ପୁଣ୍ୟପ୍ରାଣଗାନୀ ଧ୍ୱନି ମନ୍ଦିର (61)
4 ଶବ୍ଦରେ ଶବ୍ଦଗୀତି: ଧ
ବିନମ୍ର ଅନୁରୋଧ, ହତ୍ୟା ଅପରାଧ, ଦୃଢ଼ ଅବରୋଧ, ଯଜ୍ଞ ଅଶ୍ଵମେଧ, ପାପ ପଶୁବଧ, ବଳି ପଶୁମେଧ, ନୀରବ ନିସ୍ତବଧ , ନିର୍ବାଚିତ ନିର୍ବିରୋଧ, ଥିଲେ ନିରପରାଧ ,
ହେଲା ହୃଦବୋଧ, ପ୍ରୀତ ମନବୋଧ, ମୁଗ୍ଧ ଚିତ୍ତବୋଧ,
ଭୀଷଣ ପ୍ରତିଶୋଧ, ଦୃଢ଼ ପ୍ରତିରୋଧ, ରୋଗ ପ୍ରତିଷେଧ,
ଶୋଭା ଇନ୍ଦ୍ରାୟୁଧ(ଇନ୍ଦ୍ରଧନୁ), ରୂପ ପୁଷ୍ପlୟୁଧ (କନ୍ଦର୍ପ, ପୁଷ୍ପେଷୁ), ପ୍ରଭୁ ହଳାୟୁଧ(ବଳଭଦ୍ର, ହଳୀ, ସଙ୍କର୍ଷଣ, ସୀରପାଣି, ବଳଦେବ), ଦେବ ବଜ୍ରlୟୁଧ(ଇନ୍ଦ୍ର), ପ୍ରଭୁ ଚକ୍ରlୟୁଧ(ବିଷ୍ଣୁ), ରlବୁଅଛି ଚରଣlୟୁଧ (କୁକୁଡା, ତାମ୍ରଚୂଡ଼, ସ୍ଵର୍ଣ୍ଣଚୂଡ଼), ପଶୁ ନଖାୟୁଧ(ନଖୀ, ବାଘ, ବିରାଡ଼ି, ଭାଲୁ) ———- 3 ଶବ୍ଦରେ : ଧ
ଗତି ଅବାଧ, ସମୁଦ୍ର ଅଗାଧ,
ବାଳକ ଅବୋଧ, ଅସ୍ତ୍ର ଆୟୁଧ, ସମ୍ପର୍କ ଅବୈଧ, ଅଶୁଦ୍ଧ ଅମେଧ(ଅପବିତ୍ର), ଚେରମୁଳି ଔଷଧ, ପୂଜା ନିରୋଧ, ବୋକା ନିର୍ବୋଧ, ବିରାଟ ନ୍ୟଗ୍ରୋଧ(ବରଗଛ, ଭlଣ୍ଡୀର),
ପବିତ୍ର ଭlଣ୍ଡିର(ବେଲଗଛ), ବୃହତ୍ ଭlଣ୍ଡୀର(ବରଗଛ),
ଯାତ୍ରା ନିଷେଧ, ନୀତି ନିରୋଧ, ଅଜ୍ଞାନ ନିର୍ବୋଧ, ଭୋଜନ ନିଷିଦ୍ଧ, ବିଜ୍ଞାନୀ ବିବୁଧ(ପଣ୍ଡିତ), ଦୃଢ଼ ବିରୋଧ, ରାଜ୍ୟ ମଗଧ, ——— ଅଗାଧ ବାରିଧି(ସମୁଦ୍ର), ସୁନୀଳ ଜଳଧି(ସାଗର), ଅସୀମ ନୀରଧି(ସାଗର), ମେଘ ନାମ ପୟୋଧି, ବୃତ୍ତର ପରିଧି, ଲିପି ମାଗଧି, ପୁରିଲା ଅବଧି(ଚୁକ୍ତି ସମୟ),
ତୀର୍ଥ ମହୋଦଧି(ସାଗର),
ବିଭବ ବାରlନିଧି(ସାଗର) , ବିଶାଳ ନୀରନିଧି(ସାଗର), ସୁଷମା ଜଳନିଧି(ମେଘ, ସାଗର), ଅସୀମ ଅମ୍ଭୋନିଧି(ସମୁଦ୍ର) ନୀଳ ପୟୋନିଧି(ମେଘ, ସମୁଦ୍ର), ଶୋଭା କଳାନିଧି(ଚନ୍ଦ୍ର), ସୁଷମା ସୁଧାନିଧି(ଚନ୍ଦ୍ର),
ସତ୍ୟ ନିରବଧି (ସର୍ବଦା), ସୁଧ ଅଦ୍ୟାବଧି (ଆଜିପର୍ଯ୍ୟନ୍ତ), ରାଜ ପ୍ରତିନିଧି, ଦେବ ପୂଜାବିଧି, ନାମ ଗୁଣନିଧି, ——–
ବନମାଳିପୁର ହାଇସ୍କୁଲ ସାର୍ : ଦାମୋଦର ମିଶ୍ର(ହିନ୍ଦୀ ସାର୍), ଜମ୍ବୁ, କାଳୁ, ମଧୁ, ଗୋବିନ୍ଦ, ଗୀର୍ଜା, ମିଛୁ, ବଂଶୀ(C, B,A), ଦେଓ, କରୁଣାକର, ପଣ୍ଡିତ ସାର୍,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/4/2022, 8:50 AM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟଶକ୍ତିଗାନୀ ଧ୍ୱନି ମନ୍ଦିର (62)
4 ଶବ୍ଦରେ : ଭ
ପଦ୍ମନାଭ(ବିଷ୍ଣୁ), ଅପ୍ରତିଭ(ଲଜ୍ଜିତ), ଅମିତାଭ(ନାମ), ହାନୀଲାଭ, କ୍ଷତିଲାଭ, ସୁଖଲାଭ, ଇର୍ଷାଲୋଭ, ପ୍ରଗଳ୍ ଭ , ——— 3 ଶବ୍ଦରେ : ଭ
ସୌରଭ, ନିର୍ଲୋଭ, ନିଷ୍ପ୍ରଭ,
ଅଶୁଭ, ସୁଲଭ, ଦୁର୍ଲଭ, ବୃଷଭ,ଋଷଭ(ବୃକ୍ଷ), ବଲ୍ଳଭ(ପ୍ରିୟତମ), ବିକ୍ଷୋଭ, କକୁଭ(ଦିଗ, ଶୋଭା), କୌସ୍ତୁଭ(ମଣି), ପ୍ରସଭ(ହଠାତ୍, ଜୁଲମ୍), ଶ୍ଵେତାଭ(ଶୁଭ୍ର), ପୀତlଭ(ହଳଦିଆ), ରକ୍ତlଭ(ଲାଲ), ନୀଳାଭ(ନୀଳ), ସ୍ବର୍ଣ୍ଣାଭ(ସ୍ଵର୍ଣ୍ଣିମ), ——— କ୍ଷଣପ୍ରଭା(ବିଜୁଳି, ଚପଳା) ମନୋଲୋଭା, ବନବିଭା,
ସୁରଭି(ସୁଗନ୍ଧ),
ବଡ଼ିଭି(ଚନ୍ଦ୍ରଶାଳl), ବଲ୍ଲଭୀ (ପ୍ରଣୟିନୀ), ଦୁନ୍ଦୁଭି(ଡେଙ୍ଗୁରା),
ପଦ୍ମଭୂ(ବ୍ରହ୍ମା, କମଳଜ) ଆତ୍ମଭୂ(ବ୍ରହ୍ମା, କନ୍ଦର୍ପ), ଶରଭୂ(କାର୍ତ୍ତିକେୟ, କୁମାର, ଶିଖିଧ୍ଵଜ), ସ୍ଵୟମ୍ଭୂ(ଶିବ), ବର୍ଷାଭୂ(ବେଙ୍ଗ), ପ୍ରତିଭୂ (ପ୍ରତିନିଧି), ————- ବନମାଳିପୁର ହାଇସ୍କୁଲ ସାର୍ : ଦାମୋଦର ମିଶ୍ର(ହିନ୍ଦୀ ସାର୍), ଜମ୍ବୁ, କାଳୁ, ମଧୁ, ଗୋବିନ୍ଦ, ଗୀର୍ଜା, ମିଛୁ, ବଂଶୀ(C, B,A), ଦେଓ, କରୁଣାକର, ପଣ୍ଡିତ ସାର୍,
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/5/2022, 5:42 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟପଥଗାନୀ ଧ୍ୱନି ମନ୍ଦିର (62)
4 ଶବ୍ଦରେ ଶବ୍ଦଗୀତି : ର
ଧର : ଚକ୍ରଧର(ବିଷ୍ଣୁ, ଚକ୍ରଧାରୀ), ମାୟାଧର(ବିଷ୍ଣୁ), ଗଦାଧର(ବିଷ୍ଣୁ) ଗଙ୍ଗାଧର(ଶିବ, ଶୂଳଧର), ଶୂଳଧର(ଶିବ), ପିନାକଧର(ଶିବ) ପରଶୁଧର(ଶିବ, ଖଣ୍ଡପରଶୁ) ବଂଶୀଧର(ଶ୍ରୀକୃଷ୍ଣ, ବଂଶୀଧାରୀ), ବେଣୁଧର(ଶ୍ରୀକୃଷ୍ଣ), ରଙ୍ଗାଧର(ଶ୍ରୀକୃଷ୍ଣ), ଶାଙ୍ଗ୍ରଧର(ବିଷ୍ଣୁ), ହଳଧର(ବଳରାମ, ହଳାୟୁଧ, ସଙ୍କର୍ଷଣ, ସୀରପାଣି, ନୀଳାମ୍ବର, ହଳୀ),
ପକ୍ଷଧର(ଶିବ, ଚନ୍ଦ୍ର) ଦଣ୍ଡଧର(ଯମ, ଦଣ୍ଡପାଣି), ଶଶଧର(ଚନ୍ଦ୍ର, ସୁଧାକର) ବିଦ୍ୟାଧର(ଗନ୍ଧର୍ବ), ଧରାଧର(ପର୍ବତ, ବିଷ୍ଣୁ), ମହୀଧର(ପର୍ବତ), ଅମ୍ବୁଧର(ମେଘ), ଜଳଧର(ମେଘ, ସମୁଦ୍ର), ପୟୋଧର(ମେଘ, ସମୁଦ୍ର), ଧାରାଧର(ମେଘ), କ୍ଷିତିଧର(ରାଜା), ବିଷଧର(ସର୍ପ), ବଂଶଧର, ————- ଚୌଦ୍ଵାର କଲେଜ ଅଧ୍ୟାପକ ଅଧ୍ୟାପିକା, ଅଶୋକ ମହାନ୍ତି (ଓଡ଼ିଆ), ଭାରତୀ କାନୁନଗୋ (ଓଡ଼ିଆ), ପବିତ୍ର ଭୂୟାଁ (ଇଂରାଜୀ), ବିଚୁ(ଇତିହାସ), ପ୍ରମୋଦ ମହାନ୍ତି(ଇଂରାଜୀ), ସୁଧାଂଶୁ ମିଶ୍ର(ଇଂରାଜୀ),
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/6/2022, 2:10 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟକୀର୍ତ୍ତିଗାନୀ ଧ୍ୱନି ମନ୍ଦିର (64)
4 ଶବ୍ଦରେ ଶବ୍ଦଗୀତି : ର
କର : ଚନ୍ଦ୍ର (ସୁଧାକର, ନିଶାକର, କଳାକାର, ଶୀତକର, ସୀତକର, ଶିତିକର ହିମକର, କ୍ଷପାକର, ଅମୃତକର, ତୁହିନକର, ଶିଶିରକର)
ସୂର୍ଯ୍ୟ (ଦିବାକର, ଦିନକର, ବିଭାକର, ପ୍ରଭାକର, ସହସ୍ରକର),
ସମୁଦ୍ର (ରତ୍ନାକର, ମକରାକର),
କୁସୁମାକର(ବସନ୍ତ), କମଳାକର(ପଦ୍ମପୂର୍ଣ୍ଣ ପୋଖରୀ), କୁମୁଦlକର(କଇଁପୂର୍ଣ୍ଣ ପୋଖରୀ),
ପ୍ରୀତିକର(ମନୋରମ), ମଧୁକର(ଭ୍ରମର), ସୌରକର(ସୂର୍ଯ୍ୟ କିରଣ), ପରିକର(ସହଚର), ପାରିକର ଜଳକର, ବଦ୍ଧକର(ଦୃଢ଼ ନିଶ୍ଚିତ), ପଣ୍ୟକର, ସେବାକର, ମନେକର, ଚିତ୍ରକର, କୀର୍ତ୍ତିକର, ସୁଖକର, କୃପାକର, ଦାନକର ଦୟାକର କ୍ଷମାକର,
ଚର : ବନଚର(ବ୍ୟାଧ, ରୁଷି, ରାକ୍ଷସ), ଜଳଚର, ବାରିଚର(ମତ୍ସ), ସ୍ଥଳଚର ବାଲିଚର ନକ୍ତଚର(ରାକ୍ଷସ) ରାତ୍ରିଚର, ଗୁପ୍ତଚର, ————- ବର: ସରୋବର(ପୁଷ୍କରିଣୀ), ଇନ୍ଦୀବର(ନୀଳପଦ୍ମ, ନୀଳ କଇଁ, ସୌଗନ୍ଧିକ), ଗିରିବର(ହିମାଳୟ), ନଟବର(ଶ୍ରୀକୃଷ୍ଣ), ବୀରବର, କବିବର(ରାଧାନାଥ ରାୟ) ବରାବର(ସମାନ), ମୃତ୍ଯବର, ବେଦବର, ଅମରବର, କନ୍ୟାବର, କଳେବର(ଶରୀର, ଅବୟବ, ତନୁ), ————-
ଅମ୍ବର: ଆଡମ୍ବର(ଜାକଜମକ) ଅନମ୍ବର ବାନାମ୍ବର, ଦିଗମ୍ବର(ଶିବ, ନିବସ୍ତ୍ର, ଜୈନ), ନୀଳାମ୍ବର(ବଳରାମ, ନୀଳାବସ୍ତ୍ର ) ପୀତାମ୍ବର(ଶ୍ରୀକୃଷ୍ଣ, ହଳଦିଆ ବସ୍ତ୍ର) ଶୁକ୍ଲାମ୍ବର(ଧଳା ବସ୍ତ୍ର), ଶ୍ବେତାମ୍ବର(ଜୈନ) ଉଡୁମ୍ବର ପୈଗମ୍ବର,
ମେଘାଡମ୍ବର, ଶବ୍ଦlଡମ୍ବର, ବାଗାଡମ୍ବର(କଥା ଚାତୁରୀ),
ଧର : ଚକ୍ରଧର(ବିଷ୍ଣୁ, ଚକ୍ରଧାରୀ), ମାୟାଧର(ବିଷ୍ଣୁ), ଗଦାଧର(ବିଷ୍ଣୁ) ଗଙ୍ଗାଧର(ଶିବ, ଶୂଳଧର), ଶୂଳଧର(ଶିବ), ପିନାକଧର(ଶିବ) ପରଶୁଧର(ଶିବ, ଖଣ୍ଡପରଶୁ) ବଂଶୀଧର(ଶ୍ରୀକୃଷ୍ଣ, ବଂଶୀଧାରୀ), ବେଣୁଧର(ଶ୍ରୀକୃଷ୍ଣ), ରଙ୍ଗାଧର(ଶ୍ରୀକୃଷ୍ଣ), ଶାଙ୍ଗ୍ରଧର(ବିଷ୍ଣୁ), ହଳଧର(ବଳରାମ, ହଳାୟୁଧ, ସଙ୍କର୍ଷଣ, ସୀରପାଣି, ନୀଳାମ୍ବର, ହଳୀ),
ପକ୍ଷଧର(ଶିବ, ଚନ୍ଦ୍ର) ଦଣ୍ଡଧର(ଯମ, ଦଣ୍ଡପାଣି), ଶଶଧର(ଚନ୍ଦ୍ର, ସୁଧାକର) ବିଦ୍ୟାଧର(ଗନ୍ଧର୍ବ), ଧରାଧର(ପର୍ବତ, ବିଷ୍ଣୁ), ମହୀଧର(ପର୍ବତ), ଅମ୍ବୁଧର(ମେଘ), ଜଳଧର(ମେଘ, ସମୁଦ୍ର), ପୟୋଧର(ମେଘ, ସମୁଦ୍ର), ଧାରାଧର(ମେଘ), କ୍ଷିତିଧର(ରାଜା), ବିଷଧର(ସର୍ପ), ବଂଶଧର, ————- ଚୌଦ୍ଵାର କଲେଜ ଅଧ୍ୟାପକ ଅଧ୍ୟାପିକା, ଗୁରୁ ମହାତ୍ମା ଅଶୋକ ମହାନ୍ତି (ଓଡ଼ିଆ), ଭାରତୀ କାନୁନଗୋ (ଓଡ଼ିଆ), ପବିତ୍ର ଭୂୟାଁ (ଇଂରାଜୀ), ବିଚୁ(ଇତିହାସ), ପ୍ରମୋଦ ମହାନ୍ତି(ଇଂରାଜୀ), ସୁଧାଂଶୁ ମିଶ୍ର(ଇଂରାଜୀ),
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/6/2022, 10:07 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟକରଗାନୀ ଧ୍ୱନି ମନ୍ଦିର (65)
4 ଶବ୍ଦରେ ଶବ୍ଦଗୀତି : ର
ହର: ମନୋହର, ହରିହର ତମୋହର(ସୂର୍ଯ୍ୟ, ଚନ୍ଦ୍ର) ଥରହର,
ହlର : ଉପହାର, ଚନ୍ଦ୍ରହାର(ଅଣ୍ଟା ଅଳଙ୍କାର), ଅନାହାର, ସମାହାର, ପ୍ରତ୍ୟାହାର, ଅଳ୍ପାହାର, ନିରାହlର(ଉପାସ, ପାଣି ପିଇବ), ଶୃଙ୍ଗାରହାର(ଗଙ୍ଗଶିଉଳି),
ପର: ନିଷ୍ଠାପର, ଇର୍ଷାପର, ସ୍ୱାର୍ଥପର ପରସ୍ପର, ପୂର୍ବlପର,
ଦର : ଲମ୍ବୋଦର(ଗଣେଶ), ବୃକୋଦର(ଭୀମ), ଦାମୋଦର(ଶ୍ରୀକୃଷ୍ଣ), ଏକୋଦର(ଭାଇ), ସମାଦର(ସମ୍ମାନ), ହତାଦର,
କର : ଚନ୍ଦ୍ର (ସୁଧାକର, ନିଶାକର, କଳାକାର, ଶୀତକର, ସୀତକର, ହିମକର, କ୍ଷପାକର, ଅମୃତକର, ତୁହିନକର, ଶିଶିରକର)
ସୂର୍ଯ୍ୟ (ଦିବାକର, ଦିନକର, ବିଭାକର, ପ୍ରଭାକର, ସହସ୍ରକର),
ସମୁଦ୍ର (ରତ୍ନାକର, ମକରାକର),
କୁସୁମାକର(ବସନ୍ତ, ପୁଷ୍ପାକର), କମଳାକର(ପଦ୍ମପୂର୍ଣ୍ଣ ପୋଖରୀ, ପଦ୍ମlକର), କୁମୁଦlକର(କଇଁପୂର୍ଣ୍ଣ ପୋଖରୀ),
ପ୍ରୀତିକର(ମନୋରମ), ପୁଷ୍ପାକର(ବସନ୍ତ), କଳାକର(ଚନ୍ଦ୍ର) ମଧୁକର(ଭ୍ରମର), ପଦ୍ମାକର(ପଦ୍ମ ପୂର୍ଣ୍ଣ ପୋଖରୀ) ସୌରକର(ସୂର୍ଯ୍ୟ କିରଣ), ପରିକର(ସହଚର), ପାରିକର, ଜଳକର, ବଦ୍ଧକର(ଦୃଢ଼ ନିଶ୍ଚିତ), ପଣ୍ୟକର, ସେବାକର, ମନେକର, ଚିତ୍ରକର, କୀର୍ତ୍ତିକର, ସୁଖକର, କୃପାକର, ଦାନକର ଦୟାକର, ରକ୍ଷାକର କ୍ଷମାକର, ହିମକର(ଚନ୍ଦ୍ର କିରଣ), ଚନ୍ଦ୍ରକର(ଜ୍ୟୋତ୍ସ୍ନା) ହାନିକର(କ୍ଷତିକାରକ), ଆୟକର, ପୃଷ୍ଟିକର, ତୃପ୍ତିକର, ଯାଦୁକର, କଲ୍ୟାଣକାର, ଅପ୍ରୀତିକର, ଆନନ୍ଦରକର, ଉଲ୍ଲାସକର ଗ୍ରାମଶୂକର(ଘୁଷୁରୀ) ————— ଚର : ବନଚର(ବ୍ୟାଧ, ରୁଷି, ରାକ୍ଷସ), ଜଳଚର, ବାରିଚର(ମତ୍ସ), ସ୍ଥଳଚର ବାଲିଚର ନକ୍ତଚର(ରାକ୍ଷସ) ରାତ୍ରିଚର, ନିଶାଚର ଗୁପ୍ତଚର, ସହଚର, ଚରାଚର(ସ୍ଥାବରଜଙ୍ଗମ), ବ୍ୟୋମଚର ନଭଚର ————- ଚାର : ସଦାଚାର, ଉପଚାର,
ଅବିଚାର, ଅତ୍ୟାଚାର ଦୁରାଚାର, ଭ୍ରଷ୍ଟାଚାର, ନିର୍ବିଚାର, ସମାଚାର,
କାର: ଉପକାର, ଦରକାର ଏକାକାର, ଅନ୍ଧକାର ଅଧିକାର, ଅହଙ୍କାର ଅସ୍ୱୀକାର, ଅଙ୍ଗୀକାର, କଳାକାର, କୁସଂସ୍କାର, କଦାକାର, କର୍ଣ୍ଣିକାର(କନିଅର ଫୁଲ), ନିରାକାର(ସ୍ଵର୍ଗ, ବିଷ୍ଣୁ), ନିର୍ବିକାର, ନାଟ୍ୟକାର, ପ୍ରତିକାର, ପତ୍ରକାର, ଚମତ୍କାର, ଚାଟୁକାର, ସହକାର(ଆମ୍ବଗଛ), ସରକାର, ସ୍ଵାଧିକାର, ସାହୁକାର, ହାହାକାର,
ପରିସ୍କାର, ନମସ୍କାର ଆବିଷ୍କାର, ପୁରସ୍କାର, ତିରସ୍କାର
ସାର : କୃଷ୍ଣସାର(ମୃଗ), ଅଭିସାର,
ସ୍ନେହସାର, ପୃଷ୍ଟିସାର, ଶ୍ଵେତସାର, ଅତିସାର(ନାଳରକ୍ତ ଝାଡ଼ା), ଗନ୍ଧସାର(ଚନ୍ଦନ, ମଳୟଜ, ଘନସାର), ଘରସାର(ଚନ୍ଦନ), ପୁଷ୍ପସାର(ମଧୁ),
ସ୍ୱର: ଅଧୀଶ୍ଵର(ପ୍ରଭୁ, ରାଜା), ନନ୍ଦୀଶ୍ଵର(ଶିବ), ମହେଶ୍ଵର(ଶିବ), ସୁରେଶ୍ଵର(ବିଷ୍ଣୁ), ନାଗେଶ୍ଵର(ଚମ୍ପାଫୁଲ, ବାଦ୍ୟ), ପ୍ରାଣେଶ୍ଵର,
ଉତ୍ତର: ମହତ୍ତର, ଲୋକୋତ୍ତର ନିରୁତ୍ତର ପ୍ରଶ୍ନୋତ୍ତର, ପ୍ରତ୍ୟୁତ୍ତର ଉତ୍ତରୋତ୍ତର,
ବର: ସରୋବର(ପୁଷ୍କରିଣୀ), ଇନ୍ଦୀବର, ଇନ୍ଦିବର (ନୀଳପଦ୍ମ, ନୀଳ କଇଁ, ସୌଗନ୍ଧିକ), ଗିରିବର(ହିମାଳୟ), ନଟବର(ଶ୍ରୀକୃଷ୍ଣ), ବୀରବର, ବାକ୍ଯବୀର କବିବର(ରାଧାନାଥ ରାୟ) ବରାବର(ସମାନ), ମୃତ୍ଯବର, ବେଦବର, ଅମରବର, କନ୍ୟାବର, ମାତବର(ଧନୀ) କଳେବର(ଶରୀର, ଅବୟବ, ତନୁ), ଯାଯାବର, ————-
ବାର: ଦରବାର, ପରିବାର ପାରାବାର(ସମୁଦ୍ର), ପୁନର୍ବାର, ଦୁନିର୍ବାର, କାରବାର, କେତେବାର, ସୋମବାର, ଶୁକ୍ରବାର ବହୁବାର, ସପରିବାର
ଅନ୍ତର: ଅଭ୍ୟନ୍ତର, ଅବାନ୍ତର, କଳନ୍ତର(ସୁଧ), କାଳାନ୍ତର ଲୋକlନ୍ତର(ମୃତ୍ୟୁ), ଯୁଗାନ୍ତର, ଦେଶାନ୍ତର, ଧର୍ମାନ୍ତର, ରୂପାନ୍ତର, ଗତ୍ୟନ୍ତର(ଅନ୍ୟଗତି), ମତାନ୍ତର, ମନାନ୍ତର, ଭାବାନ୍ତର, ସମାନ୍ତର, ସ୍ଥାନାନ୍ତର, ହସ୍ତାନ୍ତର,
ଅମ୍ବର: ଆଡମ୍ବର(ଜାକଜମକ) ଅନମ୍ବର(ଆକାଶ) ବାନାମ୍ବର(ଶିବ), ଦିଗମ୍ବର(ଶିବ, ନିବସ୍ତ୍ର, ଜୈନ), ନୀଳାମ୍ବର(ବଳରାମ, ନୀଳାବସ୍ତ୍ର ) ପୀତାମ୍ବର(ଶ୍ରୀକୃଷ୍ଣ, ହଳଦିଆ ବସ୍ତ୍ର) ଶୁକ୍ଲାମ୍ବର(ଧଳା ବସ୍ତ୍ର), ଶ୍ବେତାମ୍ବର(ଜୈନ) ଉଡୁମ୍ବର(ଡିମିରି ଫଳ) ପୈଗମ୍ବର, ସ୍ଵୟମ୍ବର ନିରମ୍ବର(ବସ୍ତ୍ରହୀନ )
ମେଘାଡମ୍ବର, ଶବ୍ଦlଡମ୍ବର, ବାଗାଡମ୍ବର(କଥା ଚାତୁରୀ),
ଅନ୍ଦର: ପୁରନ୍ଦର (ଶିବ, ଇନ୍ଦ୍ର), ଅସୁନ୍ଦର, ଯୋଗୀନ୍ଦର(ନାମ), ସିକନ୍ଦର, ପୋରବନ୍ଦର, ପୁରନ୍ଦରୀ(ପୂର୍ବ, ପ୍ରାଚୀ)
ଧର : ଚକ୍ରଧର(ବିଷ୍ଣୁ, ଚକ୍ରଧାରୀ), ମାୟାଧର(ବିଷ୍ଣୁ), ଗଦାଧର(ବିଷ୍ଣୁ) ଗଙ୍ଗାଧର(ଶିବ, ଶୂଳଧର, ସମୁଦ୍ର), ଗଙ୍ଗାଧର (ସମୁଦ୍ର), ଶୂଳଧର(ଶିବ), ପିନାକଧର(ଶିବ) ପରଶୁଧର(ଶିବ, ଖଣ୍ଡପରଶୁ) ବଂଶୀଧର(ଶ୍ରୀକୃଷ୍ଣ, ବଂଶୀଧାରୀ), ବେଣୁଧର(ଶ୍ରୀକୃଷ୍ଣ), ରଙ୍ଗାଧର(ଶ୍ରୀକୃଷ୍ଣ), ଶାଙ୍ଗ୍ରଧର(ବିଷ୍ଣୁ), ହଳଧର(ବଳରାମ, ହଳାୟୁଧ, ସଙ୍କର୍ଷଣ, ସୀରପାଣି, ନୀଳାମ୍ବର, ହଳୀ),
ପକ୍ଷଧର(ଶିବ, ଚନ୍ଦ୍ର) ଦଣ୍ଡଧର(ଯମ, ଦଣ୍ଡପାଣି), ଶଶଧର(ଚନ୍ଦ୍ର, ସୁଧାକର) ବିଦ୍ୟାଧର(ଗନ୍ଧର୍ବ), ବିମ୍ବାଧର(ଲାଲ ଓଠ) ଧରାଧର(ପର୍ବତ, ବିଷ୍ଣୁ), ମହୀଧର(ପର୍ବତ), ଅମ୍ବୁଧର(ମେଘ), ଜଳଧର(ମେଘ, ସମୁଦ୍ର), ପୟୋଧର(ମେଘ, ସମୁଦ୍ର), ଧାରାଧର(ମେଘ), କ୍ଷିତିଧର(ରାଜା), ବିଷଧର(ସର୍ପ), ବଂଶଧର, ସୂତ୍ରଧର(ବଢେଇ) ————- ଚୌଦ୍ଵାର କଲେଜ ଅଧ୍ୟାପକ ଅଧ୍ୟାପିକା, ଗୁରୁ ମହାତ୍ମା ଅଶୋକ ମହାନ୍ତି (ଓଡ଼ିଆ), ଭାରତୀ କାନୁନଗୋ (ଓଡ଼ିଆ), ପବିତ୍ର ଭୂୟାଁ (ଇଂରାଜୀ), ବିଚୁ(ଇତିହାସ), ପ୍ରମୋଦ ମହାନ୍ତି(ଇଂରାଜୀ), ସୁଧାଂଶୁ ମିଶ୍ର(ଇଂରାଜୀ),
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/8/2022, 7:59 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟଧାରାଗାନୀ ଧ୍ୱନି ମନ୍ଦିର (66)
4 ଶବ୍ଦରେ ଶବ୍ଦଗୀତି : ର
ଅବତାର, ଦଶାବତାର,
ଅକାତର, ଉଚ୍ଚତର, ଇତରେତର(ପରସ୍ପର), ଉତ୍ତରୋତ୍ତର(କ୍ରମେକ୍ରମେ)
ଅକୂପlର(ସମୁଦ୍ର, ଅସୀମ), ଆରପାର ଅକ୍ତିଆର, ହୁସିଆର, ଆଗଭର, ଛାରଖାର, ନାରଖାର, ଏକରାର(ଚୁକ୍ତି), ଯଶସ୍କର, ତେଜସ୍କର, ନଭଶ୍ଚର, ଶନିଶ୍ଚର, ନିରକ୍ଷର, ଅନକ୍ଷର(ମୂର୍ଖ)
ନଦୀଧାରା, ଧର୍ମଧାରା, ଅଶ୍ରୁଧାରା, ରକ୍ତଧାରା ଭକ୍ତିଧାରା, ପ୍ରୀତିଧାରା
କର୍ଣ୍ଣଧାର, ନିରାଧାର, ଶବlଧାର,
କର୍ମବୀର, ମହାବୀର, କରବୀର(କନିଅର ଫୁଲ),
କୋହିନୂର, କୁଳାଙ୍ଗାର, ଅସ୍ତ୍ରାଗାର, ପଣ୍ୟlଗାର, ଶସ୍ତ୍ରlଗାର, ବତୀଘର, ବାହାଘର, ମାଟିଘର ବୈଶ୍ୱlନର(ସୂର୍ଯ୍ୟ, ଅଗ୍ନି) ପ୍ରତିଗିର(ପ୍ରତିଧ୍ୱନି), ହେମଗୌର, ସୌଦାଗର, ଅଜଗର, ପେଷାଦାର, ବହୁଦୂର, ଅବିଦୂର(ନିକଟ), ବିଦୂର(ବହୁଦୂର), ବିଦୁର(କୌରବଙ୍କ ମନ୍ତ୍ରୀ)
ଚମତ୍କାର, ଅପରାପର(ଅନ୍ୟମାନେ),
ହର: ମନୋହର, ହରିହର ତମୋହର(ସୂର୍ଯ୍ୟ, ଚନ୍ଦ୍ର) ଥରହର,
ହlର : ଉପହାର, ଚନ୍ଦ୍ରହାର(ଅଣ୍ଟା ଅଳଙ୍କାର), ଅନାହାର, ସମାହାର, ପ୍ରତ୍ୟାହାର, ଅଳ୍ପାହାର, ନିରାହlର(ଉପାସ, ପାଣି ପିଇବ), ଶୃଙ୍ଗାରହାର(ଗଙ୍ଗଶିଉଳି),
ପର: ନିଷ୍ଠାପର, ଇର୍ଷାପର, ସ୍ୱାର୍ଥପର ପରସ୍ପର, ପୂର୍ବlପର,
ଦର : ଲମ୍ବୋଦର(ଗଣେଶ), ବୃକୋଦର(ଭୀମ), ଦାମୋଦର(ଶ୍ରୀକୃଷ୍ଣ), ଏକୋଦର(ଭାଇ), ସମାଦର(ସମ୍ମାନ), ହତାଦର,
କର : ଚନ୍ଦ୍ର (ସୁଧାକର, ନିଶାକର, କଳାକାର, ଶୀତକର, ସୀତକର, ହିମକର, କ୍ଷପାକର, ଅମୃତକର, ତୁହିନକର, ଶିଶିରକର)
ସୂର୍ଯ୍ୟ (ଦିବାକର, ଦିନକର, ବିଭାକର, ପ୍ରଭାକର, ସହସ୍ରକର),
ସମୁଦ୍ର (ରତ୍ନାକର, ମକରାକର),
କୁସୁମାକର(ବସନ୍ତ, ପୁଷ୍ପାକର), କମଳାକର(ପଦ୍ମପୂର୍ଣ୍ଣ ପୋଖରୀ, ପଦ୍ମlକର), କୁମୁଦlକର(କଇଁପୂର୍ଣ୍ଣ ପୋଖରୀ),
ପ୍ରୀତିକର(ମନୋରମ), ପୁଷ୍ପାକର(ବସନ୍ତ), କଳାକର(ଚନ୍ଦ୍ର) ମଧୁକର(ଭ୍ରମର), ପଦ୍ମାକର(ପଦ୍ମ ପୂର୍ଣ୍ଣ ପୋଖରୀ) ସୌରକର(ସୂର୍ଯ୍ୟ କିରଣ), ପରିକର(ସହଚର), ପାରିକର, ଜଳକର, ବଦ୍ଧକର(ଦୃଢ଼ ନିଶ୍ଚିତ), ପଣ୍ୟକର, ସେବାକର, ମନେକର, ଚିତ୍ରକର, କୀର୍ତ୍ତିକର, ସୁଖକର, କୃପାକର, ଦାନକର ଦୟାକର, ରକ୍ଷାକର କ୍ଷମାକର, ହିମକର(ଚନ୍ଦ୍ର କିରଣ), ଚନ୍ଦ୍ରକର(ଜ୍ୟୋତ୍ସ୍ନା) ହାନିକର(କ୍ଷତିକାରକ), ଆୟକର, ପୃଷ୍ଟିକର, ତୃପ୍ତିକର, ଯାଦୁକର, କଲ୍ୟାଣକାର, ଅପ୍ରୀତିକର, ଅରୁଚିକର ଆନନ୍ଦରକର, ଉଲ୍ଲାସକର ଗ୍ରାମଶୂକର(ଘୁଷୁରୀ) ————— ଚର : ବନଚର(ବ୍ୟାଧ, ରୁଷି, ରାକ୍ଷସ), ଜଳଚର, ବାରିଚର(ମତ୍ସ), ସ୍ଥଳଚର ବାଲିଚର ନକ୍ତଚର(ରାକ୍ଷସ) ରାତ୍ରିଚର, ନିଶାଚର ଗୁପ୍ତଚର, ସହଚର, ଚରାଚର(ସ୍ଥାବରଜଙ୍ଗମ), ବ୍ୟୋମଚର ନଭଚର ଉଭଚର ଉଭୟଚର ————- ଚାର : ସଦାଚାର, ଉପଚାର,
ଅବିଚାର, ଅତ୍ୟାଚାର ଦୁରାଚାର, ଭ୍ରଷ୍ଟାଚାର, ନିର୍ବିଚାର, ସମାଚାର, ଅଭିଚାର(ଅନିଷ୍ଟ ସାଧନ)
କାର: ଉପକାର, ଦରକାର ଏକାକାର, ଅନ୍ଧକାର ଅଧିକାର, ଅହଙ୍କାର ଅସ୍ୱୀକାର, ଅଙ୍ଗୀକାର, ଅଣ୍ଡାକାର, କଳାକାର, କୁସଂସ୍କାର, କଦାକାର, କର୍ଣ୍ଣିକାର(କନିଅର ଫୁଲ), ନିରାକାର(ସ୍ଵର୍ଗ, ବିଷ୍ଣୁ), ନିର୍ବିକାର, ନାଟ୍ୟକାର, ପ୍ରତିକାର, ପତ୍ରକାର, ଚମତ୍କାର, ଚାଟୁକାର, ସହକାର(ଆମ୍ବଗଛ), ସରକାର, ସ୍ଵାଧିକାର, ସାହୁକାର, ହାହାକାର, ଅନୁପକାର(ଅପକାର)
ପରିସ୍କାର, ନମସ୍କାର ଆବିଷ୍କାର, ପୁରସ୍କାର, ତିରସ୍କାର ଅପସ୍ମାର (ମୂର୍ଚ୍ଛା ରୋଗ)
ସାର : କୃଷ୍ଣସାର(ମୃଗ), ଅଭିସାର, ଆଗୁସାର(ଅଗ୍ରସର) ସ୍ନେହସାର, ପୃଷ୍ଟିସାର, ଶ୍ଵେତସାର, ଅତିସାର(ନାଳରକ୍ତ ଝାଡ଼ା), ଗନ୍ଧସାର(ଚନ୍ଦନ, ମଳୟଜ, ଘନସାର), ଘରସାର(ଚନ୍ଦନ), ପୁଷ୍ପସାର(ମଧୁ), ଅନ୍ତଃସlର, ଖତସାର, ଅଣୁସାର ଜ୍ଞାତସାର, ଅଜ୍ଞାତସାର,
ସ୍ୱର: ଅଧୀଶ୍ଵର(ପ୍ରଭୁ, ରାଜା), ନନ୍ଦୀଶ୍ଵର(ଶିବ), ମହେଶ୍ଵର(ଶିବ), ସୁରେଶ୍ଵର(ବିଷ୍ଣୁ), ନାଗେଶ୍ଵର(ଚମ୍ପାଫୁଲ, ବାଦ୍ୟ), ପ୍ରାଣେଶ୍ଵର, ଅନୀଶ୍ୱର(ନାସ୍ତିକ) ଅବିନଶ୍ୱର(ଚିରସ୍ଥାୟୀ) ଅନୁସ୍ୱାର
ଉତ୍ତର: ମହତ୍ତର, ଲୋକୋତ୍ତର ନିରୁତ୍ତର ପ୍ରଶ୍ନୋତ୍ତର, ପ୍ରତ୍ୟୁତ୍ତର ଉତ୍ତରୋତ୍ତର,
ବର: ସରୋବର(ପୁଷ୍କରିଣୀ), ଇନ୍ଦୀବର, ଇନ୍ଦିବର (ନୀଳପଦ୍ମ, ନୀଳ କଇଁ, ସୌଗନ୍ଧିକ), ଗିରିବର(ହିମାଳୟ), ନଟବର(ଶ୍ରୀକୃଷ୍ଣ), ବୀରବର, ବାକ୍ଯବୀର କବିବର(ରାଧାନାଥ ରାୟ) ବରାବର(ସମାନ), ମୃତ୍ଯବର, ବେଦବର, ଅମରବର, କନ୍ୟାବର, ମାତବର(ଧନୀ) କଳେବର(ଶରୀର, ଅବୟବ, ତନୁ), ଯାଯାବର, ————-
ବାର: ଦରବାର, ପରିବାର ପାରାବାର(ସମୁଦ୍ର), ପୁନର୍ବାର, ଦୁନିର୍ବାର, କାରବାର, କେତେବାର, ସୋମବାର, ଶୁକ୍ରବାର ବହୁବାର, ସପରିବାର
ଅନ୍ତର: ଅଭ୍ୟନ୍ତର, ଅବାନ୍ତର, କଳନ୍ତର(ସୁଧ), କାଳାନ୍ତର ଲୋକlନ୍ତର(ମୃତ୍ୟୁ), ଯୁଗାନ୍ତର, ଦେଶାନ୍ତର, ଧର୍ମାନ୍ତର, ରୂପାନ୍ତର, ଗତ୍ୟନ୍ତର(ଅନ୍ୟଗତି), ମତାନ୍ତର, ମନାନ୍ତର, ଭାବାନ୍ତର, ସମାନ୍ତର, ସ୍ଥାନାନ୍ତର, ହସ୍ତାନ୍ତର,
ଅମ୍ବର: ଆଡମ୍ବର(ଜାକଜମକ) ଅନମ୍ବର(ଆକାଶ) ବାନାମ୍ବର(ଶିବ), ଦିଗମ୍ବର(ଶିବ, ନିବସ୍ତ୍ର, ଜୈନ), ନୀଳାମ୍ବର(ବଳରାମ, ନୀଳାବସ୍ତ୍ର ) ପୀତାମ୍ବର(ଶ୍ରୀକୃଷ୍ଣ, ହଳଦିଆ ବସ୍ତ୍ର) ଶୁକ୍ଲାମ୍ବର(ଧଳା ବସ୍ତ୍ର), ଶ୍ବେତାମ୍ବର(ଜୈନ) ଉଡୁମ୍ବର(ଡିମିରି ଫଳ) ପୈଗମ୍ବର, ସ୍ଵୟମ୍ବର ନିରମ୍ବର(ବସ୍ତ୍ରହୀନ )
ମେଘାଡମ୍ବର, ଶବ୍ଦlଡମ୍ବର, ନିରାଡମ୍ବର(ସାଧାରଣ) ବାଗାଡମ୍ବର(କଥା ଚାତୁରୀ),
ଅନ୍ଦର: ପୁରନ୍ଦର (ଶିବ, ଇନ୍ଦ୍ର), ଅସୁନ୍ଦର, ଯୋଗୀନ୍ଦର(ନାମ), ସିକନ୍ଦର, ପୋରବନ୍ଦର, ପୁରନ୍ଦରୀ(ପୂର୍ବ, ପ୍ରାଚୀ)
ଧର : ଚକ୍ରଧର(ବିଷ୍ଣୁ, ଚକ୍ରଧାରୀ), ମାୟାଧର(ବିଷ୍ଣୁ), ଗଦାଧର(ବିଷ୍ଣୁ) ଗଙ୍ଗାଧର(ଶିବ, ଶୂଳଧର, ସମୁଦ୍ର), ଗଙ୍ଗାଧର (ସମୁଦ୍ର), ଶୂଳଧର(ଶିବ), ପିନାକଧର(ଶିବ) ପରଶୁଧର(ଶିବ, ଖଣ୍ଡପରଶୁ) ବଂଶୀଧର(ଶ୍ରୀକୃଷ୍ଣ, ବଂଶୀଧାରୀ), ବେଣୁଧର(ଶ୍ରୀକୃଷ୍ଣ), ରଙ୍ଗାଧର(ଶ୍ରୀକୃଷ୍ଣ), ଶାଙ୍ଗ୍ରଧର(ବିଷ୍ଣୁ), ହଳଧର(ବଳରାମ, ହଳାୟୁଧ, ସଙ୍କର୍ଷଣ, ସୀରପାଣି, ନୀଳାମ୍ବର, ହଳୀ),
ପକ୍ଷଧର(ଶିବ, ଚନ୍ଦ୍ର) ଦଣ୍ଡଧର(ଯମ, ଦଣ୍ଡପାଣି), ଶଶଧର(ଚନ୍ଦ୍ର, ସୁଧାକର) ବିଦ୍ୟାଧର(ଗନ୍ଧର୍ବ), ବିମ୍ବାଧର(ଲାଲ ଓଠ) ଧରାଧର(ପର୍ବତ, ବିଷ୍ଣୁ), ମହୀଧର(ପର୍ବତ), ଅମ୍ବୁଧର(ମେଘ), ଜଳଧର(ମେଘ, ସମୁଦ୍ର), ପୟୋଧର(ମେଘ, ସମୁଦ୍ର), ଧାରାଧର(ମେଘ), କ୍ଷିତିଧର(ରାଜା), ବିଷଧର(ସର୍ପ), ବଂଶଧର, ସୂତ୍ରଧର(ବଢେଇ) ————- ଚୌଦ୍ଵାର କଲେଜ ଅଧ୍ୟାପକ ଅଧ୍ୟାପିକା, ଗୁରୁ ମହାତ୍ମା ଅଶୋକ ମହାନ୍ତି (ଓଡ଼ିଆ), ଭାରତୀ କାନୁନଗୋ (ଓଡ଼ିଆ), ପବିତ୍ର ଭୂୟାଁ (ଇଂରାଜୀ), ବିଚୁ(ଇତିହାସ), ପ୍ରମୋଦ ମହାନ୍ତି(ଇଂରାଜୀ), ସୁଧାଂଶୁ ମିଶ୍ର(ଇଂରାଜୀ),
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/11/2022, 6:52 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟଶିଖାଗାନୀ ଧ୍ୱନି ମନ୍ଦିର (67)
4 ଶବ୍ଦରେ ଶବ୍ଦଗୀତି : ର
ରାମ ଅବତାର, ଗୀତ ଦଶାବତାର,
ସାହାଯ୍ଯ ଅକାତର, ଚେତନା ଉଚ୍ଚତର, ଗବେଷଣା ଉଚ୍ଚତର,
ସ୍ନେହ ଇତରେତର(ପରସ୍ପର), ଉନ୍ନତି ଉତ୍ତରୋତ୍ତର(କ୍ରମେକ୍ରମେ)
ଅସୀମ ଅକୂପlର(ସମୁଦ୍ର, ଅସୀମ), ଗଭୀର ଅକୂପlର, ଲଢେଇ ଆରପାର ରାଜ୍ୟ ଅକ୍ତିଆର, ହୁଅ ହୁସିଆର, ହେଲେ ଆଗଭର, ହେଲା ଛାରଖାର, ସବୁ ନାରଖାର, ରାଜ୍ୟ ଏକରାର(ଚୁକ୍ତି), ଖ୍ୟାତି ଯଶସ୍କର, ଦୀପ୍ତ ତେଜସ୍କର, ପକ୍ଷୀ ନଭଶ୍ଚର, ପ୍ରଭୁ ଶନିଶ୍ଚର, ମୂର୍ଖ ନିରକ୍ଷର, ପିଲା ଅନକ୍ଷର(ମୂର୍ଖ)
ପ୍ରାଚୀ ନଦୀଧାରା, ଭକ୍ତି ଧର୍ମଧାରା, ବହେ ଅଶ୍ରୁଧାରା, ଲାଲ ରକ୍ତଧାରା ବୈଷ୍ଣବ ଭକ୍ତିଧାରା, ସ୍ନେହ ପ୍ରୀତିଧାରା
ଜାତିର କର୍ଣ୍ଣଧାର, ଅଭିଯୋଗ ନିରାଧାର, ଗୃହ ଶବlଧାର,
ଗୌରୀଶଙ୍କର ଥିଲେ କର୍ମବୀର, ଯୋଦ୍ଧା ମହାବୀର, ପୁଷ୍ପ କରବୀର(କନିଅର ଫୁଲ),
ହୀରା କୋହିନୂର, ପୁତ୍ର କୁଳାଙ୍ଗାର, ସୁରକ୍ଷିତ ଅସ୍ତ୍ରାଗାର, ରାଜ୍ୟ ପଣ୍ୟlଗାର, ଦାୟିତ୍ଵ ଶସ୍ତ୍ରlଗାର, ଆଲୋକ ବତୀଘର, ହେଲା ବାହାଘର, ଝାଟିମାଟି ଘର ଦେବ ବୈଶ୍ୱlନର(ସୂର୍ଯ୍ୟ, ଅଗ୍ନି) ଶୁଭେ ପ୍ରତିଗିର(ପ୍ରତିଧ୍ୱନି), ତନୁ ହେମଗୌର, କାନ୍ତି ହେମଗୌର(ସୁନାପରି ଗୋରା) ସାଧବ ସୌଦାଗର, ସର୍ପ ଅଜଗର, ଅପରାଧି ପେଷାଦାର, ଗଲେ ବହୁଦୂର, ଅରଣ୍ୟ ଅବିଦୂର(ନିକଟ), ଗଲେ ବିଦୂର(ବହୁଦୂର), ଧନ୍ଯ ବିଦୁର(କୌରବଙ୍କ ମନ୍ତ୍ରୀ)
ଘଟଣା ଚମତ୍କାର, ବର୍ଣନା ଚମତ୍କାର ଥିଲେ ଅପରାପର(ଅନ୍ୟମାନେ),
ହର: ରୂପ ମନୋହର, ଦିବ୍ୟ ମନୋହର ପ୍ରଭୁ ହରିହର ଦେବ ତମୋହର(ସୂର୍ଯ୍ୟ, ଚନ୍ଦ୍ର) ହେଲେ ଥରହର,
ହlର : ଭବ୍ୟ ଉପହାର, ଶୋଭା ଚନ୍ଦ୍ରହାର(ଅଣ୍ଟା ଅଳଙ୍କାର), ମରୁଡି ଅନାହାର, ସୈନ୍ୟ ସମାହାର, ସୈନ୍ୟ ପ୍ରତ୍ୟାହାର, କଲେ ଅଳ୍ପାହାର, ବ୍ରତ ନିରାହlର(ଉପବାସ, ପାଣି ପିଇବ), ପୁଷ୍ପ ଶୃଙ୍ଗାରହାର(ଗଙ୍ଗଶିଉଳି),
ପର: ଭାରି ନିଷ୍ଠାପର, ଥିଲେ ଇର୍ଷାପର, ଭାରି ସ୍ୱାର୍ଥପର ସ୍ନେହ ପରସ୍ପର, ପ୍ରସଙ୍ଗ ପୂର୍ବlପର,
ଦର : ପ୍ରଭୁ ଲମ୍ବୋଦର(ଗଣେଶ), ଲମ୍ବ + ଉଦର = ଲମ୍ବୋଦର ପାଣ୍ଡବ ବୃକୋଦର(ଭୀମ), ରାଧା ଦାମୋଦର(ଶ୍ରୀକୃଷ୍ଣ), କୁଟୁମ୍ବ ଏକୋଦର(ଭାଇ), ଏକ +ଉଦର = ଏକୋଦର ବହୁ ସମାଦର(ସମ୍ମାନ), କଲେ ହତାଦର,
କର : ଚନ୍ଦ୍ର (ସୁଧାକର, ନିଶାକର, କଳାକାର, ଜ୍ୟୋତ୍ସ୍ନା ଶୀତକର, ସୀତକର, କୋମଳ ହିମକର, ସୁଷମା କ୍ଷପାକର, ଐଶ୍ୱର୍ଯ୍ୟ ଅମୃତକର(ଚନ୍ଦ୍ର), ରଜତ ତୁହିନକର(ଚନ୍ଦ୍ର), ଶୋଭା ଶିଶିରକର(ଚନ୍ଦ୍ର)
ସୂର୍ଯ୍ୟ ( ପ୍ରଭୁ ଦିବାକର, ଦେବ ଦିନକର, ଜ୍ୟୋତି ବିଭାକର, ପ୍ରଭା ପ୍ରଭାକର, କିରଣ ସହସ୍ରକର),
ସମୁଦ୍ର ( ରୂପ ରତ୍ନାକର, ଅସୀମ ମକରାକର),
ସୁଷମା କୁସୁମାକର(ବସନ୍ତ, ପୁଷ୍ପାକର), ଶୋଭା କମଳାକର(ପଦ୍ମପୂର୍ଣ୍ଣ ପୋଖରୀ, ପଦ୍ମlକର), କାନ୍ତି କୁମୁଦlକର(କଇଁପୂର୍ଣ୍ଣ ପୋଖରୀ),
ମନୋହର ପ୍ରୀତିକର(ମନୋରମ), ଶୋଭା ପୁଷ୍ପାକର(ବସନ୍ତ), ଜ୍ୟୋତ୍ସ୍ନା କଳାକର(ଚନ୍ଦ୍ର) ଗୁଞ୍ଜନ ମଧୁକର(ଭ୍ରମର), ଶୋଭା ପଦ୍ମାକର(ପଦ୍ମ ପୂର୍ଣ୍ଣ ପୋଖରୀ) ଶୁଭ୍ର ସୌରକର(ସୂର୍ଯ୍ୟ କିରଣ), ପ୍ରିୟ ପରିକର(ସହଚର), ଡଙ୍ଗା ପାରିକର, ଦିଅ ଜଳକର, ହେଲେ ବଦ୍ଧକର(ଦୃଢ଼ ନିଶ୍ଚିତ), ଦିଅ ପଣ୍ୟକର, ଦେଲେ ସେବାକର, ରାତି ମନେକର, ଖ୍ୟାତନାମା ଚିତ୍ରକର, ଯଶ କୀର୍ତ୍ତିକର, ଖବର ସୁଖକର, ପ୍ରଭୁ କୃପାକର, ଗାଈ ଦାନକର ଟିକେ ଦୟାକର, ପ୍ରଭୁ ରକ୍ଷାକର ଅପରାଧ କ୍ଷମାକର, ଶୀତକ ହିମକର(ଚନ୍ଦ୍ର କିରଣ), ଶୁକ୍ଳ ଚନ୍ଦ୍ରକର(ଜ୍ୟୋତ୍ସ୍ନା) ସ୍ୱାସ୍ଥ୍ୟ ପକ୍ଷେ ହାନିକର(କ୍ଷତିକାରକ), ଆୟକର, ପୃଷ୍ଟିକର, ଭୋଜନ ତୃପ୍ତିକର, ବିଖ୍ୟାତ ଯାଦୁକର, ଯୋଜନା କଲ୍ୟାଣକର, ପରିସ୍ଥିତି ଅପ୍ରୀତିକର, ଘଟଣା ଅପ୍ରୀତିକର ପାଟିକୁ ଅରୁଚିକର ଶୋଭା ଆନନ୍ଦକର, ଆନନ୍ଦ ଉଲ୍ଲାସକର ଦେଖ ଗ୍ରାମଶୂକର(ଘୁଷୁରୀ) ————— ଚର : ବନରେ ବନଚର(ବ୍ୟାଧ, ରୁଷି, ରାକ୍ଷସ), ଜଳରେ ଜଳଚର, ପ୍ରିୟ ବାରିଚର(ମତ୍ସ), ପ୍ରାଣୀ ସ୍ଥଳଚର ଜମି ବାଲିଚର ଉତ୍ପାତ ନକ୍ତଚର(ରାକ୍ଷସ) ପ୍ରାଣୀ ରାତ୍ରିଚର, ବାଘ ନିଶାଚର କାର୍ଯ୍ୟ ଗୁପ୍ତଚର, ଚିର ସହଚର, ସମ୍ପଦ ଚରାଚର(ସ୍ଥାବରଜଙ୍ଗମ), ଖଗ ବ୍ୟୋମଚର ପକ୍ଷୀ ନଭଚର ବେଙ୍ଗ ଉଭଚର ପ୍ରାଣୀ ଉଭୟଚର ————- ଚାର : ପାଳିବା ସଦାଚାର, ରୋଗ ଉପଚାର,
କରିଲେ ଅବିଚାର, ଅନ୍ୟାୟ ଅତ୍ୟାଚାର ପାଷାଣ୍ଡ ଦୁରାଚାର, ଦୁର୍ନୀତି ଭ୍ରଷ୍ଟାଚାର, ବିରୋଧ ନିର୍ବିଚାର, ସୁଖ ସମାଚାର, ପାଞ୍ଚିଲା ଅଭିଚାର(ଅନିଷ୍ଟ ସାଧନ)
କାର: କର ଉପକାର, ଶୀଘ୍ର ଦରକାର ଦିଶିଲା ଏକାକାର,
ଗାଢ଼ ଅନ୍ଧକାର ଆମ ଅଧିକାର, ମୌଳିକ ଅଧିକାର ଗର୍ବ ଅହଙ୍କାର କଲେ ଅସ୍ୱୀକାର, କଲେ ଅଙ୍ଗୀକାର, ଦେଖିବାକୁ ଅଣ୍ଡାକାର, ପ୍ରସିଦ୍ଧ କଳାକାର, ପ୍ରଥା କୁସଂସ୍କାର, ରୂପ କଦାକାର, ପୁଷ୍ପ କର୍ଣ୍ଣିକାର(କନିଅର ଫୁଲ), ରୂପ ନିରାକାର(ସ୍ଵର୍ଗ, ବିଷ୍ଣୁ),
ମନରେ ନିର୍ବିକାର, ବିଖ୍ୟାତ ନାଟ୍ୟକାର, ଉପାୟ ପ୍ରତିକାର, ବୃତ୍ତି ପତ୍ରକାର, ବର୍ଣ୍ଣନା ଚମତ୍କାର,
ରାଜାଙ୍କ ଚାଟୁକାର, ସୁଷମା ସହକାର(ଆମ୍ବଗଛ), ରାଜ୍ୟ ସରକାର, ନିୟମ ସ୍ଵାଧିକାର, ଶୋଷଣ ସାହୁକାର, ଦୁଃଖରେ ହାହାକାର, କରନାହିଁ ଅନୁପକାର(ଅପକାର)
ପରିଚ୍ଛନ୍ନ ପରିସ୍କାର, ସ୍ଥାନ ପରିସ୍କାର ଘେନ ନମସ୍କାର ଜଳପଥ ଆବିଷ୍କାର, ପଦ୍ମଶ୍ରୀ ପୁରସ୍କାର, ନିନ୍ଦା ତିରସ୍କାର ରୋଗ ଅପସ୍ମାର (ମୂର୍ଚ୍ଛା ରୋଗ)
ସାର : ସୁଷମା କୃଷ୍ଣସାର(ମୃଗ), ପ୍ରୀତି ଅଭିସାର, କାର୍ଯ୍ୟରେ ଆଗୁସାର(ଅଗ୍ରସର) ଚିନି ସ୍ନେହସାର, ମାଂସ ପୃଷ୍ଟିସାର, ଖାଦ୍ୟ ଶ୍ଵେତସାର, ରୋଗ ଅତିସାର(ନାଳରକ୍ତ ଝାଡ଼ା), ତିଳକ ଗନ୍ଧସାର(ଚନ୍ଦନ, ମଳୟଜ, ଘନସାର), ମହକ ଘନସାର(ଚନ୍ଦନ), ପ୍ରିୟ ପୁଷ୍ପସାର(ମଧୁ), ଶୂନ୍ୟ ଅନ୍ତଃସlର, ଦିଅ ଖତସାର, ଉପକାରୀ ଅଣୁସାର ମୋର ଜ୍ଞାତସାର, ତାର ଅଜ୍ଞାତସାର,
ସ୍ୱର: ରାଜ୍ଯ ଅଧୀଶ୍ଵର(ପ୍ରଭୁ, ରାଜା), ଉମା ନନ୍ଦୀଶ୍ଵର(ଶିବ), ମହାଦେବ ମହେଶ୍ଵର(ଶିବ), ପ୍ରଭୁ ସୁରେଶ୍ଵର(ବିଷ୍ଣୁ), ପୁଷ୍ପ ନାଗେଶ୍ଵର(ଚମ୍ପାଫୁଲ, ବାଦ୍ୟ), ପ୍ରିୟ ପ୍ରାଣେଶ୍ଵର, ଥିଲେ ଅନୀଶ୍ୱର(ନାସ୍ତିକ) ସତ୍ୟ ଅବିନଶ୍ୱର(ଚିରସ୍ଥାୟୀ) ମାତ୍ରା ଅନୁସ୍ୱାର
ଉତ୍ତର: ଉଦ୍ୟମ ମହତ୍ତର,
କୀର୍ତ୍ତି ଲୋକୋତ୍ତର ରହିଲେ ନିରୁତ୍ତର କାର୍ଯ୍ୟକ୍ରମ ପ୍ରଶ୍ନୋତ୍ତର, ଦେଲେ ପ୍ରତ୍ୟୁତ୍ତର ଉନ୍ନତି ଉତ୍ତରୋତ୍ତର,
ବର: ଶୋଭା ସରୋବର(ପୁଷ୍କରିଣୀ), ରୂପ ଇନ୍ଦୀବର, ଇନ୍ଦିବର (ନୀଳପଦ୍ମ, ନୀଳ କଇଁ, ସୌଗନ୍ଧିକ), ଶୃଙ୍ଗ ଗିରିବର(ହିମାଳୟ), ପ୍ରିୟ ନଟବର(ଶ୍ରୀକୃଷ୍ଣ), ଧନ୍ଯ ବୀରବର, ବୃଥା ବାକ୍ଯବୀର ରାଧାନାଥ କବିବର(ଚିଲିକା କାବ୍ଯ) ଅଧିକାର ବରାବର(ସମାନ), ରାବଣର ମୃତ୍ଯବର, ମାଗିଲେ ଅମରବର, ଦେଖ କନ୍ୟାବର, ଗ୍ରାମର ମାତବର(ଧନୀ) ବୃଦ୍ଧି କଳେବର(ଶରୀର, ଅବୟବ, ତନୁ), ଜୀବନ ଯାଯାବର, ————-
ବାର: ରାଜ ଦରବାର, ପ୍ରିୟ ପରିବାର ସୁନୀଳ ପାରାବାର(ସମୁଦ୍ର), ବାତ୍ୟା ପୁନର୍ବାର,
ଦୁର୍ଦ୍ଧର୍ଷ ଦୁନିର୍ବାର, ଟଙ୍କା କାରବାର, ଘଟିଲା କେତେବାର, ଦିବସ ସୋମବାର, ଶୁଭ ଶୁକ୍ରବାର ଦେଖିଛି ବହୁବାର, ଆସ ସପରିବାର
ଅନ୍ତର: ଶରୀର ଅଭ୍ୟନ୍ତର, ପ୍ରଶ୍ନ ଅବାନ୍ତର, ଟଙ୍କା କଳନ୍ତର(ସୁଧ), ଯୁଗ କାଳାନ୍ତର ଦୁଃଖଦ ଲୋକlନ୍ତର(ମୃତ୍ୟୁ), ଯୁଗ ଯୁଗାନ୍ତର, ଦେଶ ଦେଶାନ୍ତର, କଲେ ଧର୍ମାନ୍ତର, ହେଲା ରୂପାନ୍ତର, ନାହିଁ ଗତ୍ୟନ୍ତର(ଅନ୍ୟଗତି), ଥିଲା ମତାନ୍ତର, ହେଲା ମନାନ୍ତର, ମୋର ଭାବାନ୍ତର, ରେଖା ସମାନ୍ତର, କଲେ ସ୍ଥାନାନ୍ତର, ଘର ହସ୍ତାନ୍ତର,
ଅମ୍ବର: ବାହାଘର ଆଡମ୍ବର(ଜାକଜମକ) ଅସୀମ ଅନମ୍ବର(ଆକାଶ) ରୂପ ବାନାମ୍ବର(ଶିବ), ପ୍ରଭୁ ଦିଗମ୍ବର(ଶିବ, ନିବସ୍ତ୍ର, ଜୈନ), ପ୍ରଭୁ ନୀଳାମ୍ବର(ବଳରାମ, ନୀଳାବସ୍ତ୍ର ) ଶ୍ରୀରାଧା ପୀତାମ୍ବର(ଶ୍ରୀକୃଷ୍ଣ, ହଳଦିଆ ବସ୍ତ୍ର) ଶୋଭା ଶୁକ୍ଲାମ୍ବର(ଧଳା ବସ୍ତ୍ର), ଜୈନ ଶ୍ବେତାମ୍ବର(ଜୈନ) ପାଚିଲା ଉଡୁମ୍ବର(ଡିମିରି ଫଳ) ମହମ୍ମଦ ପୈଗମ୍ବର, ଉତ୍ସବ ସ୍ଵୟମ୍ବର ଜୈନ ନିରମ୍ବର(ବସ୍ତ୍ରହୀନ )
ନିନାଦ ମେଘାଡମ୍ବର, କବିଙ୍କ ଶବ୍ଦlଡମ୍ବର, ଜୀବନ ନିରାଡମ୍ବର(ସାଧାରଣ) ବର୍ଣ୍ଣନା ବାଗାଡମ୍ବର(କଥା ଚାତୁରୀ),
ଅନ୍ଦର: ପ୍ରଭୁ ପୁରନ୍ଦର (ଶିବ, ଇନ୍ଦ୍ର), ଦେଖିବାକୁ ଅସୁନ୍ଦର, ନାମ ଯୋଗୀନ୍ଦର, ଆଲେକଜାଣ୍ଡାର ସିକନ୍ଦର, ଗାନ୍ଧିଜୀ ପୋରବନ୍ଦର, ସୁଷମା ପୌରନ୍ଦରୀ(ପୂର୍ବ ଦିଗ, ପ୍ରାଚୀ)
ଧର : ପ୍ରଭୁ ଚକ୍ରଧର(ବିଷ୍ଣୁ, ଚକ୍ରଧାରୀ), ରକ୍ଷାକର ମାୟାଧର(ବିଷ୍ଣୁ), ଆହେ ଗଦାଧର(ବିଷ୍ଣୁ) ପ୍ରଭୁ ଗଙ୍ଗାଧର(ଶିବ, ଶୂଳଧର, ସମୁଦ୍ର), ଅସୀମ ଗଙ୍ଗାଧର (ସମୁଦ୍ର), ଦେବ ଶୂଳଧର(ଶିବ), ନୃତ୍ୟ ପିନାକଧର(ଶିବ) ପାର୍ବତୀ ପରଶୁଧର(ଶିବ, ଖଣ୍ଡପରଶୁ) ନାମ ବଂଶୀଧର(ଶ୍ରୀକୃଷ୍ଣ, ବଂଶୀଧାରୀ), ପ୍ରିୟ ବେଣୁଧର(ଶ୍ରୀକୃଷ୍ଣ), ହସ ରଙ୍ଗାଧର(ଶ୍ରୀକୃଷ୍ଣ), ପ୍ରଭୁ ଶାଙ୍ଗ୍ରଧର(ବିଷ୍ଣୁ), କୃଷ୍ଣ ହଳଧର(ବଳରାମ, ହଳାୟୁଧ, ସଙ୍କର୍ଷଣ, ସୀରପାଣି, ନୀଳାମ୍ବର, ହଳୀ),
ଦେବ ପକ୍ଷଧର(ଶିବ, ଚନ୍ଦ୍ର) ଦେବ ଦଣ୍ଡଧର(ଯମ, ଦଣ୍ଡପାଣି), ଶୋଭା ଶଶଧର(ଚନ୍ଦ୍ର, ସୁଧାକର) ସ୍ଵର୍ଗରେ ବିଦ୍ୟାଧର(ଗନ୍ଧର୍ବ), କାନ୍ତି ବିମ୍ବାଧର(ଲାଲ ଓଠ) ନୀଳ ଧରାଧର(ପର୍ବତ, ବିଷ୍ଣୁ), ସୁଷମା ମହୀଧର(ପର୍ବତ), ଭାସୁଛି ଅମ୍ବୁଧର(ମେଘ), ଆନନ୍ଦ ଜଳଧର(ମେଘ, ସମୁଦ୍ର), ଶୋଭା ପୟୋଧର(ମେଘ, ସମୁଦ୍ର), ବରଷେ ଧାରାଧର(ମେଘ), ରାଜ୍ୟ କ୍ଷିତିଧର(ରାଜା), ଦେଖ ବିଷଧର(ସର୍ପ), ପୂର୍ବଜ ବଂଶଧର, କାର୍ଯ୍ୟ ସୂତ୍ରଧର(ବଢେଇ) ————- ପୁଣ୍ୟlତ୍ମା ପୂର୍ବଜ, (ଗ୍ରାମ ଜାହାଙ୍ଗୀର ପାଟଣା, ବନମାଳିପୁର, ପୁରୀ)
ଦୁର୍ଯ୍ଯୋଧନ-କାଞ୍ଚନ(ବାପା,ବୋଉ), ବାହୁଡି-ରଙ୍ଗ ଦେଇ (ଜେଜେ,ମା), ବାଞ୍ଛାନିଧି- ମେଙ୍କି ଦେଇ(ଠାକୁରଜେଜେ, ଠାକୁର ମା), ଅଚ୍ୟୁତ-ତୁଳସୀ, ସାଧୁ ସାହୁ- ରାଧିକା ଦାସ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/14/2022, 8:00 AM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ସିଦ୍ଧଗାନୀ ସ୍ଵର୍ଣ୍ଣ ମନ୍ଦିର(68)
3 ଶବ୍ଦରେ : ର
ଅବିର, ଅମର, ଅମାର, ଅମ୍ବର(ମେଘ, ଅକାଶ), ଅସୁର, ଅଘୋର(ଶିବ), ଅଗାର(ଗୃହ), ଅଧର, ଅଧୀର, ଅଙ୍କୁର, ଅଧ୍ୱର(ବାୟୁ, ଆକାଶ, ଯଜ୍ଞ), ଅନ୍ତର, ଅସ୍ଥିର, ଅକ୍ରୂର, ଅପର, ଅପାର, ଅଥlର(ବାମ୍ଫ ପିଠା), ଅଙ୍ଗାର , ଅକ୍ଷର, ଅଜର(ଚିରଯୁବା), ଅଦୂର (ନିକଟ), ଅବର(ନିକୃଷ୍ଟ, କନିଷ୍ଠ), ଅସାର(ମୂଲ୍ଯହୀନ), ଅସର(ବିଶ୍ରାମ), ଅତର(ଅଳତା), ——– ଆଦର, ଆତୁର, ଆକାର, ଆଧାର, ଆସର(ମଜଲିସ), ଆସାର(ଧରା ବୃଷ୍ଟି), ଆହାର, ଆମର, ଆଭୀର(ଗୋପାଳ), ଆବୁର(ମର୍ଯ୍ୟାଦା, ମହତ୍ତ୍ଵ), ଆନ୍ତର(ଆନ୍ତରିକ), ଆକର(ସମୂହ, ଖଣି) ——– ଇତର, ଇଶ୍ୱର, ଇନ୍ଦୁର(ମୂଷା),
ଉଦାର, ଉଧାର, ଉତ୍ତର, ଉଛୁର, ଉମର(ବୟସ), ଉଦ୍ଧାର, ଉଦର, ଉଷର/ଊଷର(କ୍ଷlରିଆ), ଉପର, ଉର୍ବର, ଉଗାର(ବାନ୍ତି), ଉଷୀର(ବେଣା ଚେର), ——–
ଓଗେର(ଇତ୍ୟାଦି), ଓଖର(ଦୁଧ), ଏହାର, ଏକର, ଓସାର, ଓସ୍କାର, ଓଁକାର,
କମାର, କମର, କଙ୍କର, କଞ୍ଜର(ସୂର୍ଯ୍ୟ), କର୍କର(ଗୋଡ଼ି, ଦର୍ପଣ), କଠୋର, କନ୍ତାର, କହ୍ଲାର(ଶ୍ଵେତପଦ୍ମ, ପୁଣ୍ଡରୀକ) କର୍ପୁର, କର୍କର(ଦର୍ପଣ, ଗୋଡ଼ି) କର୍ବୁର/କର୍ବର (ବାଘ, ରାକ୍ଷସ) କବୀର(ସନ୍ଥ), କାକର, କାତର, କାସର(ମଇଁଷି), କାସାର(ପୋଖରୀ), କାହାର, କାନ୍ତାର(ଅରଣ୍ୟ), କିଶୋର, କୁମାର(ପୁତ୍ର, କାର୍ତ୍ତିକେୟ), କୁମର, କୁଟୀର , କୁଧର(ପର୍ବତ, ଭୂଧର) କୂପlର(ସମୁଦ୍ର, ଅକୂପlର) କୁଞ୍ଜର(ହାତୀ, ମତଙ୍ଗ), କୁମ୍ଭାର, କୁମ୍ଭୀର, କେଶର, କେଦାର(ଶସ୍ୟକ୍ଷେତ୍ର), କେୟୂର(ଅନନ୍ତ, ଅଳଙ୍କାର) କୈଶୋର, କୌମାର(କୁମାର), ——-
ଖବର, ଖପର,
ଖର୍ପର, ଖଙ୍କାର, ଖୁଙ୍ଖାର, ଖଞ୍ଜର, ଖଇର, ଖଚର, ଗହ୍ଵର, ଗଭୀର, ଗତର(ଶାରୀର), ଗମ୍ଭୀର, ଗର୍ଗର(ମାଠିଆ) ଘର୍ଘର, ଘୁଙ୍ଗୁର,
ଚତୁର, ଚାକର, ଚକୋର(ପକ୍ଷୀ), ଚିକୁର(କେଶ, କୁନ୍ତଳ), ଚିତ୍କାର, ଚଅଁର,
——- ଛପର, ଛତର,
ଜାଗର, ଜବର, ଜଠର, ଜର୍ଜର, ଜାହାର, ଜହର(ବିଷ), ଜଞ୍ଜିର,
ଝର୍ଝର, ଝଙ୍କାର, ଝାଲର, ଟୋପର(ମୁକୁଟ), ଠାକୁର, ଠୋକର, ଠକlର(କପଟ), ଡଗର(ଖବରଦାତା), ଡମ୍ବର, ଡାକ୍ତର, ଡଙ୍ଗର(ପଦର), ଡିଙ୍ଗର(ଦାସ), —— ତୁମର, ତୁଷାର, ତତ୍ପର, ତସ୍କର, ତ୍ର୍ୟକ୍ଷର(ପ୍ରଣବ ଓଁକାର), ତିମିର(ଅନ୍ଧାର),
ଥବିର(ଅକର୍ମଣ୍ୟ, ବୃଦ୍ଧ),
ଦୁର୍ବାର, ଦୁସ୍ତର(ନିୟମ), ଦୁଷ୍କର(କଠିନ), ଦର୍ଦୁର(ବେଙ୍ଗ, ମଣ୍ଡୁକ),
ଧିକ୍କାର, ଧୂସର, ଧୀବର,
ନବର, ନଗର, ନଶ୍ଵର, ନlଗର, ନାଚାର, ନିହାର(କାକର), ନିକର(ସମୂହ), ନିର୍ଝର(ଝରଣା), ନିଥର(ସ୍ଥିର), ନିର୍ଜର(ଦେବତା, ସୁର, ସୁପର୍ବା), ନିର୍ଭର, ନିଷ୍ଠୁର, ନିସ୍ତାର(ରକ୍ଷା),
ନିଡର(ନିର୍ଭୟ), ନୀବାର(ବାଳୁଙ୍ଗା ଧାନ) ନୁପୁର, ——
ପଦର, ପହର, ପଞ୍ଜର(ପଞ୍ଜୁରି), ପତର, ପୟର, ପଥର, ପନ୍ତାର(ପ୍ରାନ୍ତର, ପଦର) ପ୍ରହାର, ପ୍ରକାର, ପ୍ରଚାର, ପ୍ରଚୁର, ପ୍ରଖର, ପ୍ରସ୍ତର, ପ୍ରହର, ପ୍ରସର/ପ୍ରସାର(ବିସ୍ତାର), ପ୍ରବର(ଶ୍ରେଷ୍ଠ), ପ୍ରଗାର(ଉଚ୍ଚ ହିଡ) ପାହାର, ପ୍ରାଚୀର, ପ୍ରାନ୍ତର(ପଡିଆ), ପାଣ୍ଡୁର(ଧୂସର), ପାମର, ପାତର, ପ୍ରlଗାର(ପ୍ରlସାଦ, ଆଗାର, ଘର) ପିଅର(ପିତା), ପୀବର(ବଳିଷ୍ଠ, ପୀନ), ପୁଷ୍କର(ପଦ୍ମ, ଜଳ, ତୀର୍ଥ(ରାଜସ୍ଥାନ), ଲାଗିବl),
ଫସର, ଫକୀର, ଫିକର, ଫୁତ୍କାର, ——-
ବନ୍ଦର, ବଧିର, ବନ୍ଧୁର, ବର୍ବର , ବଞ୍ଜର, ବଦର/ବଦରୀ(ବରକୋଳି) ବାନର, ବାସର, ବିଧୁର(କାତର), ବିଭୋର, ବିବର(ଗହ୍ଵର), ବିହାର(ଭ୍ରମଣ, ରାଜ୍ୟ) ବିସର/ ବିସାର(ବିସ୍ତାର, ସମୂହ), ବିସ୍ତାର, ବିଷ୍କିର(ପକ୍ଷୀ, ଖଗ), ବିଦୂର(ବହୁଦୂର) , ବିଦୁର(ମନ୍ତ୍ରୀ), ବିଚାର, ବିକାର(ଅରୁଚି) ବେକାର, ବେସର, ବେଭାର, ବେପାର, ବ୍ୟାପାର,
ଭଙ୍ଗୁର, ଭଣ୍ଡାର, ଭଣ୍ଡୁର, ଭଟ୍ଟାର(ପୂଜ୍ୟ, ମାନ୍ୟ) ଭାଣ୍ଡୀର(ବରଗଛ, ବଟବୃକ୍ଷ, ନ୍ୟଗ୍ରୋଧ), ଭାଣ୍ଡିର(ବେଲ ଗଛ), ଭାସୁର(ଦୀପ୍ତିମାନ), ଭାସ୍କର(ସୂର୍ଯ୍ୟ, କଞ୍ଜର) ଭାସ୍ଵର(ଉଜ୍ଜ୍ଵଳ), ଭାକୁର(ମାଛ), ଭିଦୁର/ଭେଦିର/ଭେଦୁର(ବଜ୍ର), ଭିତର,
ଭୂଧର(ପର୍ବତ, କୁଧର), ଭ୍ରମର, ଭୈରବ(ଶିବ), ଭୋଟର
ମଧୁର, ମଦିର(ମଦ୍ୟ), ମନ୍ଦିର, ମୟୂର, ମନ୍ଦାର(ପୁଷ୍ପ), ମକର, ମଟର, ମନ୍ଦର(ପର୍ବତ) ମଞ୍ଜୀର(ନୂପୁର), ମର୍ମର(ପତ୍ର ଧ୍ୱନି) ମହ୍ଲାର, ମନ୍ଥର, ମସୂର(ଡାଲି) ମତ୍ସର(ପରଶ୍ରୀକାତର), ମିହିର(ସୂର୍ଯ୍ୟ), ମହୁର(ଘାଣ୍ଟ), ମାଗୁର(ମାଛ), ମୁଖର, ମୁକୁର(ଦର୍ପଣ), ମୁଦିର(ମେଘ, ବେଙ୍ଗ), ମିନାର(ଗମ୍ବୁଜ) ମୁର୍ଦାର, ମୁଦ୍ଗର, ମେଦୁର(କୋମଳ, ସ୍ନିଗ୍ଧ) ମୋହର,
ରୁଧିର, ରୁଚିର, ଲଙ୍ଗର, ଲହର,
ଶଙ୍କର, ଶରୀର, ଶର୍ବର(ଅନ୍ଧକାର, କାମଦେବ) ଶାବର, ଶବର ଶିକାର, ଶିଶିର, ଶିଖର, ଶିବିର, ଶୀକର/ସୀକର(ଜଳକଣା), ଶୀତ୍କାର(ଶିହରଣ) ଶୂକର/ସୂକର(ଘୁଷୁରୀ), ଶେଖର(ମୁଣ୍ଡ, ଶ୍ରେଷ୍ଠ)
ସହର, ସମର, ସର୍ଦ୍ଦାର ସମ୍ଭାର, ସଦର, ସଙ୍କର ସମୀର(ବାୟୁ, ଅନୀଳ), ସଞ୍ଚାର, ସତ୍କାର, ସତ୍ତ୍ଵର, ସଂସାର ସ୍ଥାବର, ସ୍ଥବିର, ସାକ୍ଷର ସାଗର, ସାକର(ମିଠା), ସାକାର(ଇଛା ପୂର୍ଣ୍ଣହେବା), ସାଦର ସିନ୍ଦୂର, ସୁନ୍ଦର, ସୁଦୂର, ସ୍ୱୀକାର,
ହୁନ୍ଦର(କୌଶଳ), ହୁଙ୍କାର,
ହିଣ୍ଡୀର (ସମୁଦ୍ର ଫେଣ) ————- ପୁଣ୍ୟlତ୍ମା ପୂର୍ବଜ, (ଗ୍ରାମ ଜାହାଙ୍ଗୀର ପାଟଣା, ବନମାଳିପୁର, ପୁରୀ)
ଦୁର୍ଯ୍ଯୋଧନ-କାଞ୍ଚନ(ବାପା,ବୋଉ), ବାହୁଡି-ରଙ୍ଗ ଦେଇ (ଜେଜେ,ମା), ବାଞ୍ଛାନିଧି- ମେଙ୍କି ଦେଇ(ଠାକୁର ଜେଜେ, ଠାକୁର ମା), ଅଚ୍ୟୁତ-ତୁଳସୀ, ସାଧୁ ସାହୁ- ରାଧିକା ଦାସ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/14/2022, 2:12 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ଯଶସ୍ଵିନୀଗାନୀ ସ୍ଵର୍ଣ୍ଣ ମନ୍ଦିର(69)
3 ଶବ୍ଦରେ : ର
ରଙ୍ଗ ଅବିର, କୀର୍ତ୍ତି ଅମର, ଧାନ ଅମାର, ସୁନୀଳ ଅମ୍ବର(ମେଘ, ଅକାଶ), ପ୍ରକୃତି ଅସୁର, ପୂଜିବ ଅଘୋର(ଶିବ), ନୂତନ ଅଗାର(ଗୃହ), ରଙ୍ଗl ଅଧର, ଦେଖିବାକୁ ଅଧୀର, ଅଥୟ ଅଧୀର, ଗହମ ଅଙ୍କୁର, ଅସୀମ ଅଧ୍ୱର(ବାୟୁ, ଆକାଶ, ଯଜ୍ଞ), ପବିତ୍ର ଅଧ୍ୱର, ବେଦନା ଅନ୍ତର, ଭୟରେ ଅସ୍ଥିର, ମନ୍ତ୍ରୀ ଅକ୍ରୂର, ପର ଅପର, କରୁଣା ଅପାର, ପିଠା ଅଥlର(ବାମ୍ଫ ପିଠା), କାଠ ଅଙ୍ଗାର , ସୁନ୍ଦର ଅକ୍ଷର, ଅମର ଅଜର(ଚିରଯୁବା), ନଦୀ ଅଦୂର (ନିକଟ), ଭାଇ ଅବର(ନିକୃଷ୍ଟ, କନିଷ୍ଠ), ଜୀବନ ଅସାର(ମୂଲ୍ଯହୀନ), ନେଲେ ଅସର(ବିଶ୍ରାମ), ରଙ୍ଗ ଅତର(ଅଳତା), ——– ସ୍ନେହ ଆଦର, ଭାରି ଆତୁର, ଗୋଲ ଆକାର, ଶିଶୁକୁ ଆଧାର, ଆନନ୍ଦ ଆସର(ମଜଲିସ), ଗଳ୍ପ ଆସର, ପ୍ରବଳ ଆସାର(ଧରା ବୃଷ୍ଟି), ଫଳ ଆହାର, ମାଂସ ଆହାର ଦାବି ଆମର, ବାଳକ ଆଭୀର(ଗୋପାଳ), ଜ୍ଞାନର ଆବୁର(ମର୍ଯ୍ୟାଦା, ମହତ୍ତ୍ଵ), ଭାବନା ଆନ୍ତର(ଆନ୍ତରିକ), ଚନ୍ଦ୍ର ଆକର(ସମୂହ, ଖଣି) ——– ପ୍ରାଣୀ ଇତର, ମହାନ ଇଶ୍ୱର, ଘରେ ଇନ୍ଦୁର(ମୂଷା),
ହୃଦୟ ଉଦାର, ନମ୍ର ଉଦାର ଟଙ୍କା ଉଧାର, ପ୍ରଶ୍ନର ଉତ୍ତର, ସଠିକ୍ ଉତ୍ତର ଦିଗ ଉତ୍ତର ହୋଇଲା ଉଛୁର, ଗଲାଣି ଉମର(ବୟସ), ବିପଦୁ ଉଦ୍ଧାର, ଲମ୍ବ ଉଦର(ପେଟ), ଜମି ଉଷର/ଊଷର(କ୍ଷlରିଆ), ତଳ ଉପର, ମାଟି ଉର୍ବର, କଲେ ଉଗାର(ବାନ୍ତି), ସୁଗନ୍ଧ ଉଷୀର(ବେଣା ଚେର), ——–
ପରିବାର ଓଗେର(ଇତ୍ୟାଦି), ଛେଳି ଓଖର(ଦୁଧ), ପରିଣତି ଏହାର, ଦୁଇ ଏକର, ରାସ୍ତା ଓସାର, ପୁରସ୍କାର ଓସ୍କାର, ଧ୍ୱନି ଓଁକାର,
ଶାଳ କମାର, ଅଣ୍ଟା କମର, ରାସ୍ତାରେ କଙ୍କର, ଉଦୟ କଞ୍ଜର(ସୂର୍ଯ୍ୟ), ନିୟମ କଠୋର, ଅରଣ୍ୟ କନ୍ତାର, ସୁଷମା କହ୍ଲାର(ଶ୍ଵେତପଦ୍ମ, ପୁଣ୍ଡରୀକ) ସୁଗନ୍ଧ କର୍ପୁର, ପଥର କର୍କର(ଗୋଡ଼ି), କାଚର କର୍କର(ଦର୍ପଣ) ବଣରେ କର୍ବୁର/କର୍ବର (ବାଘ, ରାକ୍ଷସ) ସନ୍ଥ କବୀର(ସନ୍ଥ), ଶୀତ କାକର, ନୟନ କାତର, ଦଳ କାସର(ମଇଁଷି), ପଦ୍ମ କାସାର(ପୋଖରୀ), ଏ ଘର କାହାର, ଭୀଷଣ କାନ୍ତାର(ଅରଣ୍ୟ), ଅବସ୍ଥା କିଶୋର, କିଶୋରୀ କିଶୋର କ଼ୁମାରୀ କୁମାର(ପୁତ୍ର, କାର୍ତ୍ତିକେୟ),
ଦେବତା କୁମାର ଜ୍ୟେଷ୍ଠ କୁମର, ପତ୍ର କୁଟୀର , ସୁଉଚ୍ଚ କୁଧର(ପର୍ବତ, ଭୂଧର), ଅସୀମ କୂପlର(ସମୁଦ୍ର, ଅକୂପlର) ଅଥଳ କୂପlର, ସୁନୀଳ କୂପlର, ବନରେ କୁଞ୍ଜର(ହାତୀ, ମତଙ୍ଗ), କାର୍ଯ୍ୟ କୁମ୍ଭାର, ନଦୀରେ କୁମ୍ଭୀର, ସିଂହର କେଶର, ପଦ୍ମ କେଶର କାନନ କେଦାର(ଶସ୍ୟକ୍ଷେତ୍ର), ସବୁଜ କେଦାର, ସୁଷମା କେଦାର ବିସ୍ତୀର୍ଣ୍ଣ କେଦାର, ଶସ୍ୟ କେଦାର, କେୟୂର(ଅନନ୍ତ, ଅଳଙ୍କାର) ଆନନ୍ଦ କୈଶୋର, କ୍ରୀଡା କୈଶୋର ଅବସ୍ଥା କୌମାର(କୁମାର), ——-
ଦେଶର ଖବର, ଦସ୍ତା ଖପର,
ଖଣ୍ଡା ଖର୍ପର, ପଡିଛି ଖଙ୍କାର, ପ୍ରକୃତି ଖୁଙ୍ଖାର, ହାତରେ ଖଞ୍ଜର, ଗୁଆ ଖଇର, ଗଧ ଖଚର,
ଗଭୀର ଗହ୍ଵର, କୃଷ୍ଣ ଗହ୍ଵର ପର୍ବତ ଗହ୍ଵର କୂପ ଗଭୀର, ଜଳ ଗଭୀର ମଣିଷ ଗତର(ଶାରୀର), ଗୁରୁ ଗମ୍ଭୀର, ବଦନ ଗମ୍ଭୀର, ସ୍ଵର ଗମ୍ଭୀର, ମାଟିର ଗର୍ଗର(ମାଠିଆ),
ଗର୍ଜନ ଘର୍ଘର, ନିନାଦ ଘୁଙ୍ଗୁର, ପାଦର ଘୁଙ୍ଗୁର
ଚାଲାକ ଚତୁର, ବିଶ୍ୱସ୍ତ ଚାକର, ଚକୋରୀ ଚକୋର(ପକ୍ଷୀ), କୃଷ୍ଣ ଚିକୁର(କେଶ, କୁନ୍ତଳ), ସୁଷମା ଚିକୁର, କାମିନୀ ଚିକୁର ଶୁଭିଲା ଚିତ୍କାର, ଆର୍ତ୍ତ ଚିତ୍କାର, ଘାସ ଚଅଁର, ବେଣା ଚଅଁର ——- ଘର ଛପର, ଚାଳ ଛପର ଯାତ୍ରା ଛତର(ଭବାନୀପାଟଣା),
ଯାତ୍ରା ଜାଗର, ଭାରି ଜବର, ଅଗ୍ନି ଜଠର, କ୍ରୋଧ ଜର୍ଜର, ସର୍ପ ଜହର(ବିଷ), ଲୁହାର ଜଞ୍ଜିର,
ନିନାଦ ଝର୍ଝର, ସ୍ଵର ଝଙ୍କାର, ସୁନେଲୀ ଝାଲର, ସୁନ୍ଦର ଟୋପର(ମୁକୁଟ), ପୂଜିବା ଠାକୁର, ଖାଇଲେ ଠୋକର, ଚରିତ୍ର ଠକlର(କପଟ), ରାଜାଙ୍କ ଡଗର(ଖବରଦାତା), ମେଘ ଡମ୍ବର, ପ୍ରସିଦ୍ଧ ଡାକ୍ତର, ପଡିଆ ଡଙ୍ଗର(ପଦର), ବିଶ୍ବସ୍ତ ଡିଙ୍ଗର(ଦାସ), —— ପ୍ରିୟ ତୁମର, ଶୁଭ୍ର ତୁଷାର, କାର୍ଯ୍ୟରେ ତତ୍ପର, ଚୋର ତସ୍କର, ଧ୍ୱନି ତ୍ର୍ୟକ୍ଷର(ପ୍ରଣବ ଓଁକାର), ଘନ ତିମିର(ଅନ୍ଧାର),
ରୁଗଣ ଥବିର(ଅକର୍ମଣ୍ୟ, ବୃଦ୍ଧ),
ପ୍ରତିଜ୍ଞା ଦୁର୍ବାର, କଠୋର ଦୁସ୍ତର(ନିୟମ), କାର୍ଯ୍ୟ ଦୁଷ୍କର(କଠିନ), ରlବଇ ଦର୍ଦୁର(ବେଙ୍ଗ, ମଣ୍ଡୁକ),
ବଚନ ଧିକ୍କାର, କରିଲେ ଧିକ୍କାର ଧୂଳି ଧୂସର, ନାବରେ ଧୀବର,
ରାଜ ନବର, ନୂତନ ନଗର, ଜୀବନ ନଶ୍ଵର, ରସିକ ନlଗର, ବୁଝିବାକୁ ନାଚାର, ସୁଷମା ନିହାର(କାକର), ହରିଣ ନିକର(ସମୂହ), ନିନାଦ ନିର୍ଝର(ଝରଣା), ନୀରବ ନିଥର(ସ୍ଥିର), ସ୍ଵର୍ଗରେ ନିର୍ଜର(ଦେବତା, ସୁର, ସୁପର୍ବା), ବର୍ଷାକୁ ନିର୍ଭର, ନିର୍ଦୟ ନିଷ୍ଠୁର, ନିୟମ ନିଷ୍ଠୁର ନାହିଁ ନିସ୍ତାର(ରକ୍ଷା),
ଜୀବନ ନିଡର(ନିର୍ଭୟ), କ୍ଷେତରେ ନୀବାର(ବାଳୁଙ୍ଗା ଧାନ) ନିନାଦ ନୂପୁର, ଧ୍ୱନି ନୂପୁର ——
ଜଙ୍ଗଲ ପଦର, ପାହାନ୍ତା ପହର, ଅସ୍ଥି ପଞ୍ଜର(ପଞ୍ଜୁରି), ଗଛର ପତର, ପଦ୍ମ ପୟର, ପାହାଡ ପଥର, ସବୁଜ ପନ୍ତାର(ପ୍ରାନ୍ତର, ପଦର) ପ୍ରଚଣ୍ଡ ପ୍ରହାର, ନାନା ପ୍ରକାର, କରିଲେ ପ୍ରଚାର, ସମ୍ପଦ ପ୍ରଚୁର, ସ୍ରୋତ ପ୍ରଖର, ଯୁଗ ପ୍ରସ୍ତର, ପାହାଡ଼ ପ୍ରସ୍ତର ପ୍ରଥମ ପ୍ରହର, ଅରଣ୍ୟ ପ୍ରସର/ପ୍ରସାର(ବିସ୍ତାର), ପଣ୍ଡିତ ପ୍ରବର(ଶ୍ରେଷ୍ଠ), ସୁରକ୍ଷା ପ୍ରଗାର(ଉଚ୍ଚ ହିଡ) ଢିଙ୍କି ପାହାର, ମନ୍ଦିର ପ୍ରାଚୀର, ସବୁଜ ପ୍ରାନ୍ତର(ପଡିଆ), ବଦନ ପାଣ୍ଡୁର(ଧୂସର), ପାପୀ ପାମର, ଅନ୍ତର ପାତର, କାର୍ଯ୍ୟରେ ନୂତନ ପ୍ରlଗାର(ପ୍ରlସାଦ, ଆଗାର, ଘର) ପୂଜ୍ୟ ପିଅର(ପିତା), ତନୁଶ୍ରୀ ପୀବର(ବଳିଷ୍ଠ, ପୀନ), ପବିତ୍ର ପୁଷ୍କର(ପଦ୍ମ, ଜଳ, ତୀର୍ଥ(ରାଜସ୍ଥାନ), ଲାଗିବl), ପୁଷ୍ପିତ ପୁଷ୍କର, ତୀର୍ଥ ପୁଷ୍କର, ଲାଗିଛି ପୁଷ୍କର
ଫାଟିଲା ଫସର, ଧନରେ ଫକୀର, ପୀରବାବା ଫକୀର, କେତେ ଫିକର, ଫନ୍ଦି ଫିକର ସାପର ଫୁତ୍କାର, ——-
ପାରାଦ୍ଵୀପ ବନ୍ଦର, ମୂକ ବଧିର, ପଥ ବନ୍ଧୁର, ହତ୍ୟା ବର୍ବର , ଜମି ବଞ୍ଜର, କୋଳି ବଦର/ବଦରୀ(ବରକୋଳି) ସେନା ବାନର, ରାତି ବାସର, ବିରହ ବିଧୁର(କାତର), ଆନନ୍ଦ ବିଭୋର, ଗଭୀର ବିବର(ଗହ୍ଵର), ଆନନ୍ଦ ବିହାର(ଭ୍ରମଣ, ରାଜ୍ୟ) ସୁଷମା ବିସର/ ବିସାର(ବିସ୍ତାର, ସମୂହ), ଅରଣ୍ୟ ବିସ୍ତାର, କାକଳି ବିଷ୍କିର(ପକ୍ଷୀ, ଖଗ), ଦୂର ବିଦୂର(ବହୁଦୂର) , ମନ୍ତ୍ରୀ ବିଦୁର(ମନ୍ତ୍ରୀ), ନ୍ୟାୟ ବିଚାର, ଆମିଷ ବିକାର(ଅରୁଚି) କଥା ବେକାର, ସୋରିଷ ବେସର, ଭାର ବେଭାର, ବଣିଜ ବେପାର, ବାଣିଜ୍ୟ ବ୍ୟାପାର,
କ୍ଷଣ ଭଙ୍ଗୁର, ରତ୍ନ ଭଣ୍ଡାର, ଶସ୍ୟ ଭଣ୍ଡାର, କାର୍ଯ୍ୟ ଭଣ୍ଡୁର, ପଣ୍ଡିତ ଭଟ୍ଟାର(ପୂଜ୍ୟ, ମାନ୍ୟ) ତୃଣରାଜ ଭାଣ୍ଡୀର(ବରଗଛ, ବଟବୃକ୍ଷ, ନ୍ୟଗ୍ରୋଧ), ପବିତ୍ର ଭାଣ୍ଡିର(ବେଲ ଗଛ), ଉଜ୍ଜ୍ଵଳ ଭାସୁର(ଦୀପ୍ତିମାନ), ଦେବ ଭାସ୍କର(ସୂର୍ଯ୍ୟ, କଞ୍ଜର) ସୁଷମା ଭାସ୍ଵର(ଉଜ୍ଜ୍ଵଳ), ରୋହି ଭାକୁର(ମାଛ), ନିନାଦ ଭିଦୁର/ଭେଦିର/ଭେଦୁର(ବଜ୍ର), ବାହାର ଭିତର,
ଅରଣ୍ୟ ଭୂଧର(ପର୍ବତ, କୁଧର), ଗୁଞ୍ଜନ ଭ୍ରମର, ଉମା ଭୈରବ(ଶିବ), ଗ୍ରାମରେ ଭୋଟର
ମୁହୂର୍ତ୍ତ ମଧୁର, ସ୍ମୃତି ମଧୁର, ପ୍ରୀତି ମଧୁର, ସ୍ଵର ମଧୁର ଆସର ମଦିର(ମଦ୍ୟ), ସ୍ଵର୍ଣ୍ଣ ମନ୍ଦିର, ନୃତ୍ୟ ମୟୂର, କୁସୁମ ମନ୍ଦାର(ପୁଷ୍ପ), ଚାଉଳ ମକର, ସାଙ୍ଗ ମକର ଗାଡ଼ି ମଟର, ପର୍ବତ ମନ୍ଦର(ପର୍ବତ) ଧ୍ୱନି ମଞ୍ଜୀର(ନୂପୁର), ଧ୍ୱନି ମର୍ମର(ପତ୍ର ଧ୍ୱନି) ରାଗ ମହ୍ଲାର, ମେଘ ମହ୍ଲାର ଗତି ମନ୍ଥର, ସୁଆଦ ମସୂର(ଡାଲି) ଇର୍ଷା, ମତ୍ସର(ପରଶ୍ରୀକାତର), ଦେବ ମିହିର(ସୂର୍ଯ୍ୟ), ଭୋଜିରେ ମହୁର(ଘାଣ୍ଟ), ରତା, କଉ, ମାଗୁର(ମାଛ), ଆନନ୍ଦ ମୁଖର, ଉତ୍ସବ ମୁଖର ରୁପାର ମୁକୁର(ଦର୍ପଣ), ମଞ୍ଜୁଳ ମୁଦିର(ମେଘ, ବେଙ୍ଗ), ରାବୁଛି ମୁଦିର(ବେଙ୍ଗ, ମଣ୍ଡୁକ) କୁତବ ମିନାର(ଗମ୍ବୁଜ) ମୃତ ମୁର୍ଦାର, ଗଦା ମୁଦ୍ଗର, ପଥର ମୁଦ୍ଗର ମେଘ ମେଦୁର(କୋମଳ, ସ୍ନିଗ୍ଧ) ସୁବର୍ଣ୍ଣ ମୋହର,
ବହୁଛି ରୁଧିର, ଅତୀବ ରୁଚିର, ଖାଦ୍ୟ ରୁଚିର, ସୁଷମା ରୁଚିର ଜାହାଜ ଲଙ୍ଗର, ନୀଳ ଲହର, ଆନନ୍ଦ ଲହର,
ଉମା ଶଙ୍କର, ଗୌରୀ ଶଙ୍କର, ଗିରିଜାଶଙ୍କର, ବଳିଷ୍ଠ ଶରୀର, ସୁଠାମ ଶରୀର, ସୁସ୍ଥ ଶରୀର, ସର୍ବାଙ୍ଗ ଶରୀର, ଘନ ଶର୍ବର(ଅନ୍ଧକାର, କାମଦେବ), ଦେବ ଶର୍ବର(କାମଦେବ), ସଂସ୍କୃତି ଶାବର, ବନରେ ଶବର ବାଘ ଶିକାର, ଘାସରେ ଶିଶିର ସକାଳ ଶିଶିର, ଶିଖର, ଶିବିର, ଶୀତଳ ଶୀକର/ସୀକର(ଜଳକଣା), ସମୀର ଶୀକର, ସ୍ନେହ ଶୀତ୍କାର(ଶିହରଣ) ଗ୍ରାମ ଶୂକର/ସୂକର(ଘୁଷୁରୀ), ଚନ୍ଦ୍ର ଶେଖର(ଶିବ, ମୁଣ୍ଡରେ ଚନ୍ଦ୍ର)
ବଜାର ସହର, ଭୀଷଣ ସମର, ଦଳରେ ସର୍ଦ୍ଦାର ସୁଷମା ସମ୍ଭାର, ଅଞ୍ଚଳ ସଦର, ପ୍ରଜାତି ସଙ୍କର ବସନ୍ତ ସମୀର(ବାୟୁ, ଅନୀଳ), ମୃଦୁ ସମୀର, ଧୀର ସମୀର ଜୀବନ ସଞ୍ଚାର, ପ୍ରାଣ ସଞ୍ଚାର, ଅତିଥି ସତ୍କାର, ଶବ ସତ୍କାର ଆସିବ ସତ୍ତ୍ଵର(ଶୀଘ୍ର), ଘର ସଂସାର, ମାୟା ସଂସାର ସମ୍ପତ୍ତି ସ୍ଥାବର, ଜଙ୍ଗମ ସ୍ଥାବର ଅଚଳ ସ୍ଥବିର, ନିରକ୍ଷର ସାକ୍ଷର ସୁନୀଳ ସାଗର, ଖଣ୍ଡ ସାକର(ମିଠା), ସ୍ଵପ୍ନ ସାକାର(ଇଛା ପୂର୍ଣ୍ଣହେବା), ନିମନ୍ତ୍ରଣ ସାଦର ସୁଷମା ସିନ୍ଦୂର, ଲାଲ ସିନ୍ଦୂର ଅତୀବ ସୁନ୍ଦର, ଦୃଶ୍ୟ ସୁନ୍ଦର ସହର ସୁଦୂର, ଦୋଷ ସ୍ୱୀକାର, ପ୍ରାପ୍ତି ସ୍ୱୀକାର
କେତେ ହୁନ୍ଦର(କୌଶଳ), ରଣ ହୁଙ୍କାର,
ସୁଷମା ହିଣ୍ଡୀର (ସମୁଦ୍ର ଫେଣ) ————- ପୁଣ୍ୟlତ୍ମା ପୂର୍ବଜ, (ଗ୍ରାମ ଜାହାଙ୍ଗୀର ପାଟଣା, ବନମାଳିପୁର, ପୁରୀ)
ଦୁର୍ଯ୍ଯୋଧନ-କାଞ୍ଚନ(ବାପା,ବୋଉ), ବାହୁଡି-ରଙ୍ଗ ଦେଇ (ଜେଜେ,ମା), ବାଞ୍ଛାନିଧି- ମେଙ୍କି ଦେଇ(ଠାକୁର ଜେଜେ, ଠାକୁର ମା), ଅଚ୍ୟୁତ-ତୁଳସୀ, ସାଧୁ ସାହୁ- ରାଧିକା ଦାସ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/15/2022, 10:47 AM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ତପସ୍ଵିନୀ ଗାନୀ ସ୍ଵର୍ଣ୍ଣ ମନ୍ଦିର (70)
4 ଶବ୍ଦରେ : ୟ
ଅତିଶୟ, ଅତୀନ୍ଦ୍ରୀୟ ଅପଚୟ, ଅପବ୍ୟୟ ଅତିକାୟ, ଅଦ୍ୱିତୀୟ ଅସହାୟ, ଅପ୍ରମେୟ(ଅସୀମ, ଅପ୍ରମିତ), ଅନୁନୟ, ଅନ୍ତରାୟ, ଅଭ୍ୟୁଦୟ,
ଇଶ୍ବରୀୟ ଐଶ୍ୱରୀୟ
ଉପାଦେୟ, ଉତ୍ତରୀୟ, ଉତ୍କଳୀୟ, ଉପାଧ୍ୟାୟ,
କମନୀୟ, କଲ୍ୟାଣୀୟ , କିଶଳୟ (କୋମଳ ପତ୍ର) କୁବଳୟ, କାର୍ଯ୍ୟାଳୟ କାର୍ତ୍ତିକେୟ, କୃଷ୍ଣମୟ, କରଣୀୟ, କଥନୀୟ(ବର୍ଣ୍ଣନୀୟ), କୁଶେଶୟ, କତିପୟ,
ଖର୍ବକାୟ, ଗୋପନୀୟ, ଗ୍ରନ୍ଥାଳୟ,
ଜୟଜୟ, ଜଳାଶୟ, ଜ୍ୟୋତିର୍ମୟ,
ଦୟାମୟ, ଦର୍ଶନୀୟ, ଦେବାଳୟ, ଦୁଃସମୟ,
ଦୁଃଖମୟ, ଦୂଷଣୀୟ(ଦୋଷlବହ) ,
ଧନଞ୍ଜୟ,
ନିରୁପାୟ, ନିରାଶ୍ରୟ ନିସହାୟ, ନୀନ୍ଦନୀୟ ନମନୀୟ, ନିରାମୟ, ନାରକୀୟ, ନାଭିକୀୟ, ନ୍ୟାୟାଳୟ ନିର୍ଦ୍ଦଳୀୟ,
ପରିଚୟ, ପରିଣୟ, ପରିଧେୟ, ପରିମେୟ, ପିକପ୍ରିୟ(ବସନ୍ତ, ଆମ୍ବଗଛ), ପରାଜୟ, ପଞ୍ଚେନ୍ଦ୍ରିୟ, ପୁନରାୟ, ପୂଜନୀୟ , ପୁରଞ୍ଜୟ(ଶିବ), ପର୍ବତୀୟ, ପାଳନୀୟ, ପିତ୍ରାଳୟ, ପ୍ରାଣପ୍ରିୟ, ପୋତାଶ୍ରୟ(ବନ୍ଦର),
ବନ୍ଦନୀୟ, ବରଣୀୟ, ବର୍ଣ୍ଣମୟ, ବିନିମୟ, ବରାଭୟ(ଅଭୟ),
ବନପ୍ରିୟ(କୋକିଳ), ବାଗିନ୍ଦ୍ରିୟ(ମୁଖ),, ବିପର୍ଯ୍ୟୟ, ବାଞ୍ଛନୀୟ ବୀକ୍ଷଣୀୟ(ଦର୍ଶନୀୟ) , ବୋଧଦୟ, ବିଦ୍ୟାଳୟ, ବାୟବୀୟ,
ଭାରତୀୟ, ଭୂୟୋଭୂୟ(ବରମ୍ବାର),
ମାନନୀୟ, ମାନବୀୟ, ମହାନୀୟ, ମୋହନୀୟ ମହାଶୟ, ମଧୁମୟ, ମହୋଦୟ, ମୃତ୍ୟୁଞ୍ଜୟ ମୁଷ୍ଟିମେୟ, ମାର୍ଜନୀୟ, ମେଘାଳୟ, ମୃତ୍ୟୁଭୟ
ରମଣୀୟ, ରାଜକୀୟ, ରଙ୍ଗମୟ , ଲୋଭନୀୟ, ଲୀଳାମୟ ଲାସ୍ୟମୟ,
ଶୋଭାମୟ , ଶୋଭନୀୟ,
ସହୃଦୟ, ସବିନୟ, ସର୍ବପ୍ରିୟ, ସ୍ମରଣୀୟ, ସ୍ପୃହଣୀୟ, ସମୁଦାୟ, ସମ୍ପ୍ରଦାୟ, ସମନ୍ଵୟ, ସବିସ୍ମୟ, ସଦାଶୟ(ଉଦାର ହୃଦୟ),
ଯମlଳୟ, ହିମାଳୟ, ————- ଓଡ଼ିଆ ଜାତିର ଶବ୍ଦ ସାଧନା ତପସ୍ଵିନୀ ଗାନୀ ସ୍ଵର୍ଣ୍ଣ ମନ୍ଦିର (70)
4 ଶବ୍ଦରେ : ୟ
ଅତିଶୟ, ଅତୀନ୍ଦ୍ରୀୟ ଅପଚୟ, ଅପବ୍ୟୟ ଅତିକାୟ, ଅଦ୍ୱିତୀୟ ଅସହାୟ, ଅପ୍ରମେୟ(ଅସୀମ, ଅପ୍ରମିତ), ଅନୁନୟ, ଅନ୍ତରାୟ, ଅଭ୍ୟୁଦୟ,
ଉପାଦେୟ, ଉତ୍ତରୀୟ, ଉତ୍କଳୀୟ, ଉପାଧ୍ୟାୟ,
କମନୀୟ, କଲ୍ୟାଣୀୟ , କିଶଳୟ (କୋମଳ ପତ୍ର) କୁବଳୟ, କାର୍ଯ୍ୟାଳୟ କାର୍ତ୍ତିକେୟ, କୃଷ୍ଣମୟ, କରଣୀୟ, କଥନୀୟ(ବର୍ଣ୍ଣନୀୟ), କୁଶେଶୟ, କତିପୟ,
ଖର୍ବକାୟ, ଗୋପନୀୟ, ଗ୍ରନ୍ଥାଳୟ,
ଜୟଜୟ, ଜଳାଶୟ, ଜ୍ୟୋତିର୍ମୟ,
ଦୟାମୟ, ଦର୍ଶନୀୟ, ଦେବାଳୟ, ଦୁଃସମୟ,
ଦୁଃଖମୟ, ଦୂଷଣୀୟ(ଦୋଷlବହ) ,
ଧନଞ୍ଜୟ,
ନିରୁପାୟ, ନିରାଶ୍ରୟ ନିସହାୟ, ନୀନ୍ଦନୀୟ ନମନୀୟ, ନିରାମୟ, ନାରକୀୟ, ନାଭିକୀୟ, ନ୍ୟାୟାଳୟ ନିର୍ଦ୍ଦଳୀୟ,
ପରିଚୟ, ପରିଣୟ, ପରିଧେୟ, ପରିମେୟ, ପିକପ୍ରିୟ(ବସନ୍ତ, ଆମ୍ବଗଛ), ପରାଜୟ, ପଞ୍ଚେନ୍ଦ୍ରିୟ, ପୁନରାୟ, ପୂଜନୀୟ , ପୁରଞ୍ଜୟ(ଶିବ), ପର୍ବତୀୟ, ପାଳନୀୟ, ପିତ୍ରାଳୟ, ପ୍ରାଣପ୍ରିୟ, ପୋତାଶ୍ରୟ(ବନ୍ଦର),
ବନ୍ଦନୀୟ, ବରଣୀୟ, ବର୍ଣ୍ଣମୟ, ବିନିମୟ, ବରାଭୟ(ଅଭୟ),
ବନପ୍ରିୟ(କୋକିଳ), ବାଗିନ୍ଦ୍ରିୟ(ମୁଖ),, ବିପର୍ଯ୍ୟୟ, ବାଞ୍ଛନୀୟ ବୀକ୍ଷଣୀୟ(ଦର୍ଶନୀୟ) , ବୋଧଦୟ, ବିଦ୍ୟାଳୟ, ବାୟବୀୟ,
ଭାରତୀୟ, ଭୂୟୋଭୂୟ(ବରମ୍ବାର),
ମାନନୀୟ, ମାନବୀୟ, ମହାନୀୟ, ମୋହନୀୟ ମହାଶୟ, ମଧୁମୟ, ମହୋଦୟ, ମୃତ୍ୟୁଞ୍ଜୟ ମୁଷ୍ଟିମେୟ, ମାର୍ଜନୀୟ, ମେଘାଳୟ, ମୃତ୍ୟୁଭୟ
ରମଣୀୟ, ରାଜକୀୟ, ରଙ୍ଗମୟ , ଲୋଭନୀୟ, ଲୀଳାମୟ ଲାସ୍ୟମୟ,
ଶୋଭାମୟ , ଶୋଭନୀୟ,
ସହୃଦୟ, ସବିନୟ, ସର୍ବପ୍ରିୟ, ସ୍ମରଣୀୟ, ସ୍ପୃହଣୀୟ, ସମୁଦାୟ, ସମ୍ପ୍ରଦାୟ, ସମନ୍ଵୟ, ସବିସ୍ମୟ, ସଦାଶୟ(ଉଦାର ହୃଦୟ),
ଯମlଳୟ, ହିମାଳୟ, ————‐ ପୁଣ୍ୟlତ୍ମା ପୂର୍ବଜ, (ଗ୍ରାମ ଜାହାଙ୍ଗୀର ପାଟଣା, ବନମାଳିପୁର, ପୁରୀ)
ଦୁର୍ଯ୍ଯୋଧନ-କାଞ୍ଚନ(ବାପା,ବୋଉ), ବାହୁଡି-ରଙ୍ଗ ଦେଇ (ଜେଜେ,ମା), ବାଞ୍ଛାନିଧି- ମେଙ୍କି ଦେଇ(ଠାକୁର ଜେଜେ, ଠାକୁର ମା), ଅଚ୍ୟୁତ-ତୁଳସୀ, ସାଧୁ ସାହୁ- ରାଧିକା ଦାସ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/15/2022, 7:58 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ଆହ୍ଲାଦିନୀ ଗାନୀ ସ୍ଵର୍ଣ୍ଣ ମନ୍ଦିର (71)
3 ଶବ୍ଦରେ : ୟ
ଅଜୟ, ଅଭୟ, ଅକ୍ଷୟ , ଅଜ୍ଞେୟ, ଅମିୟ(ଅମୃତ), ଅପ୍ରିୟ, ଅଦେୟ, ଅସହ୍ଯ, ଅନ୍ୟାୟ, ଅଥୟ, ଅଧ୍ୟାୟ,
ଆଳୟ, ଆଶ୍ରୟ,
ଉଦୟ, ଉଭୟ, ଉପାୟ, ଉଚ୍ଚୟ(ସମୂହ),
ଗୋମୟ(ଗୋବର),
ଚିନ୍ମୟ(ଆନନ୍ଦ),
ତନ୍ମୟ , ତନୟ(ପୁତ୍ର),
ନିଳୟ(ଗୃହ), ନିର୍ଭୟ, ନିର୍ଦୟ, ନିର୍ଣ୍ଣୟ, ନିଶ୍ଚୟ, ନିଷ୍କ୍ରିୟ, ନିରୟ(ନରକ),
ପାନୀୟ, ପାଥେୟ, ପର୍ଯ୍ୟାୟ, ପରାୟ ପ୍ରଳୟ, ପ୍ରଣୟ, ପ୍ରତ୍ୟୟ, ପ୍ରଶ୍ରୟ,
ବଳୟ, ବିଷୟ, ବିସ୍ମୟ, ବିନୟ, ବିଦାୟ, ବିଧେୟ, ବାଙ୍ମୟ(ଶବ୍ଦ), ବାଙ୍ମୟୀ(ସରସ୍ଵତୀ), ବ୍ୟତ୍ୟୟ(ବ୍ୟତିକ୍ରମ),
ମଳୟ(ବସନ୍ତ ପବନ), ମୈତ୍ରେୟ(ସୂର୍ଯ୍ୟ), ମୃଣୟ,
ସମୟ, ସହାୟ ସଦୟ, ସକ୍ରିୟ,
ହୃଦୟ, ହୋତ୍ରୀୟ(ହୋମ),
ପୁଣ୍ୟlତ୍ମା ପୂର୍ବଜ, (ଗ୍ରାମ ଜାହାଙ୍ଗୀର ପାଟଣା, ବନମାଳିପୁର, ପୁରୀ)
ଦୁର୍ଯ୍ଯୋଧନ-କାଞ୍ଚନ(ବାପା,ବୋଉ), ବାହୁଡି-ରଙ୍ଗ ଦେଇ (ଜେଜେ,ମା), ବାଞ୍ଛାନିଧି- ମେଙ୍କି ଦେଇ(ଠାକୁର ଜେଜେ, ଠାକୁର ମା), ଅଚ୍ୟୁତ-ତୁଳସୀ, ସାଧୁ ସାହୁ- ରାଧିକା ଦାସ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/16/2022, 8:35 AM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ସ୍ଵର୍ଣ୍ଣମୟୀ ଗାନୀ ସ୍ଵର୍ଣ୍ଣ ମନ୍ଦିର (72)
4 ଶବ୍ଦରେ : ୟ
ଆନନ୍ଦ ଅତିଶୟ, କ୍ରୋଧ ଅତିଶୟ, ଚେତନା ଅତୀନ୍ଦ୍ରୀୟ ଖାଦ୍ୟ ଅପଚୟ, ଧନ ଅପବ୍ୟୟ ରାକ୍ଷସ ଅତିକାୟ, ପ୍ରକାଣ୍ଡ ଅତିକାୟ ଶ୍ରେଷ୍ଠ ଅଦ୍ୱିତୀୟ, କୀର୍ତ୍ତି ଅଦ୍ୱିତୀୟ ଜୀବନ ଅସହାୟ, ଥିଲେ ଅସହାୟ ଆକାଶ ଅପ୍ରମେୟ(ଅସୀମ, ଅପ୍ରମିତ), କଲେ ଅନୁନୟ, କେତେ ଅନୁନୟ କାର୍ଯ୍ୟରେ ଅନ୍ତରାୟ, ହେଲା ଅଭ୍ୟୁଦୟ, ନବ ଅଭ୍ୟୁଦୟ
ତଥ୍ୟ ଉପାଦେୟ, ଶୁଭ୍ର ଉତ୍ତରୀୟ, ସଂସ୍କୁତି ଉତ୍କଳୀୟ, ବ୍ରାହ୍ମଣ ଉପାଧ୍ୟାୟ,
ରୂପ କମନୀୟ, ଦୃଶ୍ୟ କମନୀୟ, ରମ୍ୟ କମନୀୟ,
କାନ୍ତି କମନୀୟ, ଶୋଭା କମନୀୟ, ପ୍ରିୟ କଲ୍ୟାଣୀୟ , ନବ କିଶଳୟ (କୋମଳ ପତ୍ର) ଶୋଭା/ପୁଷ୍ପ/କାନ୍ତି କୁବଳୟ(ନୀଳକଇଁ, ନୀଳପଦ୍ମ, ଇନ୍ଦୀବର), ପୁଷ୍ପିତ କୁବଳୟ, କାନ୍ତି କୁବଳୟ,
ମୁଖ୍ୟ କାର୍ଯ୍ୟାଳୟ, ଦେବ କାର୍ତ୍ତିକେୟ, ରୂପ କୃଷ୍ଣମୟ, ସେବା କରଣୀୟ, ଦୃଶ୍ୟ କଥନୀୟ(ବର୍ଣ୍ଣନୀୟ), ଶୋଭା କୁଶେଶୟ(ପଦ୍ମ, କଇଁ, ହଂସ), ଛାତ୍ର କତିପୟ, ସୈନ୍ୟ କତିପୟ,
ବ୍ୟକ୍ତି ଖର୍ବକାୟ, ରୂପ ଖର୍ବକାୟ, ଖବର ଗୋପନୀୟ, କଥା ଗୋପନୀୟ, ସ୍କୁଲ ଗ୍ରନ୍ଥାଳୟ,
ହେଉ ଜୟଜୟ, ପୂର୍ଣ୍ଣ ଜଳାଶୟ, ସୁଷମା ଜଳାଶୟ ଦୃଶ୍ୟ ଜ୍ୟୋତିର୍ମୟ, ଦିବ୍ୟ ଜ୍ୟୋତିର୍ମୟ
ପ୍ରଭୁ ଦୟାମୟ, ଆହେ ଦୟାମୟ ସ୍ଥାନ ଦର୍ଶନୀୟ, ପୁଣ୍ୟ ଦେବାଳୟ, ପଡିଛି ଦୁଃସମୟ,
ଜୀବନ ଦୁଃଖମୟ, ନିନ୍ଦା ଦେବା ଦୂଷଣୀୟ(ଦୋଷlବହ) ,
ଧନୁର୍ଦ୍ଧର ଧନଞ୍ଜୟ(ଅର୍ଜୁନ, ଗୁଡାକେଶ, କିରୀଟୀ), ତୃତୀୟ ପାଣ୍ଡବ ଧନଞ୍ଜୟ, କୃଷ୍ଣ ଧନଞ୍ଜୟ(କୃଷ୍ଣ, ଅର୍ଜୁନ)
ହେଲେ ନିରୁପାୟ,
ଜୀବନ ନିରାଶ୍ରୟ ଅବସ୍ଥା ନିଃସହାୟ, ଚୋରି ନୀନ୍ଦନୀୟ ନମ୍ର ନମନୀୟ, ଶରୀର ନିରାମୟ, ଦଣ୍ଡ ନାରକୀୟ, ଶକ୍ତି ନାଭିକୀୟ, ଉଚ୍ଚ ନ୍ୟାୟାଳୟ ନେତା ନିର୍ଦ୍ଦଳୀୟ,
ଭବ୍ୟ ପରିଚୟ, ଶୁଭ ପରିଣୟ, ଶୁଭ୍ର ପରିଧେୟ, ସଂଖ୍ୟା ପରିମେୟ, ସୁଷମା ପିକପ୍ରିୟ(ବସନ୍ତ, ଆମ୍ବଗଛ), ଯୁଦ୍ଧରେ ପରାଜୟ, ଜାଣିବ ପଞ୍ଚେନ୍ଦ୍ରିୟ, ଫେରିଲେ ପୁନରାୟ, ଗୁରୁ ପୂଜନୀୟ , ଦେବ ପୁରଞ୍ଜୟ(ଶିବ, ମୃତ୍ୟୁଞ୍ଜୟ), ଅଞ୍ଚଳ ପର୍ବତୀୟ, କର୍ତ୍ତବ୍ୟ ପାଳନୀୟ, ଗଲେ ପିତ୍ରାଳୟ, ମୋର ପ୍ରାଣପ୍ରିୟ, ପ୍ରାଚୀନ ପୋତାଶ୍ରୟ(ବନ୍ଦର),
ପୂଜ୍ୟ ବନ୍ଦନୀୟ, ଯୋଗ୍ୟ ବରଣୀୟ, ବରେଣ୍ୟ ବରଣୀୟ, ରଙ୍ଗ ବର୍ଣ୍ଣମୟ, ଭାବ ବିନିମୟ, ଦେଲେ ବରାଭୟ(ଅଭୟ),
ବସନ୍ତ ବନପ୍ରିୟ(କୋକିଳ), ସୁଷମା ବାଗିନ୍ଦ୍ରିୟ(ମୁଖ), ଘୋର ବିପର୍ଯ୍ୟୟ, ବନ୍ୟା ବାତ୍ୟା ବିପର୍ଯ୍ୟୟ ସୁଖ/ସଫଳତା ବାଞ୍ଛନୀୟ, ସାଗର ବୀକ୍ଷଣୀୟ(ଦର୍ଶନୀୟ) , ହେଲା ବୋଧଦୟ, ଉଚ୍ଚ ବିଦ୍ୟାଳୟ, ଲତା ବାୟବୀୟ,
ଆମେ/ସଂସ୍କୁତି ଭାରତୀୟ, ଭଜ ମନ୍ତ୍ର ଭୂୟୋଭୂୟ(ବାରମ୍ବାର),
ପିତା ମାନନୀୟ, ତ୍ରୁଟି ମାନବୀୟ, ବ୍ୟକ୍ତି/ନେତା ମହନୀୟ, ଦୃଶ୍ୟ ମୋହନୀୟ ଅତିଥି ମହାଶୟ, ଜୀବନ ମଧୁମୟ, ଗୁରୁ ମହୋଦୟ, ମନ୍ତ୍ର ମୃତ୍ୟୁଞ୍ଜୟ(ଶିବ) ସୈନ୍ୟ/ବ୍ୟକ୍ତି/ଛାତ୍ର ମୁଷ୍ଟିମେୟ(ଅଳ୍ପ), ଦୋଷ ମାର୍ଜନୀୟ, ରାଜ୍ୟ ମେଘାଳୟ, ନାହିଁ ମୃତ୍ୟୁଭୟ
ରୂପ/କାନ୍ତି/ଶୋଭା/ଦୃଶ୍ୟ ରମଣୀୟ, ବେଶ/ଠାଣି ରାଜକୀୟ, ଶୋଭା ରଙ୍ଗମୟ , ଦୃଶ୍ୟ ଲୋଭନୀୟ, ପ୍ରଭୁ ଲୀଳାମୟ ନୃତ୍ୟ ଲାସ୍ୟମୟ,
ଅରଣ୍ୟ ଶୋଭାମୟ , ବ୍ୟବହାର ଶୋଭନୀୟ,
ପ୍ରିୟ ସହୃଦୟ, ଅନୁରୋଧ ସବିନୟ, ନେତାଜୀ ସର୍ବପ୍ରିୟ, ଚିର ସ୍ମରଣୀୟ, ଯାହା ସ୍ପୃହଣୀୟ, ଜନ ସମୁଦାୟ, ଆଦିବାସୀ ସମ୍ପ୍ରଦାୟ, କାର୍ଯ୍ୟରେ ସମନ୍ଵୟ, ପୁଲକ ସବିସ୍ମୟ, ଗୁରୁ ସଦାଶୟ(ଉଦାର ହୃଦୟ),
ସ୍ଵର୍ଗରେ ଯମlଳୟ, ପର୍ବତ ହିମାଳୟ, ————‐ ପୁଣ୍ୟlତ୍ମା ପୂର୍ବଜ, (ଗ୍ରାମ ଜାହାଙ୍ଗୀର ପାଟଣା, ବନମାଳିପୁର, ପୁରୀ)
ଦୁର୍ଯ୍ଯୋଧନ-କାଞ୍ଚନ(ବାପା,ବୋଉ), ବାହୁଡି-ରଙ୍ଗ ଦେଇ (ଜେଜେ,ମା), ବାଞ୍ଛାନିଧି- ମେଙ୍କି ଦେଇ(ଠାକୁର ଜେଜେ, ଠାକୁର ମା), ଅଚ୍ୟୁତ-ତୁଳସୀ, ସାଧୁ ସାହୁ- ରାଧିକା ଦାସ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/17/2022, 9:44 AM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ସ୍ଵର୍ଣ୍ଣଲକ୍ଷ୍ମୀଗାନୀ ସ୍ଵର୍ଣ୍ଣ ମନ୍ଦିର (73)
3 ଶବ୍ଦରେ : ୟ
ସେନା/ବୀର ଅଜୟ ଅପରାଜିତ ଅଜୟ, ଆଶ୍ରୟ ଅଭୟ, ନିର୍ଭୟ ଅଭୟ, ବର ଅଭୟ, ଶକ୍ତି ଅକ୍ଷୟ, ଅମର ଅକ୍ଷୟ, ଇଶ୍ଵର ଅଜ୍ଞେୟ(ଜ୍ଞାନ ବାହାରେ), ଆନନ୍ଦ ଅମିୟ(ଅମୃତ), ଐଶ୍ୱର୍ଯ୍ୟ ଅମିୟ ସୁଷମା ଅମିୟ, ସୁମିଷ୍ଟ ଅମିୟ, ଅପୂର୍ବ ଅମିୟ, ସତ୍ୟ ଅପ୍ରିୟ, ହୋଇଲେ ଅପ୍ରିୟ, ଦେବତାଙ୍କୁ ଅଦେୟ, ଯନ୍ତ୍ରଣା ଅସହ୍ଯ, ବେଦନା ଅସହ୍ଯ, ଅନୀତି ଅନ୍ୟାୟ, କରିଲେ ଅନ୍ୟାୟ, ଅସତ୍ୟ ଅନ୍ୟାୟ, ଦୁର୍ନୀତି ଅନ୍ୟାୟ, ବ୍ୟାକୁଳ ଅଥୟ, ଆନନ୍ଦ ଅଥୟ, ନୂତନ ଅଧ୍ୟାୟ, ପ୍ରଥମ ଅଧ୍ୟାୟ, ନୂତନ ଆଳୟ, ସୁଷମା ଆଳୟ, ନିରାପଦ ଆଶ୍ରୟ, ବିପଦରେ ଆଶ୍ରୟ, ନିରାଶ୍ରୟକୁ ଆଶ୍ରୟ, କୁଟାଖିଅକୁ ଆଶ୍ରୟ,
ସୂର୍ଯ୍ୟ ଉଦୟ, ଉତ୍ସବ ଉଦୟ, ଭାସ୍କର ଉଦୟ, ପର୍ବ ଉଦୟ, ଚନ୍ଦ୍ର ଉଦୟ, ଭାଗ୍ୟ ଉଦୟ, ଆସିଲେ ଉଭୟ, ଦୋଷୀ ଉଭୟ, ଆଶ୍ରିତ ଉଭୟ, ନୂତନ ଉପାୟ, କରିଲେ ଉପାୟ, ଛାତ୍ର/ଜନ ଉଚ୍ଚୟ(ସମୂହ),
ପବିତ୍ର ଗୋମୟ(ଗୋବର),
ବଦନ ଚିନ୍ମୟ(ଆନନ୍ଦ), ସୁଷମା ଚିନ୍ମୟ, ବିସ୍ମୟ ଚିନ୍ମୟ, ଐଶ୍ୱର୍ଯ୍ୟ ଚିନ୍ମୟ,
ଚିନ୍ମୟ ତନ୍ମୟ , ବିହ୍ଵଳ ତନ୍ମୟ, ତଲ୍ଲୀନ ତନ୍ମୟ, ଆନନ୍ଦ ତନ୍ମୟ, ତନୟା ତନୟ(ପୁତ୍ର), ଜ୍ଯେଷ୍ଠ ତନ୍ମୟ, ତପନ ତନ୍ମୟ(ସୂର୍ଯ୍ୟ ପୁତ୍ର, ଯମ, ଶନିଦେବ), ପାର୍ବତୀ ତନ୍ମୟ (ଗଣେଶ),
ନୂତନ ନିଳୟ(ଗୃହ), ସୁଷମା ନିଳୟ, ଆନନ୍ଦ ନିଳୟ, ସର୍ବଦା ନିର୍ଭୟ, ନିଡର ନିର୍ଭୟ, ଅଭୟ ନିର୍ଭୟ, ଜୀବନ ନିର୍ଭୟ ନିରାପଦ ନିର୍ଭୟ, ବଦନ ନିର୍ଭୟ
ନୃଶଂସ ନିର୍ଦ୍ଦୟ , ନିଷ୍ଠୁର ନିର୍ଦ୍ଦୟ, ହୃଦୟ ନିର୍ଦ୍ଦୟ, ହତ୍ୟା ନିର୍ଦ୍ଦୟ, ଦିଗ ନିର୍ଣ୍ଣୟ, ପଥ ନିର୍ଣ୍ଣୟ, ଆସିବ ନିଶ୍ଚୟ, ଜିତିବ ନିଶ୍ଚୟ, ଯୁଦ୍ଧ ନିଶ୍ଚୟ, ପରାଜୟ ନିଶ୍ଚୟ ବୋମା ନିଷ୍କ୍ରିୟ, ଶକ୍ତି ନିଷ୍କ୍ରିୟ, ଯନ୍ତ୍ରଣା ନିରୟ(ନରକ), ଦଣ୍ଡ ନିରୟ,
ପଦାର୍ଥ ପାନୀୟ, ମୃଦୁ ପାନୀୟ, ଥଣ୍ଡା ପାନୀୟ ଯାତ୍ରା ପାଥେୟ(ବାଟଖର୍ଚ୍ଚ), ପ୍ରଥମ ପର୍ଯ୍ୟାୟ, ଶେଷ ପର୍ଯ୍ୟାୟ ଫସଲ ପର୍ଯ୍ୟାୟ, ଅନ୍ତିମ ପର୍ଯ୍ୟାୟ, ଜନନୀ ପରାୟ, ଗୁରୁ ପରାୟ, ବନ୍ଧୁ ପରାୟ, ଅଗ୍ନି ପ୍ରଳୟ, ଜଳ ପ୍ରଳୟ, କାଳ ପ୍ରଳୟ, ପ୍ରୀତି ପ୍ରଣୟ, ଆନନ୍ଦ ପ୍ରଣୟ, ପୁଲକ ପ୍ରଣୟ, ଐଶ୍ୱର୍ଯ୍ୟ ପ୍ରଣୟ, ଗଭୀର ପ୍ରତ୍ୟୟ(ବିଶ୍ବାସ), ପୂର୍ଣ୍ଣ ପ୍ରତ୍ୟୟ, ମୋର ପ୍ରତ୍ୟୟ, ଅଧିକ ପ୍ରଶ୍ରୟ, ଦେଲେ ପ୍ରଶ୍ରୟ,
ଅଗ୍ନି ବଳୟ, ଲୁହାର ବଳୟ, ଦିଗ ବଳୟ, ବିନ୍ଦୁ ବଳୟ, ନୂତନ ବିଷୟ, ବିଜ୍ଞାନ ବିଷୟ, ପୁରାଣ ବିଷୟ, ଭୂଗୋଳ ବିଷୟ, ହୋଇଲେ ବିସ୍ମୟ, ବଦନ ବିସ୍ମୟ, ଆନନ୍ଦ ବିସ୍ମୟ, ଅଦ୍ଭୂତ ବିସ୍ମୟ, ସ୍ରୁଷ୍ଟି ବିସ୍ମୟ, ପ୍ରକୃତି ବିସ୍ମୟ,
ବଚନ ବିନୟ, ବିନମ୍ର ବିନୟ, କୋମଳ ବିନୟ, ମିଳନ ବିଦାୟ, ଅଶ୍ରୁ ବିଦାୟ, ବିଚ୍ଛେଦ ବିଦାୟ, ମୁହୂର୍ତ୍ତ ବିଦାୟ, ଅନ୍ତିମ ବିଦାୟ, ପର୍ବ ବିଦାୟ, ବିଧାନ ବିଧେୟ, ଦଣ୍ଡ ବିଧେୟ, ଓଁକାର ବାଙ୍ମୟ(ଶବ୍ଦ), ପୂଜିବା ବାଙ୍ମୟୀ(ସରସ୍ଵତୀ), ନିୟମ ବ୍ୟତ୍ୟୟ(ବ୍ୟତିକ୍ରମ), କର୍ମରେ ବ୍ୟତ୍ୟୟ,
ବହିଲା ମଳୟ (ବସନ୍ତ ପବନ), ବସନ୍ତ ମଳୟ, ଆନନ୍ଦ ମଳୟ ଅନିଳ ମଳୟ, ଐଶ୍ୱର୍ଯ୍ୟ ମଳୟ, ଦେବ ମୈତ୍ରେୟ(ସୂର୍ଯ୍ୟ), ଉଜ୍ଜ୍ଵଳ ମୈତ୍ରେୟ, ମୂର୍ତ୍ତି ମୃଣୟ, ପ୍ରତିମା ମୃଣୟ,
ସଠିକ ସମୟ, ଘୂରୁଛି ସମୟ, ସନ୍ଧ୍ୟା ସମୟ, ଅସହାୟକୁ ସହାୟ, ହୋଇଲେ ସହାୟ, ବିପଦରେ ସହାୟ, ହୃଦୟ ସଦୟ, ନୟନ ସଦୟ, ବିଚାର ସଦୟ(ଉଦାର), ହୋଇଲା ସକ୍ରିୟ, ଶକ୍ତି ସକ୍ରିୟ, କର୍ମୀ ସକ୍ରିୟ, ନିଷ୍କ୍ରିୟ ସକ୍ରିୟ
ଉଦାର ହୃଦୟ, ବିଶାଳ ହୃଦୟ, ଆନନ୍ଦ ହୃଦୟ, ପ୍ରୀତି ହୃଦୟ, କଠୋର ହୃଦୟ, ପାଷାଣ ହୃଦୟ, ବିଷାଦ ହୃଦୟ, ବିହ୍ଵଳ ହୃଦୟ, ବ୍ୟାକୁଳ ହୃଦୟ, ବିକଳ ହୃଦୟ,
ଯଜ୍ଞ ହୋତ୍ରୀୟ(ହୋମ), ପବିତ୍ର ହୋତ୍ରୀୟ, ——– ପୁଣ୍ୟlତ୍ମା ପୂର୍ବଜ, (ଗ୍ରାମ ଜାହାଙ୍ଗୀର ପାଟଣା, ବନମାଳିପୁର, ପୁରୀ)
ଦୁର୍ଯ୍ଯୋଧନ-କାଞ୍ଚନ(ବାପା,ବୋଉ), ବାହୁଡି-ରଙ୍ଗ ଦେଇ (ଜେଜେ,ମା), ବାଞ୍ଛାନିଧି- ମେଙ୍କି ଦେଇ(ଠାକୁର ଜେଜେ, ଠାକୁର ମା), ଅଚ୍ୟୁତ-ତୁଳସୀ, ସାଧୁ ସାହୁ- ରାଧିକା ଦାସ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/17/2022, 9:01 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟମୟୀଗାନୀ ସ୍ଵର୍ଣ୍ଣ ମନ୍ଦିର (74)
ଘ : ବାଘ, ମେଘ, ନିଦାଘ(ଗ୍ରୀଷ୍ମ କାଳ),
ଠ :
ପାଠଶାଠ, ପୁଣ୍ୟପୀଠ, କର୍ମଠ, କମଠ, ପୈଠ, ପୀଠ, ତୁଠ, ପାଠ, ଶାଠ, ମଠ, ଓଠ, କାଠ, ଗୋଠ, ଶେlଠ, ଶଠ(ଠକ),
ଅଇଁଠା, ବଇଠା,
ଗଇଁଠା, ନିଲଠା, ପୋଡ଼ପିଠା, ନଦୀପଠା, ବାଲିପଠା, ପୁରପିଠା,
ଢ:
ମୂଢ, ଗୂଢ଼ , ଗଢ, କଢ, ଲଢ଼, ଦାଢ, ରାଢ, ଦୃଢ଼, କlଢ, ପୋଢ଼(ମଇଁଷି), ପ୍ରୌଢ, ନିଗୂଢ, ସୁଦୃଢ଼, ଅନୂଢ଼ା(ଅବିବାହିତା),
ନବୋଢା(ନବ ବିବାହିତା), ଗଢା, ଦେଢl, ସଢl, ମୁଢ଼ି, ଦାଢି, କଢି, ବଢି, ଶାଢ଼ି, ରୁଢ଼ି,
ଫ : କଫ, ରଫାଦଫା, ସଫା, ସୋଫା, ଖରିଫ, ରିଲିଫ,
କ୍ଷ; କୃଷ୍ଣପକ୍ଷ, ଶୁକ୍ଳପକ୍ଷ, ପ୍ରତିପକ୍ଷ, ଶତୃପକ୍ଷ, ଲକ୍ଷଲକ୍ଷ,
ବିରୂପାକ୍ଷ(ଶିବ), ସହସ୍ରାକ୍ଷ(ଇନ୍ଦ୍ର),
ଅରକ୍ଷ, ଆରକ୍ଷ, ଆବକ୍ଷ, କଟାକ୍ଷ, ନିରକ୍ଷ, ଏକାକ୍ଷ(କାଉ, କଣା), ପରୋକ୍ଷ, ପ୍ରତ୍ୟକ୍ଷ, ସୁଦକ୍ଷ, ଗବାକ୍ଷ(ଝରକା), ଦୁର୍ଦ୍ଦକ୍ଷ,
ଲକ୍ଷ, ମୋକ୍ଷ, ରୁକ୍ଷ, ଅକ୍ଷ, ବକ୍ଷ, ପକ୍ଷ, କକ୍ଷ, ଯକ୍ଷ, ଋକ୍ଷ(ନକ୍ଷତ୍ର, ଭାଲୁ),
ଦୀକ୍ଷା, ଶିକ୍ଷା,
ଭିକ୍ଷା, ରକ୍ଷା ପରୀକ୍ଷା, ପ୍ରତୀକ୍ଷା ସମୀକ୍ଷା, ସୁରକ୍ଷା କାମାକ୍ଷା(ଦେବୀ),
ତିତିକ୍ଷା(ଧୈର୍ଯ୍ଯ), ଦିଦୃକ୍ଷା (ଦେଖିବାର ଇଛା) ପ୍ରତିରକ୍ଷା, ଶିକ୍ଷାଦୀକ୍ଷା,
ପୁଣ୍ୟlତ୍ମା ପୂର୍ବଜ, (ଗ୍ରାମ ଜାହାଙ୍ଗୀର ପାଟଣା, ବନମାଳିପୁର, ପୁରୀ)
ଦୁର୍ଯ୍ଯୋଧନ-କାଞ୍ଚନ(ବାପା,ବୋଉ), ବାହୁଡି-ରଙ୍ଗ ଦେଇ (ଜେଜେ,ମା), ବାଞ୍ଛାନିଧି- ମେଙ୍କି ଦେଇ(ଠାକୁର ଜେଜେ, ଠାକୁର ମା), ଅଚ୍ୟୁତ-ତୁଳସୀ, ସାଧୁ ସାହୁ- ରାଧିକା ଦାସ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/26/2022, 8:29 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟମୟୀଗାନୀ ସ୍ଵର୍ଣ୍ଣ ମନ୍ଦିର (75)
ଘ : ମହାବଳ ବାଘ, ଦେଖ ଚିତାବାଘ, ବରଷl ମେଘ, ଶ୍ରlବଣ ମେଘ, ମୟୂର ମେଘ କାଳ ନିଦାଘ(ଗ୍ରୀଷ୍ମ କାଳ), ଉତ୍ତପ୍ତ ନିଦାଘ,
ଠ :
ନାହିଁ ପାଠଶାଠ, ଶ୍ରୀକ୍ଷେତ୍ର ପୁଣ୍ୟପୀଠ, ଥିଲେ କର୍ମଠ, ହୁଅ କର୍ମଠ ନଦୀରେ କମଠ(କଇଁଚ),
ଭାତ ଅଇଁଠା, ଦୀପ ବଇଠା,
ପିଠା ଗଇଁଠା, ଭାରି ନିଲଠା, ରଜରେ ପୋଡ଼ପିଠା, ସବୁଜ ନଦୀପଠା, ବିସ୍ତୀର୍ଣ୍ଣ ବାଲିପଠା, ସ୍ଵାଦିଷ୍ଟ ପୁରପିଠା,
ଢ:
ଯୁବତୀ ଅନୂଢ଼ା(ଅବିବାହିତା),
ଯୁବକ ନବୋଢା(ନବ ବିବାହିତା),
ଫ :
କର ରଫାଦଫା,
ଫସଲ ଖରିଫ, ବନ୍ୟା ରିଲିଫ,
କ୍ଷ; ରାତି କୃଷ୍ଣପକ୍ଷ, ଜ୍ୟୋତ୍ସ୍ନା ଶୁକ୍ଳପକ୍ଷ, ଓକିଲ ପ୍ରତିପକ୍ଷ, ସେନା ଶତୃପକ୍ଷ, ଟଙ୍କା ଲକ୍ଷଲକ୍ଷ,
ପ୍ରଭୁ ବିରୂପାକ୍ଷ(ଶିବ), ଦେବ ସହସ୍ରାକ୍ଷ(ଇନ୍ଦ୍ର),
ଅଜ୍ଞାନ ଅରକ୍ଷ, ନିର୍ଭୟ ଆରକ୍ଷ, ମୂର୍ତ୍ତି ଆବକ୍ଷ, ଚାହାଣି କଟାକ୍ଷ, ଜନ ନିରକ୍ଷ, ରାବୁଛି ଏକାକ୍ଷ(କାଉ, କଣା), ସାହାଯ୍ଯ ପରୋକ୍ଷ, ଦର୍ଶନ ପ୍ରତ୍ୟକ୍ଷ, ଶୀଳ୍ପି ସୁଦକ୍ଷ, ଘରର ଗବାକ୍ଷ(ଝରକା),
କଠୋର ପରୀକ୍ଷା, ଅଗ୍ନି ପରୀକ୍ଷା ବାର୍ଷିକ ପରୀକ୍ଷା, ଧୈର୍ଯ୍ୟର ପରୀକ୍ଷା ଫଳ ପରୀକ୍ଷା ଅନନ୍ତ ପ୍ରତୀକ୍ଷା, ମୃତ୍ୟୁକୁ ପ୍ରତୀକ୍ଷା ପ୍ରୀତି ପ୍ରତୀକ୍ଷା, ତୁମକୁ ପ୍ରତୀକ୍ଷା ଜୀବନ ସମୀକ୍ଷା, ଆଲୋଚନା ସମୀକ୍ଷା, ଗଳ୍ପ ସମୀକ୍ଷା, ଦେଶର ସୁରକ୍ଷା ଦେବୀ କାମାକ୍ଷା(ଆସାମ),
ତ୍ୟାଗ ତିତିକ୍ଷା(ଧୈର୍ଯ୍ଯ), ତୁମକୁ ଦିଦୃକ୍ଷା (ଦେଖିବାର ଇଛା) ପ୍ରଣାଳୀ ପ୍ରତିରକ୍ଷା, ମନ୍ତ୍ରୀ ପ୍ରତିରକ୍ଷା ବିଭାଗ ପ୍ରତିରକ୍ଷା, ନାହିଁ ଶିକ୍ଷାଦୀକ୍ଷା,
ପୁଣ୍ୟlତ୍ମା ପୂର୍ବଜ, (ଗ୍ରାମ ଜାହାଙ୍ଗୀର ପାଟଣା, ବନମାଳିପୁର, ପୁରୀ)
ଦୁର୍ଯ୍ଯୋଧନ-କାଞ୍ଚନ(ବାପା,ବୋଉ), ବାହୁଡି-ରଙ୍ଗ ଦେଇ (ଜେଜେ,ମା), ବାଞ୍ଛାନିଧି- ମେଙ୍କି ଦେଇ(ଠାକୁର ଜେଜେ, ଠାକୁର ମା), ଅଚ୍ୟୁତ-ତୁଳସୀ, ସାଧୁ ସାହୁ- ରାଧିକା ଦାସ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/27/2022, 9:41 AM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟପ୍ରାଣ ଗାନୀ ସ୍ଵର୍ଣ୍ଣ ମନ୍ଦିର (76)
କ୍ୟ: ଅନୈକ୍ୟ(ବିରୋଧ) ଅଶକ୍ୟ ଆଧିକ୍ୟ ଆପ୍ତବାକ୍ଯ(ରୁଷିବାକ୍ଯ) ଐକ୍ୟ , ବାର୍ଦ୍ଧକ୍ୟ ଶକ୍ୟ(ସାମର୍ଥ୍ୟ, ସମ୍ଭବ) ————- ଖ୍ୟ : ଅସଂଖ୍ୟ, ଅସଖ୍ୟ(ଶତ୍ରୁ), ସଖ୍ୟ(ବନ୍ଧୁ) ଆଲେଖ୍ୟ(ଛବି, ଚିତ୍ର), ଆଭିମୁଖ୍ୟ(ଉଦ୍ଦେଶ୍ଯ),
ଅଭିଖ୍ୟା(ଯଶ, ଖ୍ୟାତି) ବାଖ୍ୟା(ଆଲୋଚନା),
ସଂଖ୍ୟ(ଯୁଦ୍ଧ) ସଖ୍ୟ(ବନ୍ଧୁତା, ଘନିଷ୍ଠ), ————— ଗ୍ୟ : ଅଭାଗ୍ୟ(ହତଭାଗ୍ୟ), ସୌଭାଗ୍ୟ, ଅଯୋଗ୍ୟ, ଯୋଗ୍ୟ ଆରୋଗ୍ୟ, ଦୁରାରୋଗ୍ୟ(ବଡରୋଗ), ବୈରାଗ୍ୟ ବୀରଭୋଗ୍ୟl ବସୁନ୍ଧରା ଭାଗ୍ୟ ଭୋଗ୍ୟ ଯୋଗ୍ୟ, ସୁଯୋଗ୍ୟ ସୌଭାଗ୍ୟ ————- ଘ୍ଯ : ଅଲଙ୍ଘ, ଦୈର୍ଘ୍ଯ ——— ଚ୍ଯ : ଅବାଚ୍ୟ(ଅକଥ୍ଯ, ଖରାପ କଥା), ଆଲୋଚ୍ୟ(ବିଚାର୍ଯ୍ୟ), ପ୍ରତୀଚ୍ୟ(ପଶ୍ଚିମ, ପ୍ରତୀଚୀ), ———— ଜ୍ୟ : ଅରାଜ୍ୟ(ଅସଙ୍ଗତ କଥା) ଅବିଭlଜ୍ୟ , ବିଭlଜ୍ୟ, ତ୍ୟାଜ୍ୟ ତେଜ୍ୟ, ନୈରାଜ୍ୟ(ଅରାଜକତା), ପରିତ୍ୟଜ୍ୟ, ପରିତ୍ୟାଜ୍ୟ, ପୂଜ୍ୟ(ମାନନୀୟ),
ଜ୍ୟା(ଧରା, ମାତା, ଧନୁର ଗୁଣ), ପରିବ୍ରଜ୍ୟା(ଭ୍ରମଣ) ପ୍ରବ୍ରଜ୍ୟା(ଭ୍ରମଣ)
ଭlଜ୍ୟ, ଭାଜକ, ଭlଗଫଳ ବିଭlଜ୍ୟ, ବାଣିଜ୍ୟ ରାଜ୍ୟ, ସାମ୍ରାଜ୍ଯ ସୌରାଜ୍ୟ(ସୁଶାସନ) ଭୋଜ୍ୟ ପ୍ରଜୁଜ୍ୟ , ସାଯୁଜ୍ଯ(ଏକତ୍ଵ, ମୁକ୍ତି), —————— ଟ୍ୟ : ଅକାଟ୍ୟ, କlପଟ୍ୟ(କପଟତା), ଗୀତିନାଟ୍ୟ,
ନାଟ୍ୟ ନୈକଟ୍ୟ (ନିକଟ), ପରିପାଟ୍ୟ (ଶୃଙ୍ଖଳା, ପରିଚ୍ଛନ୍ନ), ———— ପାଠ୍ୟ, ଅପାଠ୍ୟ, ——– ଢ୍ୟ : ଧନାଢ୍ଯ,
ବର୍ଣ୍ଣାଢ୍ଯ, ———— ପୁଣ୍ୟlତ୍ମା ପୂର୍ବଜ, (ଗ୍ରାମ ଜାହାଙ୍ଗୀର ପାଟଣା, ବନମାଳିପୁର, ପୁରୀ)
ଦୁର୍ଯ୍ଯୋଧନ-କାଞ୍ଚନ(ବାପା,ବୋଉ), ବାହୁଡି-ରଙ୍ଗ ଦେଇ (ଜେଜେ,ମା), ବାଞ୍ଛାନିଧି- ମେଙ୍କି ଦେଇ(ଠାକୁର ଜେଜେ, ଠାକୁର ମା), ଅଚ୍ୟୁତ-ତୁଳସୀ, ସାଧୁ ସାହୁ- ରାଧିକା ଦାସ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/27/2022, 9:29 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟପ୍ରଭା ଗାନୀ ସ୍ଵର୍ଣ୍ଣ ମନ୍ଦିର (77)
ଣ୍ୟ : ଅରଣ୍ୟ, ଅଗ୍ରଗଣ୍ୟ, ଅକର୍ମଣ୍ୟ, ଆରଣ୍ୟ(ବନଜାତ, ଆରଣ୍ୟକ), କାରୁଣ୍ୟ (ସହାନୁଭୂତି, ଦୟା), କାର୍ପଣ୍ୟ(କୃପଣ), ଗୁଣ୍ୟ, ଘୃଣ୍ୟ, ତାରୁଣ୍ୟ(ତରୁଣ), ତ୍ରୈଗୁଣ (ତ୍ରିଗୁଣ), ଦାକ୍ଷିଣ୍ୟ(ଉପହାର, ସୌଜନ୍ୟ), ନଗଣ୍ଯ, ନୈପୁଣ୍ୟ (ଦକ୍ଷତା), ପଣ୍ୟ, ପୁଣ୍ୟ, ବରେଣ୍ୟ, ବୈଗୁଣ୍ୟ(ଦୋଷ), ବ୍ରାହ୍ମଣ୍ୟ, ଲାବଣ୍ୟ, ———— ତ୍ୟ : ଅନିତ୍ୟ(କ୍ଷଣଭଙ୍ଗୁର), ଅପତ୍ୟ(ସନ୍ତାନ), ଅମର୍ତ୍ତ୍ୟ(ସ୍ଵର୍ଗ, ଦେବତା, ସ୍ଵର୍ଗୀୟ), ଅଚିନ୍ତ୍ୟ, ଆଦିତ୍ୟ (ସୂର୍ଯ୍ୟ, ଅର୍ଯ୍ୟମା, ଭାସ୍କର), ଆନୁଗତ୍ୟ,
ଆଭିଜାତ୍ୟ, ଆଧିପତ୍ୟ,
ଏକାଧିପତ୍ୟ, ଔଚିତ୍ୟ(ନ୍ୟାୟ, ସତ୍ୟତା) ଔଦ୍ଧତ୍ୟ(ଉଦ୍ଧତ, ଦମ୍ଭ), କୃତକୃତ୍ୟ(କୃତାର୍ଥ, ସନ୍ତୁଷ୍ଟ) କୃତ୍ୟ(କାର୍ଯ୍ୟ), ଗlଣପତ୍ୟ(ଗଣେଶ ଉପାସନା), ଦୈତ୍ୟ(ରାକ୍ଷସ) ଦାମ୍ପତ୍ୟ, ଦୌତ୍ୟ(ଦୂତ କାର୍ଯ୍ୟ), ନିତ୍ୟ, ନିମିତ୍ୟ(ମାଙ୍ଗଳିକ ଉତ୍ସବ), ପାଶ୍ଚାତ୍ୟ, ପାଣ୍ଡିତ୍ୟ, ପୌରହିତ୍ୟ(ପୁରୋହିତ, ସଭାପତିତ୍ଵ) ବଳାତ୍ୟ(ବଳବନ୍ତ), ବୈଚିତ୍ର୍ୟ(ସୌନ୍ଦର୍ଯ୍ୟ, ବିଚିତ୍ରତା), ବିପରୀତ୍ୟ(ଓଲଟା) ମର୍ତ୍ତ୍ୟ, ଶୈତ୍ୟ(ଶୀତ, ଜାଡ) ଲାଳିତ୍ୟ, ଲୋହିତ୍ୟ(ବ୍ରହ୍ମପୁତ୍ର), ସାହିତ୍ୟ ସତ୍ୟ, ଅସତ୍ୟ, —–
ପୁଣ୍ୟlତ୍ମା ପୂର୍ବଜ, (ଗ୍ରାମ ଜାହାଙ୍ଗୀର ପାଟଣା, ବନମାଳିପୁର, ପୁରୀ)
ଦୁର୍ଯ୍ଯୋଧନ-କାଞ୍ଚନ(ବାପା,ବୋଉ), ବାହୁଡି-ରଙ୍ଗ ଦେଇ (ଜେଜେ,ମା), ବାଞ୍ଛାନିଧି- ମେଙ୍କି ଦେଇ(ଠାକୁର ଜେଜେ, ଠାକୁର ମା), ଅଚ୍ୟୁତ-ତୁଳସୀ, ସାଧୁ ସାହୁ- ରାଧିକା ଦାସ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/28/2022, 8:37 AM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ସ୍ଵର୍ଣ୍ଣମୟୀ ଗାନୀ ସ୍ଵର୍ଣ୍ଣ ମନ୍ଦିର (78)
ଥ୍ଯ : ଅପଥ୍ଯ, ଅକଥ୍ୟ(ଅକଥା), ଅସାମର୍ଥ୍ୟ(ଅସମର୍ଥ), ଆତିଥ୍ଯ,
କୁପଥ୍ୟ ନେପଥ୍ୟ, ପଥ୍ୟ(ପଥି, ଚେରମୂଳି) ପଥ୍ୟl(ରାସ୍ତା), ମିଥ୍ୟା, ରଥ୍ୟl(ରାଜପଥ) ସାମର୍ଥ୍ୟ ———– ଦ୍ୟ : ଅଦ୍ୟ, ଅନବଦ୍ୟ(ଅନିନ୍ଦ୍ୟ, ପ୍ରସଂଶା, ନିର୍ଦୋଷ), ଅଖାଦ୍ୟ , ଅବଦ୍ୟ(ଅକଥ୍ୟ), ଅଭେଦ୍ୟ, ଅବିଛେଦ୍ୟ, ଆସ୍ଵାଦ୍ୟ, ଆଦ୍ୟ(ପ୍ରଥମ), ଆଦ୍ୟା (କାଳି) ଅନିନ୍ଦ୍ୟ, ଅଗ୍ନିମାନ୍ଦ୍ୟ, ଉପପାଦ୍ୟ, କୃତବିଦ୍ୟ(ପଣ୍ଡିତ, ଜ୍ଞାନୀ), ଖାଦ୍ୟ, ଗୀତବାଦ୍ୟ, ଦାରିଦ୍ର୍ଯ, ଦୁର୍ଭେଦ୍ୟ, ନିନ୍ଦ୍ୟ(ନୀନ୍ଦନୀୟ), ନିବେଦ୍ୟ, ନିରଵଦ୍ୟ(ଅନିନ୍ଦ୍ୟ, ନିର୍ଦୋଷ) ନୈବେଦ୍ୟ ପଦ୍ୟ, ପାଦ୍ୟ(ପାଦ ଧୋଇବା ଜଳ), ବନ୍ଦ୍ୟ (ବନ୍ଦନୀୟ), ବୈଦ୍ଯ ଭିଦ୍ଯ ପ୍ରଭେଦ୍ୟ, ମଦ୍ୟ ସୌହାର୍ଦ୍ଦ୍ୟ, ସମ୍ପାଦ୍ୟ ସୂଚୀଭେଦ୍ୟ(ଅତି ନିବିଡ) ———— ଧ୍ଯ : ଆରାଧ୍ଯ ଦୁର୍ବୋଧ୍ୟ ସୁବୋଧ୍ୟ ବାଧ୍ଯ, ସାଧ୍ଯ, ସାନିଧ୍ୟ, ——- ନ୍ୟ : ଅନ୍ୟ ଅନନ୍ୟ, ଅମାନ୍ୟ, ଅସାମାନ୍ୟ, ଅସୌଜନ୍ୟ, ଐଶାନ୍ୟ(ଉତ୍ତରପୂର୍ବ କୋଣ), କୌଳୀନ୍ୟ(ବଂଶ ମର୍ଯ୍ୟାଦା), ଗଣ୍ୟମାନ୍ୟ, ଚୈତନ୍ୟ, ଜଘନ୍ୟ, ଜନଶୂନ୍ୟ, ଦୈନ୍ୟ, ଧନଧାନ୍ୟ(ଧନ ଓ ଶସ୍ୟ), ଧନ୍ଯ, ବଦାନ୍ୟ(ଦୟାଳୁ), ମନୋମାଳିନ୍ୟ ମାଳିନ୍ୟ(ମଳିନତା),. ମହାଶୂନ୍ୟ, ମୃଦ୍ଧନ୍ୟ(ତlଳୁ), ରlଜନ୍ୟ, ଶୂନ୍ୟ, ସୈନ୍ୟ, ସସୈନ୍ୟ(ସୈନ୍ୟ ସହିତ), ସୌଜନ୍ୟ, ସ୍ତନ୍ୟ ————— ପ୍ୟ : ରୌପ୍ୟ ଗୋପ୍ୟ(ଗୁପ୍ତ), ଦୁଷ୍ପାପ୍ୟ(କଷ୍ଟରେ ମିଳିବା), ପ୍ରାପ୍ୟ ————- ପୁଣ୍ୟlତ୍ମା ପୂର୍ବଜ, (ଗ୍ରାମ ଜାହାଙ୍ଗୀର ପାଟଣା, ବନମାଳିପୁର, ପୁରୀ)
ଦୁର୍ଯ୍ଯୋଧନ-କାଞ୍ଚନ(ବାପା,ବୋଉ), ବାହୁଡି-ରଙ୍ଗ ଦେଇ (ଜେଜେ,ମା), ବାଞ୍ଛାନିଧି- ମେଙ୍କି ଦେଇ(ଠାକୁର ଜେଜେ, ଠାକୁର ମା), ଅଚ୍ୟୁତ-ତୁଳସୀ, ସାଧୁ ସାହୁ- ରାଧିକା ଦାସ
ପ୍ରଣାମ ପ୍ରଣାମ ଆର୍ଯ୍ଯପୁତ୍ର, ନାଗଗୋତ୍ର କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/28/2022, 9:58 PM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପୁଣ୍ୟପ୍ରଭା ଗାନୀ ସ୍ଵର୍ଣ୍ଣ ମନ୍ଦିର (79)
ଅଦିବ୍ୟ, ଅଭବ୍ୟ, ଅକର୍ତ୍ତବ୍ୟ, ଉପଜୀବ୍ୟ(ଆଶ୍ରୟପ୍ରଦ), କର୍ତ୍ତବ୍ୟ,କାବ୍ଯ, ଖଣ୍ଡକାବ୍ଯ, ଗୀତିକାବ୍ଯ, ମହାକାବ୍ୟ, ଗନ୍ତବ୍ୟ(ଯିବା ସ୍ଥାନ), ଜ୍ଞାତବ୍ୟ(ଜାଣିବା), ତାଲବ୍ୟ(ତାଳୁ), ଦାତବ୍ୟ, ଦିବ୍ୟ, ଦ୍ରବ୍ୟ, ଦ୍ରଷ୍ଟବ୍ୟ, ଧର୍ତ୍ତବ୍ୟ, ନବ୍ୟ, ନାବ୍ୟ, ସୁନାବ୍ୟl, ପିତୃବ୍ୟ(ଦାଦା), ବକ୍ତବ୍ୟ, ବାୟବ୍ୟ ବାସ୍ତବ୍ୟ(ବାସଯୋଗ୍ୟ ଗୃହ), ବିଭାବ୍ୟ( ଚିନ୍ତନିୟ), ବୈଧବ୍ୟ(ବିଧବା), ଭବିତବ୍ଯ(ଅବଶ୍ଯ ଘଟିବ,ଭlବ୍ୟ) ଭବ୍ୟ, ଭର୍ତ୍ତବ୍ୟ(ପ୍ରତିପାଳନ), ମାଣବ୍ୟ(ବାଲ୍ୟାବସ୍ଥା, ବାଳକମାନେ), ଶରବ୍ୟ(ଶରର ଲକ୍ଷ୍ୟ), ଶ୍ରାବ୍ୟ/ଶ୍ରବ୍ୟ/ ଶ୍ରୋତବ୍ୟ(ଶୁଣିବା ଯୋଗ୍ୟ), ସବ୍ୟ(ବାମ ପଟ), ସମ୍ଭାବ୍ଯ(ସମ୍ଭବ), ସେବ୍ୟ ———– ଭ୍ଯ : ଅଲଭ୍ୟ, ଅସଭ୍ୟ, ଲଭ୍ୟ(ପ୍ରାପ୍ୟ), ସଭ୍ଯ ———-
ମ୍ଯ : ଅଗମ୍ଯ(ଦୁର୍ଗମ), ଗ୍ରାମ୍ୟ, ତlଦାତ୍ମ୍ୟ(ଅଭେଦ୍ୟ), ତାରତମ୍ୟ, ଦୌରାତ୍ମ୍ୟ, ବୋଧଗମ୍ୟ, ପ୍ରଣମ୍ୟ, ପ୍ରlକାମ୍ୟ(ସ୍ୱଚ୍ଛନ୍ଦ), ବୈଷମ୍ୟ(ପ୍ରଭେଦ), ମାହାତ୍ମ୍ୟ, ଯାମ୍ୟ(ଦକ୍ଷୀଣ ଦିଗ, ଅବାଚୀ ), ରମ୍ୟ, ସାମ୍ୟ, ସୁରମ୍ୟ, ସୌଗମ୍ୟ(ସୁଗମତା), ସୌମ୍ୟ (ଶାନ୍ତମୂର୍ତ୍ତି, ମନୋହର), ——— ର୍ଯ୍ୟ : କାର୍ଯ୍ୟ, ଅକାର୍ଯ୍ୟ, ଧୈର୍ଯ୍ଯ, ଅଧୈର୍ଯ୍ୟ, ନାର୍ଯ୍ୟ, ଅନାର୍ଯ୍ୟ, ଅନିବାର୍ଯ୍ୟ, ଅନାଯ୍ୟ (ଅନୁଚିତ), ଅପରିହାର୍ଯ୍ୟ, ଆଚାର୍ଯ୍ୟ, ଆତିଶଯ୍ୟ, ଆଶ୍ଚର୍ଯ୍ୟ, ଆହାର୍ଯ୍ୟ, ଐଶ୍ୱର୍ଯ୍ୟ, ଔଦାର୍ଯ୍ୟ(ଉଦାର), କଦର୍ଯ୍ୟ, କାତର୍ଯ୍ୟ(କାତରତା), କାର୍ଯ୍ୟ, କୌମାର୍ଯ୍ଯ(କୁମାର ଅବସ୍ଥା) , ଗାମ୍ଭୀର୍ଯ୍ୟ(ମହତ୍ତ୍ଵ), ଗ୍ରହlଚାର୍ଯ୍ଯ, ଚାତୁର୍ଯ୍ୟ, ଚୌର୍ଯ୍ୟ , ତାତ୍ପର୍ଯ୍ୟ(ଉଦ୍ଦେଶ୍ଯ), ତୂର୍ଯ୍ୟ(ବାଦ୍ୟ), ତୂର୍ଯ୍ୟନାଦ(ବାଦ୍ୟ ନାଦ), ବୈଦୁର୍ଯ୍ୟ, ବିଚାର୍ଯ୍ୟ, ଧୈର୍ଯ୍ଯ, ନାଟ୍ୟାଚାର୍ଯ୍ୟ, ନିଧାର୍ଯ୍ୟ, ନିବାର୍ଯ୍ୟ, ଅନିବାର୍ଯ୍ୟ ପରିହାର୍ଯ୍ୟ, ଅପରିହାର୍ଯ୍ୟ, ପ୍ରାଚୁର୍ଯ୍ୟ, ବର୍ଜ୍ୟ, ବର୍ଯ୍ଯ(ଶ୍ରେଷ୍ଠ, ବରଣୀୟ), ବୈଦୁର୍ଯ୍ୟ, ବିଚାର୍ଯ୍ୟ, ବୈଧୁର୍ଯ୍ୟ(କାତରତା), ମାଧୁର୍ଯ୍ୟ ମlତ୍ସର୍ଯ୍ୟ(ପରଶ୍ରୀକାତରତା), ସୂର୍ଯ୍ୟ, ଶୌର୍ଯ୍ୟ, ————– ପୁଣ୍ୟlତ୍ମା ପୂର୍ବଜ, (ଗ୍ରାମ ଜାହାଙ୍ଗୀର ପାଟଣା, ବନମାଳିପୁର, ପୁରୀ)
ଦୁର୍ଯ୍ଯୋଧନ-କାଞ୍ଚନ(ବାପା,ବୋଉ), ବାହୁଡି-ରଙ୍ଗ ଦେଇ (ଜେଜେ,ମା), ବାଞ୍ଛାନିଧି- ମେଙ୍କି ଦେଇ(ଠାକୁର ଜେଜେ, ଠାକୁର ମା), ଅଚ୍ୟୁତ-ତୁଳସୀ, ସାଧୁ ସାହୁ- ରାଧିକା ଦାସ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର [11/30/2022, 6:06 AM] Raj Kishore Sahoo: ଓଡ଼ିଆ ଜାତିର ଶବ୍ଦ ସାଧନା ପ୍ରଭାଦୀପ୍ତଗାନୀ ସ୍ଵର୍ଣ୍ଣ ମନ୍ଦିର (80)
ଲ୍ୟ : ଅମୂଲ୍ୟ, ଅତୁଲ୍ୟ, ଅକଲ୍ଯ(ରୁଗଣ), ଅହଲ୍ୟା, କୌଶଲ୍ୟା , କଲ୍ଯା(ମଦ୍ୟ),
କୁଲ୍ଯା(ଗଡ଼ଖାଇ, କେନାଲ)
କଲ୍ଯ(କାଲି ସକାଳ) ଆନୁକୁଲ୍ୟ(ଉପକାର, ସାହାଯ୍ଯ) ଔଜ୍ଜଲ୍ୟ
କୈବଲ୍ୟ, କୌଟଲ୍ୟ(କୁଟିଳ, ଚାଣକ୍ଯ), ଗନ୍ଧମାଲ୍ୟ(ଚନ୍ଦନ ସୁଗନ୍ଧ, ପୁଷ୍ପମାଳ), ଜୟମାଲ୍ୟ(ବିଜୟ ପୁଷ୍ପମାଳ), ବରମାଲ୍ୟ, ତୁଲ୍ୟ ତତ୍ତୁଲ୍ୟ ତାଚ୍ଛଲ୍ୟ, ବାତ୍ସଲ୍ୟ , ବାଲ୍ଯ, ବାହୁଲ୍ୟ ମାଲ୍ୟ(ମାଳ), ମୂଲ୍ୟ,
ଶଲ୍ୟ(କୀଳା, କାଠି, ଶାବଳ, ଝିଙ୍କଶର),
ଶାବଲ୍ୟ(ବର୍ଣ୍ଣ ବୈଚିତ୍ର୍ୟ), ଶୈଥିଲ୍ୟ(ଶିଥିଳତା) ସାଫଲ୍ୟ(ସଫଳତା),
ସାରଲ୍ୟ(ସରଳତା) ——- ସ୍ୟ : ଆଳସ୍ୟ, ଆସ୍ୟ(ମୁଖ), ଅବିଶ୍ବାସ୍ୟ, ଅସାମଞ୍ଜସ୍ୟ, ଅଗସ୍ତ୍ୟ(ରୁଷି, ନକ୍ଷତ୍ର), ଈଷଦ୍ଧାସ୍ୟ(ସାମାନ୍ୟ ହସ ), ଉପାସ୍ୟ(ଉପାସନା ଯୋଗ୍ୟ), ଔଧସ୍ୟ(କୁଚ), ଗାର୍ହସ୍ଥ୍ୟ, ଚତୁର୍ମାସ୍ୟା, ଚlତୁର୍ମାସ୍ୟ(ବର୍ଷା ଚାରିମାସ), ଦlସ୍ୟ, ନମସ୍ୟ, ନସ୍ୟ, ସଦସ୍ୟ, ସହlସ୍ୟ, ରହସ୍ୟ ଶସ୍ୟ, ହାସ୍ୟ ତପସ୍ୟା, ————— ଶ୍ଯ : ଅଦୃଶ୍ୟ, ଅସ୍ପୃଶ୍ଯ, ଅବଶ୍ଯ, ଅପ୍ରକାଶ୍ୟ, ପ୍ରକାଶ୍ୟ, ଦୃଶ୍ୟ, ବୈଶ୍ୟ, ନୈଶ୍ଯ , ସଦୃଶ୍ୟ, ସାଦୃଶ୍ୟ, ସୁଦୃଶ୍ୟ(ସୁନ୍ଦର), ————-‘ ଷ୍ୟ : ଅବିମୃଷ୍ୟ, ଅମନୁଷ୍ୟ, ପୋଷ୍ୟ, ପାରୁଷ୍ୟ(ପୁରୁଷତା, କଠୋରତା), ପ୍ରେଷ୍ୟ(ଭୃତ୍ୟ), ଭବିଷ୍ୟ, ଭାଷ୍ଯ(ବ୍ୟାଖ୍ୟା), ମନୁଷ୍ୟ ———- ହ୍ୟ : ଅସହ୍ଯ, ଅଗ୍ରାହ୍ୟ(ଅରାଜି, ପ୍ରତ୍ୟାଖ୍ୟାନ), ଅସହ୍ଯ, ଉହ୍ୟ(ଲୁକାୟିତ), ଏୈତିହ୍ୟ, ଗୁହ୍ୟ(ଗୋପନୀୟ), ଦାହ୍ୟ, ପ୍ରସହ୍ୟ(ହଠାତ୍, ବଳପୂର୍ବକ), ବାହ୍ୟ, ଲେହ୍ୟ(ଚାଟିବl), ସହ୍ୟ ——- କ୍ଷ୍ୟ : ଲକ୍ଷ୍ୟ, ଭକ୍ଷ୍ୟ, ଅଭକ୍ଷ୍ୟ(ଅଖାଦ୍ୟ), ବୀକ୍ଷ୍ୟ(ଦର୍ଶନୀୟ, ସୁନ୍ଦର), ————- ପୁଣ୍ୟlତ୍ମା ପୂର୍ବଜ, (ଗ୍ରାମ ଜାହାଙ୍ଗୀର ପାଟଣା, ବନମାଳିପୁର, ପୁରୀ)
ଦୁର୍ଯ୍ଯୋଧନ-କାଞ୍ଚନ(ବାପା,ବୋଉ), ବାହୁଡି-ରଙ୍ଗ ଦେଇ (ଜେଜେ,ମା), ବାଞ୍ଛାନିଧି- ମେଙ୍କି ଦେଇ(ଠାକୁର ଜେଜେ, ଠାକୁର ମା), ଅଚ୍ୟୁତ-ତୁଳସୀ, ସାଧୁ ସାହୁ- ରାଧିକା ଦାସ
ପ୍ରଣାମ ପ୍ରଣାମ କବି ମହାତ୍ମା ଧର୍ମାନନ୍ଦ, ଚୌଦ୍ଵାର