ଗାନୀଭଦ୍ରl ଧ୍ୱନି ମନ୍ଦିର (41)
3 ଶବ୍ଦରେ : ମ
ଅଜ୍ଞାନ ଅଧମ, ଅଚଳ ଅକ୍ଷମ, ଅନନ୍ତ ଅସୀମ, ସମ ଅସମ, ଟଙ୍କା ଅଗ୍ରୀମ, ନିଶା ଅଫିମ, ନିଶ୍ଵାସ ଅନ୍ତିମ(ଶେଷ), ଯାତ୍ରା ଅନ୍ତିମ, ଦର୍ଶନ ଅନ୍ତିମ, ସମୟ ଅନ୍ତିମ,
ନିଗମ ଆଗମ(ବେଦ ଶାସ୍ତ୍ର, ନିଗମ)
ଜୀବନ ଆଦିମ, କାଳ ଆଦିମ, ଜନଜାତି ଆଦିମ ଜୀବନ ଆରାମ, ଆରାମ ହାରାମ, ପ୍ରଦେଶ ଆସାମ, ରୁଷି ଆଶ୍ରମ, କୁଟୀର ଆଶ୍ରମ, ଆଗମ ନିଗମ(ନିଗମ, ବେଦଶାସ୍ତ୍ର),
ବେଦ ଇଲମ(ଜ୍ଞାନ, ବିଦ୍ୟା), ପାଣି ଉଷୁମ, ବ୍ୟକ୍ତି ଉତ୍ତମ, ବିଚାର ଉତ୍ତମ, ବ୍ୟବହାର ଉତ୍ତମ, ବହୁ ଉଦ୍ୟମ, ମିସ୍ତ୍ରୀର ଓଲମ(ଓହଳ ସୂତାନଟୁ),
ପତ୍ର କୁଟୀମ(କୁଟୀର), ଜିନିଷ କୁତ୍ରିମ, କର କରମ(କାମ), ତାର କରମ(ଭାଗ୍ୟ), ଝର କଲମ, କଦମ୍ବ କୁସୁମ, ଧାନ କିସମ, ଲାଲ କୁଙ୍କୁମ,
ପାଣି ଗରମ, ନରମ ଗରମ ଭାରି ଗରମ, ମସଲା ଗରମ, ମାଲଗୋଦାମ, ଘର ଗୋଦାମ,
ଫସଲ ଗୋଧୂମ(ଗହମ), ଜୀବନ ଗୋଲାମ,
ସ୍ଥାବର ଜଙ୍ଗମ(ଅସ୍ଥାୟୀ, ଅସ୍ଥାବର), ନିଷ୍ପତି ଚରମ, ପିଟିଲେ ଡିଣ୍ଡିମ,
ଫଳ ଦାଡିମ(ଡାଳିମ୍ବ), ଅଞ୍ଚଳ ଦୁର୍ଗମ, ଦୁର୍ଦ୍ଦାନ୍ତ ଦୁର୍ଦ୍ଦମ, ରଚିଲେ ଦୁର୍ନlମ,
ସ୍ଵଭାବ ନରମ, କଠିନ ନରମ, କୋମଳ ନରମ,
ଆଗମ ନିଗମ(ବେଦଶାସ୍ତ୍ର, ଆଗମ) କଠୋର ନିୟମ, ପିଟିଲେ ନିର୍ଦ୍ଧୁମ, ନିଷ୍ଠୁର ନିର୍ମମ, କାଠ ନିଲାମ, ଭକ୍ତି ନିଷ୍କାମ, ଆକାଶ ନୀଳିମ ରାତି ନିଝୁମ, ନିର୍ଜନ ନିଝୁମ ବର୍ଷା ନିର୍ଦ୍ଧୂମ(ପ୍ରଚଣ୍ଡ)
ସୌଭାଗ୍ୟ ପରମ, ଶ୍ରେଣୀ ପଞ୍ଚମ, ଦିଗ ପଶ୍ଚିମ, ପିଠା ପଲମ, ବସ୍ତ୍ର ପଶମ, ବସ୍ତ୍ର ରେଶମ, ନମ୍ର ପ୍ରଣାମ, ଜୀବନରେ ପ୍ରଥମ, ପୂଜା ପକ୍ରମ(ଆରମ୍ଭ),
ଚାହାଣି ବଙ୍କିମ, ମହା ବିକ୍ରମ, ଯୋଗ ବ୍ୟାୟାମ ନବୀନ ବିଦ୍ରୁମ(କିଶଳୟ), ନାହିଁ ବିରାମ, ଅନୁଲୋମ ବିଲୋମ, ସାର୍ଟ ବୋତାମ, ବିଭ୍ରମ(ସନ୍ଦେହ,ଭ୍ରାନ୍ତି, ଭ୍ରମ), ବ୍ୟାମୋହ(ଭୟ, ଭ୍ରାନ୍ତି) ଗୃହ ବିଶ୍ରାମ, ନିଅ ବିଶ୍ରାମ, ପରିସ୍ଥିତି ବିଷମ, ରାମ ବନାମ(ଓରଫ),
ବେଦନା ମରମ, ଜଳ ମାଧ୍ୟମ, ପଥ ମଧ୍ଯମ, ତୈଳ ମଲମ, ତରଳ ମହମ,
ଅଧର ରକ୍ତିମ, ଅରୁଣ ଲାଲିମ,
ସୌରଜଗତ ସସୀମ(ସୀମା ଅଛି), ସମ୍ମାନ ସମ୍ଭ୍ରମ(ସମ୍ମାନ), ଲାଜ ସରମ, ଲାଲ ସଲାମ, ନାମ ସୁଦାମ, ସୁଖ୍ୟାତି ସୁନାମ, ସୁନ୍ଦର ସୁଠାମ, ସଙ୍ଗୀତ ସୁଗମ, ପଥ ସୁଗମ, ଖାଦ୍ୟ ସୁଷମ, ସେବା ସତ୍ତମ(ଉତ୍କୃଷ୍ଟ), ପ୍ରୟାଗ ସଙ୍ଗମ, ଆଚରଣ ସଂଜମ, ରାଜାଙ୍କ ହୁକୁମ,
ଜେଜେ ଜେଜେବାପା, ବାହୁଡି ବାଞ୍ଛାନିଧି, ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/19/2022, 9:02 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ସ୍ଵର୍ଣ୍ଣଗାନୀ ଧ୍ୱନି ମନ୍ଦିର (42)
4 ଶବ୍ଦରେ : ଣ
ଅକାରଣ, ଅନ୍ୱେଷଣ, ଅନିର୍ବାଣ, ଅକଲ୍ଯାଣ, ଅବଗୁଣ, ଅଘଟଣ, ଅନୁକ୍ଷଣ, ଅଗ୍ନିକୋଣ(ଦକ୍ଷିଣପୂର୍ବ କୋଣ),
ଆବରଣ, ଆମରଣ, ଆଭରଣ(ଅଳଙ୍କାର), ଆସ୍ତରଣ, ଆହରଣ, ଆରୋହଣ, ଆଚରଣ, ଅlକର୍ଷଣ, ଆମନ୍ତ୍ରଣ, ଆର୍ତ୍ତତ୍ରାଣ, ଆକ୍ରମଣ, ଆରକ୍ଷଣ,
ଉଚ୍ଚାରଣ, ଉତ୍ତରଣ, ଉଜୃମ୍ଭଣ(ହାଇ),
ଗତପ୍ରାଣ(ମୃତ), ଗୋଡ଼ିବାଣ(ଫୁଲ ନାମ), ଗୋଚାରଣ, ଚନ୍ଦ୍ରାୟଣ, ଜନ୍ତୁରlଣ(ଯମ, ଜନ୍ତୁପତି), ଜାଗରଣ, ଜନଗଣ, ତତକ୍ଷଣ, ତମୋଗୁଣ(ଅହଙ୍କାର),
ଦୁର୍ଲକ୍ଷଣ(ଅଶୁଭ), ଧନୁର୍ବାଣ,
ନିକ୍ଷେପଣ, ନିଦାରୁଣ, ନିବାରଣ, ନିମନ୍ତ୍ରଣ, ନିୟନ୍ତ୍ରଣ, ନିରୂପଣ, ନିରୀକ୍ଷଣ, ନିର୍ଦ୍ଧାରଣ, ନିଷ୍କରୁଣ, ନିଃସାରଣ(ନିଷ୍କାସନ),
ପରିମାଣ, ପରିତ୍ରାଣ, ପହରଣ(ପରିଧାନ, ପୋଷାକ), ପ୍ରକରଣ(ପ୍ରସଙ୍ଗ), ପ୍ରସାରଣ, ପ୍ରସରଣ(ବିସ୍ତାର), ପ୍ରସ୍ରବଣ, ପଦାର୍ପଣ, ପ୍ରଦକ୍ଷିଣ, ପ୍ରଦୂଷଣ, ପ୍ରତିକ୍ଷଣ, ପରାୟଣ(ତତ୍ପର), ପଞ୍ଚଗୁଣ(ପଞ୍ଚେନ୍ଦ୍ରିୟ), ପଞ୍ଚବାଣ(କନ୍ଦର୍ପ), ପlରାୟଣ, ପ୍ରହରଣ(ଅସ୍ତ୍ର ପ୍ରହାର) ପ୍ରତ୍ୟର୍ପଣ, ପ୍ରାବରଣ(ଆବରଣ), ପ୍ରସର୍ପଣ( ଯିବା, ବ୍ୟାପ୍ତି), ପ୍ରକ୍ଷେପଣ, ପ୍ରେକ୍ଷମାଣ(ଦେଖୁଥିବା),
ବିଚକ୍ଷଣ, ବିଲକ୍ଷଣ, ବିତରଣ, ବିଦୂଷଣ, ବିକର୍ଷଣ, ବ୍ୟାକରଣ, ବାଳାରୁଣ, ବିଭୂଷଣ, ବିଭୀଷଣ, ବିସ୍ଫୋରଣ, ବିସ୍ମରଣ, ବିତରଣ, ବିହରଣ, ବୈଶ୍ରବଣ(ରାବଣ, ବିଶ୍ରବା ନନ୍ଦନ) ବିଜୃମ୍ଭଣ(ବିସ୍ତାର), ବାୟୁକୋଣ(ଉତ୍ତରପୂର୍ବ କୋଣ)
ଭ୍ରାମ୍ୟମାଣ, ମନପ୍ରାଣ, ରାମାୟଣ, ସମୀରଣ(ବାୟୁ), ସାଧାରଣ, ସଙ୍କର୍ଷଣ(ଶିବ), ସମ୍ଭାଷଣ, ସମର୍ପଣ, ସନ୍ତରଣ, ସଂକ୍ରମଣ, ସଞ୍ଚାରଣ, ସନ୍ତର୍ପଣ, ସନ୍ଧିକ୍ଷଣ, ସର୍ବେକ୍ଷଣ,
ଜେଜେ ବଡଜେଜେ, ବାହୁଡି ଧୃବ, ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/20/2022, 9:16 AM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ଦିବ୍ୟlଗାନୀ ଧ୍ୱନି ମନ୍ଦିର (43)
4 ଶବ୍ଦରେ : ଣ
ରଣ : ଅକାରଣ,ଆବରଣ, ଆମରଣ, ଆଭରଣ(ଅଳଙ୍କାର), ଆସ୍ତରଣ, ଆହରଣ, ଆଚରଣ, ଉଚ୍ଚାରଣ, ଉତ୍ତରଣ, ଗୋଚାରଣ,ଜାଗରଣ, ନିବାରଣ, ନିଃସାରଣ(ନିଷ୍କାସନ), ନିର୍ଦ୍ଧାରଣ,
ପହରଣ(ପରିଧାନ, ପୋଷାକ), ପ୍ରକରଣ(ପ୍ରସଙ୍ଗ), ପ୍ରସାରଣ, ପ୍ରସରଣ(ବିସ୍ତାର), ପ୍ରହରଣ(ଅସ୍ତ୍ର ପ୍ରହାର) ପ୍ରାବରଣ(ଆବରଣ), ବିତରଣ, ବ୍ୟାକରଣ,ବିସ୍ଫୋରଣ, ବିସ୍ମରଣ, ବିତରଣ, ବିହରଣ, ସମୀରଣ(ବାୟୁ), ସାଧାରଣ, ସନ୍ତରଣ, ସଞ୍ଚାରଣ,
ରାଣ: ଜନ୍ତୁରlଣ(ଯମ, ଜନ୍ତୁପତି),
ରୁଣ: ନିଦାରୁଣ, ନିଷ୍କରୁଣ, ବାଳାରୁଣ,
ଗୁଣ: ଭଲଗୁଣ, ମନ୍ଦଗୁଣ, ଅବଗୁଣ,ତମୋଗୁଣ(ଅହଙ୍କାର), ପଞ୍ଚଗୁଣ(ପଞ୍ଚେନ୍ଦ୍ରିୟ),
କୋଣ: ଅଗ୍ନିକୋଣ(ଦକ୍ଷିଣପୂର୍ବ କୋଣ), ବାୟୁକୋଣ(ଉତ୍ତରପୂର୍ବ କୋଣ) ନୈଋତ କୋଣ, ଐଶାନ୍ୟ କୋଣ, ସମକୋଣ, ସୂକ୍ଷ୍ମକୋଣ,
ମଣ : ଆକ୍ରମଣ, ସଂକ୍ରମଣ,
ମାଣ : ପରିମାଣ, ପ୍ରେକ୍ଷମାଣ(ଦେଖୁଥିବା), ଭ୍ରାମ୍ୟମାଣ, ମ୍ରିୟମାଣ,
ବାଣ: ଗୋଡ଼ିବାଣ(ଫୁଲ ନାମ), ପଞ୍ଚବାଣ(କନ୍ଦର୍ପ), ଅନିର୍ବାଣ, ଧନୁର୍ବାଣ, ଘଡିବlଣ, ଚକ୍ରବlଣ,
ବଣ : ପ୍ରସ୍ରବଣ/ପ୍ରଶ୍ରବଣ, ବୈଶ୍ରବଣ(ରାବଣ, ବିଶ୍ରବା ନନ୍ଦନ) , ଶାଳବଣ, ତାଳବଣ, ବିଲବଣ, ନଳବଣ(ଚିଲିକାରେ),
କ୍ଷଣ: ଅନୁକ୍ଷଣ, ଆରକ୍ଷଣ,ତତ୍ କ୍ଷଣ, ଦୁର୍ଲକ୍ଷଣ(ଅଶୁଭ), ନିରୀକ୍ଷଣ, ପ୍ରତିକ୍ଷଣ, ବିଚକ୍ଷଣ, ବିଲକ୍ଷଣ, ସନ୍ଧିକ୍ଷଣ, ସର୍ବେକ୍ଷଣ, ପ୍ରଦକ୍ଷିଣ,
ଜନଗଣ, ଛାତ୍ରଗଣ, ବନ୍ଧୁଗଣ,
ପଣ : ନିକ୍ଷେପଣ, ନିରୂପଣ, ପ୍ରକ୍ଷେପଣ, ବୀରପଣ, ଷୋଳପଣ(12×80),
ପ୍ରତ୍ୟର୍ପଣ, ପଦାର୍ପଣ, ପ୍ରସର୍ପଣ( ଯିବା, ବ୍ୟାପ୍ତି), ସମର୍ପଣ, ସନ୍ତର୍ପଣ,
ପ୍ରାଣ: ପ୍ରୀତପ୍ରାଣ, ବିଶ୍ୱପ୍ରାଣ, ପିତୃପ୍ରାଣ, କବିପ୍ରାଣ, ଭକ୍ତପ୍ରାଣ, କୃଷ୍ଣପ୍ରାଣ ଗତପ୍ରାଣ(ମୃତ), ମନପ୍ରାଣ,
ଆର୍ତ୍ତତ୍ରାଣ, ପରିତ୍ରାଣ,
ଆମନ୍ତ୍ରଣ,ନିମନ୍ତ୍ରଣ, ନିୟନ୍ତ୍ରଣ,
ଅନ୍ୱେଷଣ, ପ୍ରଦୂଷଣ, ବିଦୂଷଣ, ବିଭୂଷଣ, ବିଭୀଷଣ, ସମ୍ଭାଷଣ,
ଅlକର୍ଷଣ, ବିକର୍ଷଣ, ସଙ୍କର୍ଷଣ(ଶିବ),
ଚନ୍ଦ୍ରାୟଣ, ପରାୟଣ(ତତ୍ପର),
ପlରାୟଣ, ରାମାୟଣ,
ଉଜୃମ୍ଭଣ(ହାଇ), ବିଜୃମ୍ଭଣ(ବିସ୍ତାର),
ଆରୋହଣ, ଅବତରଣ
ଅକଲ୍ଯାଣ, ସୁକଲ୍ୟାଣ, ଅଘଟଣ, ପଲଟଣ(ସୈନ୍ୟଦଳ), ——— 5 ଶବ୍ଦରେ : ଣ ଅନୁସରଣ, ଅନୁକରଣ, ଅବତରଣ, ଅସାଧାରଣ, ଅଗ୍ରହୟlଣ (ମାର୍ଗଶୀର ମାସ), ଜ୍ୟୋତିରଙ୍ଗଣ(ଜୁଳୁଜୁଳିଆ ପୋକ), ଦୂରବୀକ୍ଷଣ, ଏକୀକରଣ,ଏକତ୍ରୀକରଣ, ବଶୀକରଣ, ନାମକରଣ, ଭୋଇକରଣ(ଗଜପତି ଗୋବିନ୍ଦ ବିଦ୍ୟାଧର ଭୋଇ କରଣ), ଛାମୁକରଣ, ଚିରହରଣ, ସୀତାହରଣ, କଳାହରଣ, ପରିବେଷଣ, ପରିପୂରଣ, ପରିରମ୍ଭଣ(ନିବିଡ ଆଲିଙ୍ଗନ), ପରିପୋଷଣ, ପରିନିର୍ବାଣ, ପରିକ୍ରମଣ,
ପାଣିଗ୍ରହଣ(ବାହାଘର), ସୂର୍ଯ୍ୟ ଗ୍ରହଣ, ଚନ୍ଦ୍ରଗ୍ରହଣ ପର୍ଯ୍ୟବେକ୍ଷଣ, ଫଣୀଭୂଷଣ(ଶିବ), କଣ୍ଠଭୂଷଣ( ମାଳl),
ଇର୍ଷାପରାୟଣ, ହିଂସାପରାୟଣ, ଲୋମହର୍ଷଣ, ଗଣଧର୍ଷଣ,
କ୍ଷତିପୂରଣ, ପରିପୂରଣ, ପରିଭ୍ରମଣ, ଭରଣପୋଷଣ, ଉପକରଣ, ଉଦାହରଣ, ବାଦିରାୟଣ(ବ୍ଯାସଦେବ) ବଦରାୟଣ(ଶୁକଦେବ),
ଅଶ୍ଵାରୋହଣ, ସ୍ବର୍ଗାରୋହଣ,
ପର୍ବତାରୋହଣ,
ମାଆ ବଡମା, ରଙ୍ଗ ଗୁରୁବାରୀ, ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଜାହାଙ୍ଗୀର ପାଟଣା [10/22/2022, 6:35 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ସୁଧାଗାନୀ ଧ୍ୱନି ମନ୍ଦିର (44)
4 ଶବ୍ଦରେ : ଣ
ସବୁ ଅକାରଣ, ବୃଥା ଅକାରଣ, କଠିନ ଆବରଣ, କୋମଳ ଆବରଣ,
ଅନଶନ ଆମରଣ, ସଂଗ୍ରାମ ଆମରଣ,
ସ୍ଵର୍ଣ୍ଣ ଆଭରଣ(ଅଳଙ୍କାର), ଅଙ୍ଗ ଆଭରଣ, ତୈଳ, ଧୂଳି ଆସ୍ତରଣ,
ଜ୍ଞାନ ଆହରଣ, ଧନ ଆହରଣ ବିଦ୍ୟା ଆହରଣ, ନମ୍ର ଆଚରଣ, କଠୋର ଆଚରଣ, ଉତ୍ତମ ଆଚରଣ, ମନ୍ତ୍ର ଉଚ୍ଚାରଣ, ଶବ୍ଦ ଉଚ୍ଚାରଣ, ନାମ ଉଚ୍ଚାରଣ, ଐଶୀ ଉତ୍ତରଣ, ଚେତନାର ଉତ୍ତରଣ, ଅବତରଣ ଉତ୍ତରଣ, ଜମି ଗୋଚାରଣ, ଗୋଚର ଗୋଚାଲାଣ, ଜନ ଜାଗରଣ, ଜାଗୃତି ଜାଗରଣ, ନିଶା ନିବାରଣ, ଦୁଃଖ ନିବାରଣ, ଜଳ ନିଃସାରଣ(ନିଷ୍କାସନ), ନୀତି ନିର୍ଦ୍ଧାରଣ, ଭାଗ୍ୟ ନିର୍ଦ୍ଧାରଣ,
ବସ୍ତ୍ର ପହରଣ(ପରିଧାନ, ପୋଷାକ), ଧର୍ମ ପ୍ରକରଣ(ପ୍ରସଙ୍ଗ), ଭକ୍ତି ପ୍ରକରଣ, ପୁରାଣ ପ୍ରକରଣ, ସମ୍ବାଦ ପ୍ରସାରଣ, ଜ୍ଞାନ ପ୍ରସାରଣ, ବାହୁ ପ୍ରସାରଣ, ସବୁଜ ପ୍ରସରଣ(ବିସ୍ତାର), ଅରଣ୍ୟ ପ୍ରସରଣ, ଭୀଷଣ ପ୍ରହରଣ(ଅସ୍ତ୍ର ପ୍ରହାର), ଚର୍ମ ପ୍ରାବରଣ(ଆବରଣ), ଖାଦ୍ୟ ବିତରଣ, ଜ୍ଞାନ ବିତରଣ, ଅର୍ଥ ବିତରଣ, ପୋଷାକ ବିତରଣ, ଓଡ଼ିଆ ବ୍ୟାକରଣ, ଜ୍ଞାନ ବ୍ୟାକରଣ, ବାଣ ବିସ୍ଫୋରଣ, ପ୍ରଚଣ୍ଡ ବିସ୍ଫୋରଣ, ଭୀଷଣ ବିସ୍ଫୋରଣ, ଆଣବିକ ବିସ୍ଫୋରଣ,
ଜ୍ଞାନ ବିସ୍ମରଣ, ବନରେ ବିହରଣ, ଆନନ୍ଦରେ ବିହରଣ, ମୃଦୁ ସମୀରଣ(ବାୟୁ), ଜନସାଧାରଣ, ସର୍ବସାଧାରଣ, ଜ୍ଞାନ ସାଧାରଣ, ପ୍ରଶ୍ନ ସାଧାରଣ, କଥା ସାଧାରଣ,
ସ୍ନାନ ସନ୍ତରଣ, ବ୍ୟାୟମ ସନ୍ତରଣ, ଅଭ୍ୟାସ ସନ୍ତରଣ, କ୍ରୀଡା ସନ୍ତରଣ, ନଦୀରେ ସନ୍ତରଣ
ଜୀବନ ସଞ୍ଚାରଣ, ଜ୍ଞାନ ସଞ୍ଚାରଣ, ଶକ୍ତି ସଞ୍ଚାରଣ, ବିଦ୍ୟୁତ ସଞ୍ଚାରଣ,
ବକ୍ଷ ବିଦାରଣ, ଶତ୍ରୁ ବିଦାରଣ, ବନେ ବିଚରଣ, ଜଳେ ବିଚରଣ,
ଦେବ ଜନ୍ତୁରlଣ(ଯମ, ଜନ୍ତୁପତି), ଦଣ୍ଡ ଜନ୍ତୁରାଣ, କହ ବିଦ୍ୟାରାଣ, ବାପାରlଣ, ମା ରାଣ, ମଣିଙ୍କ ରାଣ,
ନିଷ୍ଠୁର ନିଦାରୁଣ, ନୃଶଂସ ନିଦାରୁଣ, ନିର୍ମମ ନିଦାରୁଣ, ବଦନ ନିଷ୍କରୁଣ, ସୁଷମା ବାଳାରୁଣ, ପ୍ରଭାତ ବାଳାରୁଣ,
ଦୟା ଭଲଗୁଣ, କ୍ରୋଧ ମନ୍ଦଗୁଣ, ଗୁଣ ଅବଗୁଣ, ଛାଡ ତମୋଗୁଣ(ଅହଙ୍କାର), ପଞ୍ଚ ଇନ୍ଦ୍ରିୟ ପଞ୍ଚଗୁଣ(ରୂପ, ରସ, ଗନ୍ଧ, ସ୍ପର୍ଶ, ଶବ୍ଦ),
ଚିହ୍ନିବ ଅଗ୍ନିକୋଣ(ଦକ୍ଷିଣପୂର୍ବ କୋଣ), ଦେଖ ବାୟୁକୋଣ(ଉତ୍ତରପୂର୍ବ କୋଣ) ନୈଋତ କୋଣ, ଐଶାନ୍ୟ କୋଣ, ଆଙ୍କ ସମକୋଣ, ତ୍ରିଭୁଜ ସୂକ୍ଷ୍ମକୋଣ,
ଶତ୍ରୁ ଆକ୍ରମଣ, ହାତୀ ଆକ୍ରମଣ, ରୋଗ ସଂକ୍ରମଣ,
ଜମି ପରିମାଣ, ଦୃଶ୍ୟ ପ୍ରେକ୍ଷମାଣ(ଦେଖୁଥିବା), ସେବା ଭ୍ରାମ୍ୟମାଣ, ଦୁଃଖରେ ମ୍ରିୟମାଣ,
ପୁଷ୍ପ ଗୋଡ଼ିବାଣ(ଫୁଲ ନାମ), ପଞ୍ଚବାଣ(କନ୍ଦର୍ପ), ଅନିର୍ବାଣ ଦୀପଶିଖା, ଧରି ଧନୁର୍ବାଣ, ଫୁଟିଲା ଘଡିବlଣ, ପେଶିଲେ ଚକ୍ରବlଣ,
ଉଷ୍ମ ପ୍ରସ୍ରବଣ/ପ୍ରଶ୍ରବଣ, ରାଜା ବୈଶ୍ରବଣ(ରାବଣ, ବିଶ୍ରବା ନନ୍ଦନ) , ସବୁଜ ଶାଳବଣ, ଦୂର ତାଳବଣ, ବୁଲି ବିଲବଣ, ପକ୍ଷୀ ପ୍ରସିଦ୍ଧ ନଳବଣ(ଚିଲିକାରେ),
କଲେ ଅନୁକ୍ଷଣ, ବ୍ୟବସ୍ଥା ଆରକ୍ଷଣ, ଗଲେ ତତ୍ କ୍ଷଣ, ଦୃଶ୍ୟ ଦୁର୍ଲକ୍ଷଣ(ଅଶୁଭ), କଲେ ନିରୀକ୍ଷଣ, ଝୁରେ ପ୍ରତିକ୍ଷଣ, ମନ୍ତ୍ରୀ ବିଚକ୍ଷଣ, ପ୍ରତିଭା ବିଲକ୍ଷଣ, ଏହି ସନ୍ଧିକ୍ଷଣ, ନଦୀ ସର୍ବେକ୍ଷଣ, କରେ ପ୍ରଦକ୍ଷିଣ,
ଆହେ ଜନଗଣ, ପ୍ରିୟ ଛାତ୍ରଗଣ, ମୋର ବନ୍ଧୁଗଣ,
ଅସ୍ତ୍ର ନିକ୍ଷେପଣ, ସ୍ଥାନ ନିରୂପଣ,
ରକେଟ ପ୍ରକ୍ଷେପଣ, ଧନ୍ୟ ବୀରପଣ, କେତେ ଷୋଳପଣ(12×80),
ସୈନ୍ୟ ପ୍ରତ୍ୟର୍ପଣ, ସନ୍ଧି ପ୍ରତ୍ୟର୍ପଣ କଲେ ପଦାର୍ପଣ, ଅରଣ୍ୟ ପ୍ରସର୍ପଣ( ଯିବା, ବ୍ୟାପ୍ତି), ଆତ୍ମସମର୍ପଣ, ନମ୍ର ସନ୍ତର୍ପଣ,
ହେଲା ପ୍ରୀତପ୍ରାଣ, ସେବା ବିଶ୍ୱପ୍ରାଣ, ପୁଣ୍ୟ ପିତୃପ୍ରାଣ, ଧନ୍ଯ କବିପ୍ରାଣ, କୃଷ୍ଣ ଭକ୍ତପ୍ରାଣ, କବି କୃଷ୍ଣପ୍ରାଣ ଦେଖି ଗତପ୍ରାଣ(ମୃତ), ମୁଗ୍ଧ ମନପ୍ରାଣ,
ପ୍ରଭୁ ଆର୍ତ୍ତତ୍ରାଣ, ଦୁଃଖ ପରିତ୍ରାଣ,
ବନ୍ଧୁ ଆମନ୍ତ୍ରଣ, କଲେ ନିମନ୍ତ୍ରଣ, ବନ୍ୟା ନିୟନ୍ତ୍ରଣ,
ଖାଦ୍ୟ ଅନ୍ୱେଷଣ, ବାୟୁ ପ୍ରଦୂଷଣ, ଜ୍ଞାନ ବିଦୂଷଣ, ପୁଷ୍ପ ବିଭୂଷଣ, ଅଙ୍ଗ ବିଭୂଷଣ ଭକ୍ତ ବିଭୀଷଣ, ସଭାରେ ସମ୍ଭାଷଣ,
ଶକ୍ତି ଅlକର୍ଷଣ, ଶକ୍ତି ବିକର୍ଷଣ, ପ୍ରଭୁ ସଙ୍କର୍ଷଣ(ଶିବ),
ପକ୍ଷ ଚନ୍ଦ୍ରାୟଣ, କର୍ମ ପରାୟଣ(ତତ୍ପର),
ଭାଗବତୀ ପlରାୟଣ, ଗ୍ରନ୍ଥ ରାମାୟଣ,
କେତେ ଉଜୃମ୍ଭଣ(ହାଇ), ସାଗର ବିଜୃମ୍ଭଣ(ବିସ୍ତାର),
ଶୃଙ୍ଗ ଆରୋହଣ, ବିମାନ ଅବତରଣ
ନିନ୍ଦା ଅକଲ୍ଯାଣ, କଲେ ସୁକଲ୍ୟାଣ, ଘଟିଲା ଅଘଟଣ, ଶତ୍ରୁ ପଲଟଣ(ସୈନ୍ୟଦଳ), ——— 5 ଶବ୍ଦରେ : ଣ କଲେ ଅନୁସରଣ, ଧ୍ୱନି ଅନୁକରଣ, ବିମାନ ଅବତରଣ, ପ୍ରତିଭା ଅସାଧାରଣ, ମାସ ଅଗ୍ରହୟlଣ (ମାର୍ଗଶୀର ମାସ), ଅନ୍ଧାରେ ଜ୍ୟୋତିରଙ୍ଗଣ(ଜୁଳୁଜୁଳିଆ ପୋକ), ଯନ୍ତ୍ର ଦୂରବୀକ୍ଷଣ, ଭୋଟ ଏକୀକରଣ, ଜର୍ମାନୀ ଏକତ୍ରୀକରଣ, ମନ୍ତ୍ର ବଶୀକରଣ, କଲେ ନାମକରଣ, ପ୍ରସିଦ୍ଧ ଭୋଇକରଣ(ଗଜପତି ଗୋବିନ୍ଦ ବିଦ୍ୟାଧର ଭୋଇ କରଣ), କାର୍ଯ୍ୟ ଛାମୁକରଣ,
ପାଲା ପରିବେଷଣ, ପାର୍ଥନା ପରିପୂରଣ, ପ୍ରୀତି ପରିରମ୍ଭଣ(ନିବିଡ ଆଲିଙ୍ଗନ), ପାଳନ ପରିପୋଷଣ, ଲଭିଲେ ପରିନିର୍ବାଣ, ସୂର୍ଯ୍ୟ ପରିକ୍ରମଣ,
ପାଣିଗ୍ରହଣ(ବାହାଘର), ସୂର୍ଯ୍ୟ ଗ୍ରହଣ, ଚନ୍ଦ୍ରଗ୍ରହଣ ଆକାଶ ପର୍ଯ୍ୟବେକ୍ଷଣ, ପ୍ରଭୁ ଫଣୀଭୂଷଣ(ଶିବ),
ପୁଷ୍ପ କଣ୍ଠଭୂଷଣ(ମାଳl),
ଭାରି ଇର୍ଷାପରାୟଣ, ହୋଇ ହିଂସାପରାୟଣ, ହତ୍ୟା ଲୋମହର୍ଷଣ,
ବନ୍ୟା କ୍ଷତିପୂରଣ, କାର୍ଯ୍ୟ ପରିପୂରଣ, ସୂର୍ଯ୍ୟ ପରିଭ୍ରମଣ, ଅର୍ଥ ଭରଣପୋଷଣ, ଯନ୍ତ୍ର ଉପକରଣ, ଦିଅ ଉଦାହରଣ, ରୁଷି ବାଦିରାୟଣ(ବ୍ଯାସଦେବ) ମୁନି ବଦରାୟଣ(ଶୁକଦେବ),
ତାଲିମ୍ ଅଶ୍ଵାରୋହଣ, କଲେ ସ୍ବର୍ଗାରୋହଣ,
ହିମାଳୟ ପର୍ବତାରୋହଣ,
ବାଞ୍ଛାନିଧି ପିତା ଅଚ୍ୟୁତ, ଜାହାଙ୍ଗୀର ପାଟଣା, ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, [10/22/2022, 11:01 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ଦୀପ୍ତିଗାନୀ ଧ୍ୱନି ମନ୍ଦିର(45)
3 ଶବ୍ଦରେ : ଣ
ଅରୁଣ, ଅର୍ପଣ, ଆପ୍ରାଣ, ଆଘ୍ରାଣ,
କାରଣ, କରଣ କିରଣ ,କରୁଣ, କୃପଣ, କୃପାଣ(ଖଣ୍ଡା) କଲ୍ଯାଣ, କଢ଼ାଣ, କର୍ଷଣ, କିଷାଣ(କୃଷକ), କାହାଣ(16 ପଣ, 16×80=1280), କଷଣ, କଙ୍କଣ, କମାଣ, କହ୍ଲlଣ(ରାଜତରଙ୍ଗିଣୀ କାବ୍ୟର କବି) କୁଗୁଣ,
ଗ୍ରାମୀଣ, ଗୀର୍ବlଣ(ଦେବତା), ଗର୍ହଣ(ତିରସ୍କାର), ଗ୍ରହଣ, ଗୁଣାଣ(ଗୁଣନ),
ଘର୍ଷଣ, ଜଣାଣ, ଡାହାଣ, ଚିତ୍ରଣ, ଛଞ୍ଚାଣ,
ଜାରଣ(ଶୋଧନ), ଝରଣ(ଝରଣା) ତରଣ, ତରୁଣ, ତ୍ରିଗୁଣ, ତୋରଣ, ତାରଣ, ତ୍ୱରଣ, ତର୍ପଣ,
ଦ୍ରବଣ, ଦ୍ରବିଣ(ଧନ, ପରାକ୍ରମ), ଦୁର୍ଗୁଣ, ଧାରଣ, ଧୂରୀଣ(ଧୁରନ୍ଧର),
ନିର୍ମାଣ, ନିର୍ବାଣ, ନିଶାଣ, ନିଖୁଣ, ନିପୁଣ, ନିର୍ଗୁଣ, ନିକ୍ଵଣ, ନାରଣ,
ପୂରଣ, ପୁରାଣ, ପ୍ରମାଣ, ପାର୍ବଣ, ପ୍ରବଣ, ପ୍ରବୀଣ
ପାଷାଣ, ପ୍ରୟାଣ(ମୃତ୍ୟୁ), ପ୍ରାପଣ(ପ୍ରାପ୍ତି), ପ୍ରାଙ୍ଗଣ, ପାଞ୍ଚଣ, ଫୁଟଣ, ଫେଡାଣ,
ବରୁଣ(ସମୁଦ୍ର), ବାରଣ, ବରଣ, ବର୍ହିଣ(ମୟୂର), ବର୍ହି(ମୟୂର), ବିଷାଣ(ବିଷାକ୍ତ), ବ୍ରାହ୍ମଣ,
ଭୀଷଣ, ଭରଣ,
ମରଣ, ମାରଣ, ମାଗଣ, ମିଶାଣ, ମଶାଣ(ମଶାଣି), ମସୃଣ, ମଣ୍ଡଣ, ମାର୍ଗଣ(ପ୍ରାର୍ଥନା, ଶର), ମୁଦ୍ରଣ, ରୋପଣ,
ସୁଗୁଣ, ଶରଣ, ଶ୍ରବଣ, ଶ୍ରାବଣ, ହିରଣ(ସ୍ଵର୍ଣ୍ଣ, ହେମ, ହିରଣ୍ୟ), ହରଣ, କ୍ଷେପଣ, କ୍ଷରଣ, ————- 3 ଶବ୍ଦରେ : ଣୀ
ଖମଣି(ସୂର୍ଯ୍ୟ, ଚନ୍ଦ୍ର, ତମୋହର), ତରଣି(ସୂର୍ଯ୍ୟ, ନୌକା), ତାରିଣୀ, କାହାଣୀ, ବାରୁଣୀ(ପଶ୍ଚିମ), ସର୍ବାଣୀ(ପାର୍ବତୀ), ସାରଣୀ, ଧରଣୀ, ଶରଣୀ(ପଥ, ରାସ୍ତା) —– 4 ଶବ୍ଦରେ : ଣୀ ନାରାୟଣୀ, ନିର୍ଝରିଣୀ, ନରମଣି(ନୃପତି) ଦିନମଣି(ସୂର୍ଯ୍ୟ), ନୀଳମଣି(ଶ୍ରୀକୃଷ୍ଣ) ନିଶାମଣି(ଚନ୍ଦ୍ର), ନୃପମଣି(ସମ୍ରାଟ), ବୀଣାପାଣି(ସରସ୍ଵତୀ), ଶୂଳପାଣି(ଶିବ), ସୀରପାଣି(ବଳରାମ, ହଳାୟୁଧ, ସଙ୍କର୍ଷଣ) ବଂଶୀପାଣି(ଶ୍ରୀକୃଷ୍ଣ), ବଜ୍ରପାଣି(ଇନ୍ଦ୍ର), ଦଣ୍ଡପାଣି(ଯମ), ପଦ୍ମପାଣି(ବିଷ୍ଣୁ ),
ନିଶାପାଣି, ଲୁଣିପାଣି, ଧୀରପାଣି, ବଢିପାଣି, ବର୍ଷାପାଣି, ପୁଷ୍କରିଣୀ , କୂଅପାଣି, କୁଳମଣି,
ଅଚ୍ୟୁତ, ପିତା ସାଧୁ, ଜାହାଙ୍ଗୀର ପାଟଣା ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, [10/24/2022, 8:05 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ଗାନୀଜ୍ୟୋତି ଧ୍ୱନି ମନ୍ଦିର(46)
3 ଶବ୍ଦରେ : ଣ
ରଣ: କାରଣ, କରଣ(ଉପାୟ, ଜାତି) କିରଣ , ଜାରଣ(ଶୋଧନ), ତରଣ,
ତୋରଣ, ତାରଣ, ତ୍ୱରଣ, ଧାରଣ, ନାରଣ, ପୂରଣ, ବାରଣ, ବରଣ, ଭରଣ, ମରଣ, ମାରଣ,ଶରଣ, ହିରଣ(ସ୍ଵର୍ଣ୍ଣ, ହେମ, ହିରଣ୍ୟ),
ପୁରାଣ, ପରାଣ,
ରୁଣ: କରୁଣ, ବରୁଣ(ସମୁଦ୍ର), ତରୁଣ,ଅରୁଣ, ସ୍ମରଣ,
ଶାଣ : କିଷାଣ(କୃଷକ), ପାଷାଣ, ମିଶାଣ, ମଶାଣ(ମଶାଣି), ବିଷାଣ(ବିଷାକ୍ତ),
ବଣ : ଦ୍ରବଣ, ପ୍ରବଣ, ଶ୍ରବଣ, ଶ୍ରାବଣ, ପାର୍ବଣ,
ପ୍ରବୀଣ, ନିର୍ବାଣ, ଗୀର୍ବlଣ(ଦେବତା, ସୁର, ସୁପର୍ବା), ଦ୍ରବିଣ(ଧନ, ପରାକ୍ରମ),
ଗୁଣ: ତ୍ରିଗୁଣ, ନିର୍ଗୁଣ, ସୁଗୁଣ, ଦୁର୍ଗୁଣ, କୁଗୁଣ
ମାଗଣ, ମାର୍ଗଣ(ପ୍ରାର୍ଥନା, ଶର),
କଷଣ, ଭୀଷଣ,
କର୍ଷଣ, ବର୍ଷଣ, ଘର୍ଷଣ,
ଆପ୍ରାଣ, ନିଷ୍ପ୍ରାଣ, ଅର୍ପଣ,ତର୍ପଣ, କୃପଣ, ପ୍ରାପଣ(ପ୍ରାପ୍ତି), ରୋପଣ, କୃପାଣ(ଖଣ୍ଡା) ନିପୁଣ,
ଗୁଣାଣ(ଗୁଣନ), ଜଣାଣ, ରସୁଣ, ନିଶାଣ, କୁଶାଣ
ଗର୍ହଣ(ତିରସ୍କାର), ଗ୍ରହଣ, କାହାଣ(16 ପଣ, 16×80=1280), ଡାହାଣ, କହ୍ଲlଣ(ରାଜତରଙ୍ଗିଣୀ କାବ୍ୟର କବି)
କମାଣ, ପ୍ରମାଣ, ନିର୍ମାଣ
କଲ୍ଯାଣ, କଢ଼ାଣ, ଗଢଣ, କଙ୍କଣ, ଗ୍ରାମୀଣ,
ଚିତ୍ରଣ, ଛଞ୍ଚାଣ, ଆଘ୍ରାଣ, ନିଖୁଣ, ନିକ୍ଵଣ, ପ୍ରୟାଣ(ମୃତ୍ୟୁ), ପ୍ରାଙ୍ଗଣ, ପାଞ୍ଚଣ, ଫୁଟଣ, ବର୍ହିଣ(ମୟୂର), ବର୍ହି(ମୟୂର), ବ୍ରାହ୍ମଣ, ମସୃଣ, ମଣ୍ଡଣ, ମୁଦ୍ରଣ, ————- 3 ଶବ୍ଦରେ : ଣୀ
ଖମଣି(ସୂଯ୍ୟ, ଚନ୍ଦ୍ର, ତମୋହର) ତାରିଣୀ, ସାରଣୀ, ତରଣୀ(ନଦୀ), ତରଣି(ସୂର୍ଯ୍ୟ) ଶରଣୀ(ପଥ, ରାସ୍ତା) ଧୂରୀଣ(ଧୁରନ୍ଧର), ବାଘୁଣୀ, ନିଶୁଣି, ବାରୁଣୀ(ପଶ୍ଚିମ), ସର୍ବାଣୀ(ପାର୍ବତୀ), ପର୍ବପର୍ବାଣୀ, ଜ୍ଞାନୀଗୁଣୀ, ଧନମଣି, —– 4 ଶବ୍ଦରେ : ଣୀ
ନାରାୟଣୀ, ନିର୍ଝରିଣୀ, ନିଶାମଣି(ଚନ୍ଦ୍ର), ନୀଳମଣି(ଶ୍ରୀକୃଷ୍ଣ), ପୁଷ୍କରିଣୀ , ନୃପମଣି(ସମ୍ରାଟ), ନରମଣି(ନୃପତି),
ବୀଣାପାଣି(ସରସ୍ଵତୀ), ବଜ୍ରପାଣି(ଇନ୍ଦ୍ର) ବିଂଶପାଣି(ରାବଣ) ଶୂଳପାଣି(ଶିବ), ବଂଶୀପାଣି(ଶ୍ରୀକୃଷ୍ଣ), ସୀରପାଣି(ବଳଭଦ୍ର, ସଙ୍କର୍ଷଣ, ହଳାୟୁଧ, ) ପଦ୍ମପାଣି(ବିଷ୍ଣୁ), ଦଣ୍ଡପାଣି(ଯମ),
(ଜେଜେ ବାହୁଡି,ବାଞ୍ଛାନିଧି, ଅଚ୍ୟୁତ, ସାଧୁ( ଠାକୁର ଜେଜେ), ଜାହାଙ୍ଗୀର ପାଟଣା ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, [10/25/2022, 7:35 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ଗାନୀଜ୍ୟୋତି ଧ୍ୱନି ମନ୍ଦିର(47)
3 ଶବ୍ଦରେ ଶବ୍ଦ ଗୀତି: ଣ
ଦୁଃଖର କାରଣ, ତୁଷ୍ଟିକରଣ(ଉପାୟ, ଜାତି) ବୃତ୍ତି କରଣ, ବର୍ଣ୍ଣ ବୈଶ୍ୟ, ଜାତି ଓଡ଼ିଆ l ଚନ୍ଦ୍ର କିରଣ , ଧାତୁ ଜାରଣ(ଶୋଧନ), କ୍ଷୀରି ତରଣ,
ସ୍ଵାଗତ ତୋରଣ, ଦୁଃଖରୁ ତାରଣ, ଗତିରେ ତ୍ୱରଣ, ଅସ୍ତ୍ର ଧାରଣ, ଅବଧାନ ନାମ ନାରଣ, ଆଶା ପୂରଣ, କଲେ ବାରଣ, ବର ବରଣ, ମୃତ୍ୟୁ ବରଣ, ଧାନ ଭରଣ, ପୋଷଣ ଭରଣ ଯୋଗ ମରଣ, ହେଲା ମରଣ, ମନ୍ତ୍ର ମାରଣ, ଘେନ ଶରଣ, ପ୍ରଭୁ ପଦେ ଶରଣ, ସୁଷମା ହିରଣ(ସ୍ଵର୍ଣ୍ଣ, ହେମ, ହିରଣ୍ୟ),
ପୋଥି ପୁରାଣ, ଲକ୍ଷ୍ମୀ ପୁରାଣ, ବିଷ୍ନୁ ପୁରାଣ, ଶିବ ପୁରାଣ, କୋମଳ ପରାଣ,
ବଦନ କରୁଣ, ନୟନ କରୁଣ, ଦେବତା ବରୁଣ(ସମୁଦ୍ର), ହୃଦୟ ତରୁଣ, ପ୍ରାଣ ତରୁଣ, ପ୍ରଭାତ ଅରୁଣ, ସୁଷମା ଅରୁଣ, ଆଲୋକ ଅରୁଣ ଇଷ୍ଟଙ୍କୁ ସ୍ମରଣ, କରିଲେ ସ୍ମରଣ, ଭକ୍ତିରେ ସ୍ମରଣ,
କ୍ଷେତରେ କିଷାଣ(କୃଷକ), ପ୍ରତିମା ପାଷାଣ, ହୃଦୟ ପାଷାଣ, ପ୍ରସ୍ତର ପାଷାଣ, ଯୁଗ ପାଷାଣ, ଫେଡାଣ ମିଶାଣ, ଚିତାଗ୍ନି ମଶାଣ(ମଶାଣି), ପଦାର୍ଥ ବିଷାଣ(ବିଷାକ୍ତ),
ଚିନି ଦ୍ରବଣ, ଭାବ ପ୍ରବଣ, କର୍ମ ପ୍ରବଣ, ଶକ୍ତି ଶ୍ରବଣ, ଇନ୍ଦ୍ରିୟ ଶ୍ରବଣ, ମାସ ଶ୍ରାବଣ, ବରଷା ଶ୍ରାବଣ ପୂଜା ପାର୍ବଣ,
ନବୀନ ପ୍ରବୀଣ, ପରି ନିର୍ବାଣ, ଲଭିଲେ ନିର୍ବାଣ, ସ୍ଵର୍ଗରେ ଗୀର୍ବlଣ(ଦେବତା, ସୁର, ସୁପର୍ବା), ରାଜାଙ୍କ ଦ୍ରବିଣ(ଧନ, ପରାକ୍ରମ),
ସତ୍ତ୍ଵ ରଜ ତମ ଗୁଣ ତ୍ରିଗୁଣ, ନିରାକାର ନିର୍ଗୁଣ, ତାଙ୍କର ସୁଗୁଣ, ତାହାର ଦୁର୍ଗୁଣ, ନିନ୍ଦା କୁଗୁଣ
ପୁଜାରେ ମାଗଣ, ପ୍ରଭୁଙ୍କୁ ମାର୍ଗଣ(ପ୍ରାର୍ଥନା, ଶର),
ଭୋଗିଲା କଷଣ, ଯାତନା କଷଣ, ଅସହ୍ଯ କଷଣ, ଭୀଷଣ କଷଣ, କଷଣ ଭୀଷଣ, ଯାତନା ଭୀଷଣ, କଷ୍ଟ ଭୀଷଣ, ଯୁଦ୍ଧ ଭୀଷଣ, ଜମି କର୍ଷଣ, ମେଘ ବର୍ଷଣ, ଅଶ୍ରୁ ବର୍ଷଣ, ଘୂର୍ଣ୍ଣନ ଘର୍ଷଣ, ଶକ୍ତି ଘର୍ଷଣ,
ଚୁଡ଼ାଘଷା ଘର୍ଷଣ,
ଉଦ୍ୟମ ଆପ୍ରାଣ, ଚେଷ୍ଟା ଆପ୍ରାଣ ପଥର ନିଷ୍ପ୍ରାଣ, ପ୍ରାଣ କି ନିଷ୍ପ୍ରାଣ, ଜଳ ଅର୍ପଣ, ଖାଦ୍ୟ ଅର୍ପଣ ତିଳ ତର୍ପଣ, ଜଳ ତର୍ପଣ ଅତ୍ୟନ୍ତ କୃପଣ, ସ୍ଵଭାବ କୃପଣ, ସୁଖ ପ୍ରାପଣ(ପ୍ରାପ୍ତି), ଚାରା ରୋପଣ, ବୃକ୍ଷ ରୋପଣ, ଧାନ ରୋପଣ, ରାଜାଙ୍କ କୃପାଣ(ଖଣ୍ଡା), ଧରିଲେ କୃପାଣ, କଳାରେ ନିପୁଣ, ନୃତ୍ୟରେ ନିପୁଣ, ଶୀଳ୍ପି ନିପୁଣ, ସୁଦକ୍ଷ ନିପୁଣ, ହରଣ ଗୁଣାଣ(ଗୁଣନ), ଆର୍ତ୍ତତ୍ରାଣ ଜଣାଣ, ଦୁଃଖରେ ଜଣାଣ, କାଞ୍ଚିପୁଅ(ଧର୍ମାନନ୍ଦ) ଚଉତିଶା ଜଣାଣ, ପିଆଜ ରସୁଣ, ଲକ୍ଷ୍ୟ ନିଶାଣ, ଅବ୍ଯର୍ଥ ନିଶାଣ, ବନ୍ଧୁକ ନିଶାଣ, ସାମ୍ରାଜ୍ୟ କୁଶାଣ
ନିନ୍ଦା ଗର୍ହଣ(ତିରସ୍କାର), ଚନ୍ଦ୍ର ଗ୍ରହଣ, ପୁରସ୍ଜାର ଗ୍ରହଣ, ନଡ଼ିଆ ଏକ କାହାଣ(16 ପଣ, 16×80=1280), ଦିଗ ଡାହାଣ, ହାତ ଡାହାଣ, କବି କହ୍ଲlଣ(ରାଜତରଙ୍ଗିଣୀ କାବ୍ୟର କବି),
ଗର୍ଜିଲା କମାଣ, ସାକ୍ଷୀ ପ୍ରମାଣ, ଅକାଟ ପ୍ରମାଣ ସଡକ ନିର୍ମାଣ, ନବ ନିର୍ମାଣ,
କର କଲ୍ଯାଣ, କଢ଼ାଣ, ସୁନ୍ଦର ଗଢଣ, ସୁବର୍ଣ୍ଣ କଙ୍କଣ, ଦୃଶ୍ୟ ଗ୍ରାମୀଣ,
ରୂପ ଚିତ୍ରଣ, ଶିକାରୀ ପକ୍ଷୀ ଛଞ୍ଚାଣ, ଗନ୍ଧ ଆଘ୍ରାଣ, ମୂର୍ତ୍ତି ନିଖୁଣ, ନୂପୁର ନିକ୍ଵଣ, ମହା ପ୍ରୟାଣ(ମୃତ୍ୟୁ), ସ୍କୁଲ ପ୍ରାଙ୍ଗଣ, ବାଡ଼ି ପାଞ୍ଚଣ, ପଞ୍ଚ ଫୁଟଣ, ନୃତ୍ୟ ବର୍ହିଣ(ମୟୂର), ବର୍ହି(ମୟୂର), ଦେବତା ବ୍ରାହ୍ମଣ, ମାର୍ବଲ ମସୃଣ, ପୁଷ୍ପ ମଣ୍ଡଣ, ପୁସ୍ତକ ମୁଦ୍ରଣ, ————- 3 ଶବ୍ଦରେ : ଣୀ
ଖମଣି(ସୂଯ୍ୟ, ଚନ୍ଦ୍ର, ତମୋହର) ତାରିଣୀ, ସାରଣୀ, ତରଣୀ(ନଦୀ), ତରଣି(ସୂର୍ଯ୍ୟ) ଶରଣୀ(ପଥ, ରାସ୍ତା) ଧୂରୀଣ(ଧୁରନ୍ଧର), ବାଘୁଣୀ, ନିଶୁଣି, ବାରୁଣୀ(ପଶ୍ଚିମ), ସର୍ବାଣୀ(ପାର୍ବତୀ), ପର୍ବପର୍ବାଣୀ, ଜ୍ଞାନୀଗୁଣୀ, ଧନମଣି, —– 4 ଶବ୍ଦରେ : ଣୀ
ନାରାୟଣୀ, ନିର୍ଝରିଣୀ, ନିଶାମଣି(ଚନ୍ଦ୍ର), ନୀଳମଣି(ଶ୍ରୀକୃଷ୍ଣ), ପୁଷ୍କରିଣୀ , ନୃପମଣି(ସମ୍ରାଟ), ନରମଣି(ନୃପତି),
ବୀଣାପାଣି(ସରସ୍ଵତୀ), ବଜ୍ରପାଣି(ଇନ୍ଦ୍ର) ବିଂଶପାଣି(ରାବଣ) ଶୂଳପାଣି(ଶିବ), ବଂଶୀପାଣି(ଶ୍ରୀକୃଷ୍ଣ), ସୀରପାଣି(ବଳଭଦ୍ର, ସଙ୍କର୍ଷଣ, ହଳାୟୁଧ, ) ପଦ୍ମପାଣି(ବିଷ୍ଣୁ), ଦଣ୍ଡପାଣି(ଯମ),
(ଜେଜେ ବାହୁଡି,ବାଞ୍ଛାନିଧି, ଅଚ୍ୟୁତ, ସାଧୁ( ଠାକୁର ଜେଜେ), ଜାହାଙ୍ଗୀର ପାଟଣା ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, [10/26/2022, 9:16 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟଗାନୀ ଧ୍ୱନି ମନ୍ଦିର (48)
3 ଶବ୍ଦରେ : ଣି
ଅରଣୀ(ଅଗ୍ନି, ସୂର୍ଯ୍ୟ), ଅଗ୍ରଣୀ,
ଇନ୍ଦ୍ରାଣୀ (ଶଚୀ, ପୁଲୋମୋଜା), ଓଢଣୀ, କାହାଣୀ, କରଣୀ, କିଙ୍କିଣୀ, କିଳିଣୀ, କଲ୍ୟାଣୀ, କିଣାକିଣି
ଖମଣି(ସୂର୍ଯ୍ୟ,ଚନ୍ଦ୍ର, ତମୋହର ), ଖଞ୍ଜଣୀ, ଖଟଣି ଖୋସାଣୀ,
ଗଉଣୀ(ମାପ), ଗୁଣ୍ଠୁଣୀ(ଗେଡl), ଗୃହିଣୀ, ଗୋସାଣୀ(ଡାହାଣୀ),
ଘୋଡ଼ଣୀ, ଘୋଡଣି,
ଚଳଣି, ଚାହାଣି, ଚିମିଣି, ଚେମେଣି,
ଛାଉଣି, ଛାଉଣୀ, ଛାଞ୍ଚୁଣୀ , ଜାଳେଣି, ଜୁଆଣୀ,
ଟିପ୍ପଣୀ, ଡାହାଣୀ, ଢାଙ୍କୁଣି, ତରଣି(ସୂର୍ଯ୍ୟ, ନୌକା) ତରଣୀ (ନୌକା), ତାରିଣୀ(ଠାକୁରାଣୀ), ତ୍ରିବେଣୀ, ଥୋମଣୀ, ଦକ୍ଷିଣୀ,
ଧରଣୀ, ଧରଣି, ନାଗୁଣୀ, ନାତୁଣୀ, ନିଶୁଣୀ, ନୃପଣି(ନୃପତି),
ପୁଆଣୀ, ପୁରୁଣୀ(ଶାଗ), ଫୁଟାଣି, ପହଣୀ, ପର୍ବାଣୀ,
ବରଣୀ(ନିମନ୍ତ୍ରଣ), ବାରୁଣୀ (ପଶ୍ଚିମ, ମଦ୍ୟ), ବିପଣି, ବିପଣୀ(ଦୋକାନ ବଜାର), ବିନ୍ଧାଣୀ, ବ୍ରାହ୍ମଣୀ, ବ୍ରହ୍ମାଣୀ( ବାଙ୍ମୟୀ, ସରସ୍ଵତୀ), ବାନ୍ଧେଣୀ,
ଭଉଣୀ, ଭସାଣି, ମେଲାଣୀ, ମାଗୁଣୀ, ମଶାଣି, ମଶୁଣୀ, ମାଲ୍ୟାଣୀ, ମୃଗୁଣୀ,
ରଙ୍ଗଣୀ(ଫୁଲ), ରମଣୀ, ରାଗିଣୀ(ସ୍ଵର), ରୁକ୍ମିଣୀ, ରୁଦ୍ରାଣୀ(ପାର୍ବତୀ), ରୋହିଣୀ(ନକ୍ଷତ୍ର),
ଲବଣୀ, ଲହୁଣି, ଲୋଟଣି,
ଶରଣୀ, ଶରଣି(ପଥ, ମାର୍ଗ), ଶିରିଣି(ଭୋଗ), ଶ୍ରାବଣୀ(ଶ୍ରାବଣ ପୂର୍ଣ୍ଣିମା),
ସରଣୀ, ସରଣି(ମାର୍ଗ), ସାହାଣୀ( ଧାନପୋକ),
ହରିଣୀ, କ୍ଷେପଣି/କ୍ଷେପଣୀ(ଆହୁଲା),
ମାମୁଁ ମାଇଁ ସୁରେନ୍ଦ୍ର, ଚଞ୍ଚଳା, ନାହାଳପୁର ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/27/2022, 8:15 AM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟପ୍ରୀତିଗାନୀ ଧ୍ୱନି ମନ୍ଦିର (49)
3 ଶବ୍ଦରେ ଶବ୍ଦ : ଣି
ଅର ଅରଣୀ(ଅଗ୍ନି, ସୂର୍ଯ୍ୟ), ଅଗ୍ର ଅଗ୍ରଣୀ,
ଇନ୍ଦ୍ର ଇନ୍ଦ୍ରାଣୀ (ଶଚୀ, ପୁଲୋମୋଜା), ଓଢଣୀ, କାହାଣୀ,
କର କରଣୀ, କିଙ୍କିଣୀ, କିଳିଣୀ, କଲ୍ୟାଣୀ,
ମଣି ଖମଣି(ସୂର୍ଯ୍ୟ,ଚନ୍ଦ୍ର, ତମୋହର ), ଖଞ୍ଜ ଖଞ୍ଜଣୀ, ଖଟ ଖଟଣି ଖୋସା ଖୋସାଣୀ,
ଗଉଣୀ(ମାପ), ଗୁଣ୍ଠ ଗୁଣ୍ଠୁଣୀ(ଗେଡl), ଗୃହ ଗୃହିଣୀ, ଗୋସାଣୀ(ଡାହାଣୀ),
ଘୋଡ଼ଣୀ, ଘୋଡଣି, ଚଳ ଚଳଣି, ଚାହା ଚାହାଣି, ଚିମିଣି, ଚେମେଣି,
ଛାଉଣି, ଛାଉଣୀ, ଛାଞ୍ଚ ଛାଞ୍ଚୁଣୀ , ଜାଳ ଜାଳେଣି, ଜୁଆ ଜୁଆଣୀ,
ଟିପ ଟିପ୍ପଣୀ, ଡାହା ଡାହାଣୀ, ଢଙ୍କ ଢାଙ୍କୁଣି, ତର ତରଣି(ସୂର୍ଯ୍ୟ, ନୌକା) ତରଣୀ (ନୌକା), ତାରିଣୀ(ଠାକୁରାଣୀ), ବେଣୀ ତ୍ରିବେଣୀ, ମଣି ଥୋମଣୀ, ଦକ୍ଷିଣୀ,
ଧର ଧରଣୀ, ଧରଣି, ନାଗ ନାଗୁଣୀ, ନାତି ନାତୁଣୀ, ନିଶ ନିଶୁଣୀ, ନୃପ ନୃପଣି(ନୃପତି),
ପୁଅl ପୁଆଣୀ, ପୁରୁଣୀ(ଶାଗ), ଫୁଟା ଫୁଟାଣି, ପହଣୀ, ପର୍ବ ପର୍ବାଣୀ,
ବର ବରଣୀ(ନିମନ୍ତ୍ରଣ), ରୁଣୀ ବାରୁଣୀ (ପଶ୍ଚିମ, ମଦ୍ୟ), ପଣି ବିପଣି, ବିପଣୀ(ଦୋକାନ ବଜାର), ବିନ୍ଧା ବିନ୍ଧାଣୀ, ବ୍ରାହ୍ମ ବ୍ରାହ୍ମଣୀ, ବ୍ରହ୍ମା ବ୍ରହ୍ମାଣୀ(ବାଙ୍ମୟୀ, ସରସ୍ଵତୀ), ବନ୍ଧ ବାନ୍ଧେଣୀ,
ଭଉଣୀ,
ଭସା ଭସାଣି, ମେଲା ମେଲାଣୀ, ମାଗ ମାଗୁଣୀ, ମଶା ମଶାଣି, ମଶୁଣୀ, ମାଲ୍ୟାଣୀ, ମୃଗ ମୃଗୁଣୀ,
ରଙ୍ଗ ରଙ୍ଗଣୀ(ଫୁଲ), ମଣି ରମଣୀ, ରାଗ ରାଗିଣୀ(ସ୍ଵର), ରୁକ୍ମିଣୀ, ରୁଦ୍ର ରୁଦ୍ରାଣୀ(ପାର୍ବତୀ), ରୋହିଣୀ(ନକ୍ଷତ୍ର),
ଲବ ଲବଣୀ, ଲହୁ ଲହୁଣି, ଲୋଟଣି,
ଶର ଶରଣୀ, ଶରଣି(ପଥ, ମାର୍ଗ), ଶିରୀ ଶିରିଣି(ଭୋଗ), ବଣି ଶ୍ରାବଣୀ(ଶ୍ରାବଣ ପୂର୍ଣ୍ଣିମା),
ଶର ସରଣୀ, ସରଣି(ମାର୍ଗ), ସର୍ବ ସର୍ବାଣୀ, ଶର୍ବାଣୀ(ପାର୍ବତୀ) ସlହl ସାହାଣୀ( ଧାନପୋକ),
ହରି ହରିଣୀ, କ୍ଷେପଣି/କ୍ଷେପଣୀ(ଆହୁଲା),
ଅଜା ଆଇ ବୃନ୍ଦାବନ, ରମା, ନାହାଳପୁର ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/27/2022, 8:09 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟପ୍ରଭାଗାନୀ ଧ୍ୱନି ମନ୍ଦିର (50)
3 ଶବ୍ଦରେ : ଣି
ଦେବତା ଅରଣୀ(ଅଗ୍ନି, ସୂର୍ଯ୍ୟ), ଶିଳ୍ପରେ ଅଗ୍ରଣୀ, ଦେଶ ଅଗ୍ରଣୀ, ରାଜ୍ୟ ଅଗ୍ରଣୀ,
ଇନ୍ଦ୍ର ଇନ୍ଦ୍ରାଣୀ (ଶଚୀ, ପୁଲୋମୋଜା), ଲୁଗା ଓଢଣୀ, ମୁଣ୍ଡରେ ଓଢ଼ଣୀ, ପୁରାଣ କାହାଣୀ, କରତ କରଣୀ, ନୂପୁର କିଙ୍କିଣୀ, ନିସ୍ଵନ କିଙ୍କିଣୀ କବାଟ କିଳିଣୀ, ଧରିତ୍ରୀ କଲ୍ୟାଣୀ,
ସୁଷମା ଖମଣି(ସୂର୍ଯ୍ୟ,ଚନ୍ଦ୍ର, ତମୋହର ), ଆଲୋକ ଖମଣି, ବାଦ୍ୟ ଖଞ୍ଜଣୀ, ଭାରି ଖଟଣି, ଦିଅ ଖୋସାଣୀ,
ବେତ ଗଉଣୀ(ମାପ), ହାତୀ ଗୁଣ୍ଠୁଣୀ(ଗେଡl), ଘରେ ଗୃହିଣୀ, ଘରେ ଘରଣୀ, ଭୂତ ଗୋସାଣୀ(ଡାହାଣୀ),
ଦିଅ ଘୋଡ଼ଣୀ, ଘୋଡଣି, ନିଖ ଉଙ୍କୁଣୀ,
ଚାଲି ଚଳଣି, ଚୋରା ଚାହାଣି, ନୟନ ଚାହାଣି, ବାଙ୍କ ଚାହାଣି, ଘର ଚିମିଣି, ବାଦୁଡ଼ି ଚେମେଣି,
ଘର ଛାଉଣି, ସେନା ଛାଉଣୀ, ଚାଳ ଛାଉଣୀ, ଖରିକା ଛାଞ୍ଚୁଣୀ , କାଠ ଜାଳେଣି, ଜିରା ଜୁଆଣୀ,
ଟିକା ଟିପ୍ପଣୀ, ମନ୍ତବ୍ୟ ଟିପ୍ପଣୀ, ସବାଖାଇ ଡାହାଣୀ, ଦିଅ ଢାଙ୍କୁଣି, ଗ୍ରହରାଜ ତରଣି(ସୂର୍ଯ୍ୟ, ନୌକା) ଭାସୁଛି ତରଣୀ/ତରଣି(ନୌକା), ମା ତାରିଣୀ(ଠାକୁରାଣୀ), ଘାଟ ତ୍ରିବେଣୀ(ତିନି ଜଳଧାରା), ବେଣୀ(ଜଳଧାରା), କୃଷ୍ଣାବେଣୀ(କୃଷ୍ଣାନଦୀର ଧାରା), ସଙ୍ଗମ ତ୍ରିବେଣୀ, ସୌନ୍ଦର୍ଯ୍ୟ ତରୁଣୀ, ତରୁଣ ତରୁଣୀ,
ବଳଦ ଥୋମଣୀ, ଲଙ୍କା ଦକ୍ଷିଣୀ,
ଧରା(ପୃଥିବୀ) ଧରଣୀ, ଧରଣି, ନାଗ ନାଗୁଣୀ, ନାତି ନାତୁଣୀ, ବାଉଁଶ ନିଶୁଣୀ, କଳିଙ୍ଗ ନୃପଣି(ନୃପତି), ଆଖେଡ଼ା ନିର୍ବାଣୀ,
ବିଭାଘର ପୁଆଣୀ, ଶାଗ ପୁରୁଣୀ(ଶାଗ), ଭାରି ଫୁଟାଣି, ବିଲରେ ପହଣୀ, ପର୍ବ ପର୍ବାଣୀ,
ବର ବରଣୀ(ନିମନ୍ତ୍ରଣ), ଗଗନ ବାରୁଣୀ (ପଶ୍ଚିମ), ବିଦେଶୀ ବାରୁଣୀ (ମଦ୍ୟ) ମେଳାରେ ବିପଣି, ବିପଣୀ(ଦୋକାନ ବଜାର), ଶୀଳ୍ପି ବିନ୍ଧାଣୀ, ବ୍ରାହ୍ମଣ ବ୍ରାହ୍ମଣୀ, ଦେବୀ ବ୍ରହ୍ମାଣୀ( ବାଙ୍ମୟୀ, ସରସ୍ଵତୀ), ରସି ବାନ୍ଧେଣୀ,
ଭାଇ ଭଉଣୀ, ଯମ ଭଉଣୀ(ଯମ ସ୍ଵସା(ଭଉଣୀ) ମେଢ଼ ଭସାଣି, ଦିଅ ମେଲାଣୀ, କରେ ମାଗୁଣୀ, ନଇ ମଶାଣି, ହେଁସ ମଶୁଣୀ, ରାଜାଙ୍କ ମାଲ୍ୟାଣୀ, ସ୍ତୁତି ମୃଗୁଣୀ, ମିତ ମିତଣୀ, ପୁଷ୍ପ ମଣ୍ଡଣୀ(ସାଜସଜା),
କୁସୁମ ରଙ୍ଗଣୀ(ଫୁଲ), ସୁନ୍ଦରୀ ରମଣୀ, ରାଗ ରାଗିଣୀ(ସ୍ଵର), ଶ୍ରୀକୃଷ୍ଣ ରୁକ୍ମିଣୀ, ରୁଦ୍ର(ଶିବ) ରୁଦ୍ରାଣୀ(ପାର୍ବତୀ), ନକ୍ଷତ୍ର ରୋହିଣୀ(ନକ୍ଷତ୍ର),
ସର ଲବଣୀ, ଛେନା ଲହୁଣି, ପlରା ଲୋଟଣି,
ବିଜୁ ଶରଣୀ, ଜୟଦେବ ଶରଣି(ପଥ, ମାର୍ଗ), ଭୋଗ ଶିରିଣି(ଭୋଗ), ତିଥି ଶ୍ରାବଣୀ(ଶ୍ରାବଣ ପୂର୍ଣ୍ଣିମା),
କାଳିଦାସ ସରଣୀ, ସରଣି(ମାର୍ଗ), ପୋକ ସାହାଣୀ( ଧାନପୋକ), ଶିବ ସର୍ବାଣୀ(ପାର୍ବତୀ, ରୁଦ୍ରାଣୀ) ମହେଶ ଶର୍ବାଣୀ(ପାର୍ବତୀ), ସୁନା ହରିଣୀ, ବନ ହରିଣୀ, ହରିଣ ହରିଣୀ, ନାହାରେ କ୍ଷେପଣି/କ୍ଷେପଣୀ(ଆହୁଲା), ————-
କୁଣିଆ ଜେଜେ ମା, ବନମାଳି ସୁନେଇ, ବାହାବଜା, ଦାଣ୍ଡ ମୁକୁନ୍ଦପୁର, ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/28/2022, 6:56 AM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟସ୍ରୋତାଗାନୀ ଧ୍ୱନି ମନ୍ଦିର(51)
ଇନ୍ଦ୍ରମଣି(ନାମ), ଓଡ଼ିଆଣୀ, ଉଷାରାଣୀ(ନାମ), ଅଗ୍ନିବାଣୀ,
କଳାପାଣି (ନିର୍ବାସନ), କଳପାଣି, କୁଳମଣି, କୃଷ୍ଣାବେଣୀ(କୃଷ୍ଣାନଦୀର ଜଳଧାରା), କୃଷ୍ଣବେଣୀ( କଳା କେଶ ବେଣୀ) କିଣାକିଣି,
ଖାରପାଣି, ଖଟାପାଣି,
ଗୁଣମଣି, ଜ୍ଞାନୀଗୁଣୀ, ଗୁରୁବାଣୀ, ଗାନୀରାଣୀ, ଗିରିଶ୍ରେଣୀ, ଗିରିତରଙ୍ଗିଣୀ(ପାହାଡ଼ୀ ନଦୀ)
ଚକ୍ରପାଣି, ଚାକରାଣୀ, ଚଣ୍ଡାଳୁଣୀ, ଚାରୁପାଣି, ଚୂଡ଼ାମଣି(ବନ୍ଦର), ଚନ୍ଦ୍ରମଣି, ଛିଟିକିଣୀ,
ଜେନାମଣି(ରାଜକୁମାର), ଜେମାମଣି(ରାଜକୁମାରୀ), ଝରପାଣି,
ଟଙ୍କପାଣି, ଟଙ୍କାମୁଣି, ଟାଣିଟୁଣି, ଟଙ୍କାଖଣି,
ଦିନମଣି(ସୂର୍ଯ୍ୟ), ଦାନାପାଣି,
ଦଣ୍ଡପାଣି(ଯମ), ତରଙ୍ଗିଣୀ(ନଦୀ, ସ୍ରୋତସ୍ଵିନୀ, କୂଳଙ୍କଷା,),
ନାରାୟଣୀ(ଲକ୍ଷ୍ମୀ, ସେନା), ନୃପମଣି, ନୀରବେଣୀ, ନୀଳବେଣୀ(ନୀଳ ଜଳଧାରା), ନୀଳମଣି(ଶ୍ରୀକୃଷ୍ଣ), ନିଶାପାଣି, ନିଶାମଣି(ଚନ୍ଦ୍ର, ନିଶାକର), ନୀରବେଣୀ(ଜଳଧାରା),
ପଦ୍ମପାଣି(ସୂର୍ଯ୍ୟ, ବିଷ୍ଣୁ , ବ୍ରହ୍ମା), ପାଟ୍ଟରାଣୀ, ପୁଷ୍କରିଣୀ, ପସାରୁଣୀ(ଶାଗ),
ପlଞ୍ଚପ୍ରାଣୀ, ପୁତ୍ରମଣି, ପୋଷାପ୍ରାଣୀ,
ଫୁଲବାଣୀ(ଜିଲ୍ଲା),
ବୀଣାପାଣି(ସରସ୍ଵତୀ, ହାତରେ ବୀଣା), ବଂଶୀପାଣି(ଶ୍ରୀକୃଷ୍ଣ, ହାତରେ ବଂଶୀ), ବଜ୍ରପାଣି(ଇନ୍ଦ୍ର, ହାତରେ ବଜ୍ର), ବିଂଶପାଣି(ରାବଣ, 20 ହାତ) ବେଣୁପାଣି(ଶ୍ରୀକୃଷ୍ଣ, ହାତରେ ବେଣୁ, ବଂଶୀ), ପାଣି (ହାତ, ଜଳ)
ବୁଢିଆଣୀ, ବନ୍ୟପ୍ରାଣୀ, ବୈତରଣୀ, ବିଳାଶୁଣି, ବିରହିଣୀ, ବିବରଣୀ, ବାଇଗଣୀ, ବେଦବାଣୀ,
ଭୁଆସୁଣୀ(ନବ ଯୁବତୀ), ଭାଲୁକୁଣୀ(ଠାକୁରାଣୀ),
ମଥାମଣି(ମୁଣ୍ଡ ଅଳଙ୍କାର), ମଧୁବଣୀ(ଚିତ୍ରକଳା, ବିହାର), ମଧୁବାଣୀ(ମିଠା କଥା ), ମଲାଗୁଣୀ(ରଣପୁର ଠାରେ ନଦୀ),
ମହାରାଣୀ, ମଉଡ଼ମଣି, ମର୍କତମଣି(ରତ୍ନ) ଯଦୁମଣି, ରତ୍ନମଣି, ରାଜାରାଣୀ, ରାଜତରଙ୍ଗିଣୀ(କାବ୍ୟ),
ଶୂଳପାଣି(ଶିବ), ଶିରୋମଣୀ, ଶୈଳଶ୍ରେଣୀ, ଶୋଭାରାଣୀ, ସୀରପାଣି(ବଳରାମ, ହଳାୟୁଧ, ସଙ୍କର୍ଷଣ), ସୁନାଖଣି, ସାଧୁବାଣୀ, ସୁଲକ୍ଷଣୀ, ସୂର୍ଯ୍ୟମଣି(ନାମ), ହିତୈଷିଣୀ(ହିତକାଂକ୍ଷୀ), ହିତବାଣୀ, ହୃଦରାଣୀ, ହିଂସ୍ରପ୍ରାଣୀ, ———— କୁଣିଆ ମା, ସୁନେଇ, ଗୁରୁବାରୀ, ସୁନ୍ଦରୀ , ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/28/2022, 9:15 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟପ୍ରାଣଗାନୀ ଧ୍ୱନି ମନ୍ଦିର(52)
ରାଣୀ: ଉଷାରାଣୀ(ନାମ), ଗାନୀରାଣୀ, ହୃଦରାଣୀ, ଚାକରାଣୀ, ଚଣ୍ଡାଳୁଣୀ,
ପାଟ୍ଟରାଣୀ, ମହାରାଣୀ, ଶୋଭାରାଣୀ, ରାଜାରାଣୀ,
ବାଣୀ: ଅଗ୍ନିବାଣୀ, ଗୁରୁବାଣୀ, ବେଦବାଣୀ, ସାଧୁବାଣୀ, ମଧୁବାଣୀ(ମିଠା କଥା ), ହିତବାଣୀ, ଫୁଲବାଣୀ(ଜିଲ୍ଲା),
ପାଣି: କଳାପାଣି (ନିର୍ବାସନ), କଳପାଣି, ଖାରପାଣି, ଖଟାପାଣି,
ଚାରୁପାଣି, ନିଶାପାଣି, ଝରପାଣି, ଟଙ୍କପାଣି,ଦାନାପାଣି,
ଦଣ୍ଡପାଣି(ଯମ, ହାତରେ ଦଣ୍ଡ), ପଦ୍ମପାଣି(ସୂର୍ଯ୍ୟ,ବିଷ୍ଣୁ,ବ୍ରହ୍ମା,ହାତରେ ପଦ୍ମ), ଚକ୍ରପାଣି(ବିଷ୍ଣୁ, ହାତରେ ଚକ୍ର) ବୀଣାପାଣି(ସରସ୍ଵତୀ, ହାତରେ ବୀଣା), ବଂଶୀପାଣି(ଶ୍ରୀକୃଷ୍ଣ, ହାତରେ ବଂଶୀ), ବଜ୍ରପାଣି(ଇନ୍ଦ୍ର, ହାତରେ ବଜ୍ର), ବିଂଶପାଣି(ରାବଣ, 20 ହାତ) ବେଣୁପାଣି(ଶ୍ରୀକୃଷ୍ଣ, ହାତରେ ବେଣୁ, ବଂଶୀ), ପାଣି (ହାତ, ଜଳ)
ଶୂଳପାଣି(ଶିବ, ହାତରେ ତ୍ରିଶୂଳ), ସୀରପାଣି(ବଳରାମ, ହଳାୟୁଧ, ସଙ୍କର୍ଷଣ),
ବେଣୀ: କୃଷ୍ଣାବେଣୀ(କୃଷ୍ଣାନଦୀର ଜଳଧାରା), କୃଷ୍ଣବେଣୀ( କଳା କେଶ ବେଣୀ)
ମଣି : ଇନ୍ଦ୍ରମଣି(ନାମ), କୁଳମଣି, ଗୁଣମଣି, ଚୂଡ଼ାମଣି(ବନ୍ଦର), ଚନ୍ଦ୍ରମଣି, ଜେନାମଣି(ରାଜକୁମାର), ଜେମାମଣି(ରାଜକୁମାରୀ),
ଦିନମଣି(ସୂର୍ଯ୍ୟ), ନୀଳମଣି(ଶ୍ରୀକୃଷ୍ଣ), ନିଶାମଣି(ଚନ୍ଦ୍ର, ନିଶାକର),
ପୁତ୍ରମଣି, ନୃପମଣି, ମଉଡ଼ମଣି, ମର୍କତମଣି(ରତ୍ନ) ଯଦୁମଣି(କବି), ରତ୍ନମଣି, ସୂର୍ଯ୍ୟମଣି(ନାମ), ଶିରୋମଣୀ, ମଥାମଣି(ମୁଣ୍ଡ ଅଳଙ୍କାର),
ନୀରବେଣୀ, ବେଣୀ(ଜଳଧାରା) ନୀଳବେଣୀ(ନୀଳ ଜଳଧାରା), ନୀରବେଣୀ(ଜଳଧାରା), ମଧୁବଣୀ(ଚିତ୍ରକଳା, ବିହାର),
ପ୍ରାଣୀ: ପlଞ୍ଚପ୍ରାଣୀ, ବନ୍ୟପ୍ରାଣୀ, ପୋଷାପ୍ରାଣୀ, ହିଂସ୍ରପ୍ରାଣୀ,
ଜ୍ଞାନୀଗୁଣୀ, ମଲାଗୁଣୀ(ରଣପୁର ଠାରେ ନଦୀ),
ବିଳାଶୁଣି, ଭୁଆସୁଣୀ(ନବ ଯୁବତୀ), କିଣାକିଣି, ଛିଟିକିଣୀ,
ବୈତରଣୀ, ବିବରଣୀ, ପୁଷ୍କରିଣୀ, ନିର୍ଝରିଣୀ(ନଦୀ,ପୁଷ୍କରିଣୀ, ଜଳଧାରା) ପସାରୁଣୀ(ଶାଗ),
ସୁନାଖଣି, ହୀରାଖଣି,
ତରଙ୍ଗିଣୀ(ନଦୀ, ସ୍ରୋତସ୍ଵିନୀ, କୂଳଙ୍କଷା), ଗିରିତରଙ୍ଗିଣୀ(ପାହାଡ଼ୀ ନଦୀ) ରାଜତରଙ୍ଗିଣୀ(କାବ୍ୟ),
ଓଡ଼ିଆଣୀ, ବୁଢିଆଣୀ,
ଗିରିଶ୍ରେଣୀ, ତରୁଶ୍ରେଣୀ, ଶୈଳଶ୍ରେଣୀ, ————— ଟଙ୍କାମୁଣି, ଟାଣିଟୁଣି, ଟଙ୍କାଖଣି, ନାରାୟଣୀ(ଲକ୍ଷ୍ମୀ, ସେନା), ବିରହିଣୀ, ବାଇଗଣୀ, ଭାଲୁକୁଣୀ(ଠାକୁରାଣୀ), ସୁଲକ୍ଷଣୀ, ହିତୈଷିଣୀ(ହିତକାଂକ୍ଷୀ, ମଙ୍ଗଳକର), ————
ବାପା, ସାନବାପା, ଦାଦା, ଦୁର୍ଯ୍ଯୋଧନ, ନଟବର, ବଟକୃଷ୍ଣ ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/29/2022, 4:23 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟଜ୍ୟୋତିଗାନୀ ଧ୍ୱନି ମନ୍ଦିର(53)
ନାମ ଇନ୍ଦ୍ରମଣି(ନାମ), ଘରର କୁଳମଣି, ଚରିତ୍ର ଚନ୍ଦ୍ରମଣି, ବନ୍ଧୁ ସୂର୍ଯ୍ୟମଣି
ନାମ ଉଷାରାଣୀ, ଧନ୍ଯ ଗାନୀରାଣୀ, ମୋର ହୃଦରାଣୀ,
ଘରେ ଚାକରାଣୀ, କେଡ଼େ ଚଣ୍ଡାଳୁଣୀ,
ରାଜାଙ୍କ ପାଟ୍ଟରାଣୀ, ଥିଲେ ମହାରାଣୀ, ଚିଲିକା ଶୋଭାରାଣୀ, ମନ୍ଦିର ରାଜାରାଣୀ,
ନେତାଙ୍କ ଅଗ୍ନିବାଣୀ, ଗୁରୁଦ୍ଵାର ଗୁରୁବାଣୀ, ଶୁଣ ବେଦବାଣୀ, ସାବଧାନ ସାଧୁବାଣୀ, କହିବ ମଧୁବାଣୀ(ମିଠା କଥା ), ମନେରଖ ହିତବାଣୀ, ଓଡ଼ିଶାରେ ଫୁଲବାଣୀ(ଜିଲ୍ଲା),
ଦଣ୍ଡ କଳାପାଣି (ନିର୍ବାସନ), ନଳପାଣି କଳପାଣି, ପ୍ରିୟ ଖଟାପାଣି,
ଖଟା ଚାରୁପାଣି, ଛାଡ ନିଶାପାଣି, ଝରଣା ଝରପାଣି, ଡାଲି ଟଙ୍କପାଣି, ବ୍ୟବସାୟ ଦାନାପାଣି,
ଦେବ ଦଣ୍ଡପାଣି(ଯମ, ହାତରେ ଦଣ୍ଡ), ପ୍ରଭୁ ପଦ୍ମପାଣି(ସୂର୍ଯ୍ୟ,ବିଷ୍ଣୁ,ବ୍ରହ୍ମା,ହାତରେ ପଦ୍ମ), ରଖ ଚକ୍ରପାଣି(ବିଷ୍ଣୁ, ହାତରେ ଚକ୍ର) ଦେବୀ ବୀଣାପାଣି(ସରସ୍ଵତୀ, ହାତରେ ବୀଣା), ଆହେ ବଂଶୀପାଣି(ଶ୍ରୀକୃଷ୍ଣ, ହାତରେ ବଂଶୀ), ଦେବ ବଜ୍ରପାଣି(ଇନ୍ଦ୍ର, ହାତରେ ବଜ୍ର), ନାମ ବିଂଶପାଣି(ରାବଣ, 20 ହାତ) ତ୍ରିଭଙ୍ଗୀରେ ବେଣୁପାଣି(ଶ୍ରୀକୃଷ୍ଣ, ହାତରେ ବେଣୁ, ବଂଶୀ), ପାଣି (ହାତ, ଜଳ)
ପ୍ରଭୁ ଶୂଳପାଣି(ଶିବ, ହାତରେ ତ୍ରିଶୂଳ), ପ୍ରଭୁ ସୀରପାଣି(ବଳରାମ, ହଳାୟୁଧ, ସଙ୍କର୍ଷଣ),
ନୀଳ କୃଷ୍ଣାବେଣୀ(କୃଷ୍ଣାନଦୀର ଜଳଧାରା), ସୁଷମା କୃଷ୍ଣବେଣୀ( କଳା କେଶ ବେଣୀ)
ଧନ୍ୟ ଗୁଣମଣି, ଓଡ଼ିଶାରେ ବନ୍ଦର ଚୂଡ଼ାମଣି, ଦେଖିବାକୁ ଜେନାମଣି(ରାଜକୁମାର), ରୂପରେ ଜେମାମଣି(ରାଜକୁମାରୀ),
ଆହେ ଦିନମଣି(ସୂର୍ଯ୍ୟ), ଶ୍ରୀରାଧା ନୀଳମଣି(ଶ୍ରୀକୃଷ୍ଣ), ଜ୍ୟୋତ୍ସ୍ନା ନିଶାମଣି(ଚନ୍ଦ୍ର, ନିଶାକର),
ଧନ୍ଯ ପୁତ୍ରମଣି, ଆମ ନୃପମଣି, ରାଜ୍ୟର ମଉଡ଼ମଣି, କାନ୍ତି ମର୍କତମଣି(ରତ୍ନ) ବ୍ୟଙ୍ଗକବି ଯଦୁମଣି(କବି), ହୃଦ ରତ୍ନମଣି, ସୁଷମା ଶିରୋମଣୀ, ସ୍ଵର୍ଣ୍ଣ ମଥାମଣି(ମୁଣ୍ଡ ଅଳଙ୍କାର),
ବେଣୀ(ଜଳଧାରା) ମହାନଦୀ ନୀଳବେଣୀ(ନୀଳ ଜଳଧାରା), ଶୁଭ୍ର ନୀରବେଣୀ(ଜଳଧାରା), ପ୍ରସିଦ୍ଧି ମଧୁବଣୀ(ଚିତ୍ରକଳା, ବିହାର),
ଘରେ ପlଞ୍ଚପ୍ରାଣୀ, ବାଘ ବନ୍ୟପ୍ରାଣୀ, କୁକୁର ପୋଷାପ୍ରାଣୀ,
ଭାଲୁ ହିଂସ୍ରପ୍ରାଣୀ,
ପଣ୍ଡିତ ଜ୍ଞାନୀଗୁଣୀ, ନଦୀ ମଲାଗୁଣୀ(ରଣପୁର ଠାରେ ନଦୀ),
ଗ୍ରାମ ବିଳାଶୁଣି, ଝିଅ ଭୁଆସୁଣୀ(ନବ ଯୁବତୀ), ହାଟରେ କିଣାକିଣି, ଧରି ଛିଟିକିଣୀ,
ନଦୀ ବୈତରଣୀ, ଧାରା ବିବରଣୀ, ପଦ୍ମ ପୁଷ୍କରିଣୀ, ପ୍ରାଚୀ ନିର୍ଝରିଣୀ(ନଦୀ) ଉପକାରୀ ପସାରୁଣୀ(ଶାଗ),
ସୋନଭଦ୍ରlରେ ସୁନାଖଣି, ପlନlରେ ହୀରାଖଣି,
ତରଙ୍ଗ ତରଙ୍ଗିଣୀ(ନଦୀ, ସ୍ରୋତସ୍ଵିନୀ, କୂଳଙ୍କଷା), ନିନାଦ ଗିରିତରଙ୍ଗିଣୀ(ପାହାଡ଼ୀ ନଦୀ) କାବ୍ଯ ରାଜତରଙ୍ଗିଣୀ,
ଧନ୍ଯ ଓଡ଼ିଆଣୀ, ବସା ବୁଢିଆଣୀ,
ଲମ୍ବିଛି ଗିରିଶ୍ରେଣୀ, ସବୁଜ ତରୁଶ୍ରେଣୀ, ନୀଳ ଶୈଳଶ୍ରେଣୀ, ————— ରଖ ଟଙ୍କାମୁଣି, ହେଲା ଟାଣିଟୁଣି, ଦେଖ ଟଙ୍କାଖଣି,
ମା ନାରାୟଣୀ(ଲକ୍ଷ୍ମୀ), ସେନା ନାରାୟଣୀ ଶ୍ରୀରାଧା ବିରହିଣୀ, ଆଲୋକ ବାଇଗଣୀ, ଦେବୀ ଭାଲୁକୁଣୀ(ଠାକୁରାଣୀ), ଅହି ସୁଲକ୍ଷଣୀ, ଚିର ହିତୈଷିଣୀ(ହିତକାଂକ୍ଷୀ, ମଙ୍ଗଳକର), ————
କାଞ୍ଚନ ଦୁର୍ଯ୍ଯୋଧନ, ଲାବଣ୍ୟ ନଟବର, ପଦ୍ମା ବଟକୃଷ୍ଣ, ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/29/2022, 10:45 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟପ୍ରସୂଗାନୀ ଧ୍ୱନିମନ୍ଦିର(54)
4 ଶବ୍ଦରେ : ଥ
ବିଶ୍ଵନାଥ(ଶିବ), ବୈଦ୍ୟନାଥ(ଶିବ), ଭୋଳାନାଥ(ଶିବ), ଭୂତନାଥ(ଶିବ), ଗଣନାଥ (ଶିବ, ଗଣେଶ), ଗଣନାଥ (ଗଣେଶ), ଗୋପିନାଥ(ଶ୍ରୀକୃଷ୍ଣ), ଯଦୁନାଥ (ଶ୍ରୀକୃଷ୍ଣ), ଜଗନ୍ନାଥ, ଦିନନାଥ (ଭାଗବାନ), ରଘୁନାଥ(ଶ୍ରୀରାମ) ରତିନାଥ(କନ୍ଦର୍ପ, ରୂପାସ୍ତ୍ର),
ଉମାନାଥ(ଶିବ), ରମାନାଥ(ନାରାୟଣ), ସ୍ଵlତୀନାଥ(ସୂର୍ଯ୍ୟ), ଶଚୀନାଥ(ଇନ୍ଦ୍ର),
ଭଗୀରଥ(ରାଜାଙ୍କ ନାମ), ହରିନାଥ(ମନ୍ଦିର), ଜ୍ୟୋତିଷ୍ପଥ(ଆକାଶ, ନଭ, ବ୍ୟୋମ, )
ଜନପଥ(ଦିଲ୍ଲୀରେ), ଜଳପଥ, ସ୍ଥଳପଥ, ଆକାଶପଥ, ଜ୍ୟୋତିଷ୍ପଥ, ନଦୀପଥ, ବନପଥ, ସମୁଦ୍ରପଥ, ସ୍ଵର୍ଗପଥ, ମରୁପଥ, ଗିରିପଥ,
ଭକ୍ତିପଥ, ସତ୍ୟପଥ, ଧର୍ମପଥ, ହିଂସାପଥ, ସୋମନାଥ(ଶିବ ମନ୍ଦିର), ବଦ୍ରିନାଥ, କେଦାରନାଥ, ଓଁକାରନାଥ, ଲୋକନାଥ, ପ୍ରାଣନାଥ, ଜୟଦ୍ରଥ(ବୀର),
ମନୋରଥ, ମୁକ୍ତିପଥ,
ଅଶ୍ଵତ୍ ଥ, କପିତ୍ ଥ, ————– 3 ଶବ୍ଦରେ : ଥ କଇଁଥ, କୋଳଥ, ବିତଥ(ମିଥ୍ୟା, ବିଫଳ), ପ୍ରମଥ, ବେପଥୁ, ———– 2 ଶବ୍ଦରେ : ଥ ରଥ, ପଥ, ବଥ, ନାଥ, ନୋଥ, ଶୋଥ, ———— ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟଶିଖାଗାନୀ ଧ୍ୱନିମନ୍ଦିର(55)
4 ଶବ୍ଦରେ : ହ
ଅନୁଗ୍ରହ, ଅହରହ, ଅବରୋହ(ବାଧା), ଅମ୍ବୁବାହ(ମେଘ), ଅମ୍ବୁରୁହ(ପଦ୍ମ), ଅମ୍ଭୋରୁହ(ପଦ୍ମ, ପଙ୍କେରୁହ), ଅଭ୍ରଲିହ(ଗଗନଚୁମ୍ବୀ), ଆଖିଲୁହ,
କାଳଗ୍ରହ, କୁହକୁହ,
ଗନ୍ଧବହ(ବାୟୁ), ଗନ୍ଧବାହ(ବାୟୁ) ଗହଗହ, ଟହଟହ, ଡହଡହ(ତାତି, ଖରା), ଦୁର୍ବିସହ, ଦୋଷlବହ, ନବଗ୍ରହ,
ପଙ୍କରୁହ(ପଦ୍ମ), ପଙ୍କେରୁହ(ପଦ୍ମ), ପାଣିରୁହ(ନଖ), ପିତାମହ, ପ୍ରପିତାମହ, ପୁଷ୍ପଲିହ(ଭ୍ରମର, ମଧୁମକ୍ଷୀ), ପଟ୍ଟଗୃହ(ତମ୍ବୁ), ପ୍ରତିଗ୍ରହ(ଦାନ ଗ୍ରହଣ),
ବାରିବହ(ମେଘ), ବାରିବାହ(ମେଘ), ବୀତସ୍ପୃହ, ବରାରୋହ(ସୁନ୍ଦର କଟୀ), ଭୟାବହ, ଭଗ୍ନଗୃହ, ଜତୁଗୃହ,
ନବଗୃହ, ପକ୍କାଗୃହ,
ଭାବଗ୍ରାହୀ (ଭଗବାନ), ଗୁଣଗ୍ରାହୀ, ଧର୍ମଦ୍ରୋହୀ, ଅଶ୍ଵାରୋହୀ, ଗଜାରୋହୀ,
ପରଗ୍ରହୀ, ବହୁବ୍ରୀହି(ସମାସ),
ମହୀରୁହ(ବୃକ୍ଷ), ମହମହ, ମାୟାମୋହ,
ମଧୁଲିହ(ଭ୍ରମର), ମଧୁମେହ(ରୋଗ), ରୁହରୁହ, ରାଷ୍ଟ୍ରଦ୍ରୋହ, ରାଜଦ୍ରୋହ, ଲହଲହ, ଲହୁଲୁହ, ଶହଶହ, ଶିରୋରୁହ(ମୁଣ୍ଡବାଳ), ଶୁଭଗ୍ରହ, ଶୁକ୍ରଗ୍ରହ(କାବ୍ୟତାରା, ସନ୍ଧ୍ୟାତାରା, ପ୍ରଭାତୀତାରା) ସମାରୋହ, ସାର୍ଥବାହ(ଶଗଡ଼ରେ ବଣିକ ଦଳ), ସରୋରୁହ(ପଦ୍ମ), ସଭାଗୃହ, ସତକୁହ,
ହୁତଵହ (ଅଗ୍ନି), ହିମବାହ, ———
3 ଶବ୍ଦରେ : ହ
ଆଗ୍ରହ, କଳହ, ଦୁଃସହ, ଦୁରୂହ, ନୃସିଂହ, ନିସ୍ପୃହ,
ପ୍ରବାହ, ପ୍ରଦାହ(ଜ୍ୱାଳା), ପ୍ରତ୍ୟହ(ପ୍ରତିଦିନ), ପ୍ରତ୍ୟୁହ(ବାଧାବିଘ୍ନ),
ପୁଣ୍ୟlହ(ଶୁଭଦିନ),
ବରାହ, ବିରହ, ବିଦେହ, ବିଗ୍ରହ, ବିଦ୍ରୋହ, ଭୂରୁହ(ବୃକ୍ଷ),
ସାଗ୍ରହ (ଆଗ୍ରହ), ସଂଗ୍ରହ, ସ୍ଵଦେହ,
ଆନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାର୍ ଇନ୍ଦ୍ରମଣି, ଅର୍ଜୁନ, ନୀଳ ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/31/2022, 8:50 AM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟତୋୟାଗାନୀ ଧ୍ୱନିମନ୍ଦିର(56)
4 ଶବ୍ଦରେ ଶବ୍ଦ ଗୀତି: ଥ
ନାଥ; ବାବା ବିଶ୍ଵନାଥ(ଶିବ), ବାବା ବୈଦ୍ୟନାଥ(ଶିବ), ଦେବ ଭୋଳାନାଥ(ଶିବ), ଆହେ ଭୂତନାଥ(ଶିବ), ପ୍ରଭୁ ଲୋକନାଥ(ଶିବ), ପୂଜା ଗଣନାଥ (ଶିବ, ଗଣେଶ), ଗଣେଶ ଗଣନାଥ (ଗଣେଶ), ଗ୍ରାମ ଗୋପିନାଥ(ଶ୍ରୀକୃଷ୍ଣ), ମଥୁରାରେ ଯଦୁନାଥ (ଶ୍ରୀକୃଷ୍ଣ), ଜୟ ଜଗନ୍ନାଥ, ଆହେ ଦିନନାଥ (ଭାଗବାନ), ପ୍ରଭୁ ରଘୁନାଥ(ଶ୍ରୀରାମ) ଦେବ ରତିନାଥ(କନ୍ଦର୍ପ, ରୂପାସ୍ତ୍ର),
ପ୍ରଭୁ ଉମାନାଥ(ଶିବ), ରମାନାଥ(ନାରାୟଣ), ସ୍ଵlତୀନାଥ(ସୂର୍ଯ୍ୟ), ଇନ୍ଦ୍ରାଣୀ ଶଚୀନାଥ(ଇନ୍ଦ୍ର),
ପ୍ରଭୁ ହରିନାଥ(ମନ୍ଦିର), ଗୁଜୁରାଟରେ ସୋମନାଥ(ଶିବ ମନ୍ଦିର), ଧାମ୍ ବଦ୍ରିନାଥ, କେଦାରନାଥ, ପ୍ରଭୁ ଓଁକାରନାଥ, ପୁରୀରେ ଲୋକନାଥ, ସ୍ଵାମୀ ପ୍ରାଣନାଥ, ରାଜା ଭଗୀରଥ(ରାଜାଙ୍କ ନାମ),
ପଥ: ଶୂନ୍ୟ ଜ୍ୟୋତିଷ୍ପଥ(ଆକାଶ, ନଭ, ବ୍ୟୋମ, ) ପ୍ରସିଦ୍ଧ ଜନପଥ(ଦିଲ୍ଲୀରେ), ବିପଦ ଜଳପଥ, ନିରାପଦ ସ୍ଥଳପଥ, ଶୂନ୍ୟ ଆକାଶପଥ, ଜ୍ୟୋତିଷ୍ପଥ, ସୁଗମ ନଦୀପଥ, ଦୁର୍ଗମ ବନପଥ, ସହଜ ସମୁଦ୍ରପଥ, ପୁଣ୍ୟ ସ୍ଵର୍ଗପଥ, ନିର୍ଜନ ମରୁପଥ, ସଂକୀର୍ଣ୍ଣ ଗିରିପଥ,
କୃଷ୍ଣ ଭକ୍ତିପଥ, ପ୍ରିୟ ସତ୍ୟପଥ, ଯାଅ ଧର୍ମପଥ, ଛାଡ ହିଂସାପଥ, ସ୍ଵର୍ଗ ମୁକ୍ତିପଥ,
ବୀର ଜୟଦ୍ରଥ(ବୀର),
ପୂର୍ଣ୍ଣ ମନୋରଥ, କାନ୍ତି ସ୍ଵର୍ଣ୍ଣରଥ, ସ୍ଵର୍ଗ ଦିବ୍ୟରଥ,
ବୃକ୍ଷ ଅଶ୍ଵତ୍ ଥ, ଫଳ କପିତ୍ ଥ, ————– 3 ଶବ୍ଦରେ : ଥ ଗଛ କଇଁଥ, ଡାଲି କୋଳଥ, ଜୀବନ ବିତଥ(ମିଥ୍ୟା, ବିଫଳ), ପ୍ରମଥ, ଅଶ୍ରୁ ବେପଥୁ, ଆନନ୍ଦ ବେପଥୁ
ଆନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାର୍ ଇନ୍ଦ୍ରମଣି, ଅର୍ଜୁନ, ନୀଳ ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [10/31/2022, 9:04 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟଶ୍ଲୋକଗାନୀ ଧ୍ୱନିମନ୍ଦିର(57)
4 ଶବ୍ଦରେ : ହ
ଗ୍ରହ : ଅନୁଗ୍ରହ, କାଳଗ୍ରହ, ନବଗ୍ରହ, ପ୍ରତିଗ୍ରହ(ଦାନ ଗ୍ରହଣ), ଶୁଭଗ୍ରହ, ଶୁକ୍ରଗ୍ରହ(କାବ୍ୟତାରା, କୁଆଁତାରା, ସନ୍ଧ୍ୟାତାରା, ପ୍ରଭାତୀତାରା)
ରୁହ: ଅମ୍ବୁରୁହ(ପଦ୍ମ), ଅମ୍ଭୋରୁହ(ପଦ୍ମ, ପଙ୍କେରୁହ), ପଙ୍କରୁହ(ପଦ୍ମ), ପଙ୍କେରୁହ(ପଦ୍ମ), ସରୋରୁହ(ପଦ୍ମ), ମହୀରୁହ(ବୃକ୍ଷ), ପାଣିରୁହ(ନଖ), ଶିରୋରୁହ(ମୁଣ୍ଡବାଳ),
ବହ : ଗନ୍ଧବହ(ବାୟୁ), ବାରିବହ(ମେଘ), ହୁତଵହ (ଅଗ୍ନି), ଭୟାବହ, ଦୋଷlବହ,
ବାହ : ଅମ୍ବୁବାହ(ମେଘ), ଗନ୍ଧବାହ(ବାୟୁ), ବାରିବାହ(ମେଘ), ସାର୍ଥବାହ(ଶଗଡ଼ରେ ବଣିକ ଦଳ), ହିମବାହ,
ଲିହ ; ଅଭ୍ରଲିହ(ଗଗନଚୁମ୍ବୀ), ପୁଷ୍ପଲିହ(ଭ୍ରମର, ମଧୁମକ୍ଷୀ), ମଧୁଲିହ(ଭ୍ରମର),
ମହମହ, ମାୟାମୋହ,
ଗୃହ: ଭଗ୍ନଗୃହ, ଜତୁଗୃହ,
ନବଗୃହ, ପକ୍କାଗୃହ, ପଟ୍ଟଗୃହ(ତମ୍ବୁ), ସଭାଗୃହ,
ଦ୍ରୋହ: ରାଷ୍ଟ୍ରଦ୍ରୋହ, ରାଜଦ୍ରୋହ,
ଅବରୋହ(ବାଧା), ବରାରୋହ(ସୁନ୍ଦର କଟୀ), ସମାରୋହ,
ଭାବଗ୍ରାହୀ (ଭଗବାନ), ଗୁଣଗ୍ରାହୀ, ପରଗ୍ରହୀ
ଅଶ୍ଵାରୋହୀ, ଗଜାରୋହୀ, ପିତାମହ, ପ୍ରପିତାମହ,
ଦୁର୍ବିସହ, ଶହଶହ, ବୀତସ୍ପୃହ,
ଆଖିଲୁହ, ଲହୁଲୁହ, କୁହକୁହ, ସତକୁହ,
ଗହଗହ, ଟହଟହ, ଡହଡହ(ତାତି, ଖରା), ————– ଅହରହ, ରୁହରୁହ, ଧର୍ମଦ୍ରୋହୀ, ବହୁବ୍ରୀହି(ସମାସ), ମଧୁମେହ(ରୋଗ), ଲହଲହ, ——— 3 ଶବ୍ଦରେ : ହ
ଆଗ୍ରହ, ସାଗ୍ରହ (ଆଗ୍ରହ), କଳହ, ଦୁଃସହ, ଦୁରୂହ, ନୃସିଂହ, ନିସ୍ପୃହ,
ପ୍ରବାହ, ପ୍ରଦାହ(ଜ୍ୱାଳା), ପ୍ରତ୍ୟହ(ପ୍ରତିଦିନ), ପ୍ରତ୍ୟୁହ(ବାଧାବିଘ୍ନ), ପୁଣ୍ୟlହ(ଶୁଭଦିନ),
ବରାହ, ବିରହ, ବିଦେହ, ବିଗ୍ରହ, ବିଦ୍ରୋହ, ଭୂରୁହ(ବୃକ୍ଷ, ମହୀରୁହ), ସଂଗ୍ରହ, ସ୍ଵଦେହ, ———- 4 ଶବ୍ଦରେ ଶବ୍ଦଗୀତି: ହ
ରାଜ ଅନୁଗ୍ରହ, କେତୁ କାଳଗ୍ରହ, ପୂଜା ନବଗ୍ରହ, କରିଲେ ପ୍ରତିଗ୍ରହ(ଦାନ ଗ୍ରହଣ), ମଙ୍ଗଳ ଶୁଭଗ୍ରହ, ସୁଷମା ଶୁକ୍ରଗ୍ରହ(କାବ୍ୟତାରା, କୁଆଁତାରା, ସନ୍ଧ୍ୟାତାରା, ପ୍ରଭାତୀତାରା)
ଶୁଭ୍ର ଅମ୍ବୁରୁହ(ପଦ୍ମ), ସୁଷମା ଅମ୍ଭୋରୁହ(ପଦ୍ମ, ପଙ୍କେରୁହ), କାନ୍ତି ପଙ୍କରୁହ(ପଦ୍ମ), ପାଖୁଡା ପଙ୍କେରୁହ(ପଦ୍ମ), ପୁଷ୍ପିତ ସରୋରୁହ(ପଦ୍ମ), ବନ ମହୀରୁହ(ବୃକ୍ଷ), କlଟ ପାଣିରୁହ(ନଖ), କୃଷ୍ଣ ଶିରୋରୁହ(ମୁଣ୍ଡବାଳ),
ବହୁଛି ଗନ୍ଧବହ(ବାୟୁ), ବରଷେ ବାରିବହ(ମେଘ), ଅନଳ ହୁତଵହ (ଅଗ୍ନି), ଯୁଦ୍ଧ ଭୟାବହ, ନିନ୍ଦା ଦୋଷlବହ,
ଭାସୁଛି ଅମ୍ବୁବାହ(ମେଘ), ସୁଗନ୍ଧ ଗନ୍ଧବାହ(ବାୟୁ), ସୁଷମା ବାରିବାହ(ମେଘ), ମେଳାରେ ସାର୍ଥବାହ(ଶଗଡ଼ରେ ବଣିକ ଦଳ), ପ୍ରକାଣ୍ଡ ହିମବାହ,
ଶୃଙ୍ଗ ଅଭ୍ରଲିହ(ଗଗନଚୁମ୍ବୀ), ଗୁଞ୍ଜନ ପୁଷ୍ପଲିହ(ଭ୍ରମର, ମଧୁମକ୍ଷୀ), ମଧୁପ ମଧୁଲିହ(ଭ୍ରମର),
ମହକେ ମହମହ, ସଂସାର ମାୟାମୋହ,
ବିପଦ ଭଗ୍ନଗୃହ, ବିପଦ ଜତୁଗୃହ,
ପ୍ରବେଶ ନବଗୃହ, ନିରାପଦ ପକ୍କାଗୃହ, ଦେଖ ପଟ୍ଟଗୃହ(ତମ୍ବୁ), ସ୍କୁଲ ସଭାଗୃହ,
କଲେ ରାଷ୍ଟ୍ରଦ୍ରୋହ, ଦଣ୍ଡ ରାଜଦ୍ରୋହ,
ପର୍ବତ ଅବରୋହ(ବାଧା), ତରୁଣୀ ବରାରୋହ(ସୁନ୍ଦର କଟୀ), ଜନ ସମାରୋହ,
ପ୍ରଭୁ ଭାବଗ୍ରାହୀ (ଭଗବାନ), ରାଜା ଗୁଣଗ୍ରାହୀ, ଜୀବ ପରଗ୍ରହୀ
ସୈନ୍ୟ ଅଶ୍ଵାରୋହୀ, ସେନା ଗଜାରୋହୀ, ନାମ ପିତାମହ, ପ୍ରପିତାମହ,
ଦୁଃଖ ଦୁର୍ବିସହ, ଲୋକ ଶହଶହ, ହେଲେ ବୀତସ୍ପୃହ,
ବହେ ଆଖିଲୁହ, ଢାଳି ଲହୁଲୁହ, ଗପ କୁହକୁହ, ସବୁ ସତକୁହ,
ନାଦ ଗହଗହ, ଲାଲ ଟହଟହ, ତାତି ଡହଡହ(ତାତି, ଖରା), ————– ବରଷା ଅହରହ, ଟିକେ ରୁହରୁହ,
କଳାପାହାଡ ଧର୍ମଦ୍ରୋହୀ, ବହୁବ୍ରୀହି(ସମାସ), ରୋଗ ମଧୁମେହ(ରୋଗ), ଜିଭ ଲହଲହ, ——— ଭାରି ଆଗ୍ରହ, ସ୍ନେହ ସାଗ୍ରହ (ଆଗ୍ରହ), ଲାଗିଲା କଳହ, ଦୁଃଖ ଦୁଃସହ, କାର୍ଯ୍ୟ ଦୁରୂହ, ପୂଜା ନୃସିଂହ, ମନରେ ନିସ୍ପୃହ,
ଜଳ ପ୍ରବାହ, ବିଦ୍ୟୁତ୍ ପ୍ରବାହ, ଭୀଷଣ ପ୍ରଦାହ(ଜ୍ୱାଳା), ପୂଜିବା ପ୍ରତ୍ୟହ(ପ୍ରତିଦିନ), ବହୁ ପ୍ରତ୍ୟୁହ(ବାଧାବିଘ୍ନ), ଆଜି ପୁଣ୍ୟlହ(ଶୁଭଦିନ),
ଅବତାର ବରାହ, ଅଶ୍ରୁ ବିରହ, ଦେହ ବିଦେହ, ଦେବୀ ବିଗ୍ରହ, ସେନାରେ ବିଦ୍ରୋହ, ବନରେ ଭୂରୁହ(ବୃକ୍ଷ, ମହୀରୁହ), ଖାଦ୍ୟ ସଂଗ୍ରହ, ସ୍ୱାସ୍ଥ୍ୟ ସ୍ଵଦେହ, ———– ଆନନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାର୍ ଇନ୍ଦ୍ରମଣି, ଅର୍ଜୁନ, ନୀଳ ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/1/2022, 7:14 AM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟତରୁଗାନୀ ଧ୍ୱନି ମନ୍ଦିର (58)
4 ଶବ୍ଦରେ : ଖ
ମୁଖ: ଦିନମୁଖ(ପ୍ରଭାତ, ଉଷା), ନିଶାମୁଖ(ସନ୍ଧ୍ୟା, ଦିନାନ୍ତ, ନିଶାଗମ, ପ୍ରଦୋଷ),
ବହ୍ନିମୁଖ(ଦେବତା, ସୁର, ସୁପର୍ବା), ଯଜ୍ଞମୁଖ(ଅଗ୍ନି), ଶଙ୍କୁମୁଖ(ମୂଷା, କୁମ୍ଭୀର), ଶିଳୀମୁଖ(ଭ୍ରମର, ଶର), ଶତମୁଖ(ପ୍ରସଂଶା), ନାନ୍ଦିମୁଖ(ଶୁଭକାର୍ଯ୍ୟ ଶ୍ରାଦ୍ଧରେ ପିଣ୍ଡ ଦାନ), ପଦ୍ମମୁଖ(ନାରାୟଣ),
ସଖ: ଅଗ୍ନିସଖ(ବାୟୁ), ବାୟୁସଖ(ଅଗ୍ନି)
ଶିଳାଲେଖ, ଦୁଃଖସୁଖ, ସୁଖଦୁଃଖ, ମନେରଖ, ଘରପାଖ,
ଅଲେଖ, ଅସୁଖ, ଅରଖ, ପରଖ, ଗରାଖ, ସଳଖ,
ବୈଶାଖ, ବିମୁଖ, ପ୍ରମୁଖ, ସମ୍ମୁଖ,
4 ଶବ୍ଦରେ : ଗ
ରାଗ: ଅନୁରାଗ, ଅଙ୍ଗରାଗ, ଅସ୍ତରାଗ, ରୂପରାଗ, ନବରାଗ, ପୂର୍ବରାଗ, ପ୍ରୀତିରାଗ, ଭୋଗରାଗ, ଭାରିରାଗ, ବଦରାଗ, ସୂର୍ଯ୍ୟପରାଗ,
ଯୋଗ: ଅଭିଯୋଗ, ଦୈବଯୋଗ, ଯୋଗାଯୋଗ, ଜଳଯୋଗ, ଉପଯୋଗ, ଉଦଯୋଗ,
ରାଜଯୋଗ, ମଙ୍ଗଳଯୋଗ, ରାଜଯୋଗ, କର୍ମଯୋଗ, ଭକ୍ତିଯୋଗ, ଜ୍ଞାନଯୋଗ, ଯାତ୍ରାଯୋଗ, ଗ୍ରହଯୋଗ, ମନୋଯୋଗ, ଯୋଗବିଯୋଗ, ଛତିଶାନିଯୋଗ,
ଭାଗ: ମହାଭାଗ, ପୁରୋଭାଗ(ସମ୍ମୁଖ), ଅଗ୍ରଭାଗ, ଜମିଭାଗ, ଦିଗଭାଗ, ଭାଗଭାଗ, ମହାଭାଗ, ଭୋଗାଭୋଗ,
ଚଉଦିଗ, ଦଶଦିଗ, ଅପାରଗ, ଅନ୍ତରଂଗ,ମହରଗ,
ମଙ୍ଗଳାବାଗ, ବନଜାଗ(ଯାତ୍ରା), ————- ବନମାଳିପୁର ହାଇସ୍କୁଲ ସାର୍ : ଦାମୋଦର ମିଶ୍ର(ହିନ୍ଦୀ ସାର୍), ଜମ୍ବୁ, କାଳୁ, ମଧୁ, ଗୋବିନ୍ଦ, ଗୀର୍ଜା, ମିଛୁ, ବଂଶୀ(C, B,A), ଦେଓ, କରୁଣାକର, ପଣ୍ଡିତ ସାର୍,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/1/2022, 9:33 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟପ୍ରାଣଗାନୀ ଧ୍ୱନି ମନ୍ଦିର (59)
4 ଶବ୍ଦରେ ଶବ୍ଦଗୀତି: ଖ
ଆନନ୍ଦ ଦିନମୁଖ(ପ୍ରଭାତ, ଉଷା), ପ୍ରଶାନ୍ତ ଦିନମୁଖ, ସୁଷମା ନିଶାମୁଖ(ସନ୍ଧ୍ୟା, ଦିନାନ୍ତ, ନିଶାଗମ, ପ୍ରଦୋଷ),
ପ୍ରସନ୍ନ ବହ୍ନିମୁଖ(ଦେବତା, ସୁର, ସୁପର୍ବା), ଯଜ୍ଞରେ ଯଜ୍ଞମୁଖ(ଅଗ୍ନି), ଦେଖିଲି ଶଙ୍କୁମୁଖ(ମୂଷା, କୁମ୍ଭୀର), ନିସ୍ଵନ ଶିଳୀମୁଖ(ଭ୍ରମର), ଧନୁରେ ଶିଳୀମୁଖ(ଶର), ପ୍ରସଂଶାରେ ଶତମୁଖ, ଦେଲେ ନାନ୍ଦିମୁଖ(ଶୁଭକାର୍ଯ୍ୟ ଶ୍ରାଦ୍ଧରେ ପିଣ୍ଡ ଦାନ), ପ୍ରଭୁ ପଦ୍ମମୁଖ(ନାରାୟଣ),
ବହୁଛି ଅଗ୍ନିସଖ(ବାୟୁ), ଜଳୁଚି ବାୟୁସଖ(ଅଗ୍ନି)
ଅଶୋକଙ୍କ ଶିଳାଲେଖ, କେତେ ଦୁଃଖସୁଖ, ସହିଲେ ସୁଖଦୁଃଖ, ଶବ୍ଦଗୀତି ମନେରଖ, ସ୍କୁଲ ଘରପାଖ, ———— ମହିମା ଅଲେଖ, ସୁଖ ଅସୁଖ, ଗଛ ଅରଖ, ଭଲକି ପରଖ, ପ୍ରିୟ ଗରାଖ, ଚାଲିବ ସଳଖ,
ଝାଞ୍ଜି ବୈଶାଖ, କାହିଁକି ବିମୁଖ, ନେତା ପ୍ରମୁଖ(ପ୍ରଧାନ), ଗୃହ ସମ୍ମୁଖ,
4 ଶବ୍ଦରେ ଶବ୍ଦଗୀତି: ଗ
ପ୍ରୀତି ଅନୁରାଗ, ସ୍ଵର୍ଣ୍ଣ ଅଙ୍ଗରାଗ, ପୀତ ଅସ୍ତରାଗ, ଶୋଭା ଅସ୍ତରାଗ, ଦୃଶ୍ୟ ଅସ୍ତରାଗ, ରଙ୍ଗ ରୂପରାଗ, ରୂପ ନବରାଗ, ପ୍ରୀତି ପୂର୍ବରାଗ, ସ୍ନେହ ପ୍ରୀତିରାଗ, ମନ୍ଦିରରେ ଭୋଗରାଗ, ତାଙ୍କର ଭାରିରାଗ, ହିଂସା ବଦରାଗ, ପୂର୍ଣ୍ଣ ସୂର୍ଯ୍ୟପରାଗ,
ଗୁରୁତର ଅଭିଯୋଗ, ଥିଲା ଦୈବଯୋଗ, ବ୍ୟବସ୍ଥା ଯୋଗାଯୋଗ, ସକାଳେ ଜଳଯୋଗ(ଜଳଖିଆ), ଜଳ ଉପଯୋଗ, କର ଉଦ୍ ଯୋଗ,
ଗ୍ରହ ମଙ୍ଗଳଯୋଗ, କର ରାଜଯୋଗ, ପ୍ରିୟ କର୍ମଯୋଗ, କୃଷ୍ଣ ଭକ୍ତିଯୋଗ, ଭକ୍ତି ଜ୍ଞାନଯୋଗ, ଅଛି ଯାତ୍ରାଯୋଗ, ଶୁଭ ଗ୍ରହଯୋଗ, ଦିଅ ମନୋଯୋଗ, ଜ୍ଞାନ ଯୋଗବିଯୋଗ, ସଭା ଛତିଶାନିଯୋଗ,
ସନ୍ୟାସୀ ମହାଭାଗ, ଯୁଦ୍ଧ ପୁରୋଭାଗ(ସମ୍ମୁଖ), ବୃକ୍ଷ ଅଗ୍ରଭାଗ, ହେଲା ଜମିଭାଗ, ଦୃଶ୍ୟ ଦିଗଭାଗ, ଦେଶ ଭାଗଭାଗ, ପଣ୍ଡିତ ମହାଭାଗ, ସଂସାରେ ଭୋଗାଭୋଗ,
ଶୋଭା ଚଉଦିଗ, ଦେଖ ଦଶଦିଗ, ମନ୍ତ୍ରୀ ଅପାରଗ, ବନ୍ଧୁ ଅନ୍ତରଂଗ, ଯୁଗ ମହରଗ,
କଟକ ମଙ୍ଗଳାବାଗ, ଯାତ୍ରା ବନଜାଗ,
3 ଶବ୍ଦରେ : ଗ
ସରାଗ, ବିରାଗ, ପରାଗ, ମାରାଗ(ମରକତମଣି), ବୈରାଗ,
ସୁଯୋଗ, ଦୁର୍ଯୋଗ, ସଂଯୋଗ, ନିଯୋଗ, ବିଯୋଗ,
କୁରଗ(ହରିଣ, କୁରଙ୍ଗ), ତୁରଗ(ଘୋଡା), ଉରଗ(ସର୍ପ, ପନ୍ନଗ), ନିରୋଗ,
ବିହଗ(ପକ୍ଷୀ), ପ୍ଳବଗ(ମାଙ୍କଡ଼, ବେଙ୍ଗ, ହରିଣ),
ବିଭାଗ, ଭୂଭାଗ, ଦ୍ୱିଭlଗ,
ଭୁଜଗ(ସର୍ପ, ପନ୍ନଗ), ଚୌଦିଗ, ବିଦିଗ,
ବିୟୋଗ, ପ୍ରୟୋଗ, ପନ୍ନଗ(ସର୍ପ), ଅଧ୍ୱଗ(ସୂର୍ଯ୍ୟ), ଉର୍ଦ୍ଧ୍ବଗ(ମୃତ), ଶୁଭଗ(ଭାଗ୍ୟବାନ, ସୁନ୍ଦର),
ସରାଗ, ବିରାଗ, ପରାଗ, ମାରାଗ(ମରକତମଣି), ବୈରାଗ,
ସୁଯୋଗ, ଦୁର୍ଯୋଗ, ସଂଯୋଗ, ନିଯୋଗ, ବିଯୋଗ,
କୁରଗ(ହରିଣ, କୁରଙ୍ଗ), ତୁରଗ(ଘୋଡା), ଉରଗ(ସର୍ପ, ପନ୍ନଗ), ନିରୋଗ,
ବିହଗ(ପକ୍ଷୀ), ପ୍ଳବଗ(ମାଙ୍କଡ଼, ବେଙ୍ଗ, ହରିଣ),
ବିଭାଗ, ଭୂଭାଗ, ଦ୍ୱିଭlଗ,
ଭୁଜଗ(ସର୍ପ, ପନ୍ନଗ), ଚୌଦିଗ, ବିଦିଗ,
ବିୟୋଗ, ପ୍ରୟୋଗ, ପନ୍ନଗ(ସର୍ପ), ଅଧ୍ୱଗ(ସୂର୍ଯ୍ୟ), ଉର୍ଦ୍ଧ୍ବଗ(ମୃତ), ଶୁଭଗ(ଭାଗ୍ୟବାନ, ସୁନ୍ଦର), ——— 3 ଶବ୍ଦରେ ଶବ୍ଦଗୀତି : ଗ କେଡେ ସରାଗ, ରାଗ ବିରାଗ, ସୂର୍ଯ୍ୟ ପରାଗ, ମଣି ମାରାଗ(ମରକତମଣି), ମନରେ ବୈରାଗ,
ସୁବର୍ଣ୍ଣ ସୁଯୋଗ, ବଡ,ଦୁର୍ଯୋଗ, କାଳର ସଂଯୋଗ, ଛତିଶା ନିଯୋଗ, ଯୋଗ ବିଯୋଗ,
ବନରେ କୁରଗ(ହରିଣ, କୁରଙ୍ଗ), ରାଜାଙ୍କ ତୁରଗ(ଘୋଡା), ବିଷାକ୍ତ(ସର୍ପ, ପନ୍ନଗ), ସୁସ୍ଥ ନିରୋଗ,
କାକଳି ବିହଗ(ପକ୍ଷୀ), ଧାଉଁଚି ପ୍ଳବଗ(ମାଙ୍କଡ଼, ବେଙ୍ଗ, ହରିଣ),
କୃଷି ବିଭାଗ,
ଦୃଶ୍ୟ ଭୂଭାଗ, ହୋଇଲା ଦ୍ୱିଭlଗ,
ଭୀଷଣ ଭୁଜଗ(ସର୍ପ, ପନ୍ନଗ), ବୁଲିଲି ଚୌଦିଗ, ଦିଗ ବିଦିଗ,
ଅକାଳ ବିୟୋଗ, ସାର ପ୍ରୟୋଗ, ନାଗ ପନ୍ନଗ(ସର୍ପ), ଆଲୋକ ଅଧ୍ୱଗ(ସୂର୍ଯ୍ୟ), ହୋଇଲା ଉର୍ଦ୍ଧ୍ବଗ(ମୃତ), ସର୍ବଦା ଶୁଭଗ(ଭାଗ୍ୟବାନ, ସୁନ୍ଦର), ———– ନଗ(ପର୍ବତ, ବୃକ୍ଷ) ବାଗ, ବେଗ, ବଗ, ରୋଗ, ରାଗ, ତ୍ୟାଗ, ଭୋଗ, ଯୋଗ, ଜାଗ, ଜଗ, ଦିଗ, ଦାଗ, ପାଗ, ମାଗ, ଶାଗ, ——————–
ବନମାଳିପୁର ହାଇସ୍କୁଲ ସାର୍ : ଦାମୋଦର ମିଶ୍ର(ହିନ୍ଦୀ ସାର୍), ଜମ୍ବୁ, କାଳୁ, ମଧୁ, ଗୋବିନ୍ଦ, ଗୀର୍ଜା, ମିଛୁ, ବଂଶୀ(C, B,A), ଦେଓ, କରୁଣାକର, ପଣ୍ଡିତ ସାର୍,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/2/2022, 8:59 AM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟପାଦଗାନୀ ଧ୍ୱନି ମନ୍ଦିର (60)
4 ଶବ୍ଦରେ : ଧ
ଅନୁରୋଧ, ଅପରାଧ, ଅବରୋଧ, ଅଶ୍ଵମେଧ, ପଶୁବଧ, ନରମେଧ, ପଶୁମେଧ,ନିସ୍ତବଧ , ନିର୍ବିରୋଧ, ନିରପରାଧ ,
ଉଦବୋଧ, ହୃଦବୋଧ, ମନବୋଧ, ଚିତ୍ତବୋଧ,
ପ୍ରତିଶୋଧ, ପ୍ରତିରୋଧ, ପ୍ରତିଷେଧ,
ଇନ୍ଦ୍ରାୟୁଧ(ଇନ୍ଦ୍ରଧନୁ), ପୁଷ୍ପlୟୁଧ (କନ୍ଦର୍ପ, ପୁଷ୍ପେଷୁ), ହଳାୟୁଧ(ବଳଭଦ୍ର, ହଳୀ, ସଙ୍କର୍ଷଣ, ସୀରପାଣି, ବଳଦେବ), ଚରଣlୟୁଧ (କୁକୁଡା, ତାମ୍ରଚୂଡ଼, ସ୍ଵର୍ଣ୍ଣଚୂଡ଼), ନଖାୟୁଧ(ନଖୀ, ବାଘ, ବିରାଡ଼ି, ଭାଲୁ) ———- 3 ଶବ୍ଦରେ : ଧ
ଅବାଧ, ଅଗାଧ,
ଅବୋଧ, ଆୟୁଧ, ଅବୈଧ, ଅମେଧ(ଅପବିତ୍ର), ଔଷଧ, ନିରୋଧ, ନିର୍ବୋଧ, ନ୍ୟଗ୍ରୋଧ(ବରଗଛ, ଭlଣ୍ଡୀର),
ଭlଣ୍ଡିର(ବେଲଗଛ), ଭlଣ୍ଡୀର(ବରଗଛ),
ନିଷେଧ, ନିରୋଧ, ନିର୍ବୋଧ, ନିଷିଦ୍ଧ, ବିବୁଧ(ପଣ୍ଡିତ), ବିରୋଧ, ମଗଧ, ——— ବାରିଧି, ଜଳଧି, ନୀରଧି, ପୟୋଧି, ପରିଧି, ମାଗଧି, ଅବଧି, ମହୋଦଧି(ସାଗର),
ବାରlନିଧି(ସାଗର) , ପୟୋନିଧି(ସମୁଦ୍ର) , ନିରବଧି (ସର୍ବଦା), ——–
ବନମାଳିପୁର ହାଇସ୍କୁଲ ସାର୍ : ଦାମୋଦର ମିଶ୍ର(ହିନ୍ଦୀ ସାର୍), ଜମ୍ବୁ, କାଳୁ, ମଧୁ, ଗୋବିନ୍ଦ, ଗୀର୍ଜା, ମିଛୁ, ବଂଶୀ(C, B,A), ଦେଓ, କରୁଣାକର, ପଣ୍ଡିତ ସାର୍,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର