରେ କର୍କଶତା, ଭଲନୁହଁ କାତରତା, ଚିର କୃତଜ୍ଞତା, କାର୍ଯ୍ୟରେ କୃତଘ୍ନତା, ଦେବାରେ କୃପଣତା, ଦୃଷ୍ଟର କପଟତା, କଥାରେ କପଟତା ପୁଷ୍ପ ପରି କୋମଳତା, ରଣ କ୍ଷେତ୍ରରେ କାପୁରୁଷତା, କବିଙ୍କ କାବ୍ଯକବିତା, ଶ୍ରୀରାଧା କଳହାନ୍ତରିତl(ଅଭିମାନୀ ନାୟିକା), ଶିଳ୍ପକଳାର କମନୀୟତା, କବିଙ୍କ କୃଷ୍ଣପ୍ରlଣତା, ତଥ୍ୟର ପ୍ରlମାଣିକତା
ତାଙ୍କର କ୍ରୀଡ଼ାପ୍ରିୟତା, କର୍ମପ୍ରବଣତା, ଦୁଃଖ କର୍ମବିମୁଖତା, ନଦୀ ଗଭୀରତା, ଗୁରୁ ଗମ୍ଭୀରତା, ଗ୍ରହଣୀୟତା, ଚିଠି ଗୋପନୀୟତା, ବାଲ୍ୟ ଚପଳତା, ଦେଖ ଚମତ୍କାରିତା, ନାମ ଚାରୁଲତା, ହୃଦ୍ ଚିରବନ୍ଦିତା, ମୋର ଚିରପୂଜିତା, ବାରି ଚଉହତl,
ତାର ଚିରବାଞ୍ଛିତl, ଚିନ୍ମୟ ଚିତ୍ତସତ୍ତା, ବିମୁଗ୍ଧ ଚିତ୍ତସତ୍ତା ହୁଅ ଜଗତଜିତା, ଲଭି ଜନପ୍ରିୟତା, ଇଶ୍ଵର ଜଗତପିତା, ଇଶ୍ଵର ଜୀବନଦାତା,
ସୁନ୍ଦର ଝୋଟିଚିତା, ତୃପ୍ତି ତନ୍ମୟତା, ଘୋର ଦରିଦ୍ରତା, ଦୁଃଖ ଦରିଦ୍ରତା, ଦେବତା ଦେବମାତା(ଅଦିତି), ସାମାନ୍ୟ ଦୁର୍ବଳତା, ତା ପ୍ରତି ଦୁର୍ବଳତା, ଚୋରର ଦାମ୍ଭିକତା, ବହି ଦୁଇକିତା, ଗ୍ରାମର ଦେବୀଦେବତା, ତାଙ୍କର ଦୂରଦର୍ଶିତା,
ତାଙ୍କର ଧର୍ମପିତା, ତାଙ୍କର ଧର୍ମପ୍ରାଣତା, ବହି ଧର୍ମସଂହିତା, ଭୃଗୁ ସଂହିତା
ଗୁଣ ନମନୀୟତା, ରାତ୍ରିର ନୀରବତା, ଘୋର ନିର୍ଜନତା, ବିଚାର ନାସ୍ତିକତା, ବର୍ଷା ଉପରେ ନିର୍ଭରତା, ରହିବାରେ ନିର୍ଭୟତା, ବନପ୍ରଦେଶର ନିସ୍ତବ୍ଧତା, ପର୍ବତର ନିସ୍ତବ୍ଧତା, ପ୍ରାଣୀପ୍ରତି ନିଷ୍ଠୁରତା, ଦୁଃଖ ନିସଙ୍ଗତା, ନୀନ୍ଦନୀୟ ନିର୍ଦୟତା, ଦେଶର ନିରାପତ୍ତା, ବିପନ୍ନ ନିରାପତ୍ତା, ଜୀବନରେ ନିଶ୍ଚିତତା, କାର୍ଯ୍ୟରେ ନବନୀତା, ନମନୀୟତା, ନିର୍ଭରଶୀଳତା,
ବୃଦ୍ଧ ପିତାମାତା, ଇଶ୍ଵର ପରମପିତା, କନ୍ୟା ପାଳୟିତା, ଧନ୍ଯ ପ୍ରସବିତା(ପିତା), ଧନ ପ୍ରାଚୁର୍ଯ୍ୟତା, କାରୁକାର୍ଯ୍ୟର ପ୍ରାଚୀନତା, ପୁଣ୍ୟ ପବିତ୍ରତା, ନାରୀ ପତିବ୍ରତା, ପୁଣ୍ୟ ପ୍ରାଣସତ୍ତା, ଗଙ୍ଗା ପୁଣ୍ୟସ୍ରୋତl, ଭକ୍ତିପ୍ରବଣତା, ଭାବପ୍ରବଣତା, ପ୍ରାଣ ପ୍ରାଚୁର୍ଯ୍ୟତା, ମନରେ ପ୍ରସନ୍ନତା, ଜୀବନରେ ପ୍ରାଣମୟତା,
ନାମ ପ୍ରଜ୍ଞାପାରମିତା, ତୀବ୍ର ପ୍ରତିଯୋଗୀତା, ତାର ପ୍ରୀତିପ୍ରାଣତା, ପ୍ରସିଦ୍ଧ ପୁସ୍ତକପ୍ରଣେତା
ଯଦୁ ବଂଶଲତା, ଝଟକେ ବିଦ୍ୟୁଲ୍ଲତା(ବିଜୁଳି ଝଲକ), ବାସ୍ତବତା, ତାର ବୁଦ୍ଧିମତ୍ତା, କାର୍ଯ୍ୟରେ ବିଫଳତା, ପର୍ବତର ବିଶାଳତା, ବର୍ଣ୍ଣ ବିବିଧତା, ଜୈବ ବିବିଧତା, ଯୋଗ୍ୟତା ବରିଷ୍ଠତା, ପୁଷ୍ପିତ ବନଲତା, ନାହିଁ ବାଡବତା, ହତ୍ୟାରେ ବର୍ବରତା, ଦେଖବାକୁ ବ୍ୟାକୁଳତା, ପ୍ରାଣରେ ବ୍ୟାକୁଳତା କଥାରେ ବିନମ୍ରତା, ନବ ବିବାହିତା, ପ୍ରିୟନାରୀ ବାଗଦତ୍ତା, ପଣ୍ଡିତ ବହୁଶାସ୍ତ୍ରଦର୍ଶିତା,
ଇଶ୍ଵର ବିଶ୍ଵବିଧାତା, କବିଙ୍କ ବିଶ୍ଵପ୍ରାଣତା, ନବୁଝି ବାସ୍ତବିକତା, ସନ୍ତରଣରେ ବିଶ୍ଵବିଜେତା, ତାର ବିଶ୍ୱସନୀୟତା, କଲେ ବିଶ୍ୱାସଘାତକତା, ଭାରତ ବିଶ୍ଵବନ୍ଦିତା,
ଭାରତ ଭାଗ୍ୟବିଧାତା, କବିଙ୍କ ଭକ୍ତିପ୍ରାଣତା
ମନୁଷ୍ୟତା, ବର୍ଷାଦିନେ ମହୀଲତା(ଜିଆ), ନାମ ମଧୁସ୍ମିତା, ଭଲ ମିତବ୍ୟୟିତା, ନାହିଁ ମାନବିକତା, ତାର ମହାନୁଭବତା, ମହନୀୟତା,
କାବ୍ୟ ରଚୟିତା, ଶ୍ରୋତା ରସଗ୍ରହିତା, ଥିଲେ ରୁଣଗ୍ରହୀତା, ପ୍ରକୃତିରାଣୀର ରମଣୀୟତl, ନାମ ରଙ୍ଗଲତା,
ଅର୍ଜିଥିଲେ ଲୋକପ୍ରିୟତା, ପୁଷ୍ପ ଲବଙ୍ଗଲତା(ମଧୁମାଳତୀ)
କବିଙ୍କ ଶାବ୍ଦିକତା(ଶବ୍ଦ ଆଡମ୍ବର), ଆଚରଣରେ ଶାଳୀନତା, ଶିଳ ଶିଳାପତା ନିୟମ ସତର୍କତା, ତାଙ୍କର ସଂଭ୍ରମତା, ମନରେ ସରସତା, ମନରେ ସଂକୀର୍ଣ୍ଣତା, କଥାରେ ସଂଜମତା, ଗୁଣ ସହିଷ୍ଣୁତା, ଦେଶର ସମ୍ପ୍ରଭୂତl, ଆତ୍ମା ସୁକ୍ଷ୍ମସତ୍ତା, ତାଙ୍କର ସୌଜନ୍ୟତା, ଗ୍ରାମରେ ସାକ୍ଷରତା ହାର, ଚଳିବାକୁ ସକ୍ଷମତା, ଅଭୁଲା ସ୍ନେହମମତା,
ସଙ୍ଗୀତପ୍ରାଣତା, ସମାଜରେ ସହଭାଗୀତା, ସହଯୋଗୀତା, କର୍ମରେ ସମନ୍ଵୟତା ତାଙ୍କର ସହୃଦୟତା, ତାଙ୍କର ସମୟାନୁବର୍ତ୍ତିତା, ପରିସ୍ଥିତିରେ ସ୍ୱାଭାବିକତା, ଲକ୍ଷ୍ମୀ ସାଗରଦୁହିତା, ଦିଅ ସଞ୍ଜସଳିତା,
ନାମ ହେମଲତା, ଚିର ହୃଦ୍ବବନ୍ଦିତା, ହୁଅ କ୍ଷମାଦାତା,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଗାନୀପଦ୍ମା ଶବ୍ଦଗଙ୍ଗା(10)
ତା : ଶବ୍ଦରେ ଶବ୍ଦ
ଅଧୀନ ଅଧୀନତା, ଧୀର ଅଧୀର ଅଧୀରତା, ଜ୍ଞାନ ଅଜ୍ଞାନ ଅଜ୍ଞାନତା ନେତା ଅଭିନେତା, ଶ୍ଳୀଳ ଅଶ୍ଳୀଳ ଅଶ୍ଳୀଳତା, ଖଣ୍ଡ ଅଖଣ୍ଡ ଅଖଣ୍ଡତା, ଅଭିଜ୍ଞ ଅଭିଜ୍ଞତା, ଅସ୍ପୃଶ୍ଯ ଅସ୍ପୃଶ୍ୟତା, ନନ୍ଦିତା ଅନିନ୍ଦିତl, ଯୋଗ୍ୟତା ଅଯୋଗ୍ୟତା, କ୍ଷମତା ଅକ୍ଷମତା ମାନବିକତା ଅମାନବିକତା, ବିବେକୀ ଅବିବେକୀତା, ଲୌକିକତା ଅଲୌକିକତା, ଅଭିଜ୍ଞ ଅନଭିଜ୍ଞ ଅନଭିଜ୍ଞତା, ସହାୟ ଅସହାୟ ଅସହାୟତା, ଉପକାରିତା ଅପକାରିତl, କପଟତା ଅକପଟତା, ନିୟମିତ ଅନିୟମିତା, ଦୂରଦର୍ଶୀ ଅଦୂରଦର୍ଶିତା, ଦକ୍ଷ ଅପାରଗତା, ବିବାହିତା ଅବିବାହିତା, ଶୃଙ୍ଖଳା ଅରାଜକତା, ବାସ୍ତବତା ଅବାସ୍ତବତା,
ନନ୍ଦିତା ଆନନ୍ଦିତl, ଆତ୍ମା ଆତ୍ମୀୟ ଆତ୍ମୀୟତା, ନିର୍ଭରତା ଆତ୍ମନିର୍ଭରତା, ଅତିଥି ଆତିଥେୟତା, ଆବଶ୍ୟକ ଆବଶ୍ୟକତା, ଇଶ୍ୱରପ୍ରାଣ ଇଶ୍ଵରପ୍ରାଣତା,
ଉଜ୍ଜ୍ଵଳ ଉଜ୍ଜ୍ବଳତା, ଉତ୍କୃଷ୍ଟ ଉତ୍କୃଷ୍ଟତା, ଉତ୍କର୍ଷ ଉତ୍କର୍ଷତା, ଉଦାର ଉଦାରତା, ଉତ୍ସୁକ ଉତ୍ସୁକତା, ଉପକାର ଉପକାରିତା, ଉର୍ଦ୍ଧ୍ୱ ଉର୍ଦ୍ଧ୍ବରେତl, ରୁଣ ରୁଣଦାତା, ଏକ ଏକକିତା, ଐକାନ୍ତିକତା, ଔପଚାରିକତା ଓଜସ୍ଵୀ ଓଜସ୍ଵିତା, ତେଜସ୍ବୀ ତେଜସ୍ଵୀତା କଠିନ କଠିନତା,କଠୋର କଠୋରତା, କର କରଦାତା, କର୍କଶ କର୍କଶତା, କାତର କାତରତା, କୃତଜ୍ଞ କୃତଜ୍ଞତା, କୃତଘ୍ନ କୃତଘ୍ନତା, କୃପଣ କୃପଣତା, କପଟ କପଟତା କୋମଳ କୋମଳତା, କାପୁରୁଷ କାପୁରୁଷତା, କାବ୍ଯ କାବ୍ଯକବିତା,
କମନୀୟ କମନୀୟତା, କୃଷ୍ଣପ୍ରାଣ କୃଷ୍ଣପ୍ରlଣତା, ପ୍ରାମାଣିକ ପ୍ରlମାଣିକତା କ୍ରୀଡ଼ାପ୍ରିୟ କ୍ରୀଡ଼ାପ୍ରିୟତା, କର୍ମପ୍ରବଣ କର୍ମପ୍ରବଣତା, କର୍ମବିମୁଖ କର୍ମବିମୁଖତା, ଗଭୀର ଗଭୀରତା, ଗମ୍ଭୀର ଗମ୍ଭୀରତା, ଗ୍ରହଣୀୟ ଗ୍ରହଣୀୟତା, ଗୋପନୀୟ ଗୋପନୀୟତା, ଚପଳ ଚପଳତା, ଚମତ୍କାର ଚମତ୍କାରିତା, ଚିରବନ୍ଦିତା, ଚିରପୂଜିତା, ଚଉହତl, ଚିରବାଞ୍ଛିତl, ଚିତ୍ତସତ୍ତା, ଜଗତଜିତା, ଜନପ୍ରିୟତା, ଜଗତପିତା, ଜୀବନଦାତା,
ଝୋଟିଚିତା, ତନ୍ମୟ ତନ୍ମୟତା, ଦରିଦ୍ର ଦରିଦ୍ରତା, ଦେବମାତା(ଅଦିତି), ଦୁର୍ବଳ ଦୁର୍ବଳତା, ଦମ୍ଭ ଦାମ୍ଭିକତା, ଦୁଇକିତା, ଦେବୀଦେବତା, ଦୂରଦର୍ଶିତା,
ଧର୍ମପିତା, ଧର୍ମପ୍ରାଣ ଧର୍ମପ୍ରାଣତା, ଧର୍ମସଂହିତା,
ନମନୀୟ ନମନୀୟତା, ନୀରବ ନୀରବତା, ନିର୍ଜନ ନିର୍ଜନତା, ନାସ୍ତିକ ନାସ୍ତିକତା, ନିର୍ଭର ନିର୍ଭରତା, ନିର୍ଭୟ ନିର୍ଭୟତା, ନିସ୍ତବ୍ଧ ନିସ୍ତବ୍ଧତା, ନିଷ୍ଠୁର ନିଷ୍ଠୁରତା, ନିସଙ୍ଗ ନିସଙ୍ଗତା, ନିର୍ଦୟ ନିର୍ଦୟତା, ନିରାପତ୍ତା, ନିଶ୍ଚୟ ନିଶ୍ଚିତତା, ନବୀନ ନବନୀତା, ନିର୍ଭରଶୀଳ ନିର୍ଭରଶୀଳତା,
ପିତାମାତା, ପରମପିତା, ପାଳୟିତା, ପ୍ରସବିତା(ପିତା), ପ୍ରାଚୁର୍ଯ୍ୟ ପ୍ରାଚୁର୍ଯ୍ୟତା, ପ୍ରାଚୀନ ପ୍ରାଚୀନତା, ପବିତ୍ର ପବିତ୍ରତା, ପତିବ୍ରତା, ପ୍ରାଣସତ୍ତା, ପୁଣ୍ୟସ୍ରୋତl, ପ୍ରବଣତା, ପ୍ରସନ୍ନ ପ୍ରସନ୍ନତା, ପ୍ରାଣମୟତା,
ପ୍ରଜ୍ଞାପାରମିତା, ପ୍ରତିଯୋଗୀତା, ପ୍ରୀତିପ୍ରାଣତା, ପୁସ୍ତକପ୍ରଣେତା
ବଂଶଲତା, ବିଦ୍ୟୁଲ୍ଲତା(ବିଜୁଳି ଝଲକ), ବାସ୍ତବ ବାସ୍ତବତା, ବୁଦ୍ଧିମତ୍ତା, ବିଫଳ ବିଫଳତା, ବିଶାଳ ବିଶାଳତା, ବିବିଧ ବିବିଧତା, ବରିଷ୍ଠ ବରିଷ୍ଠତା, ବନଲତା, ବାଡବତା, ବର୍ବର ବର୍ବରତା, ବ୍ୟାକୁଳ ବ୍ୟାକୁଳତା, ବିନମ୍ର ବିନମ୍ରତା, ବିବାହି ବିବାହିତା, ବାଗଦତ୍ତା, ବହୁଶାସ୍ତ୍ରଦର୍ଶିତା,
ବିଶ୍ଵବିଧାତା, ବିଶ୍ଵପ୍ରାଣତା, ବାସ୍ତବିକ ବାସ୍ତବିକତା, ବିଶ୍ଵବିଜେତା, ବିଶ୍ୱସନୀୟ ବିଶ୍ୱସନୀୟତା, ବିଶ୍ବାସଘାତକ ବିଶ୍ୱାସଘାତକତା, ବିଶ୍ଵବନ୍ଦିତା,
ଭାଗ୍ୟବିଧାତା, ଭକ୍ତିପ୍ରାଣତା
ମନୁଷ୍ୟ ମନୁଷ୍ୟତା, ମହୀଲତା(ଜିଆ) ମଧୁସ୍ମିତା, ମିତବ୍ୟୟିତା, ମାନବିକ ମାନବିକତା, ମହାନୁଭବ ମହାନୁଭବତା, ମହନୀୟ ମହନୀୟତା,
ରଚୟିତା, ରସଗ୍ରହିତା, ରୁଣଗ୍ରହୀତା, ରମଣୀୟ ରମଣୀୟତl, ରଙ୍ଗଲତା,
ଲୋକପ୍ରିୟ ଲୋକପ୍ରିୟତା, ଲବଙ୍ଗଲତା(ମଧୁମାଳତୀ)
ଶାବ୍ଦିକତା, ଶାଳୀନତା, ଶିଳାପତା ସତର୍କ ସତର୍କତା, ସମ୍ଭ୍ରମ ସଂଭ୍ରମତା, ସରସ ସରସତା, ସଂକୀର୍ଣ୍ଣ ସଂକୀର୍ଣ୍ଣତା, ସଂଜମ ସଂଜମତା, ସହିଷ୍ଣୁ ସହିଷ୍ଣୁତା, ସମ୍ପ୍ରଭୂତl, ସୁକ୍ଷ୍ମସତ୍ତା, ସୌଜନ୍ୟ ସୌଜନ୍ୟତା, ସାକ୍ଷର ସାକ୍ଷରତା,ସକ୍ଷମ ସକ୍ଷମତା, ସ୍ନେହମମତା,
ସଙ୍ଗୀତପ୍ରାଣତା, ସହଭାଗୀତା, ସହଯୋଗୀ ସହଯୋଗୀତା, ସମନ୍ଵୟ ସମନ୍ଵୟତା ସହୃଦୟ ସହୃଦୟତା, ସମୟାନୁବର୍ତ୍ତିତା, ସ୍ୱାଭାବିକ ସ୍ୱାଭାବିକତା, ସାଗରଦୁହିତା, ସଞ୍ଜସଳିତା,
ହେମଲତା, ହୃଦ୍ବବନ୍ଦିତା, କ୍ଷମାଦାତା,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଗାନୀଜ୍ୟୋତି ଶବ୍ଦଗଙ୍ଗା (11)
ତି : 4 ଶବ୍ଦରେ
ଅଗ୍ରଗତି, ଅନୁମତି, ଅନୁଭୂତି, ଅପଖ୍ଯାତି, ଅଧୋଗତି, ଅପ୍ରତୀତି(ଅବିଶ୍ୱାସ), ଅବନତି, ଅବଗତି, ଅବସ୍ଥିତି, ଅବ୍ୟାହତି, ଅମାରାତି(ଅନ୍ଧାର ରାତି), ଅରୁନ୍ଧତୀ(ବଶିଷ୍ଠଙ୍କ ପତ୍ନୀ), ଅଶ୍ରୁପ୍ରୀତି, ଅମରାବତୀ, ଅସହମତି, ଅମରକୃତି, ଅମରକୀର୍ତ୍ତି,
ଆତ୍ମଘାତୀ, ଆତ୍ମାହୁତି, ଆୟୁଷ୍ମତୀ, ଆର୍ଯ୍ଯଜାତି, ଇନ୍ଦୁମତୀ, ଇନ୍ଦ୍ରାବତୀ, ଇରାବତୀ(ନଦୀ), ଉପସ୍ଥିତି, ଉମାପତି, କରାମତି, କୁଳପତି ,କୂଟନୀତି, କୋଟିପତି, କୋମଳମତି, କଜଳପାତି, କୃଷ୍ଣପ୍ରୀତି, କୃଷ୍ଣମୂର୍ତ୍ତି, କଳାବତୀ, କାଳରାତି, କବିକୃତି, କର୍ଣ୍ଣାବତୀ (ଅହମଦାବାଦ), ଖଗପତି(ଗରୁଡ଼), ଗଜପତି, ଗୁଆକାତି, ଗଜସ୍ତୁତି, ଘୋଡାହାତୀ,
ଚଉକତି(ଚାରିପାଖ), ଚର୍ଯ୍ୟାଗୀତି,
ଚପଳମତି, ଛତ୍ରପତି(ସମ୍ରାଟ), ଛାତ୍ରବୃତ୍ତି, ଛାୟାମୂର୍ତ୍ତି, ଛୁଆଁଛୁତି, ଜନଶ୍ରୁତି, ଜହ୍ନରାତି, ଜନଜାତି, ଜୀବପ୍ରତି, ଜନ୍ତୁପତି(ଯମ), ଜାଲିଆତି, ଜାମ୍ବବତୀ (ଶ୍ରୀକୃଷ୍ଣଙ୍କ ଜଣେ ରାଣୀ) ତେଜରାତି, ତୋଷାମତି, ଥାନପତି(ସ୍ଥାନର ମାଲିକ), ଦେଶପ୍ରତି, ଦେଶପ୍ରୀତି, ଦେବନୀତି, ଦିବ୍ୟପ୍ରୀତି, ଦିନରାତି, ଦିବାରାତି, ଦସ୍ୟୁବୃତ୍ତି, ଦୂରବର୍ତ୍ତୀ, ଧନପତି(କୁବେର), ଧର୍ମନୀତି, ଧର୍ମପ୍ରତି, ଧୀରଗତି,
ଧର୍ମପ୍ରୀତି, ଧୈର୍ଯ୍ଯଚ୍ୟୁତି ନରପତି, ନାରୀଜାତି, ନିଜପ୍ରତି, ନିତିପ୍ରତି, ନାସପାତି, ନିତିନିତି(ପ୍ରତିଦିନ), ନିଜପ୍ରତି, ନିଶାପତି(ଚନ୍ଦ୍ର), ନୀଳଜ୍ୟୋତି, ନ୍ୟାୟନୀତି, ପକ୍ଷପାତୀ, ପଣନାତି, ପରିଚିତି, ପରିଣତି, ପରିପୂର୍ତ୍ତି(ସମ୍ପୂର୍ଣ୍ଣତା), ପରିସ୍ଥିତି, ପଶୁପତି(ସିଂହ), ପିତୃପତି(ଯମ), ପୁତ୍ରବତୀ, ପଞ୍ଚୁଅlତି, ପଞ୍ଚସତୀ, ପଦ୍ମାବତୀ (ଚିତୋରର ରାଣୀ, କବି ଜୟଦେବଙ୍କ ପତ୍ନୀ), ପୁଞ୍ଜିପତି, ପୁଷ୍ପଜାତି, ପୁଷ୍ପପ୍ରୀତି, ପୂର୍ଣ୍ଣାହୁତି, ପ୍ରାଣପ୍ରୀତି, ପ୍ରତିକୃତି, ପ୍ରତିମୂର୍ତ୍ତି, ପ୍ରତିଶ୍ରୁତି, ପ୍ରତିଭୁତି, ପ୍ରତ୍ୟୁତ୍ପନ୍ନମତି, ପରମଗତି, ବନସ୍ପତି(ବଡବଡଗଛ), ବାହିନିପତି(ସେନାପତି, ସମୁଦ୍ର), ବିଚ୍ଛୁଆତି, ବୀରଗତି, ବିଶ୍ଵପ୍ରୀତି, ବିଭୁପ୍ରୀତି, ବୃହସ୍ପତି, ବ୍ୟାଜସ୍ତୁତି, ବାଦ୍ୟଗୀତି, ବାଦ୍ୟପ୍ରୀତି, ବସୁମତୀ, ବାସୁମତୀ (ଚାଉଳ), ବୀରଜାତି, ବାରଜାତି, ଭଗବତୀ(ସରସ୍ଵତୀ, ଦୁର୍ଗା), ଭାଗ୍ୟବତୀ, ଭୂତପତି(ଭୂତନାଥ, ଶିବ), ଭବଭୂତି(ନାଟ୍ୟକାର), ଭାନୁମତୀ(ଦୁର୍ଯ୍ଯୋଧନ ରାଣୀ), ଭାବପ୍ରୀତି, ଭାଷାପ୍ରୀତି, ଭଲଗତି, ଭୟଭୀତି, ମୃଗପତି(ସିଂହ, ମୃଗେନ୍ଦ୍ର), ମଞ୍ଜୁଆତି(ଗଛ), ମଧୁପ୍ରୀତି, ମେହନତି, ମେଘାବତୀ(ସୁକର୍ଣ୍ଣୋ କନ୍ୟା), ମଧୁସ୍ମୃତି, ମଥାପାତି, ମହାଭୀତି, ମେଧାବୃତ୍ତି, ମନୋବୃତ୍ତି, ମହମବତୀ, ମଧୁମାଳତୀ, ମଙ୍ଗଳଆଳତୀ, ମଙ୍ଗଳମୂର୍ତ୍ତି, ମଙ୍ଗଳଗୀତି, ଯାଥାରୀତି, ଯଦୁପତି(ଶ୍ରୀକୃଷ୍ଣ), ଯଶକୀର୍ତ୍ତି, ଯୁଦ୍ଧସ୍ଥିତି, ଯଶକୀର୍ତ୍ତି, ରଙ୍ଗବତୀ, ରତିପତି(କନ୍ଦର୍ପ), ରାତିରାତି, ରାଷ୍ଟ୍ରପତି, ରାଷ୍ଟ୍ରନୀତି, ରାଜନୀତି, ରଣନୀତି, ରୀତିନୀତି, ଲୀଳାବତୀ(ବିଦୁଷୀ ନାରୀ),
ଲକ୍ଷପତି, ଲାଜପ୍ରୀତି, ଲକ୍ଷ୍ମୀପତି, ଲୋକଗୀତି, ଲାବଣ୍ୟବତୀ, ସତ୍ୟବତୀ, ସଦାଗତି(ବାୟୁ, ସୂର୍ଯ୍ୟ) ସଦଗତି, ସଭାପତି, ସହମତି, ସରସ୍ଵତୀ, ସ୍ରୋତସ୍ବତୀ(ନଦୀ), ସୁଖପ୍ରୀତି, ସୀମାବର୍ତ୍ତୀ, ସ୍ନେହପ୍ରୀତି, ଶାନ୍ତିପ୍ରୀତି, ଶାଗୁଆତି(ମାଂସ), ଶୁଭରାତି, ଶ୍ରୁତକୀର୍ତ୍ତି(ଶତୃଘ୍ନଙ୍କ ରାଣୀ), ଶାନ୍ତିନୀତି, ଶିଳ୍ପନୀତି, ସହାନୁଭୂତି, ସାବରମତୀ (ଗାନ୍ଧୀ ଆଶ୍ରମ), ହାତାହାତି, ହାତପାତି, ହୀରାମୋତି, ହୀନମତି, ହୈମଵତୀ(ପାର୍ବତୀ), କ୍ଷୟକ୍ଷତି, କ୍ଷମାନୀତି, କ୍ଷିପ୍ରଗତି,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଦିବ୍ୟାଗାନୀ ଶବ୍ଦଗଙ୍ଗା (12)
ତି : 4 ଶବ୍ଦରେ
ପତି : ଅଶ୍ଵପତି(ସାବିତ୍ରୀ ପିତା), ଅଧିପତି(ରାଜା, ପ୍ରଭୁ) ଉମାପତି(ଶିବ, ଭୂତପତି),ଖଗପତି(ଗରୁଡ଼), ଗଜପତି, ଜନ୍ତୁପତି(ଯମ), ଛତ୍ରପତି(ସମ୍ରାଟ), ଧନପତି(କୁବେର), ନିଶାପତି(ଚନ୍ଦ୍ର), ନରପତି(ରାଜା),ପଶୁପତି(ସିଂହ), ପିତୃପତି(ଯମ), ବାହିନିପତି(ସେନାପତି, ସମୁଦ୍ର), ମୃଗପତି(ସିଂହ, ମୃଗେନ୍ଦ୍ର), ଯଦୁପତି(ଶ୍ରୀକୃଷ୍ଣ), ରାଷ୍ଟ୍ରପତି, ରମାପତି(ନାରାୟଣ), ରଘୁପତି (ରାମ), ରତିପତି(କନ୍ଦର୍ପ), ରୁତୁପତି(ରୁତୁରାଜ ବସନ୍ତ), ସୁରପତି(ଇନ୍ଦ୍ର), ବିଦ୍ୟାପତି(ମନ୍ତ୍ରୀ) କୁଳପତି , କୋଟିପତି, ଥାନପତି(ସ୍ଥାନର ମାଲିକ), ଲକ୍ଷପତି, ଲକ୍ଷ୍ମୀପତି, ସଭାପତି, ସେନାପତି, ଶଚୀପତି (ଇନ୍ଦ୍ର), ପୁଞ୍ଜିପତି,
ସରିତପତି(ସମୁଦ୍ର),
ବତୀ : ଇନ୍ଦ୍ରାବତୀ(ନଦୀ), ଇରାବତୀ(ନଦୀ), କଳାବତୀ(କଳିଙ୍ଗର ରାଣୀ, ବ୍ରହ୍ମେଶ୍ବର ମନ୍ଦିର ଗଢିଥିଲେ), ଜାମ୍ବବତୀ (ଶ୍ରୀକୃଷ୍ଣଙ୍କ ଜଣେ ରାଣୀ), ପୁତ୍ରବତୀ, ପଦ୍ମାବତୀ (ଚିତୋରର ରାଣୀ, କବି ଜୟଦେବଙ୍କ ପତ୍ନୀ, କାଞ୍ଚି ରାଜଜେମା), ମେଘାବତୀ(ସୁକର୍ଣ୍ଣୋ କନ୍ୟା), କର୍ଣ୍ଣାବତୀ (ଅହମଦାବାଦ), ଭଗବତୀ(ସରସ୍ଵତୀ, ଦୁର୍ଗା), ଭାଗ୍ୟବତୀ, ରଙ୍ଗବତୀ, ଲୀଳାବତୀ(ବିଦୁଷୀ ନାରୀ), ଲାବଣ୍ୟବତୀ, ସତ୍ୟବତୀ, ହୈମଵତୀ(ପାର୍ବତୀ), ମହମବତୀ, ଅମରାବତୀ(ଇନ୍ଦ୍ରପୁରୀ),
ପ୍ରୀତି: ଦେଶପ୍ରତି, ଦେଶପ୍ରୀତି, ଦିବ୍ୟପ୍ରୀତି, ଧର୍ମପ୍ରୀତି, ପୁଷ୍ପପ୍ରୀତି, ପୁଣ୍ୟପ୍ରୀତି,
ବିଶ୍ଵପ୍ରୀତି, ବିଭୁପ୍ରୀତି, ଭାବପ୍ରୀତି, ସ୍ନେହପ୍ରୀତି, ଶାନ୍ତିପ୍ରୀତି, ଭାଷାପ୍ରୀତି, ମଧୁପ୍ରୀତି, ଲାଜପ୍ରୀତି, ସୁଖପ୍ରୀତି, ଅଶ୍ରୁପ୍ରୀତି, କୃଷ୍ଣପ୍ରୀତି,
ଗତି: ଅଗ୍ରଗତି, ଅଧୋଗତି, ଅବଗତି, ଅନ୍ୟଗତି, ସଦାଗତି(ବାୟୁ, ସୂର୍ଯ୍ୟ) ସଦଗତି, କ୍ଷିପ୍ରଗତି, ମନ୍ଦଗତି(ଧୀର) ପରମଗତି, ବୀରଗତି, ଧୀରଗତି , ଭଲଗତି,
ମତି : ଅନୁମତି, ଅସହମତି, ଇନ୍ଦୁମତୀ, ରୁତୁମତି, ତୋଷାମତି, ବସୁମତୀ, ବାସୁମତୀ (ଚାଉଳ), ଭାନୁମତୀ(ଦୁର୍ଯ୍ଯୋଧନ ରାଣୀ), ଚପଳମତି, କରାମତି, କୋମଳମତି, ହୀନମତି, ସହମତି, ମଧୁମତୀ, ପ୍ରତ୍ୟୁତ୍ପନ୍ନମତି, ସାବରମତୀ (ଗାନ୍ଧୀ ଆଶ୍ରମ),
ନୀତି: କୂଟନୀତି, ରାଷ୍ଟ୍ରନୀତି, ରାଜନୀତି, ରଣନୀତି, ରୀତିନୀତି, ଶାନ୍ତିନୀତି, ଶିଳ୍ପନୀତି, କ୍ଷମାନୀତି, ନ୍ୟାୟନୀତି, ଦେବନୀତି, ଧର୍ମନୀତି, ନିତିନିତି(ପ୍ରତିଦିନ),
ଭୁତି: ଅନୁଭୂତି, ପ୍ରତିଭୂତି, ଭବଭୂତି(ନାଟ୍ୟକାର), ସହାନୁଭୂତି,
ସ୍ଥିତି: ଅବସ୍ଥିତି, ଉପସ୍ଥିତି, ପରିସ୍ଥିତି, ଯୁଦ୍ଧସ୍ଥିତି,
ରାତି : ଜହ୍ନରାତି, କାଳରାତି, ଦିନରାତି, ଦିବାରାତି, ମେଘରାତି, ଚାନ୍ଦିନୀରାତି, ଶୁଭରାତି, ଶେଷରାତି, ତେଜରାତି, ରାତିରାତି, ଅମାରାତି(ଅନ୍ଧାର ରାତି),
ବତୀ: ଧୂପବତୀ, ଜ୍ଞାନବତୀ, ରୂପବତୀ, ନବଯୁବତୀ, ଅଗରବତୀ, ଜ୍ଞାନବତୀ , ରଙ୍ଗବତୀ, ରୂପବତୀ,
ଜାତି : ଆର୍ଯ୍ଯଜାତି, ଜନଜାତି, ନାରୀଜାତି, ବୀରଜାତି, ବାରଜାତି, ନାନାଜାତି,
ଗୀତି: ଲୋକଗୀତି, ଶୋକଗୀତି, ଚିତ୍ରଗୀତି, ନାଟ୍ଯଗୀତି, ମଙ୍ଗଳଗୀତି, ବାଦ୍ୟଗୀତି, ଚର୍ଯ୍ୟାଗୀତି, ଜୟଗୀତି,
ପ୍ରତି: ଜୀବପ୍ରତି, ଧର୍ମପ୍ରତି, ନିଜପ୍ରତି, ନିତିପ୍ରତି, ଦିନପ୍ରତି,
ପାତି: ନାସପାତି, ପକ୍ଷପାତୀ, ମଥାପାତି,ହାତପାତି,କଜଳପାତି,
କୃତି: କବିକୃତି, ଅମରକୃତି, ପ୍ରତିକୃତି,
ଗଜସ୍ତୁତି, ବ୍ୟାଜସ୍ତୁତି, ପୂର୍ବପ୍ରସ୍ତୁତି,
ମଧୁସ୍ମୃତି, ସ୍ନେହସ୍ମୃତି, ପ୍ରିୟସ୍ମୃତି, ଆତ୍ମବିସ୍ମୃତି
ବନସ୍ପତି(ବଡବଡଗଛ), ବାଚସ୍ପତି, ବୃହସ୍ପତି,
ପ୍ରତିଶ୍ରୁତି, ଜନଶ୍ରୁତି, ଜାଲିଆତି, ପଞ୍ଚୁଅlତି, ବିଚ୍ଛୁଆତି, ମଞ୍ଜୁଆତି(ଗଛ), ସାଗୁଆତି(ମାଂସ), ଭୟଭୀତି, ମହାଭୀତି, ଘୋଡାହାତୀ, ଚଉହାତି, ହାତାହାତି, ବାରହାତି, ଅବନତି, ମେହନତି, ନେତିନେତି, ପୂର୍ଣ୍ଣାହୁତି, ଆତ୍ମାହୁତି, ପଞ୍ଚସତୀ, ସରସ୍ଵତୀ, ସ୍ରୋତସ୍ବତୀ(ନଦୀ),
କ୍ଷୟକ୍ଷତି, ଲାଭକ୍ଷତି, ମଧୁମାଳତୀ, ମଙ୍ଗଳଆଳତୀ, ଛୁଆଁଛୁତି, ଧୈର୍ଯ୍ଯଚ୍ୟୁତି, ଚଉକତି(ଚାରିପାଖ), କିତିକିତି(ଖେଳ) ନୀଳଜ୍ୟୋତି, ଦିବ୍ୟଜ୍ୟୋତି,
ଯଶକୀର୍ତ୍ତି, ଶ୍ରୁତକୀର୍ତ୍ତି(ଶତୃଘ୍ନଙ୍କ ରାଣୀ), ଅମରକୀର୍ତ୍ତି,
ମୂର୍ତ୍ତି: ମଙ୍ଗଳମୂର୍ତ୍ତି, ଦେବୀମୂର୍ତ୍ତି , ପ୍ରତିମୂର୍ତ୍ତି, ଛାୟାମୂର୍ତ୍ତି, କୃଷ୍ଣମୂର୍ତ୍ତି,
ବର୍ତ୍ତୀ : ଦୂରବର୍ତ୍ତୀ, ପାର୍ଶ୍ଵବର୍ତ୍ତୀ, ସୀମାବର୍ତ୍ତୀ,
ବୃତ୍ତି : ମେଧାବୃତ୍ତି, ମନୋବୃତ୍ତି, ଦସ୍ୟୁବୃତ୍ତି, ଛାତ୍ରବୃତ୍ତି, ପରିପୂର୍ତ୍ତି(ସମ୍ପୂର୍ଣ୍ଣତା), —– ଅପଖ୍ଯାତି, ଅପ୍ରତୀତି(ଅବିଶ୍ୱାସ), ଅବ୍ୟାହତି, ଅରୁନ୍ଧତୀ(ବଶିଷ୍ଠଙ୍କ ପତ୍ନୀ), ଆତ୍ମଘାତୀ, ଆୟୁଷ୍ମତୀ, ଓକିଲାତି, ଗୁଆକାତି, ପଣନାତି, ପରିଚିତି, ପରିଣତି, ଯାଥାରୀତି, ହୀରାମୋତି,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ପୁଣ୍ୟଗାନୀ ଶବ୍ଦଗଙ୍ଗା (13)
ତି : 4 ଶବ୍ଦରେ
ପତି : ପୁଣ୍ୟ ପ୍ରାଣ ଅଶ୍ଵପତି(ସାବିତ୍ରୀ ପିତା), ଆମ ରାଜ୍ଯ ଅଧିପତି(ରାଜା, ପ୍ରଭୁ) ଦୁଃଖହାରି ଉମାପତି(ଶିବ, ଭୂତପତି), ପକ୍ଷୀରାଜ ଖଗପତି(ଗରୁଡ଼), କଳିଙ୍ଗର ଗଜପତି, ଦୟାକର ଜନ୍ତୁପତି(ଯମ), ଶିବାଜୀ ଥିଲେ ଛତ୍ରପତି(ସମ୍ରାଟ), ସ୍ଵର୍ଗପୁରୀ ଧନପତି(କୁବେର), ଜ୍ୟୋତ୍ସ୍ନା ବୁଣେ ନିଶାପତି(ଚନ୍ଦ୍ର), ଶ୍ରେଷ୍ଠ ନରପତି(ରାଜା), ବନରାଜ ପଶୁପତି(ସିଂହ), ଯମପୂରେ ପିତୃପତି(ଯମ), ସେ ଥିଲେ ବାହିନିପତି(ସେନାପତି), ଶୋଭା ନୀଳ ବାହିନୀପତି(ସମୁଦ୍ର) ମୃଗପ୍ରିୟ ମୃଗପତି(ସିଂହ, ମୃଗେନ୍ଦ୍ର), ମଥୁରାରେ ଯଦୁପତି(ଶ୍ରୀକୃଷ୍ଣ), ନିର୍ବାଚିତ ରାଷ୍ଟ୍ରପତି, ଦୟାମୟ ରମାପତି(ନାରାୟଣ), ରଘୁନାଥ ରଘୁପତି(ରାମ), ପୁଷ୍ପଧନୁ ରତିପତି(କନ୍ଦର୍ପ), ପୁଷ୍ପପ୍ରିୟ ରୁତୁପତି(ରୁତୁରାଜ ବସନ୍ତ), ମଘବା ନାମ ସୁରପତି(ଇନ୍ଦ୍ର), ମନ୍ତ୍ରୀ ଥିଲେ ବିଦ୍ୟାପତି(ମନ୍ତ୍ରୀ) ଆମ ପ୍ରିୟ କୁଳପତି , ଧନଶାଳୀ କୋଟିପତି, ତୁମେ କଣ ଥାନପତି ? (ସ୍ଥାନର ମାଲିକ), ଗରିବରୁ ଲକ୍ଷପତି, ଦୟାମୟ ଲକ୍ଷ୍ମୀପତି(ନାରାୟଣ), ସଭାର ସଭାପତି, କଳିଙ୍ଗର ସେନାପତି, ସ୍ଵର୍ଗପୁରେ ଶଚୀପତି (ଇନ୍ଦ୍ର), ବ୍ୟବସାୟୀ ପୁଞ୍ଜିପତି,
ଶୋଭାଶାଳl ସରିତପତି(ସମୁଦ୍ର),
ବତୀ : ପୁଣ୍ଯତୋୟl ଇନ୍ଦ୍ରାବତୀ(ନଦୀ), ବ୍ରହ୍ମଦେଶେ ଇରାବତୀ(ନଦୀ),
ଯଶଶ୍ୱିନୀ କଳାବତୀ(କଳିଙ୍ଗର ରାଣୀ, ବ୍ରହ୍ମେଶ୍ବର ମନ୍ଦିର ଗଢିଥିଲେ), ପାଟ୍ଟରାଣୀ ଜାମ୍ବବତୀ (ଶ୍ରୀକୃଷ୍ଣଙ୍କ ଅଷ୍ଟ ପାଟବଂଶୀ ମଧ୍ୟରୁ ଜଣେ ପାଟ୍ଟରାଣୀ), ହୁଅ ତୁମେ ପୁତ୍ରବତୀ, ସୌନ୍ଦର୍ଯ୍ୟର ରାଣୀ ପଦ୍ମାବତୀ (ଚିତୋରର ରାଣୀ, କବି ଜୟଦେବଙ୍କ ପତ୍ନୀ, କାଞ୍ଚି ରାଜଜେମା), ବିଜୁ ପ୍ରିୟ ମେଘାବତୀ(ସୁକର୍ଣ୍ଣୋ କନ୍ୟା), କର୍ଣ୍ଣାବତୀ (ଅହମଦାବାଦର ପ୍ରାଚୀନ ନାମ), ବାଣପୁରେ ଦେବୀ ଭଗବତୀ(ସରସ୍ଵତୀ, ଦୁର୍ଗା), ଦୟାମୟୀ ମାଗୋ ଭଗବତୀ, ରାଣୀ ଥିଲେ ଭାଗ୍ୟବତୀ, ପ୍ରିୟ ଗୀତ ରଙ୍ଗବତୀ, ଗଣନା ସୂତ୍ରଲାଗି ସୁପ୍ରସିଦ୍ଧ ଲୀଳାବତୀ(ବିଦୁଷୀ ନାରୀ), କାବ୍ଯ ନାମ ଲାବଣ୍ୟବତୀ, ଧନ୍ୟ ରାଣୀ ଧୀବର କନ୍ୟା ସତ୍ୟବତୀ, ହିମାଳୟ କନ୍ୟା ହୈମଵତୀ(ପାର୍ବତୀ), ଧୀରେ ଜଳେ ମହମବତୀ, ଶୋଭାସ୍ଵର୍ଗ ଅମରାବତୀ(ଇନ୍ଦ୍ରପୁରୀ),
ପ୍ରୀତି: କୃତଜ୍ଞତା ଦେଶପ୍ରତି, ମାତୃଭୂମି ଦେଶପ୍ରୀତି, ପୁଣ୍ୟପ୍ରାଣ ଦିବ୍ୟପ୍ରୀତି, ନୀତି ନିଷ୍ଠା ଧର୍ମପ୍ରୀତି, ପ୍ରିୟ ମୋର ପୁଷ୍ପପ୍ରୀତି, ଅନାବିଳ ପୁଣ୍ୟପ୍ରୀତି,
କବି ହୃଦ୍ ବିଶ୍ଵପ୍ରୀତି, ମଙ୍ଗଳମୟ ବିଭୁପ୍ରୀତି ବିଶ୍ଵ ପ୍ରାଣ ବିଭୁପ୍ରୀତି, ସ୍ନେହ ଶ୍ରଦ୍ଧା ଭାବପ୍ରୀତି, ବିଭୁମୟ ଭାବପ୍ରୀତି, ଅନାବିଳ ସ୍ନେହପ୍ରୀତି, ସର୍ବ ପ୍ରିୟ ଶାନ୍ତିପ୍ରୀତି, ଧନ୍ୟ ଆମ ଭାଷାପ୍ରୀତି, ମହାନୀୟ ମଧୁପ୍ରୀତି, ମଧୁ ହାସ ଲାଜପ୍ରୀତି, ଲଭି ସଖୀ ସୁଖପ୍ରୀତି, ଅନୁଭବ ଅଶ୍ରୁପ୍ରୀତି, ପ୍ରକାଶିତ କୃଷ୍ଣପ୍ରୀତି, କୃଷ୍ଣପ୍ରାଣ କୃଷ୍ଣପ୍ରୀତି ସ୍ନେହ, ଶ୍ରଦ୍ଧା ବନ୍ଧୁପ୍ରୀତି,
ଗତି: କୃଷି କ୍ଷେତ୍ରେ ଅଗ୍ରଗତି, ହେଲା ତାର ପାପଲାଗି ଅଧୋଗତି, ରାଜାଙ୍କର ଅବଗତି ନିମିତ୍ତ, ନାହିଁ ମୋର ଅନ୍ୟଗତି, ଚଳମାନ ସଦାଗତି(ବାୟୁ, ସୂର୍ଯ୍ୟ) ମରଣ କାଳେ ସଦଗତି(ମୋକ୍ଷ), ଉଲକା ପରି କ୍ଷିପ୍ରଗତି, ସମୀରଣ(ପବନ) ମନ୍ଦଗତି(ଧୀର) ଲଢି ଲଭିଲେ ପରମଗତି, ରଣକ୍ଷେତ୍ରେ ଲଭିଥିଲେ ବୀରଗତି, ରାଜହଂସୀ ଧୀରଗତି, ନାହିଁ ତାର ଭଲଗତି,
ମତି : ଦିଅ ମତେ ଅନୁମତି, ଥିଲା ମୋର ଅସହମତି, ନାଟକ ଇନ୍ଦୁମତୀ, ରୁତୁମତି ଫୁଲ ଫୁଟେ, ଭଲ ନୁହେଁ ତୋଷାମତି, ବସୁନ୍ଧରା ବସୁମତୀ, ଚାଉଳ ବାସୁମତୀ (ଚାଉଳ), ପାଟରାଣୀ ଭାନୁମତୀ(ଦୁର୍ଯ୍ଯୋଧନ ରାଣୀ), ବାଲ୍ୟ ଚପଳମତି, ଦେଖ ବିଜ୍ଞାନର କରାମତି, ପିଲାଲୋକ କୋମଳମତି, ଧିକ୍ ତାର ହୀନମତି, ଲୋଡ଼ା ତୁମ ସହମତି, ନାମ ତାର ମଧୁମତୀ, ଏ ବାଳକ ପ୍ରତ୍ୟୁତ୍ପନ୍ନମତି, ସୁପ୍ରସିଦ୍ଧ ସାବରମତୀ (ଗାନ୍ଧୀ ଆଶ୍ରମ),
ନୀତି: ବିଦେଶରେ କୂଟନୀତି, ରାଷ୍ଟ୍ରଦୂତ କୂଟନୀତି, ରାଷ୍ଟ୍ରହିତ ରାଷ୍ଟ୍ରନୀତି, କ୍ଷମତା ଲାଗି ରାଜନୀତି, ଜିଣିବାକୁ ରଣନୀତି, ମାନି ଚଳ ରୀତିନୀତି, ସର୍ବପ୍ରିୟ ଶାନ୍ତିନୀତି, ଉନ୍ନତି ଲାଗି ଶିଳ୍ପନୀତି, ଶ୍ରେଷ୍ଠ ଦୟା କ୍ଷମାନୀତି, ରାଜ୍ଯ ହିତେ ନ୍ୟାୟନୀତି, ପ୍ରଚଳିତ ଦେବନୀତି, ପୁଣ୍ୟ ଅଟେ ଧର୍ମନୀତି, ଆସୁଥିବ ନିତିନିତି(ପ୍ରତିଦିନ),
ଭୁତି: ମଧୁମୟ ଅନୁଭୂତି, ଦୁଃଖସୁଖ ଅନୁଭୂତି, ଆନନ୍ଦ ବିଷାଦ ଅନୁଭୂତି, ଜୀବନର ଅନୁଭୂତି, ବ୍ୟାଙ୍କରେ ପ୍ରତିଭୂତି, ପ୍ରାଚୀନ ନାଟ୍ୟକାର ଭବଭୂତି(ନାଟ୍ୟକାର), ସ୍ନେହ ସହାନୁଭୂତି,
ସ୍ଥିତି: ଜାଣି ତାର ଅବସ୍ଥିତି, ଲୋଡ଼ା ତୁମ ଉପସ୍ଥିତି, ଭୟଙ୍କର ପରିସ୍ଥିତି, ଏ ସମୟ ଯୁଦ୍ଧସ୍ଥିତି, ଉତ୍ତେଜନା ଯୁଦ୍ଧସ୍ଥିତି,
ରାତି : ମଧୁମୟ ଜହ୍ନରାତି, ଜ୍ୟୋତ୍ସ୍ନାସ୍ନାତ ଜହ୍ନରାତି ଘୋଟିଆସେ କାଳରାତି, ଖଟି ଖଟି ଦିନରାତି, କି ସୁନ୍ଦର ଦିବାରାତି, ଶ୍ରାବଣର ମେଘରାତି, ଶୁକ୍ଳ ଶୁଭ୍ର ଚାନ୍ଦିନୀରାତି, ଜଣାଉଛି ଶୁଭରାତି, ଜୀବନର ଶେଷରାତି, ଏ ଦୋକାନ ତେଜରାତି, ଚାଲିଗଲେ ରାତିରାତି, କିଟିକିଟି ଅମାରାତି(ଅନ୍ଧାର ରାତି),
ବତୀ: ଚନ୍ଦନ ସୁବାସ ଧୂପବତୀ, ନବମଲ୍ଲିକl ନବଯୁବତୀ, ମହକୁଛି ଅଗରବତୀ, ନାମ ଯାର ଜ୍ଞାନବତୀ , ପ୍ରିୟ ଗୀତ ରଙ୍ଗବତୀ, ଅପରୂପl ରୂପବତୀ,
ଜାତି : ଭାରତବର୍ଷରେ ଆର୍ଯ୍ଯଜାତି, ଦେଶର ଗୌରବ ଜନଜାତି, ଧନ୍ଯ ଆମ ନାରୀଜାତି, କଳିଙ୍ଗା ବୀରଜାତି, ଶାଗ ବାରଜାତି, ଫୁଲ ଫୁଟେ ନାନାଜାତି,
ଗୀତି: ଲୋକପ୍ରିୟ ଲୋକଗୀତି, କବିଙ୍କ ରଚିତ ଶୋକଗୀତି, ଚମତ୍କାର ଚିତ୍ରଗୀତି, ଅନୁଷ୍ଠିତ ନାଟ୍ଯଗୀତି, ପ୍ରଭାତ ପ୍ରହରେ ମଙ୍ଗଳଗୀତି, ସୁମଧୁର ବାଦ୍ୟଗୀତି, ପୁରାତନ ଚର୍ଯ୍ୟାଗୀତି, କଳିଙ୍ଗର ଜୟଗୀତି,
ପ୍ରତି: ଦୟାଭାବ ଜୀବପ୍ରତି, ନିଷ୍ଠାବାନ ଧର୍ମପ୍ରତି, ଦୃଷ୍ଟିରଖ ନିଜପ୍ରତି, ଦରବୃଦ୍ଧି ନିତିପ୍ରତି, ମଜୁରୀ ଦିନପ୍ରତି,
ପାତି: ପିଜୁଳି ପରି ନାସପାତି, ନ୍ୟାୟରେ ପକ୍ଷପାତୀ, ସହିଗଲା ସବୁ ମଥାପାତି, ଭିକ୍ଷା ମାଗେ ହାତପାତି, କଳା ରଙ୍ଗ କଜଳପାତି,
କୃତି: ଗୀତଗୋବିନ୍ଦ କାବ୍ଯ ଜୟଦେବ କବିକୃତି, କବିଙ୍କ ଅମରକୃତି, ମଧୁବାବୁଙ୍କ ପ୍ରତିକୃତି,
ବିପଦବେଳେ ଗଜସ୍ତୁତି, ପ୍ରସଂଶା କାଳେ ନିନ୍ଦା ବ୍ୟାଜସ୍ତୁତି, ଯୁଦ୍ଧ ଲାଗି ପୂର୍ବପ୍ରସ୍ତୁତି,
ପ୍ରୀତିମୁଗ୍ଧ ମଧୁସ୍ମୃତି, ଅବିସ୍ମରଣୀୟ ସ୍ନେହସ୍ମୃତି, ପ୍ରୀତିଲଗ୍ନl ପ୍ରିୟସ୍ମୃତି,
ମନମୋହେ ବନସ୍ପତି(ବଡବଡ ଗଛ), ବିଧାନସଭା ବାଚସ୍ପତି, ଗ୍ରହରାଜ ବୃହସ୍ପତି,
ଦେଇଥିଲେ ପ୍ରତିଶ୍ରୁତି, ଗ୍ରାମରେ ଜନଶ୍ରୁତି, କରାମତି ଜାଲିଆତି, ପିଲାବେଳେ ପଞ୍ଚୁଅlତି, ସାବଧାନ ବିଚ୍ଛୁଆତି, ଉପକାରୀ ଗଛ ମଞ୍ଜୁଆତି(ଗଛ), ତରକାରୀ ସାଗୁଆତି(ମାଂସ), ନାହିଁ ଟିକେ ଭୟଭୀତି, ମନ ମଧ୍ୟେ ମହାଭୀତି, ରାଜାଘରେ ଘୋଡାହାତୀ, ଗାମୁଛା ଚଉହାତି, କାଳଗୋଳ ହାତାହାତି, ଶାଢ଼ୀ ଦେଖ ବାରହାତି, ରାଜ୍ୟର ଅବନତି, ମଣିଷ ମେହନତି, ଜ୍ଞାନଯୋଗ ନେତିନେତି(ଏହା ନୁହଁ, ତାହା ନୁହଁ), ଯଜ୍ଞରେ ପୂର୍ଣ୍ଣାହୁତି, ଦିଅ ନାହିଁ ଆତ୍ମାହୁତି, ବନ୍ଦନୀୟl ପଞ୍ଚସତୀ, ବାଗଦେବୀ ସରସ୍ଵତୀ, ସ୍ରୋତସ୍ୱିନୀ ସ୍ରୋତସ୍ବତୀ(ନଦୀ),
ବନ୍ୟାରେ କ୍ଷୟକ୍ଷତି, ଜୀବନରେ ଲାଭକ୍ଷତି, ମହକୁଚି ମଧୁମାଳତୀ, ମନ୍ଦିରରେ ମଙ୍ଗଳଆଳତି ପୁରୀରେ ନାହିଁ ଛୁଆଁଛୁତି, ଘଟିଲାଣି ଧୈର୍ଯ୍ଯଚ୍ୟୁତି, ଦେଖ ବାଡ଼ି ଚଉକତି(ଚାରିପାଖ), ଖେଳ ପୁଚି, କିତିକିତି(ଖେଳ) ନୀଳଜଳେ ନୀଳଜ୍ୟୋତି,
ପ୍ରଭାତରେ ଦିବ୍ୟଜ୍ୟୋତି,
କୀର୍ତ୍ତି : ଅମ୍ଳାନ ଯଶକୀର୍ତ୍ତି, ରାଣୀ ଶ୍ରୁତକୀର୍ତ୍ତି(ଶତୃଘ୍ନଙ୍କ ରାଣୀ), କୋଣାର୍କ ଅମରକୀର୍ତ୍ତି,
ମୂର୍ତ୍ତି: ବିଘ୍ନ ବିନାଶକ ମଙ୍ଗଳମୂର୍ତ୍ତି, ଦଶହରାରେ ଦେବୀମୂର୍ତ୍ତି , ମହାତ୍ମାଙ୍କ ପ୍ରତିମୂର୍ତ୍ତି, ଦେଖି ତାର ଛାୟାମୂର୍ତ୍ତି, କମନୀୟ କୃଷ୍ଣମୂର୍ତ୍ତି,
ବର୍ତ୍ତୀ : ସ୍ଥାନ ଦୂରବର୍ତ୍ତୀ, ଗ୍ରାମ ପାର୍ଶ୍ଵବର୍ତ୍ତୀ, ଆମ ରାଜ୍ଯ ସୀମାବର୍ତ୍ତୀ,
ବୃତ୍ତି : ସରକାରଙ୍କ ମେଧାବୃତ୍ତି, ଛୋଟ ଯାର ମନୋବୃତ୍ତି, ଭୟଙ୍କର ଦସ୍ୟୁବୃତ୍ତି, ମେଧାବୀଙ୍କୁ ଛାତ୍ରବୃତ୍ତି, ରାସ୍ତା ନିର୍ମାଣରେ ପରିପୂର୍ତ୍ତି(ସମ୍ପୂର୍ଣ୍ଣତା), —– କେତେ ନିନ୍ଦା ଅପଖ୍ଯାତି, ଅନୁଭୂତି ସତ୍ୟ, ଲାଗେ ଅପ୍ରତୀତି(ଅବିଶ୍ୱାସ), କର୍ମରୁ ଅବ୍ୟାହତି, ମହାସତୀ ଅରୁନ୍ଧତୀ(ବଶିଷ୍ଠଙ୍କ ପତ୍ନୀ), ଏ ନିଷ୍ପତ୍ତି ଆତ୍ମଘାତୀ,
ହୁଅ ଆୟୁଷ୍ମତୀ, ପ୍ରିୟ ବୃତ୍ତି ଓକିଲାତି, ଗୁଆକଟା ଗୁଆକାତି, ତାର ନାତି ପଣନାତି, ମୋରପ୍ରିୟ ପରିଚିତି, ପରିଶ୍ରମ ପରିଣତି, ପୂଜା କର ଯାଥାରୀତି, ସୁନାରୂପା ହୀରାମୋତି,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ସୌମ୍ୟାଗାନୀ ଶବ୍ଦଗଙ୍ଗା (14)
ତି : 12 ଶବ୍ଦରେ
ପତି : ଧନ୍ୟ ପୁଣ୍ୟପ୍ରାଣ ପ୍ରିୟ ଅଶ୍ଵପତି(ସାବିତ୍ରୀଙ୍କ ପିତା), ଧନ୍ୟ ଆମ ରାଜା ରାଜ୍ଯ ଅଧିପତି(ରାଜା, ପ୍ରଭୁ) ଦୟାକର ଦୁଃଖହାରି ଉମାପତି(ଶିବ, ଭୂତପତି), ସେବାରତ ପକ୍ଷୀରାଜ ଖଗପତି(ଗରୁଡ଼), କୀର୍ତ୍ତିଶାଳୀ କଳିଙ୍ଗର ଗଜପତି, ଦୟାକର ଦିନ ଜନେ ଜନ୍ତୁପତି(ଯମ), ଶିବାଜୀ ଥିଲେ ମହାନ୍ ଛତ୍ରପତି(ସମ୍ରାଟ), ଅତୁଳ ବିଭବ ଲାଗି ଧନପତି(କୁବେର), ଜ୍ୟୋତ୍ସ୍ନା ବୁଣେ ନୀଶିଥିନୀ ନିଶାପତି(ଚନ୍ଦ୍ର), ପୁଣ୍ୟଶ୍ଳୋକ ପୂଜ୍ୟ ଶ୍ରେଷ୍ଠ ନରପତି(ରାଜା), ପଶୁମେଳେ ବନରାଜ ପଶୁପତି(ସିଂହ), ଯମପୂରେ ମୋକ୍ଷଦାତା ପିତୃପତି(ଯମ), କଳିଙ୍ଗ ସେନାର ବାହିନିପତି(ସେନାପତି), ସ୍ଵର୍ଗ ଶୋଭା ନୀଳ ବାହିନୀପତି(ସମୁଦ୍ର) ମୃଗପ୍ରିୟ ପଶୁପତି,ମୃଗପତି(ସିଂହ, ମୃଗେନ୍ଦ୍ର), ମଥୁରାରେ ରାଜା ହେଲେ ଯଦୁପତି(ଶ୍ରୀକୃଷ୍ଣ), ନବ ନିର୍ବାଚିତ ଆମ ରାଷ୍ଟ୍ରପତି, ଦୟାମୟ ଦୀନବନ୍ଧୁ ରମାପତି(ନାରାୟଣ), ରଘୁନାଥ ସୀତାପତି ରଘୁପତି(ରାମ), ପୁଷ୍ପଧନୁ ପୁଷ୍ପପ୍ରିୟ ରତିପତି(କନ୍ଦର୍ପ), ପୁଷ୍ପପ୍ରିୟ ରୁତୁରାଜ ରୁତୁପତି(ବସନ୍ତ), ମଘବା, ସୁରେଶ ନାମ ସୁରପତି(ଇନ୍ଦ୍ର), ବିଚକ୍ଷଣ ମନ୍ତ୍ରୀ ଥିଲେ ବିଦ୍ୟାପତି(ମନ୍ତ୍ରୀ) ରାଜ୍ଯପାଳ ଆମ ପ୍ରିୟ କୁଳପତି , ଧନଶାଳୀ ରାଜା, ପ୍ରଜା କୋଟିପତି, କିଏ ଏହି ଘରବାରି ଥାନପତି ? (ସ୍ଥାନର ମାଲିକ), ଉଦ୍ଯୋଗ ବଳେ ହେଲେ ଲକ୍ଷପତି, ଆହେ ଦୟାମୟ ବିଷ୍ଣୁ ଲକ୍ଷ୍ମୀପତି(ନାରାୟଣ), ଆଜି ଏ ସଭାରେ ତୁମେ ସଭାପତି, କଳିଙ୍ଗ ସେନାର ପ୍ରିୟ ସେନାପତି, ସ୍ଵର୍ଗପୁରେ ବଜ୍ରଧାରୀ ଶଚୀପତି (ଇନ୍ଦ୍ର), ଲାଭଖୋର ବ୍ୟବସାୟୀ ପୁଞ୍ଜିପତି,
ଶୋଭାଶାଳl ନୀଳ ସରିତ୍ ପତି(ସମୁଦ୍ର),
ବତୀ : ପୁଣ୍ଯତୋୟl ନଦୀ ଧନ୍ଯ ଇନ୍ଦ୍ରାବତୀ(ନଦୀ), ବ୍ରହ୍ମଦେଶେ ପ୍ରିୟ ନଦୀ ଇରାବତୀ(ନଦୀ),
ଯଶସ୍ଵିନୀ ପ୍ରିୟ ରାଣୀ କଳାବତୀ(କଳିଙ୍ଗର ରାଣୀ, ବ୍ରହ୍ମେଶ୍ବର ମନ୍ଦିର ଗଢିଥିଲେ), କୃଷ୍ଣ ପ୍ରିୟ ପାଟ୍ଟରାଣୀ ଜାମ୍ବବତୀ (ଶ୍ରୀକୃଷ୍ଣଙ୍କ ଅଷ୍ଟ ପାଟବଂଶୀ ମଧ୍ୟରୁ ଜଣେ ପାଟ୍ଟରାଣୀ), ହୁଅ ରାଣୀ ତୁମେ ସୌଭାଗ୍ୟବତୀ,ପୁତ୍ରବତୀ, ସୌନ୍ଦର୍ଯ୍ୟର ରାଣୀ ଥିଲେ ପଦ୍ମାବତୀ (ଚିତୋରର ରାଣୀ, କବି ଜୟଦେବଙ୍କ ପତ୍ନୀ, କାଞ୍ଚି ରାଜଜେମା ହେଲେ ଗଜପତି ପୁରୁଷୋତ୍ତମଙ୍କ ରାଣୀ), ବିଜୁ ଦେଲେ କନ୍ୟା ନାମ ମେଘାବତୀ(ସୁକର୍ଣ୍ଣୋ କନ୍ୟା), ପ୍ରାଚୀନ ନଗରୀ ନାମ କର୍ଣ୍ଣାବତୀ (ଅହମଦାବାଦର ପ୍ରାଚୀନ ନାମ), ବାଣପୁରେ ଅଧିଷ୍ଠାତ୍ରୀ ଭଗବତୀ(ସରସ୍ଵତୀ, ଦୁର୍ଗା), ଦୟାମୟୀ ମାଗୋ ଦେବୀ ଭଗବତୀ, ରାଣୀ ଥିଲେ ବୀରlଙ୍ଗନା ଭାଗ୍ୟବତୀ, ପ୍ରିୟ ଗୀତ ମୋର ଶୁଣେ ରଙ୍ଗବତୀ, ଗଣନା ସୂତ୍ରଲାଗି ସୁପ୍ରସିଦ୍ଧ ଲୀଳାବତୀ(ବିଦୁଷୀ ନାରୀ), ଉପେନ୍ଦ୍ରଭଞ୍ଜଙ୍କ ଲାବଣ୍ୟବତୀ(କାବ୍ଯ), ମହାଭାରତର ରାଣୀ ସତ୍ୟବତୀ, ହିମାଳୟ କନ୍ୟା ଦେବୀ ହୈମଵତୀ(ପାର୍ବତୀ), ଧୀରେ ଧୀରେ ଜଳେ ମହମବତୀ, ଶୋଭାସ୍ଵର୍ଗ ଦିବ୍ୟ ଅମରାବତୀ(ଇନ୍ଦ୍ରପୁରୀ),
ପ୍ରୀତି: କୃତଜ୍ଞତା ଜଣାଉଛି ଦେଶପ୍ରତି, ମାତୃଭୂମି ପ୍ରୀତି ପୁଣ୍ୟ ଦେଶପ୍ରୀତି, ପୁଣ୍ୟପ୍ରାଣ ପୁଣ୍ୟ ଭାବ ଦିବ୍ୟପ୍ରୀତି, ଧନ୍ୟ ତୁମ ନୀତି ନିଷ୍ଠା ଧର୍ମପ୍ରୀତି, ପୂଜା ଲାଗି ପ୍ରିୟ ମୋର ପୁଷ୍ପପ୍ରୀତି, ଅନାବିଳ ସ୍ନେହ ଶ୍ରଦ୍ଧା ପୁଣ୍ୟପ୍ରୀତି,
କବି ପ୍ରାଣ ମନ ହୃଦ ବିଶ୍ଵପ୍ରୀତି, ମଙ୍ଗଳମୟ ସଦା ବିଭୁପ୍ରୀତି ବିଶ୍ଵପ୍ରାଣ ବିଭୁମୟ ବିଭୁପ୍ରୀତି, ଲଭି ତାର ସ୍ନେହ ଶ୍ରଦ୍ଧା ଭାବପ୍ରୀତି, ବିଭୁମୟ ବିଶ୍ଵପ୍ରାଣ ଭାବପ୍ରୀତି, ଅନାବିଳ ହୃଦ ସ୍ନେହଶ୍ରଦ୍ଧା ପ୍ରୀତି, ବସୁନ୍ଧରା କୋଳେ ଶାନ୍ତି ମୈତ୍ରୀ ପ୍ରୀତି, ଧନ୍ୟ ବୃଦ୍ଧ କାଳେ ମାତୃଭାଷା ପ୍ରୀତି, ମହାନୀୟ ପ୍ରାଣ ଲଭି ମଧୁପ୍ରୀତି, ଦେଖି ସଖୀ ମଧୁହାସ ଲାଜପ୍ରୀତି, ଧନ୍ୟ ସ୍କୁଲସାଙ୍ଗ ମେଳ ସୁଖ ପ୍ରୀତି, ଅଭୁଲା ଜୀବନେ ଦୁଃଖ ଅଶ୍ରୁପ୍ରୀତି, ପ୍ରକାଶିତ କବି ହୃଦ କୃଷ୍ଣପ୍ରୀତି, କୃଷ୍ଣପ୍ରାଣ କୃଷ୍ଣଭାବ କୃଷ୍ଣପ୍ରୀତି ସ୍ମରଣୀୟ ସ୍ନେହଶ୍ରଦ୍ଧା ବନ୍ଧୁପ୍ରୀତି,
ଗତି: କୃଷି ଶିଳ୍ପ କ୍ଷେତ୍ରେ ବହୁ ଅଗ୍ରଗତି, ହେଲା ତାର ପାପଲାଗି ଅଧୋଗତି, ରାଜାଙ୍କର ଏବେ ହେଲା ଅବଗତି, ଅସମୟ କାଳ ଆଉ ଅନ୍ୟଗତି, ଚଳମାନ ବିଶ୍ଵ ହିତେ ସଦାଗତି(ବାୟୁ,ସୂର୍ଯ୍ୟ) ମରଣ କାଳେ ଲଭିଲେ ସଦ୍ ଗତି(ମୋକ୍ଷ), ଉଲ୍ କା ପରି ଉଜ୍ଜ୍ଵଳ କ୍ଷିପ୍ରଗତି, ନଦୀ କୂଳେ ସମୀରଣ ମନ୍ଦଗତି(ଧୀର) ଲଢି ଲଭିଲେ ରଣେ ପରମଗତି, ରଣକ୍ଷେତ୍ରେ ଲଭିଥିଲେ ବୀରଗତି, ରାଜହଂସୀ ଦଳ ଦୃଶ୍ୟ ଧୀରଗତି, ନାହିଁ ତା ଭାଗ୍ୟରେ ଆଉ ଭଲଗତି,
ମତି : ଦିଅ ମତେ ଯିବା ଲାଗି ଅନୁମତି, ଜାଣିଲେ ଥିଲା ମୋର ଅସହମତି, କବି ଗଙ୍ଗାଧର କାବ୍ଯ “ଇନ୍ଦୁମତୀ”, ରୁତୁମତି ଫୁଲ ଫୁଟେ ନିତିନିତି, ଭଲ ନୁହେଁ ରାଜ୍ଯ ହିତେ ତୋଷାମତି, ବସୁନ୍ଧରା ପ୍ରିୟ ନାମ ବସୁମତୀ, ଚାଉଳ ସୁବାସ ନାମ ବାସୁମତୀ (ଚାଉଳ), ଦୁର୍ଯ୍ଯୋଧନ ପାଟ୍ଟରାଣୀ ଭାନୁମତୀ, ଯାଇ ନାହିଁ ଯା ବାଲ୍ୟ ଚପଳମତି, ଦେଖ ଜ୍ଞାନ ବିଜ୍ଞାନର କରାମତି, ଜାଣି ତୁମେ ପିଲାଲୋକ କୋମଳମତି, ଧିକ୍ ତା ଜୀବନ ହାୟ ହୀନମତି, ଶୁଭ କାର୍ଯ୍ୟେ ଲୋଡ଼ା ତୁମ ସହମତି, ମଧୁସ୍ମିତା ନାମ ପରି ମଧୁମତୀ, ଏ ବାଳକ ବଡ ପ୍ରତ୍ୟୁତ୍ପନ୍ନମତି, ଗାନ୍ଧୀଙ୍କ ଆଶ୍ରମ ସାବରମତୀ (ଅହମଦାବାଦ),
ନୀତି: ଦେଶ ବିଦେଶରେ ନାନା କୂଟନୀତି, ରାଷ୍ଟ୍ରଦୂତ ପ୍ରିୟ କାର୍ଯ୍ୟ କୂଟନୀତି, ରାଷ୍ଟ୍ରହିତ ଲାଗି ଆମ ରାଷ୍ଟ୍ରନୀତି, କ୍ଷମତା ଲାଗି ହୀନ ରାଜନୀତି, ଜିଣିବାକୁ ବୁଦ୍ଧି ବଳେ ରଣନୀତି, ମାନି ଚଳ ପୂଜା ବିଧି ରୀତିନୀତି, ସର୍ବପ୍ରିୟ ଆମ ଦେଶ ଶାନ୍ତିନୀତି, ଉନ୍ନତି ଲାଗି କୃଷି, ଶିଳ୍ପନୀତି, ଶ୍ରେଷ୍ଠ ଚିରକାଳ ଦୟା କ୍ଷମା ନୀତି, ରାଜ୍ଯ ହିତେ ରାଜା ପ୍ରିୟ ନ୍ୟାୟ ନୀତି, ପ୍ରଚଳିତ କେତେ ପ୍ରଥା ରୀତି ନୀତି, ପୁଣ୍ୟ ଅଟେ ଧର୍ମକର୍ମ, ଧର୍ମନୀତି, ଆସୁଥିବ ମନ୍ଦିରକୁ ନିତିନିତି(ପ୍ରତିଦିନ),
ଭୁତି: ମଧୁମୟ ସାଙ୍ଗମେଳ ଅନୁଭୂତି, ଶେଷ ନାହିଁ ଦୁଃଖସୁଖ ଅନୁଭୂତି, ଆନନ୍ଦ ବିଷାଦ ବହୁ ଅନୁଭୂତି, କେତେ କଥା ଅଙ୍ଗେନିଭା ଅନୁଭୂତି, ବ୍ୟାଙ୍କରେ ଜମା ପ୍ରତିଭୂତି(security deposit), ପ୍ରାଚୀନ ନାଟ୍ୟକାର ଭବଭୂତି, ଅଭୁଲା ଜୀବନେ ତୋ ସହାନୁଭୂତି,
ସ୍ଥିତି: ଜାଣ ତାର କେଉଁ ସ୍ଥାନେ ଅବସ୍ଥିତି, ଲୋଡ଼ା ଶୁଭ କାର୍ଯ୍ୟେ ତୁମ ଉପସ୍ଥିତି, ଭୟଙ୍କର ଭୟାନକ ପରିସ୍ଥିତି, ଉତ୍ତେଜନା ଲାଗିଅଛି ଯୁଦ୍ଧସ୍ଥିତି,
ରାତି : ମଧୁମୟ ଜ୍ୟୋତ୍ସ୍ନାଝରା ଜହ୍ନରାତି, ଜ୍ୟୋତ୍ସ୍ନାସ୍ନାତ ପ୍ରୀତିକର ଜହ୍ନରାତି ଘୋଟିଆସେ କାଳ ଦେଖ କାଳରାତି, ଖଟିଖଟି ପ୍ରାଣ ଯାଏ ଦିନରାତି, କି ସୁନ୍ଦର ଧରା କୋଳେ ଦିବାରାତି, ରିମ୍ ଝିମ ଶ୍ରାବଣର ମେଘରାତି, ଶୁକ୍ଳ ଶୁଭ୍ର ଜ୍ୟୋତ୍ସ୍ନା ଚାନ୍ଦିନୀରାତି, ଜଣାଉଛି ବନ୍ଧୁ ଆଜି ଶୁଭରାତି, ଶ୍ମଶାନରେ ଜୀବନର ଶେଷରାତି, ଚାଲିଗଲେ ସ୍ଵର୍ଗପୁରୀ ରାତିରାତି, ମାଡ଼ିଆସେ କିଟିକିଟି ଅମାରାତି(ଅନ୍ଧାର),
ବତୀ: ଚନ୍ଦନ ସୁବାସ ବାସ ଧୂପବତୀ, ନବମଲ୍ଲିକl ଏ ନବଯୁବତୀ, ମହକୁଛି ଘରେ ଅଗରବତୀ, ନାମ ଯାର ଧନ୍ଯ ଅଟେ ଜ୍ଞାନବତୀ , ପ୍ରିୟ ଗୀତ ମୋର ଶୁଣେ ରଙ୍ଗବତୀ, ଅପରୂପl ଅପସରା ରୂପବତୀ,
ଜାତି : ବେଦ ଅଧ୍ୟୟନ ଲାଗି ଆର୍ଯ୍ଯଜାତି, ଦେଶର ଗୌରବ ଆମ ଜନଜାତି, ଯୁଗେଯୁଗେ ଧନ୍ଯ ନାରୀ, ନାରୀଜାତି, କଳିଙ୍ଗା ଜନନୀ ପୁତ୍ର ବୀରଜାତି, ଭାରି ଉପକାରୀ ଶାଗ ବାରଜାତି, ବଗିଚାରେ ଫୁଲ ଫୁଟେ ନାନାଜାତି,
ଗୀତି: ଗ୍ରାମେ ଗ୍ରାମେ ଲୋକପ୍ରିୟ ଲୋକଗୀତି, କବି ହୃଦ ଦୁଃଖ ଏହି ଶୋକଗୀତି, ଚମତ୍କାର ଚଳଚିତ୍ର ଚିତ୍ରଗୀତି, ଅନୁଷ୍ଠିତ ହେଲା ଆଜି ନାଟ୍ଯଗୀତି, ପ୍ରଭାତ ପ୍ରହରେ ଏ ମଙ୍ଗଳଗୀତି, ସୁମଧୁର ସ୍ଵର ମୁଗ୍ଧ ବାଦ୍ୟଗୀତି, ପୁରାତନ ଗୀତ ଅଟେ ଚର୍ଯ୍ୟାଗୀତି, କଳିଙ୍ଗ ବିଜୟ ଗୀତି ଜୟଗୀତି,
ପ୍ରତି: ଦୟାଭାବ ରଖିଥିବ ଜୀବପ୍ରତି, ନିଷ୍ଠାବାନ ଜୀବନରେ ଧର୍ମପ୍ରତି, ଦୃଷ୍ଟିରଖ ସଦା ନିଜ ସ୍ୱାସ୍ଥ୍ୟ ପ୍ରତି, ଦରବୃଦ୍ଧି ଦେଖ ଘଟେ ନିତିପ୍ରତି, ମଜୁରୀ ହିସାବ କର ଦିନପ୍ରତି,
ପାତି: ପିଜୁଳି ପରି ଏ ଫଳ ନାସପାତି, ନ୍ୟାୟ ବିଚାରରେ ନୁହେଁ ପକ୍ଷପାତୀ, ସହିଗଲା ଅପମାନ ମଥାପାତି, ଭିକ୍ଷା ମାଗେ ଦୁଃଖ ଲାଗି ହାତପାତି, କଳା ରଙ୍ଗ ବୋଳା କଜଳପାତି,
କୃତି: ଗୀତଗୋବିନ୍ଦ କାବ୍ଯ ଜୟଦେବ କବିକୃତି, କବି ଜୟଦେବଙ୍କ ଅମରକୃତି, ମଧୁବାବୁଙ୍କ ପୂର୍ଣ୍ଣ ଅବୟବ ପ୍ରତିକୃତି,
ବିପଦ ପଡିଲେ ବୋଲ “ଗଜସ୍ତୁତି”, ପ୍ରସଂଶା କାଳେ ନିନ୍ଦା ଗୀତ ବ୍ୟାଜସ୍ତୁତି, ଯୁଦ୍ଧହେବ ଜାଣି ଏ ପୂର୍ବପ୍ରସ୍ତୁତି,
ପ୍ରୀତିମୁଗ୍ଧ ସଖୀ ପ୍ରୀତି ମଧୁସ୍ମୃତି, ଅବିସ୍ମରଣୀୟ ସାଙ୍ଗସାଥି ସ୍ମୃତି, ପ୍ରୀତିଲଗ୍ନl ସ୍ନେହପ୍ରୀତି ପ୍ରିୟସ୍ମୃତି,
ମନମୋହେ ବନପୁଷ୍ପ ବନସ୍ପତି(ବଡବଡ ଗଛ), ବନଭୂମି ବନ ପୁଷ୍ପ ବନସ୍ପତି ଗ୍ରାମ ରବିରାୟ ଧନ୍ଯ ବାଚସ୍ପତି(ଲୋକସଭା), ଗ୍ରହରାଜ ଗ୍ରହ ମଧ୍ୟେ ବୃହସ୍ପତି,
ଦେଇଥିଲେ ମନ୍ତ୍ରୀ କେତେ ପ୍ରତିଶ୍ରୁତି, ଗ୍ରାମରେ ପ୍ରାଚୀନ କାଳୁ ଜନଶ୍ରୁତି, ଦେଖ ଚୋର କାରସାଦି ଜାଲିଆତି, ପିଲାବେଳେ ହୁଏ କର୍ମ ପଞ୍ଚୁଅlତି, ସାବଧାନ ହୁଅ ଜାଣି ବିଚ୍ଛୁଆତି, କାମଳ ରୋଗକୁ ଉପକାରୀ ମଞ୍ଜୁଆତି(ଗଛ), ଆଜି ତରକାରୀ ହେବ ସାଗୁଆତି(ମାଂସ), ନାହିଁ ଟିକେ ଚୋର ମନେ ଭୟଭୀତି, ମନ ମଧ୍ୟେ ଘୋଟିଗଲା ମହାଭୀତି, ରାଜାଘର ଥାଟ ଲାଗି ଘୋଡାହାତୀ, ଗାମୁଛା ଏ ମୋର ଅଟେ ଚଉହାତି, କଳିଗୋଳ ଗାଳିମନ୍ଦ ହାତାହାତି, କଳିଙ୍ଗର ଶାଢ଼ୀ ଦେଖ ବାରହାତି, ବନ୍ୟା ବାତ୍ୟା ଲାଗି ରାଜ୍ୟ ଅବନତି, ବ୍ରହ୍ମଜ୍ଞାନ ଜ୍ଞାନଯୋଗ “ନେତିନେତି”(ଏହା ନୁହଁ, ତାହା ନୁହଁ), ଯଜ୍ଞରେ ହୋଇବ ଆଜି ପୂର୍ଣ୍ଣାହୁତି, ଦିଅ ନାହିଁ ଦୁଃଖ ଲାଗି ଆତ୍ମାହୁତି, ବନ୍ଦନୀୟl ପୂଜନୀୟl ପଞ୍ଚସତୀ, ବାଗଦେବୀ, ବାଗ୍ମୟୀ ନାମ ସରସ୍ଵତୀ, ସ୍ରୋତସ୍ୱିନୀ ପୁଣ୍ୟସ୍ରୋତl ସ୍ରୋତସ୍ବତୀ(ନଦୀ),
ବନ୍ୟାରେ ବହୁତ ହେଲା କ୍ଷୟକ୍ଷତି, ଜୀବନରେ ଦେଖ ନାହିଁ ଲାଭକ୍ଷତି, ମହକୁଚି ମଲ୍ଲୀ, ମଧୁମାଳତୀ, ମନ୍ଦିରରେ ଶୁଭେ ମଙ୍ଗଳଆଳତି ପୁରୀରେ ଜାଣିବ ନାହିଁ ଛୁଆଁଛୁତି, ଘଟିଲାଣି ଭାଇ ଆମ ଧୈର୍ଯ୍ଯଚ୍ୟୁତି, ଦେଖ ଆଗ ଘରବାଡ଼ି ଚଉକତି(ଚାରିପାଖ), ଝିଅ ମେଳେ ପ୍ରିୟ ପୁଚି, କିତିକିତି, ନୀଳଜଳେ ଫୁଟିଉଠେ ନୀଳଜ୍ୟୋତି,
ପ୍ରଭାତରେ ଶୁକ୍ଳ ଶୁଭ୍ର ଦିବ୍ୟଜ୍ୟୋତି,
କୀର୍ତ୍ତି : ଲଭିଲେ ଅମ୍ଳାନ କବି ଯଶକୀର୍ତ୍ତି, ଶତ୍ରୁଘ୍ନଙ୍କ ପ୍ରିୟ ରାଣୀ ଶ୍ରୁତକୀର୍ତ୍ତି, କୋଣାର୍କ ଏ ଜାତିର ଅମରକୀର୍ତ୍ତି,
ମୂର୍ତ୍ତି: ବିଘ୍ନ ବିନାଶକ ଦେବ ମଙ୍ଗଳମୂର୍ତ୍ତି, ଦଶହରା ପୂଜା ଲାଗି ଦୁର୍ଗା ମୂର୍ତ୍ତି , ମହାତ୍ମାଙ୍କ ଲାଗି ଗଢା ପ୍ରତିମୂର୍ତ୍ତି, ଦେଖି ତାର ଭୟଙ୍କର ଛାୟାମୂର୍ତ୍ତି, କମନୀୟ କାନ୍ତି ଦିବ୍ୟ କୃଷ୍ଣମୂର୍ତ୍ତି,
ବର୍ତ୍ତୀ : ଏହି ସ୍ଥାନ ଘରଠାରୁ ଦୂରବର୍ତ୍ତୀ, ଧାନକ୍ଷେତ ଦୃଶ୍ୟ ଗ୍ରାମ ପାର୍ଶ୍ଵବର୍ତ୍ତୀ, ମଗଧ ଆମର ରାଜ୍ଯ ସୀମାବର୍ତ୍ତୀ,
ବୃତ୍ତି : ସରକାରଙ୍କ ପ୍ରଦତ୍ତ ମେଧାବୃତ୍ତି, ମହତ୍ କାର୍ଯ୍ୟେ ଯାର ମନୋବୃତ୍ତି, ଭୟଙ୍କର ଘୃଣ୍ୟ ଚୋରି, ଦସ୍ୟୁବୃତ୍ତି, ମେଧାବୀ ଛାତ୍ରଙ୍କୁ ଦିଅ ଛାତ୍ରବୃତ୍ତି, ରାସ୍ତା ନିର୍ମାଣରେ ଶୀଘ୍ର ପରିପୂର୍ତ୍ତି(ସମ୍ପୂର୍ଣ୍ଣତା), —– କେତେ ନିନ୍ଦା ଅପନିନ୍ଦା ଅପଖ୍ଯାତି, ଅନୁଭୂତି ସତ୍ୟ, ଲାଗେ ଅପ୍ରତୀତି(ଅବିଶ୍ୱାସ), କର୍ମରୁ ନେଲେ ଆଜି ଅବ୍ୟାହତି, ମହାସତୀ ନାରୀ ଥିଲେ ଅରୁନ୍ଧତୀ(ବଶିଷ୍ଠଙ୍କ ପତ୍ନୀ), ଏ ନିଷ୍ପତ୍ତି ତୁମ ହେଲା ଆତ୍ମଘାତୀ,
ହୁଅ ଅହି ସୁଲକ୍ଷଣୀ ଆୟୁଷ୍ମତୀ, ପ୍ରିୟ ବୃତ୍ତି ମୋର ଅଟେ ଓକିଲାତି, ଗୁଆକଟା ଯନ୍ତ୍ର ଦେଖ ଗୁଆକାତି, ତାର ଥିଲେ ବହୁ ନାତି ପଣନାତି,
ପରିଶ୍ରମ ଫଳ ସୁଖ ପରିଣତି, ପୂଜା କର ଶୁଦ୍ଧ ମନେ ଯାଥାରୀତି, ସୁନାରୂପା ଅଳଙ୍କାର ହୀରାମୋତି,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଗାନୀସ୍ନିଗ୍ଧା ଶବ୍ଦ ଗଙ୍ଗା (15)
3 ଶବ୍ଦରେ: ତି
ଅଜାତି, ଅଗତି, ଅଖ୍ୟାତି, ଅଦିତି (ଦେବତାଙ୍କ ମାତା), ଅଧୀତି(ସ୍ମରଣ, ଅଧୟନ), ଅନୀତି, ଅରାତି(ଶତୃ),
ଆକୃତି, ଆରତି, ଆଳତି, ଆହୁତି, ଉନ୍ନତି, କାକୁତି, କୁଖ୍ୟାତି, ଗୋମତୀ (ନଦୀ ନାମ), ଜ୍ୟାମିତି, ଝଟତି(ଶୀଘ୍ର), ତଡତି(ଶୀଘ୍ର), ତବତି(ତାତି), ଦିହlତି(ଜୀବନକାଳ), ଦୀଧିତି(କିରଣ), ଦୁର୍ଗତି, ଦୁର୍ନୀତି, ଦୁଷ୍କୃତି, ନଉତି, ନିକିତି, ନିୟତି, ନିହାତି, ନିଷ୍ପତ୍ତି, ନିବୃତ୍ତି, ନୃପତି, ପଦାତି, ପାଉତି, ପାର୍ବତୀ, ପ୍ରକୃତି, ପ୍ରଗତି, ପ୍ରଣତି, ପ୍ରସ୍ତୁତି, ବଡତି(ଭାଗ୍ୟ ଉଦୟ), ବିନତି, ବିବୃତି, ବିଭୂତି, ବିସ୍ତୃତି, ବିବୃତ୍ତି(ଘୂର୍ଣ୍ଣନ), ବିରତି, ବିଲାତି, ବ୍ରତତୀ (ଲତା), ଭଗତି(ଭକ୍ତି), ଭାରତୀ(ସରସ୍ଵତୀ, ଭାଷା) , ଭାସ୍ଵତୀ (ଦୀପ୍ତି), ଭୂପତି (ରାଜା), ମାରୁତି (ହନୁମାନ), ମାଳତୀ (ଫୁଲ), ମଧୁମାଳତୀ, ବର୍ଷାମାଳତୀ, ମୀନତି, ଯଯାତି, ଯୁବତୀ, ରେବତୀ (ନକ୍ଷତ୍ର) ଶାଶ୍ଵତୀ(ପୃଥିବୀ), ସନ୍ତତି(ସନ୍ତାନ), ସମ୍ମତି, ସ୍ୱୀକୃତି, ସୁକୃତୀ (ପୁଣ୍ୟବlନ), ସୁକୃତି(ସତ୍କର୍ମ) ସୁଖ୍ୟାତି, ସୁନୀତି, ସେବତୀ (ଫୁଲ), ସ୍ଥପତି,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଗାନୀଜ୍ୟୋତି ଶବ୍ଦ ଗଙ୍ଗା (16)
3 ଶବ୍ଦରେ: ତି
ଅର୍ଜିଲେ ଅଖ୍ୟାତି, ଦିତି ଅଦିତି, ଦିତି (ଅସୁରଙ୍କ ମାତା), ଅଦିତି (ଦେବତାଙ୍କ ମାତା), ବିଦ୍ୟା ଅଧୀତି(ସ୍ମରଣ, ଅଧୟନ), ଦୁର୍ନୀତି ଅନୀତି, ଅଦୃଶ୍ୟ ଅରାତି(ଶତୃ),
ସୁନ୍ଦର ଆକୃତି, ମନୁଷ୍ୟ ଆକୃତି ମନ୍ଦିର ଆରତି, ସନ୍ଧ୍ୟା ଆଳତି, ଜୀବନ ଆହୁତି, ଯଜ୍ଞରେ ଆହୁତି ଜୀବନେ ଉନ୍ନତି, ବିନୟ କାକୁତି, ଅର୍ଜିଲା କୁଖ୍ୟାତି, ଗଙ୍ଗା ଠୁ ଗୋମତୀ (ନଦୀ ନାମ), ଗଣିତ ଜ୍ୟାମିତି, ଜୀବନ ଜ୍ୟାମିତି ଧାଇଁଲେ ଝଟତି(ଶୀଘ୍ର), ଆସିଲେ ତଡତି(ଶୀଘ୍ର), ଭୀଷଣ ତବତି(ତାତି), ଦିହlତି(ଜୀବନକାଳ), ସକାଳ ଦୀଧିତି(କିରଣ), ପଡିଲା ଦୁର୍ଗତି,
ସବୁଠି ଦୁର୍ନୀତି, ଦୁଷ୍କର୍ମ ଦୁଷ୍କୃତି, ଦଧି ନଉତି(ମନ୍ଦିର ଶିଖର), ନ୍ୟାୟ ନିକିତି, ନିର୍ଦୟ ନିୟତି, ଦରକାର ନିହାତି, ଚରମ ନିଷ୍ପତ୍ତି, କଠୋର ନିଷ୍ପତ୍ତି ସେବାରୁ ନିବୃତ୍ତି, କଳିଙ୍ଗ ନୃପତି, ସେନାନୀ ପଦାତି, ପଟ୍ଟl ପାଉତି, ମହେଶ ପାର୍ବତୀ,
ସୁନ୍ଦରୀ ପ୍ରକୃତି, ଦେଶର ପ୍ରଗତି, ବିନମ୍ର ପ୍ରଣତି, ଯିବାକୁ ପ୍ରସ୍ତୁତି, ଜୀବନେ ବଡତି(ଭାଗ୍ୟ ଉଦୟ), ବଚନ ବିନତି, ନେତାଙ୍କ ବିବୃତି, ଐଶ୍ୱର୍ଯ୍ୟ ବିଭୂତି,
ବନାନୀ ବିସ୍ତୃତି, କାର୍ଯ୍ୟରୁ ବିରତି, କୁସୁମ ବ୍ରତତୀ (ଲତା), ଭଗତ ଭଗତି(ଭକ୍ତି), ବାଗଦେବୀ ଭାରତୀ(ସରସ୍ଵତୀ, ଭାଷା) , ଭାସ୍କର ଭାସ୍ଵତୀ (ଦୀପ୍ତି), ଉତ୍କଳ ଭୂପତି (ରାଜା), ମନ୍ଦିର ମାରୁତି (ହନୁମାନ), ପୁଷ୍ପିତ ମାଳତୀ (ଫୁଲ), ମଧୁମାଳତୀ, ବର୍ଷାମାଳତୀ, କାକୁତି ମୀନତି, ନରେଶ ଯଯାତି, ସୁନ୍ଦରୀ ଯୁବତୀ, ଉଜ୍ଜ୍ଵଳ ରେବତୀ (ନକ୍ଷତ୍ର) ସୁନୀଳ ଶାଶ୍ଵତୀ(ପୃଥିବୀ), ସନ୍ତାନ ସନ୍ତତି(ସନ୍ତାନ), ସବୁରି ସମ୍ମତି, ସଦୟ ସ୍ୱୀକୃତି, ଜୀବନ ସୁକୃତୀ (ପୁଣ୍ୟବlନ), ଜୀବନେ ସୁକୃତି(ସତ୍କର୍ମ) କବିଙ୍କ ସୁଖ୍ୟାତି, ରାଜ୍ଯରେ ସୁନୀତି, କୁସୁମ ସେବତୀ (ଫୁଲ), ପ୍ରସିଦ୍ଧ ସ୍ଥପତି, ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଗାନୀଶ୍ଲୋକl ଶବ୍ଦଗଙ୍ଗା (17)
4 ଶବ୍ଦରେ: କ
ଅତ୍ୟଧିକ, ଅଚାନକ, ଅନିଚ୍ଛୁକ, ଅବିବେକ, ଅବଲୋକ(ଦୃଶ୍ୟ), ଅଭିଷେକ, ଅମାୟିକ, ଅମୂଳକ, ଅରାଜକ, ଅଲୌକିକ, ଅରଣ୍ୟକ, ଅଳନ୍ତକ(ଅଳତା), ଅହେତୁକ, ଅତ୍ୟଧିକ,
ଆବଶ୍ୟକ, ଆବାହକ, ଆଶୁରିକ, ଆହ୍ଲାଦକ, ଆଧୁନିକ, ଆଣବିକ, ଆଧ୍ୟାତ୍ମିକ, ଆନ୍ତରିକ, ଆକସ୍ମିକ, ଆଗନ୍ତୁକ, ଆବସିକ, ଆଟବିକ(ଅରଣ୍ୟବାସୀ), ଆବାହକ, ଆରାତ୍ରିକ(ଆଳତି, ନୀରାଜନl), ଆୟୋଜକ, ଆଲୋଚକ, ଆପେକ୍ଷିକ, ଇହଲୋକ, ଇନ୍ଦ୍ରଲୋକ,
ଉତ୍ତେଜକ, ଉଦ୍ଦୀପକ, ଉତ୍ପାଦକ, ଉତ୍ପୀଡ଼କ, ଉପାସକ, ଏକାଧିକ, ଐକାନ୍ତିକ, ଐଶ୍ୱରୀକ,
କୁରୁବକ(କନିଅର ଫୁଲ) , କ୍ରୀଡ଼ନକ, କାରୁଣିକ(ଦୟାଳୁ), କାଳନ୍ତକ(ଯମରାଜ) , କାଳ୍ପନିକ, କଳାତ୍ମକ, କରଟକ (କାଉ), କଦମ୍ବକ(କଦମ୍ବ), କପର୍ଦ୍ଦକ(କଉଡି), କାପାଳିକ, କୁମ୍ଭୀପାକ(ନରକ), କୁମ୍ଭିଳକ(ଚୋର), ଜକଜକ,
ଗଙ୍ଗୋଦକ(ଗଙ୍ଗାଜଳ), ଗୁଣିତକ, ଗାଣିତିକ , ଗୁରୁପାକ,
ଚିକିତ୍ସକ, ଚାରିତ୍ରିକ, ଚକ୍ରବାକ, ଚାରିଛକ, ଚିନାଂଶୁକ(ସରୁ ପାଟଲୁଗା), ଚଣ୍ଡାଶୋକ, ଚନ୍ଦ୍ରଲୋକ,
ଟକଟକ, ଠକଠକ, ତlମସିକ, ତ୍ରୈମାସିକ, ତୀର୍ଥକାକ(ଅତି ଲୋଭୀ) ତ୍ରୟମ୍ବକ (ଶିବ), ଦେବଲୋକ, ଦୁର୍ବିପାକ, ଦିନଯାକ, ଦୁଃଖଶୋକ, ଦିବାଲୋକ, ଦକଦକ, ଧକଧକ, ଧରାଲୋକ, ଧର୍ମବକ(ଠକ), ଧର୍ମାଶୋକ, ନିଷ୍କଣ୍ଟକ, ନୈସର୍ଗିକ, ନାଗରିକ, ନାଗଲୋକ (ପାତାଳ), ନିରର୍ଥକ, ନିର୍ବିବେକ, ନରଲୋକ(ମର୍ତ୍ତ୍ୟ), ନିବାରକ, ନପୁଂସକ, ନାନ୍ଦନୀକ, ନିବାରକ, ନିବନ୍ଧକ(ଶୃଙ୍ଖଳ, କାରଣ), ନିୟାମକ(manager), ନାବାଳକ, ନିୟୋଜକ, ନିଜଲୋକ, ନିତ୍ଯଲୋକ,
ପଦାତିକ, ପରୀକ୍ଷକ, ପରଲୋକ, ପଳାତକ, ପ୍ରତାରକ, ପୈଶାଚିକ, ପ୍ରଦର୍ଶକ, ପୁଣ୍ଡରୀକ(ଶ୍ଵେତପଦ୍ମ), ପୁଣ୍ୟଲୋକ, ପୁଣ୍ୟଶ୍ଲୋକ, ପାଶବିକ, ପାଟପୋକ(ସାଧବବୋହୂ), ପିତୃଲୋକ, ପ୍ରଚାରକ, ପ୍ରାରମ୍ଭିକ, ପ୍ରାଥମିକ,ପରିପାକ(ହଜମ), ପୁଷ୍ପାଳକ, ପ୍ରାମାଣିକ, ପ୍ରସ୍ତାବକ, ପ୍ରାଣlନ୍ତକ, ପ୍ରାକୃତିକ, ପ୍ରlଭାତିକ(ପ୍ରଭାତ), ପ୍ରଶାସକ, ପ୍ରସଂଶକ,
ବାସ୍ତବିକ, ବିନାୟକ(ଗଣେଶ), ବିନାଶକ, ବଳାହକ(ମେଘ), ବିବର୍ଦ୍ଧନ, ବଡଲୋକ, ବୈମାତୃକ, ବାଚନିକ (ମୌଖିକ), ବିତରକ, ବିଦାରକ,
ବିଦୂଷକ(ହାସ୍ୟ ଅଭିନେତା) , ବିଧାୟକ, ବିବେଚକ(ବିଚାରବନ୍ତ), ବିରଚକ(ନିର୍ମାତା, ପ୍ରଣେତା) , ବିଶୋଧକ, ବିସ୍ଫୋରକ, ବିସ୍ଫୋଟକ, ବୀତାଶୋକ(ଅଶୋକ ସାନଭାଇ), ବୃନ୍ଦାରକ(ଦେବତା, ସୁନ୍ଦର, ଖ୍ୟାତ), ବୈତାଳିକ (ଭlଟ୍ଟ), ବୈଦେଶିକ, ବୈଧାନିକ,
ବୈଦ୍ୟୁତିକ, ବୈପ୍ଳବିକ, ବୈବାହିକ, ବୈମାନିକ, ବୈଜ୍ଞାନିକ, ବୈଶେଷିକ (କଣାଦ ମୁନିଙ୍କ ଦର୍ଶନ), ବୈଷୟିକ, ବ୍ୟତିରେକ(ବିନା), ବ୍ରହ୍ମଲୋକ, ବିପତ୍ନୀକ, ବିଚାରକ,
ଭୌଗଳିକ, ଭୟାନକ, ଭବଲୋକ, ଭୋକଶୋକ, ଭଲଲୋକ, ଭ୍ରମରକ(ଭ୍ରମର), ଭ୍ରମାତ୍ମକ,
ମାନସିକ, ମାଙ୍ଗଳିକ, ମାରାତ୍ମକ, ମର୍ମାନ୍ତିକ, ମରଲୋକ, ମର୍ତ୍ତ୍ୟଲୋକ, ମାନବିକ, ମନ୍ଦଲୋକ , ମୃତ୍ୟୁଲୋକ, ମାଣବକ/ ମାନବକ(ଛୋଟ ପିଲା), ମାନୁଷିକ ମୃଗାନ୍ତକ(ଚିତାବାଘ), ମାରାତ୍ମକ, ମୁତାବକ, ମାଧ୍ୟମିକ,
ରାଜସିକ, ରୈବତକ(ପର୍ବତ), ରୋମାଞ୍ଚକ, ଲକସ୍ତକ(ବିନୟ), ଲୁବଧକ(ବ୍ୟାଧ),
ସାଂସାରିକ, ସାଂଘାତିକ, ସାଙ୍କେତିକ, ସାବାଳକ, ସାମୂହିକ, ସାମ୍ପ୍ରତିକ, ସାମରିକ, ସୌଗନ୍ଧିକ(ନୀଳପଦ୍ମ), ସୂର୍ଯ୍ୟାଲୋକ, ସ୍ୱାଭାବିକ, ସ୍ଵର୍ଗଲୋକ, ସ୍ଵପ୍ନଲୋକ,
ସାହିତ୍ୟିକ, ସାମ୍ବାଦିକ, ସାମାଜିକ, ସାହସିକ, ସହଣିକ(ସହିଷ୍ଣୁ), ସାଂସ୍କୃତିକ, ସାପ୍ତାହିକ, ସପ୍ତଲୋକ, ସଂଯୋଜକ, ସଂଗଠକ, ସଂଗ୍ରାହକ, ସଂସ୍କାରକ, ସଂସ୍ଥାପକ, ସ୍ୟମନ୍ତକ(ଶ୍ରୀକୃଷ୍ଣ ଙ୍କ ମଣି), ସପତ୍ନୀକ,
ଶାରୀରିକ, ଶତାନକ(ଶ୍ମଶାନ), ଶତାନୀକ (100 ସୈନ୍ୟ) ଶିଖଣ୍ଡିକ(କୁକୁଡା), ଷାଣ୍ମାସିକ, କ୍ଷେପଣକ(ନବରତ୍ନ ପଣ୍ଡିତ),
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଗାନୀସ୍ଵର୍ଣ୍ଣl ଶବ୍ଦଗଙ୍ଗା (18)
4 ଶବ୍ଦରେ: କ
ରିକ: ଆଶୁରିକ,ଆନ୍ତରିକ, ଆକ୍ଷରିକ, ଐଶ୍ବରିକ,ନାଗରିକ, ପୁଣ୍ଡରୀକ(ଶ୍ଵେତପଦ୍ମ), ବାତ୍ସରିକ(ବାର୍ଷିକ, ସାମ୍ବତ୍ସରିକ) , ସାଂସାରିକ, ସାମରିକ,ଶାରୀରିକ,
ତିକ:
ଗାଣିତିକ ,ପଦାତିକ,ପ୍ରାକୃତିକ, ପ୍ରlଭାତିକ(ପ୍ରଭାତ), ସାଂଘାତିକ, ସାଙ୍କେତିକ,ସାଂସ୍କୃତିକ,ସାହିତ୍ୟିକ,ମର୍ମାନ୍ତିକ, ବିପତ୍ନୀକ, ଅଯୌକ୍ତିକ, ସାମ୍ପ୍ରତିକ, ଆରାତ୍ରିକ(ଆଳତି, ନୀରାଜନl), ଚାରିତ୍ରିକ,
ବିକ : ଆଣବିକ, ଅବିବେକ, ଆଟବିକ(ଆରଣ୍ୟକ, ଅରଣ୍ୟବାସୀ), ମାନବିକ, ବୈପ୍ଳବିକ, ବାସ୍ତବିକ,
ଲୋକ: ଅବଲୋକ(ଦୃଶ୍ୟ),ଇହଲୋକ, ଇନ୍ଦ୍ରଲୋକ, ଚନ୍ଦ୍ରଲୋକ, ଧରାଲୋକ,ଦିବାଲୋକ, ଦେବଲୋକ,
ନାଗଲୋକ (ପାତାଳ), ନିଜଲୋକ, ନରଲୋକ(ମର୍ତ୍ତ୍ୟ), ନିତ୍ଯଲୋକ, ପୁଣ୍ୟଲୋକ, ପିତୃଲୋକ, ପାପୀଲୋକ, ପରଲୋକ, ବଡଲୋକ, ବ୍ରହ୍ମଲୋକ,ଭବଲୋକ, ଭଲଲୋକ,ମରଲୋକ, ମର୍ତ୍ତ୍ୟଲୋକ, ମନ୍ଦଲୋକ , ମୃତ୍ୟୁଲୋକ,ଯମଲୋକ,ସୂର୍ଯ୍ୟାଲୋକ, ସ୍ଵର୍ଗଲୋକ, ସ୍ଵପ୍ନଲୋକ, ସପ୍ତଲୋକ,
ଳକ : ଅମୂଳକ(ମିଥ୍ୟା), ଅମଳକ(ଅଁଳା),ଆମଳକ(ଅଁଳା) , କୁମ୍ଭିଳକ(ଚୋର), ଅପାଳକ(ଦୁର୍ଭିକ୍ଷ, ଅନାବୃଷ୍ଟି), ନାବାଳକ, ପୁଷ୍ପାଳକ,ସାବାଳକ,
ରକ: କୁଳୀରକ(କଙ୍କଡା), ନିବାରକ, ପ୍ରତାରକ, ପ୍ରଚାରକ, ବିତରକ, ବିଦାରକ, ବୃନ୍ଦାରକ(ଦେବତା, ସୁନ୍ଦର, ଖ୍ୟାତ), ବିଚାରକ, ଭ୍ରମରକ(ଭ୍ରମର),ମାର୍ଜାରକ(ମୟୂର, ବିରାଡ଼ି), ସଂସ୍କାରକ,
ଜକ: ଅରାଜକ, ଆୟୋଜକ,ଉତ୍ତେଜକ, ଜକଜକ, ନିୟୋଜକ, ସଂଯୋଜକ,
ଳିକ : କାପାଳିକ, ଜାଙ୍ଗଳିକ(ସାପୁଆକେଳା), ମାଙ୍ଗଳିକ,
ନିକ : ଆଧୁନିକ, କାଳ୍ପନିକ, ନାନ୍ଦନୀକ, ବାଚନିକ (ମୌଖିକ), ବୈମାନିକ, ବୈଜ୍ଞାନିକ, ବୈଧାନିକ,
ଦକ : ଆହ୍ଲାଦକ, ଆବେଦକ, ଉତ୍ପାଦକ, କପର୍ଦ୍ଦକ(କଉଡି),ଗଙ୍ଗୋଦକ(ଗଙ୍ଗାଜଳ), ଦକଦକ,
ସିକ: ଆବସିକ, ଜ୍ୟୋତିଷିକ,ତlମସିକ, ତ୍ରୈମାସିକ, ପ୍ରାଦେଶିକ, ବୈଶେଷିକ (କଣାଦ ମୁନିଙ୍କ ଦର୍ଶନ), ମାନୁଷିକ, ବୈଦେଶିକ, ମାନସିକ, ରାଜସିକ, ସାହସିକ,ଷାଣ୍ମାସିକ,
ସକ : ଉପାସକ, ନପୁଂସକ, ପ୍ରଶାସକ, ପ୍ରସଂଶକ, ବିନାଶକ, ବିଦୂଷକ(ହାସ୍ୟ ଅଭିନେତା) ,
ଚିନାଂଶୁକ(ସରୁ ପାଟଲୁଗା), ଶୋକ: ଚଣ୍ଡାଶୋକ, ଦୁଃଖଶୋକ, ଧର୍ମାଶୋକ, ବୀତାଶୋକ(ଅଶୋକ ସାନଭାଇ),ଭୋକଶୋକ,
ଧିକ: ଅତ୍ୟଧିକ,ଏକାଧିକ, ତତୋଧିକ,ମାସାଧିକ, ବିଶୋଧକ, ଲୁବଧକ(ବ୍ୟାଧ), ବର୍ଷାଧିକ, ସୌଗନ୍ଧିକ(ନୀଳପଦ୍ମ),
ନକ: ଅଚାନକ, କ୍ରୀଡ଼ନକ, ଭୟାନକ, ଶତାନକ(ଶ୍ମଶାନ),
ଶତାନୀକ (ଶହେ ସୈନ୍ୟ), ସପତ୍ନୀକ,
ପ୍ରସ୍ତାବକ, ମାଣବକ/ ମାନବକ(ଛୋଟ ପିଲା), ମୁତାବକ, କୁରୁବକ(କନିଅର ଫୁଲ) , ଧର୍ମବକ(ଠକ), ନିର୍ବିବେକ,
ଚକ୍ରବାକ, ପାଶବିକ, ସ୍ୱାଭାବିକ,
କରଟକ (କାଉ),କର୍କଟକ(କଙ୍କଡା), ଟକଟକ, ପର୍ଯ୍ୟଟକ,
ବୈବାହିକ, ସାମୂହିକ, ସାପ୍ତାହିକ,
ଆବାହକ, ବଳାହକ(ମେଘ), ସଂଗ୍ରାହକ,
ଦଶମିକ, ପ୍ରାଥମିକ, ମାଧ୍ୟମିକ, ନିୟାମକ(manager),
କୁମ୍ଭୀପାକ(ନରକ),ଗୁରୁପାକ, ଦୁର୍ବିପାକ,ପରିପାକ(ହଜମ),
ଆଲୋଚକ, ବିବେଚକ(ବିଚାରବନ୍ତ), ବିରଚକ(ନିର୍ମାତା, ପ୍ରଣେତା) ,
ତ୍ରିପିଟକ(ଜୈନ ଧର୍ମଗ୍ରନ୍ଥ), ଚିପିଟକ(ଚୁଡା), ବିସ୍ଫୋଟକ,
ବିନାୟକ(ଗଣେଶ), ବିଧାୟକ, ଅମାୟିକ, ବୈଷୟିକ,
କାଳନ୍ତକ(ଯମରାଜ) , ପ୍ରାଣlନ୍ତକ, ମlର୍ମାନ୍ତକ, ମୃଗାନ୍ତକ(ଚିତାବାଘ),ସ୍ୟମନ୍ତକ(ଶ୍ରୀକୃଷ୍ଣ ଙ୍କ ମଣି), ଐକାନ୍ତିକ,
ଭ୍ରମାତ୍ମକ, ମାରାତ୍ମକ, ଆଧ୍ୟାତ୍ମିକ,
ଉଦ୍ଦୀପକ, ସଂସ୍ଥାପକ, ନିର୍ବାପକ,ପାଟପୋକ(ସାଧବବୋହୂ),
ଆପଣିକ(ବେପାରୀ),କାରୁଣିକ(ଦୟାଳୁ), ପ୍ରାମାଣିକ, ପୌରାଣିକ, କ୍ଷେପଣକ(ନବରତ୍ନ ପଣ୍ଡିତ),
ଗୁଣିତକ, ପଳାତକ, ରୈବତକ(ପର୍ବତ), ପ୍ରବର୍ତ୍ତକ, ଅହେତୁକ
ଅତିରେକ(ଅତ୍ୟଧିକ), ବ୍ୟତିରେକ(ବିନା),
ନିବାରକ, ବିସ୍ଫୋରକ, ଜାଗରୂକ(ସାବଧାନ),
ବୈତାଳିକ (ଭlଟ୍ଟ),ଭୌଗଳିକ,
ନିବନ୍ଧକ(ଶୃଙ୍ଖଳ, କାରଣ), ପ୍ରବନ୍ଧକ, ଧକଧକ, ପ୍ରାବନ୍ଧିକ,
ଅନିଚ୍ଛୁକ, ଅଭିଷେକ, ଅଲୌକିକ, ଅରଣ୍ୟକ, ଅଲକ୍ତକ(ଅଳତା), ଅପଲକ, ଆବଶ୍ୟକ, ଆକସ୍ମିକ, ଆଗନ୍ତୁକ, ଆରଣ୍ୟକ(ବନଜାତ, ବନ୍ୟ), ଆପେକ୍ଷିକ,ଉତ୍ପୀଡ଼କ, କଳାତ୍ମକ, କଦମ୍ବକ(କଦମ୍ବ), ଜଳମୁକ(ମେଘ, ଜଳ୍ ମୁଚ), ପୈଶାଚିକ, ଚିକିତ୍ସକ, ଚାରିଛକ, ଠକଠକ, ତୀର୍ଥକାକ(ଅତି ଲୋଭୀ), ତ୍ରୟମ୍ବକ (ଶିବ), ତମସୁକ(ରୁଣ ପତ୍ର), ଦିନଯାକ, ସାମାଜିକ, ନିଷ୍କଣ୍ଟକ, ନୈସର୍ଗିକ, ନିର୍ବାହକ ,ନିରର୍ଥକ,
ପରୀକ୍ଷକ, ପ୍ରଦର୍ଶକ, ପୁଣ୍ୟଶ୍ଲୋକ, ପ୍ରାରମ୍ଭିକ,ପ୍ରାସଙ୍ଗିକ, ବିବର୍ଦ୍ଧନ, ବୈମାତୃକ, ବୈଦ୍ୟୁତିକ, ରୋମାଞ୍ଚକ, ଲକସ୍ତକ(ବିନୟ), ସାମ୍ବାଦିକ, ସହଣିକ(ସହିଷ୍ଣୁ), ସଂଗଠକ,
ଶିଖଣ୍ଡିକ(କୁକୁଡା),
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଗାନୀପ୍ରଭା ଶବ୍ଦଗଙ୍ଗା (19)
4 ଶବ୍ଦରେ: କ
ରିକ: ଶକ୍ତି ଆଶୁରିକ, ପ୍ରବୃତ୍ତି ଆସୁରିକ ସ୍ନେହ ଆନ୍ତରିକ, ସାହାଯ୍ଯ ଆନ୍ତରିକ ଆନ୍ତରିକ ମନୋଭାବ,
ଚୁକ୍ତି ଆକ୍ଷରିକ, ଶକ୍ତି ଐଶ୍ବରିକ, ଉତ୍ତମ ନାଗରିକ, ପୁଷ୍ପ ପୁଣ୍ଡରୀକ(ଶ୍ଵେତପଦ୍ମ), ଉତ୍ସବ ବାତ୍ସରିକ(ବାର୍ଷିକ,ସାମ୍ବତ୍ସରିକ) , ଦୁଃଖ ସାଂସାରିକ, ଶକ୍ତି ସାମରିକ, ବଳ ଶାରୀରିକ,
ତିକ:
ସୂତ୍ର ଗାଣିତିକ , ସେନା ପଦାତିକ, ସମ୍ପଦ ପ୍ରାକୃତିକ, ସୁଷମା ପ୍ରାକୃତିକ ଦୃଶ୍ୟ ପ୍ରlଭାତିକ(ପ୍ରଭାତ), ସତ୍ୟ ସାଂଘାତିକ, ତଥ୍ଯ ସାଙ୍କେତିକ, କାର୍ଯ୍ୟକ୍ରମ ସାଂସ୍କୃତିକ, ସଭା ସାହିତ୍ୟିକ, ଦୃଶ୍ୟ ମର୍ମାନ୍ତିକ, ଥିଲେ ବିପତ୍ନୀକ, କଥା ଅଯୌକ୍ତିକ, ସ୍ଥିତି ସାମ୍ପ୍ରତିକ, ମନ୍ଦିର ଆରାତ୍ରିକ(ଆଳତି, ନୀରାଜନl), ଗଠନ ଚାରିତ୍ରିକ,
ବିକ : ଶକ୍ତି ଆଣବିକ, କାର୍ଯ୍ୟ ଅବିବେକ, ସଭ୍ଯତା ଆଟବିକ(ଆରଣ୍ୟକ, ଅରଣ୍ୟବାସୀ), ସାହାଯ୍ଯ ମାନବିକ, ପରିବର୍ତ୍ତନ ବୈପ୍ଳବିକ, ଘଟଣା ବାସ୍ତବିକ,
ଲୋକ: ଶୋଭା ଅବଲୋକ(ଦୃଶ୍ୟ), ଦୁଃଖ ଇହଲୋକ, ଶୋଭା ଇନ୍ଦ୍ରଲୋକ, ଶୋଭା ଚନ୍ଦ୍ରଲୋକ,
ପୁଣ୍ୟ ଧରାଲୋକ, ଶୁଭ୍ର ଦିବାଲୋକ, ସୁଖ ଦେବଲୋକ,
ରାଜା ନାଗଲୋକ (ପାତାଳ), ମୋର ନିଜଲୋକ, ଭୋଗ ନରଲୋକ(ମର୍ତ୍ତ୍ୟ), ସୁଖ ନିତ୍ଯଲୋକ, ସ୍ଵର୍ଗ ପୁଣ୍ୟଲୋକ, ଶାନ୍ତି ପିତୃଲୋକ, ବଡ ପାପୀଲୋକ, ହେଲା ପରଲୋକ, ଭାରି ବଡଲୋକ, ବ୍ରହ୍ମା ବ୍ରହ୍ମଲୋକ, ମର୍ତ୍ତ୍ୟ ଭବଲୋକ, ଥିଲେ ଭଲଲୋକ, ଏହି ମରଲୋକ, ସୁଖ ମର୍ତ୍ତ୍ୟଲୋକ, ନୁହଁ ମନ୍ଦଲୋକ ,
ଧରା ମୃତ୍ୟୁଲୋକ, ଯିବ ଯମଲୋକ, ଶୁକ୍ଳ ସୂର୍ଯ୍ୟାଲୋକ, ଗଲେ ସ୍ଵର୍ଗଲୋକ, ଶୋଭା ସ୍ଵପ୍ନଲୋକ, ଦେଖ ସପ୍ତଲୋକ,
ଳକ : କଥା ଅମୂଳକ(ମିଥ୍ୟା), ବୃକ୍ଷ ଅମଳକ(ଅଁଳା), କୋଳି ଆମଳକ(ଅଁଳା) , ଦୃଷ୍ଟ କୁମ୍ଭିଳକ(ଚୋର), ରାଜ୍ଯ ଅପାଳକ(ଦୁର୍ଭିକ୍ଷ, ଅନାବୃଷ୍ଟି), ପିଲା ନାବାଳକ, ସେବା ପୁଷ୍ପାଳକ, ହେଲେ ସାବାଳକ,
ରକ: ସ୍ଵାଦ କୁଳୀରକ(କଙ୍କଡା), ରୋଗ ନିବାରକ, ଠକ ପ୍ରତାରକ, ଧର୍ମ ପ୍ରଚାରକ, ଖାଦ୍ୟ ବିତରକ, ହୃଦ ବିଦାରକ, ଦେବୀ ବୃନ୍ଦାରକ(ଦେବତା, ସୁନ୍ଦର), ନ୍ୟାୟ ବିଚାରକ, ପୁଷ୍ପ ଭ୍ରମରକ(ଭ୍ରମର), ଶୋଭା ମାର୍ଜାରକ(ମୟୂର,ବିରାଡ଼ି), ପୋଷା ମାର୍ଜାରକ ସମାଜ ସଂସ୍କାରକ,
ଜକ: ଲୋକ ଅରାଜକ, ସଭା ଆୟୋଜକ, ଭାଷଣ ଉତ୍ତେଜକ, ରଙ୍ଗ ଜକଜକ, ସଭା ନିୟୋଜକ, ସଭା ସଂଯୋଜକ,
ଳିକ : ଦେଖ କାପାଳିକ, ଲୋକ ଜାଙ୍ଗଳିକ(ସାପୁଆକେଳା), କାର୍ଯ୍ୟ ମାଙ୍ଗଳିକ,
ନିକ : ଯୁଗ ଆଧୁନିକ, କଥା କାଳ୍ପନିକ, ଦୃଶ୍ୟ ନାନ୍ଦନୀକ, ଭୋଟ ବାଚନିକ (ମୌଖିକ), ପ୍ରସିଦ୍ଧ ବୈମାନିକ, ମହାନ ବୈଜ୍ଞାନିକ, ବିଧି ବୈଧାନିକ, ପ୍ରଶ୍ନ ବୈଧାନିକ
ଦକ : ଭକ୍ତି ଆହ୍ଲାଦକ, ଛାତ୍ର ଆବେଦକ, ଶସ୍ୟ ଉତ୍ପାଦକ ରାଜ୍ଯ, ନାହିଁ କପର୍ଦ୍ଦକ(କଉଡି), ପବିତ୍ର ଗଙ୍ଗୋଦକ(ଗଙ୍ଗାଜଳ), ଛାତି ଦକଦକ,
ସିକ: ଶିକ୍ଷା ଆବସିକ, ଗଣନା ଜ୍ୟୋତିଷିକ, ଖାଦ୍ୟ ତlମସିକ, ଫଳ ତ୍ରୈମାସିକ, ଶାସକ ପ୍ରାଦେଶିକ, ସିଦ୍ଧାନ୍ତ ବୈଶେଷିକ (କଣାଦ ମୁନିଙ୍କ ଦର୍ଶନ), ତ୍ରୁଟି ମାନୁଷିକ, ନୀତି ବୈଦେଶିକ, ସ୍ୱାସ୍ଥ୍ୟ ମାନସିକ, ଗୁଣ ରାଜସିକ, କାର୍ଯ୍ୟ ସାହସିକ, ଫଳ ଷାଣ୍ମାସିକ,
ସକ : ଶୈବ ଉପାସକ, କାପୁରୁଷ ନପୁଂସକ, ଦକ୍ଷ ପ୍ରଶାସକ, ପ୍ରିୟ ପ୍ରସଂଶକ, ରୋଗ ବିନାଶକ, ପ୍ରିୟ ବିଦୂଷକ(ହାସ୍ୟ ଅଭିନେତା) ,
ପିନ୍ଧି ଚିନାଂଶୁକ(ସରୁ ପାଟଲୁଗା),
ଶୋକ: ନାମ ଚଣ୍ଡାଶୋକ, କେତେ ଦୁଃଖଶୋକ, ନାମ ଧର୍ମାଶୋକ, ନାମ ବୀତାଶୋକ(ଅଶୋକ ସାନଭାଇ), ଭୁଲି ଭୋକଶୋକ,
ଧିକ: ଲୋଭ ଅତ୍ୟଧିକ, ପ୍ରଶ୍ନ ଏକାଧିକ, ଉତ୍ତର ତତୋଧିକ, ବନ୍ୟା ମାସାଧିକ, ଦ୍ରବ୍ୟ ବିଶୋଧକ, ବନରେ ଲୁବଧକ(ବ୍ୟାଧ), ମରୁଡି ବର୍ଷାଧିକ, ଶୋଭା ସୌଗନ୍ଧିକ(ନୀଳପଦ୍ମ),
ନକ: ବର୍ଷା ଅଚାନକ, ଥିଲେ କ୍ରୀଡ଼ନକ, ଦୃଶ୍ୟ ଭୟାନକ, ଗ୍ରାମ ଶତାନକ(ଶ୍ମଶାନ),
ସାଥେ ଶତାନୀକ (ଶହେ ସୈନ୍ୟ), ଦେଖି ସପତ୍ନୀକ,
ଥିଲେ ପ୍ରସ୍ତାବକ, ଅଜ୍ଞାନ ମାଣବକ/ ମାନବକ(ଛୋଟ ପିଲା), ଦାବି ମୁତାବକ, ପୁଷ୍ପ କୁରୁବକ(କନିଅର ଫୁଲ) , ଦୃଷ୍ଟ ଧର୍ମବକ(ଠକ), ନିର୍ବିବେକ ନୟନରେ,
ହେଲେ ଚକ୍ରବାକ, କଷ୍ଟ ପାଶବିକ, ସ୍ଥିତି ସ୍ୱାଭାବିକ,
ରାବେ କରଟକ (କାଉ), ଲାଲ କର୍କଟକ(କଙ୍କଡା), ପାଟି ଟକଟକ, ବହୁ ପର୍ଯ୍ୟଟକ,
ସମ୍ପର୍କ ବୈବାହିକ, ଉଦ୍ୟମ ସାମୂହିକ, ହାଟ ସାପ୍ତାହିକ,
ସଭା ଆବାହକ, ଭାସେ ବଳାହକ(ମେଘ), ଧାନ ସଂଗ୍ରାହକ,
ଜ୍ଞାନ ଦଶମିକ, ସ୍କୁଲ ପ୍ରାଥମିକ, ବିଦ୍ୟାଳୟ ମାଧ୍ୟମିକ, ଦକ୍ଷ ନିୟାମକ(ମ୍ୟାନେଜର),
ଦଣ୍ଡ କୁମ୍ଭୀପାକ(ନରକ), ଖାଦ୍ୟ ଗୁରୁପାକ, ଭୋଜନ ଲଘୁପାକ, ଦୁଃଖ ଦୁର୍ବିପାକ, ଶକ୍ତି ପରିପାକ(ହଜମ),
ଶିକ୍ଷା ଆଲୋଚକ, ନ୍ୟାୟ ବିବେଚକ(ବିଚାରବନ୍ତ), ମନ୍ଦିର ବିରଚକ(ନିର୍ମାତା, ପ୍ରଣେତା) ,
ଗ୍ରନ୍ଥ ତ୍ରିପିଟକ(ବୌଦ୍ଧ ଧର୍ମଗ୍ରନ୍ଥ), ମୁଢ଼ି ଚିପିଟକ(ଚୁଡା),
ଦ୍ରବ୍ୟ ବିସ୍ଫୋଟକ,
ପ୍ରଭୁ ବିନାୟକ(ଗଣେଶ), ପ୍ରିୟ ବିଧାୟକ, ସରଳ ଅମାୟିକ, ଜ୍ଞାନ ବୈଷୟିକ,
ଦେବ କାଳନ୍ତକ(ଯମରାଜ), କଷ୍ଟ ପ୍ରାଣlନ୍ତକ, ମୃତ୍ୟୁ ମlର୍ମାନ୍ତକ, ବନେ ମୃଗାନ୍ତକ(ଚିତାବାଘ), ମଣି ସ୍ୟମନ୍ତକ(ଶ୍ରୀକୃଷ୍ଣଙ୍କ ମଣି), ଭକ୍ତି ଐକାନ୍ତିକ,
ତଥ୍ଯ ଭ୍ରମାତ୍ମକ, ଅତି ମାରାତ୍ମକ, ଜ୍ଞାନ ଆଧ୍ୟାତ୍ମିକ,
ହିଂସା ଉଦ୍ଦୀପକ, ଶିଳ୍ପ ସଂସ୍ଥାପକ, ଅଗ୍ନି ନିର୍ବାପକ, ଶୋଭା ପାଟପୋକ(ସାଧବବୋହୂ),
ଧାନ ଆପଣିକ(ବେପାରୀ), ସଦା କାରୁଣିକ(ଦୟାଳୁ), ତଥ୍ଯ ପ୍ରାମାଣିକ, ଯୁଗ ପୌରାଣିକ,
ପଣ୍ଡିତ କ୍ଷେପଣକ(ନବରତ୍ନ ପଣ୍ଡିତ),
ତିନି ର ଗୁଣିତକ, ରାଜା ପଳାତକ, ପର୍ବତ ରୈବତକ(ପର୍ବତ), ଧର୍ମ ପ୍ରବର୍ତ୍ତକ, ଅହେତୁକ ଭାବରେ
ଯୁକ୍ତି ଅତିରେକ(ଅତ୍ୟଧିକ), ତୁମ ବ୍ୟତିରେକ(ବିନା),
ରୋଗ ନିବାରକ, ବାଣ ବିସ୍ଫୋରକ,
ଥିଲେ ଜାଗରୂକ(ସାବଧାନ),
ରାଜ୍ଯ ବୈତାଳିକ (ଭlଟ୍ଟ), ଜ୍ଞାନ ଭୌଗଳିକ,
କାର୍ଯ୍ୟ ନିବନ୍ଧକ(ଶୃଙ୍ଖଳ, କାରଣ), ବ୍ୟାଙ୍କ ପ୍ରବନ୍ଧକ, ଛାତି ଧକଧକ, ଖ୍ୟାତି ପ୍ରାବନ୍ଧିକ, ————-
ଥିଲେ ଅନିଚ୍ଛୁକ, ରାଜା ଅଭିଷେକ, ଘଟଣା ଅଲୌକିକ, ଦ୍ରବ୍ୟ ଅରଣ୍ୟକ, ରଙ୍ଗ ଅଲକ୍ତକ(ଅଳତା), ଦୃଷ୍ଟି ଅପଲକ, ଅତି ଆବଶ୍ୟକ, ମୃତ୍ୟୁ ଆକସ୍ମିକ, ଅତିଥି ଆଗନ୍ତୁକ, ସମ୍ପଦ ଆରଣ୍ୟକ(ବନଜାତ, ବନ୍ୟ), ଗତି ଆପେକ୍ଷିକ, ରାଜା ଉତ୍ପୀଡ଼କ, ସୌନ୍ଦର୍ଯ୍ୟ କଳାତ୍ମକ, ପୁଷ୍ପ କଦମ୍ବକ(କଦମ୍ବ), ଶୁଭ୍ର ଜଳମୁକ(ମେଘ, ଜଳ୍ ମୁଚ),
କାଣ୍ଡ ପୈଶାଚିକ, ରୋଗ ଚିକିତ୍ସକ, ସ୍ଥାନ ଚାରିଛକ, ଶୁଭେ ଠକଠକ, ଠକ ତୀର୍ଥକାକ(ଅତି ଲୋଭୀ), ଦେବ ତ୍ରୟମ୍ବକ (ଶିବ), ଲେଖ ତମସୁକ(ରୁଣ ପତ୍ର), ଆଜି ଦିନଯାକ, ସେବା ସାମାଜିକ, ରାଜ୍ଯ ନିଷ୍କଣ୍ଟକ, ଶୋଭା ନୈସର୍ଗିକ, କାର୍ଯ୍ୟ ନିର୍ବାହକ , ଚେଷ୍ଟା ନିରର୍ଥକ,
ସ୍କୁଲ ପରୀକ୍ଷକ,
ପଥ ପ୍ରଦର୍ଶକ, ରାଜା ପୁଣ୍ୟଶ୍ଲୋକ,
ଲକ୍ଷଣ ପ୍ରାରମ୍ଭିକ, କଥା ପ୍ରାସଙ୍ଗିକ, ଶୋଭା ବିବର୍ଦ୍ଧନ, ମନୋଭାବ ବୈମାତୃକ, ଶକ୍ତି ବୈଦ୍ୟୁତିକ,
ଦୃଶ୍ୟ ରୋମାଞ୍ଚକ, ନମ୍ର ଲକସ୍ତକ(ବିନୟ), ପ୍ରିୟ ସାମ୍ବାଦିକ,
ମରୁଡି ସହଣିକ(ସହିଷ୍ଣୁ), ଦକ୍ଷ ସଂଗଠକ,
ଅଣ୍ଡା ଶିଖଣ୍ଡିକ(କୁକୁଡା),
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର
ଗାନୀଇନ୍ଦୁ ଶବ୍ଦଗଙ୍ଗା (20)
5 ଶବ୍ଦରେ : କ
ଅଙ୍ଗରକ୍ଷକ, ଅଧିନାୟକ, ଅପ୍ରାସଙ୍ଗିକ, ଅବୈତନିକ, ଅମାନୁଷିକ, ଅସମାୟିକ, ଅସାମାଜିକ, ଅସ୍ୱାଭାବିକ,
ଆନୁମାନିକ, ଆନୁସଙ୍ଗିକ, ଆନୁଷ୍ଠାନିକ, ଆନ୍ତର୍ଜାତିକ,
ଆଳଙ୍କାରିକ, ଆଶାଜନକ, ଆଶୀର୍ବାଦକ, ଇଛାପୂର୍ବକ, ଇନ୍ଦ୍ରଜାଲିକ, ଐନ୍ଦ୍ରଜାଲିକ ଔପନ୍ୟାସିକ, ଐତିହାସିକ କଷ୍ଟଦାୟକ, କ୍ଲେଶଦାୟକ ଗୁଣକାରକ, ଗୁଣଗ୍ରାହକ ଗୁଣନୀୟକ , ଗୁଣବାଚକ ଚିତ୍ତାକର୍ଷକ, ଲୋମହର୍ଷକ ଜାକଜମକ, ଜନନାୟକ ଜନସେବକ, ଜ୍ଞାନଗର୍ଭକ,
ତlତ୍ କାଳୀକ , ତାମ୍ରଫଳକ, ଦୁଃସାହସିକ , ଦ୍ଵାରରକ୍ଷକ ଦୟାପୂର୍ବକ, ଦାନପୂର୍ବକ ଦୁଃଖଦାୟକ ନବନୀତକ(ଘିଅ) ପରିଦର୍ଶକ, ପୀଡ଼ାଦାୟକ ପରିଚାଳକ, ପରିପୂରକ ପରିପୂରଣ, ପର୍ଯ୍ୟବେକ୍ଷକ ପlରମାର୍ଥିକ(ଆଧ୍ୟାତ୍ମିକ) ପାରମ୍ପରିକ, ପାରସ୍ପରିକ ପାରିତୋଷିକ, ପାରିପାର୍ଶ୍ୱିକ ପାରିଶ୍ରମିକ, ପୁଷ୍ଟିକlରକ ପୁଷ୍ପ କରଣ୍ଡକ(ଫୁଲ ଡାଲା) ପୃଷ୍ଠପୋଷକ, ପ୍ରତିଷେଧକ ପୁଷ୍ପସ୍ତବକ
ବହୁପତ୍ନୀକ ବିଘ୍ନନାଶକ, ବିଧିପୂର୍ବକ, ବଳପୁର୍ବକ, ଭକ୍ତିପୂର୍ବକ, ଭୟପୂର୍ବକ ଭାବଗର୍ଭକ,
ବ୍ୟବସ୍ଥାପକ, ବ୍ୟବହାରିକ
ମରଣାନ୍ତକ, ସମକାଳିକ ସାମ୍ବତ୍ସରିକ(ବାର୍ଷିକ), ସାରଗର୍ଭକ ସୁଖଦାୟକ, ସମାଲୋଚକ, ସାମ୍ପ୍ରଦାୟିକ, ସlର୍ବକlଳିକ, ସ୍ଵେଚ୍ଛାସେବକ,
ତ୍ରିପିଟକ (ବୌଦ୍ଧ ଧର୍ମଗ୍ରନ୍ଥ )
6 ଶବ୍ଦରେ : କ
ଆହ୍ଲାଦଦାୟକ, ଆନନ୍ଦଦାୟକ ଆନନ୍ଦଜନକ, ଆପତ୍ତିଜନକ, ଆଶ୍ଚର୍ଯ୍ୟଜନକ, ଆପାଦମସ୍ତକ, କମଳକୋରକ(ପଦ୍ମକଢ) ଗତାନୁଗତିକ, ତତ୍ତ୍ୱାବଧାରକ, ଦୈବଦୁର୍ବିପାକ, ପଥପ୍ରଦର୍ଶକ ବିଚାରପୂର୍ବକ ବିଶ୍ୱାସଘାତକ ବିଶ୍ବାସଜନକ ବିସ୍ମୟଜନକ ବେଦନାଦାୟକ ସନ୍ତୋଷଜନକ ସମସାମୟିକ ହୃଦବିଦାରକ ————-
କା : ଆଖ୍ୟାୟିକା, ଆଜୀବିକା ଉତ୍କଳିକା(ଫୁଲକଢି) କିଣାବିକା କସ୍ତୁରୀକା(ମୃଗନlଭି), କର୍କଟିକା(କାକୁଡି), କନୀନିକା(ଆଖିର ତାରା), ଗୋନାସିକା(ପର୍ବତରୁ ବ୍ରାହ୍ମଣୀନଦୀ) ଚୟନିକା(କ୍ଷୁଦ୍ର ସଂଗ୍ରହ) ଜୀବନିକା(ଭିଟାମିନ), ପିପୀଲିକା(ପିମ୍ପୁଡ଼ି), ପାଞ୍ଚାଳିକା(ଖେଳଣା, ପିତୁଳା),
ବିସୂଚିକା (ହଇଜା), ବଚନିକl(କଥୋପକଥନ), ବୟନିକା(ବସ୍ତ୍ର)
ମରୀଚିକା,
ମଧୁରିକା(ପାନମଧୁରୀ) ଯବନିକା(ଶେଷ)
ସ୍ମରଣିକା,
ଶେଫାଳିକା,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର